Daily Archives

June 3, 2019

ଓଡ଼ିଶାର ୨୦ ସ୍କୁଲ ପିଲା ଇସ୍ରୋ କଣ୍ଟ୍ରୋଲ ରୁମ ଦେଖିବେ, କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରର ନବୀନ ନିବାସଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟାଷ୍ଟିଲ ଯୁବଜ୍ୟୋତିର୍ବିଜ୍ଞାନ ପ୍ରତିଭା ଅନ୍ୱେଷଣ (ୟାଟସ୍)ର ୧୨ତମ ସଂସ୍କରଣ ବିଜେତାଙ୍କ ପରିଦର୍ଶନ କାର୍ଯ୍ୟକ୍ରମକୁ ଓଡ଼ିଶାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି ।ବିଜେତା ହୋଇଥିବା ୨୦ ଜଣିଆ…
ଅଧିକ ଖବର ଦେଖନ୍ତୁ...

କେଶ ଝଡ଼ିବାକୁ ନେଇ ଚିନ୍ତିତ କି? ଲଗାନ୍ତୁ ଏହି ମାସ୍କ, ମାସକ ମଧ୍ୟରେ ମିଳିବ ଫଳ

ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ଏବଂ କାମର ଚାପ ପାଇଁ ଅନେକଙ୍କ ପାଖରେ କେଶ ଝଡ଼ିବା ଭଳି ସମସ୍ୟା ଦେଖା ଯାଉଛି । ଏହା ଅତି ସାଧାରଣ ହୋଇ ଯାଇଥିବା ବେଳେ ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଆପଣାଉଛନ୍ତି । କିନ୍ତୁ ସେମାନଙ୍କୁ ଫାଇଦା ମିଳିବା ପରିବର୍ତ୍ତେ ବ୍ୟବହାର କରୁଥିବା…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ କ୍ରିକେଟ ୨୦୧୯: ଇଂଲଣ୍ଡକୁ ୧୪ ରନ୍‌ରେ ପରାସ୍ତ କଲା ପାକିସ୍ତାନ

ଟେଣ୍ଟବ୍ରିଜ (ନଟିଂହାମ): ନଟିଂହାମ (ଇଂଲଣ୍ଡ)ର ଟେଣ୍ଟବ୍ରିଜରେ ଚାଳିଥିବା ବିଶ୍ୱକପ୍‌ କ୍ରିକେଟ ୨୦୧୯ର ୬ଷ୍ଠ ମ୍ୟାଚରେ ଇଂଲଣ୍ଡକୁ ୧୪ ରନ୍‌ରେ ପରାସ୍ତ କରିଛି ପାକିସ୍ତାନ । ଦ୍ୱିତୀୟ ପାଳିରେ ୩୪୯ ରନ୍‌ର ବିରାଟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୩୩୪ ରନ୍‌…
ଅଧିକ ଖବର ଦେଖନ୍ତୁ...

ମାଲିକ ଉପରକୁ ଆକ୍ରମଣ କଲା ବାଘ, ନିଜ ଜୀବନକୁ ଖାତିର ନ କରି ବାଘ ମୁହଁରୁ ମାଲିକଙ୍କୁ ବଞ୍ଚାଇଲା କୁକୁର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସିବାନୀରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଏଠାରେ ନିଜ ମାଲିକକୁ ବଞ୍ଚାଇବାକୁ ଯାଇ ପୋଷା କୁକୁର ଯାହା କରିଛି ତାକୁ ନେଇ ଏବେ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି । ୨୨ବର୍ଷୀୟ ପଞ୍ଚମ ଗଜ୍‌ବେ ନାମକ ଜଣେ ଯୁବକ ଶନିବାର ସକାଳ ସମୟରେ ଶୌଚ ହେବାକୁ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ସାଢେ ୨ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀରେ ହେବାକୁ ଯାଉଛି…

କଟକ : କଟକରେ ଖେଳାଯିବ ଦିନିକିଆ କ୍ରିକେଟ୍ । ଦୀର୍ଘ ସାଢେ ୨ ବର୍ଷର ବ୍ୟବଧାନ ପରେ ପୁଣି ଥରେ ବାରବାଟୀରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ଲଢେଇ । ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ଏବଂ ଭାରତ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମକୁ ଥିଏଟରରେ ଯାଇ ଦେଖିଲେ ମୋ ଫିଲ୍ମ ୩୪୦ ନୁହେଁ ୬୪୦କୋଟି ଆୟ କରିବ : ସଲମାନ ଖାନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ ବକ୍ସ ଅଫିସର ସୁଲତାନ ବୋଲି କୁହାଯାଏ । ତାଙ୍କ ଫିଲ୍ମ ୧୫୦କୋଟି ଆୟ କଲେ ମଧ୍ୟ ତାକୁ ହିଟ୍‌ ବୋଲି ଗଣା ଯାଏ ନାହିଁ । ‘ରେସ୍‌-୩’ ଏବଂ ‘ଟ୍ୟୁବ୍‌ଲାଇଟ୍‌’ ଭଳି ଫିଲ୍ମ ଫ୍ଲପ୍‌ ହେବା ପରେ ଫିଲ୍ମ ଭାରତର ବକ୍ସ ଅଫିସ ଆୟକୁ ନେଇ କୌଣସି ଚାପ…
ଅଧିକ ଖବର ଦେଖନ୍ତୁ...

ଅଭିନବ ଉପାୟ : ଏବେ ଏଠାରେ ବନ୍ଧୁକର ଲାଇସେନ୍ସ ନେବା ପାଇଁ ହେଲେ ୧୦ଟି ଗଛ ଲଗାଇବା ସହ ଦେଖାଶୁଣା କରିବାକୁ ହେବ

ନୂଆଦିଲ୍ଲୀ : ଗଛ ସଂଖ୍ୟା ଧିରେ ଧିରେ କମୁ ଥିବା ଦେଖି ମଧ୍ୟପ୍ରଦେଶ ଗ୍ଵାଲିୟରର ଜିଲ୍ଲା ଅଧିକାରୀ ଏକ ଅଭିନବ ଉପାୟ ଆପଣାଇଛନ୍ତି । ଏବେ ଠାରୁ ଯିଏ ବନ୍ଧୁକର ଲାଇସେନ୍ସ ପାଇଁ ଆବେଦନ କରିବ, ତାକୁ ପ୍ରଥମେ ୧୦ଟି ଗଛ ଲଗାଇବାକୁ ହେବ । ଏହା ସହ ଯଥେଷ୍ଟ ଯତ୍ନ ମଧ୍ୟ ନେବାକୁ ହେବ । ଏଭଳି ନିୟମ…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାଗ୍ରାମ୍‌ର ଏକ ମେସେଜରୁ ଆରମ୍ଭ ହୋଇଥିଲା ସୁସ୍ମିତା ଏବଂ ରୋହମାନଙ୍କ ପ୍ରେମ କାହାଣୀ !

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଏବେ ନିଜର ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୯ମାସ ହେଲାଣି ସେ ୨୭ବର୍ଷୀୟ ରୋହମାନଙ୍କୁ ଡେଟ୍‌ କରିବା ଆରମ୍ଭ କରିଛନ୍ତି । ତେବେ ଦୁହିଁଙ୍କ ପ୍ରେମ କାହାଣୀ କିଭଳି ଆରମ୍ଭ ହୋଇଥିଲା, ତାହା ଏବେ ସାମ୍ନାକୁ ଆସିଛି । ସୂଚନା…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଠାରୁ ଅଲଗା ହେବା ପରେ ପୁଅକୁ ପାଖରେ ରଖିବାକୁ ଚାହୁଁ ନ ଥିଲା ମା’, ପିଟି ପିଟି ହତ୍ୟା କଲା ଲିଭ୍‌ ଇନ୍‌…

ନୂଆଦିଲ୍ଲୀ : ଦିଲ୍ଲୀର ବିନ୍ଦାପୁରରେ ଏକ ୪ବର୍ଷର ଶିଶୁକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣା ପଡ଼ିଛି । ଏହି ହତ୍ୟା ପଛରେ ମୃତ ଶିଶୁର ମା’ ଏବଂ ତାଙ୍କ ଲିଭ୍‌ ଇନ୍‌ ପାର୍ଟନର ସାମିଲ ଥିବା ଖବର ସାମ୍ନାକୁ ଆସିଛି । ତେବେ ଘଟଣାର ସୂଚନା ମିଳିବା ପରେ ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି…
ଅଧିକ ଖବର ଦେଖନ୍ତୁ...

ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ସ୍ନେହା ଉଲ୍ଲାଲ

ମୁମ୍ବାଇ : ଅଭିନେତ୍ରୀ ଏଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଚେହେରା ସହ ମେଳ ଖାଉଥିବା ଅଭିନେତ୍ରୀ ସ୍ନେହା ଉଲ୍ଲାଲ ଏବେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସଲମାନଙ୍କ ସହ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ମଧ୍ୟ ନିଜ କ୍ୟାରିୟର ଗଢ଼ି ପାରି ନଥିଲେ । କିଛି ଦିନ ହେଲାଣି ସେ ଲାଇମ୍‌ ଲାଇଟ୍‌ରୁ…
ଅଧିକ ଖବର ଦେଖନ୍ତୁ...