Daily Archives

June 2, 2019

ସଲମାନଙ୍କ ଫିଲ୍ମର କ୍ରେଜ୍‌ : ଫିଲ୍ମ ଭାରତ ପାଇଁ ପୂରା ଥିଏଟର ବୁକ୍‌ କଲେ ପ୍ରଶଂସକ

ମୁମ୍ବାଇ : ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ଭାରତ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ରିଲିଜ୍‌ ପୂର୍ବରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ କେତେ ରହିଛି ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତେବେ…
ଅଧିକ ଖବର ଦେଖନ୍ତୁ...

ନିଜ ଜୀବନକୁ ବାଜି ଲଗାଇଲେ ଆୟକର ବିଭାଗ ଅଧିକାରୀ, ପାଟିରେ ପାଣି ଭର୍ତ୍ତି କରି ଏଭଳି ବଞ୍ଚାଇଲେ ସାପର ଜୀବନ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଆୟକର ବିଭାଗ ଅଧିକାରୀ ଗୋଟିଏ ସାପର ଜୀବନ ବଞ୍ଚାଇବାକୁ ଯାଇ ଯେଉଁ ଦୁଃସାହାସିକ କାମ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସାପକୁ ଆଘାତ ଲାଗିଥିବା ଦେଖି ଆୟକର ବିଭାଗ ଅଧିକାରୀ ଶେରସିଂହ ଗିନ୍ନୋର ତାକୁ ଷ୍ଟ୍ର ଜରିଆରେ ପାଣି ପିଆଇଥିଲେ…
ଅଧିକ ଖବର ଦେଖନ୍ତୁ...

ବୀରୁ ଦେବଗନଙ୍କ ଦେହାନ୍ତ ପରେ ଶୋକ ପତ୍ର ଲେଖି ପଠାଇଲେ ମୋଦୀ, ଏଭଳି ଧନ୍ୟବାଦ୍‌ ଜଣାଇଲେ ଅଜୟ

ମୁମ୍ବାଇ : ମେ’ ୨୭ ଗୁରୁବାର ଦିନ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ ବଲିଉଡ୍‌ର ଷ୍ଟଣ୍ଟ ମାଷ୍ଟର ତଥା ଅଭିନେତା ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ । ହଠାତ୍‌ ତାଙ୍କ ବିୟୋଗ ଖବର ଶୁଣି ସାରା ବଲିଉଡ୍‌ ସ୍ତବ୍ଧ ହୋଇ ଯାଇଥିଲା । ନିଜର ଶୋକ ବ୍ୟକ୍ତ କରିବା ପାଇଁ ଦେବଗନଙ୍କ ନିବାସ…
ଅଧିକ ଖବର ଦେଖନ୍ତୁ...

ସ୍ପାଇସଜେଟ୍‌ର ବଡ଼ ଘୋଷଣା: ଜେଟ୍‌ ଏୟାରେଓ୍ଵଜ୍‌ର ୨,୦୦୦କର୍ମଚାରୀଙ୍କୁ ଦେବ ନିଯୁକ୍ତି

ନୂଆଦିଲ୍ଲୀ : ବଡ଼ ଘୋଷଣା କରିଛି ସ୍ପାଇସ୍‌ଜେଟ୍‌ । ଜେଟ୍‌ ଏୟାରେଓ୍ଵଜ୍‌ର ଦେବାଳିଆ ସ୍ଥିତି ପାଇଁ ୨୦,୦୦୦ରୁ ଉର୍ଦ୍ଧ କର୍ମଚାରୀ ବେରୋଜଗାର ହୋଇ ଯାଇଥିବା ବେଳେ ଏବେ ପୁଣି ଥରେ ସେମାନଙ୍କ ପାଇଁ ଖୁସି ଖବର ନେଇ ଆସିଛି ସ୍ପାଇସଜେଟ୍‌ । ପୂର୍ବରୁ ଜେଟ୍‌ ଏୟାରେଓ୍ଵଜ୍‌ର କିଛି କର୍ମଚାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କଳ୍ପନା ଦୁନିଆରେ ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। ପ୍ରିୟ ବନ୍ଧୁଙ୍କୁ ଉପହାର ଦେବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଆଖଣ୍ତଳମଣି। ବୃଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହବେ। ସବୁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳ, ଛାତ୍ରଛାତ୍ରୀମାନେ ଏମିତି ଜାଣିପାରିବେ ନିଜ ରେଜଲ୍ଟ

ଭୁବନେଶ୍ୱର:  ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ସୋମବାର ପ୍ରକାଶ ପାଇବ ବୋଲି ସୂଚନା ରହିଛି। ମଧ୍ୟାହ୍ନ ୧୨ଟା ସମୟରେ ଗୀତ ଗୋବିନ୍ଦ ଭବନରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜାଣିବାକୁ ମିଳିଛି। ପରୀକ୍ଷା ଫଳାଫଳ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ www.odisharesult.nic.in  ଏବଂ…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ, ୨ ଯାଆ ସମେତ ୩ ମହିଳା ମୃତ

ନାରାୟଣପାଟଣା/ବାରିପଦା: ବଜ୍ରାଘାତରେ ରବିବାର ସନ୍ଧ୍ୟାରେ ୩ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଘଟଣା କୋରାପୁଟ ଜିଲ୍ଲାର ନାରାୟଣପାଟଣା ଅଂଚଳରେ ଘଟିଥିବା ବେଳେ ଦ୍ୱିତୀୟ ଘଟଣାଟି ମୟୂରଭଂଜ ଜିଲ୍ଲାର ଠାକୁରମୁଣ୍ଡା ଅଂଚଳରେ ଘଟିଛି। ସୂଚନା ଅନୁସାରେ ନାରାୟଣପାଟଣା ଅଂଚଳରେ ଲଙ୍ଗଲବେଡ଼ାର…
ଅଧିକ ଖବର ଦେଖନ୍ତୁ...

‘ଜୟ ଶ୍ରୀ ରାମ’ ସ୍ଲୋଗାନ ପ୍ରସଂଗରେ ମତ ରଖିଲେ ମମତା, ବିଜେପି ଘୃଣା ପ୍ରଘଟ କରିବାକୁ ଧର୍ମ ଓ ରାଜନୀତିକୁ ଏକାଠି କରି…

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଭାରତୀୟ ଜନତା ପାଟି(ବିଜେପି)ର ଦଳୀୟ ସ୍ଲୋଗାନ୍‌ ‘ଜୟ ଶ୍ରୀ ରାମ’କୁ ନେଇ ବିଜେପିକୁ ଥଟା କରିଛନ୍ତି। ସେ କହିଛନ୍ତି ଯେ ବିଜେପିର ନେତାମାନେ ଏକ ହିନ୍ଦୁ ସ୍ଲୋଗାନ୍‌କୁ ଭୁଲ୍‌ ତରିକାରେ ଦଳୀୟ ସ୍ଲୋଗାନ ଭାବେ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟରେ ନିର୍ମାଣ ହେଲା ଦେଶର ପ୍ରଥମ ଡାଇନୋସର ପାର୍କ

ଅହମଦାବାଦ: ଗୁଜୁରାଟର ଵାଲାସୀନୋରରେ ଏବେ ଦେଶର ପ୍ରଥମ ତଥା ନିଆରା ପାର୍କର ନିର୍ମାଣ କରାଯାଇଛି | ଏହା ଦୁନିଆର ତୃତୀୟ ବୃହତ୍‌ ତଥା ଦେଶର ପ୍ରଥମ ଡାଇନୋସର ମ୍ୟୁଜିୟମ ପାର୍କ ଭାବେ ମାନ୍ୟତା ପାଇଛି | ଖୁବଶୀଘ୍ର ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ | ଏହି ପାର୍କ ୧୨୧ ଏକର ଜମିରେ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

୩୨ ବର୍ଷ ପରେ ମାଆବାପା ଛେଉଣ୍ଡ ୨ ଭଉଣୀଙ୍କ ଭେଟ! ସାନ ଭଉଣୀକୁ ଦେହଜୀବୀ ଭାବେ ଦେଖି ଝରିଗଲା ଅଶ୍ରୁ, ସାଥୀ ହୋଇ କାଟିବେ…

ସ୍ୱିଡିସ୍‌: ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିଲେ ବି ଘଟଣାଟି ସଂପୂର୍ଣ୍ଣ ବାସ୍ତବ। ଦୀର୍ଘ ୩୨ ବର୍ଷ ପରେ ଦୁଇ ଭଉଣୀଙ୍କର ପୁନଶ୍ଚ ମିଳନ ଯେତିକି ଆନନ୍ଦଦାୟକ ସେତିକି ହୃଦୟ ବିଦାରକ! ଏହା ହେଉଛି ୧୯୮୬ ମସିହାର କଥା। ସେ ସମୟରେ ନେହା ହୋଲ୍‌ମଗ୍ରିନ୍‌(ଯିଏକି ଏବେ ଜଣେ ସ୍ୱିଡିସ୍‌ ନାଗରିକ) ନିଜ…
ଅଧିକ ଖବର ଦେଖନ୍ତୁ...