Daily Archives

June 4, 2019

ବିଶ୍ୱକପ୍‌ ୨୦୧୯: ଆଫଗାନିସ୍ତାନ ବିପକ୍ଷରେ ୩୪ ରନ୍‌ରେ ବିଜୟୀ ହେଲା ଶ୍ରୀଲଙ୍କା

କାର୍ଡିଫ: ବର୍ଷା ବାଧିତ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୩୪ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା । ଦ୍ୱିତୀୟ ପାଳିରେ ୧୮୭ ରନ୍‌ ଲକ୍ଷ୍ୟକୁ ପିଛା କରି ୩୨.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୫୨ ରନ୍‌ କରିଛି ଆଫଗାନିସ୍ତାନ। ଫଳରେ ଶ୍ରୀଲଙ୍କା ଏହି ମ୍ୟାଚକୁ ସହଜରେ ଜିତି ନେଇଛି । ଶ୍ରୀଲଙ୍କା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଲିଙ୍କ ଅପ୍ ଖବରକୁ ନେଇ ଅନନ୍ୟାଙ୍କ ପ୍ରତିକ୍ରିୟା; ମୋର କୌଣସି ଅସୁବିଧା ନାହିଁ, ମୁଁ ଖୁସି…

ମୁମ୍ବାଇ : ଫିଲ୍ମ ‘ପତି ପତ୍ନୀ ଔର ଓ୍ଵ’ର ଶୀର୍ଷକ ଏବଂ ଷ୍ଟାରକାଷ୍ଟ ଘୋଷଣା ହେବା ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଲିଙ୍କ ଅପ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତେବେ ହେଉଥିବା ଚର୍ଚ୍ଚା ଉପରେ ଅନନ୍ୟାଙ୍କ ପ୍ରତିକ୍ରିୟା ପଚରାଯିବା ପରେ ସେ…
ଅଧିକ ଖବର ଦେଖନ୍ତୁ...

ଭିଣୋଇଙ୍କ ବର୍ବର କାଣ୍ଡ : ଶାଳୀ ସହ ନିଜେ ଦୁଷ୍କର୍ମ କରିବା ସହ ୫ଜଣଙ୍କ ଦ୍ୱାରା କରାଇଲେ ଦୁଷ୍କର୍ମ

ଚଣ୍ଡିଗଡ : ଚଣ୍ଡିଗଡରେ ଜଣେ ୧୬ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି । ବୁଲାଇବା ବାହାନାରେ ଡ଼ାକି ନେଇ ଭିଣୋଇ ଯେଉଁ ବର୍ବର କାଣ୍ଡ କରିଛନ୍ତି, ତାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏ ଘଟଣାକୁ କେନ୍ଦ୍ର କରି ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ବଞ୍ଚିବା ପାଇଁ ପ୍ରତି ୮ଘଣ୍ଟାରେ ଷ୍ଟେରଏଡ୍‌ ନେବା ଆରମ୍ଭ କରିଥିଲେ ସୁସ୍ମିତା ସେନ୍‌

ମୁମ୍ବାଇ : ୨୦୧୪ରେ ବଲିଉଡ୍‌ ଅଭିନେତ୍ରୀ ତଥା ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା କେତେ ବିଗିଡ଼ି ଯାଇଥିଲା, ତାହା ଏକ ସାକ୍ଷାତକାରରେ ଜଣାଇଛନ୍ତି ଅଭିନେତ୍ରୀ । କିଭଳି ଭାବେ ତାଙ୍କୁ ନିଜକୁ ବଞ୍ଚାଇ ରଖିବା ପାଇଁ ଷ୍ଟେରଏଡ୍‌ର ଆବଶ୍ୟକତା ହେଉଥିଲା ସେ ବିଷୟରେ ସୁସ୍ମିତା…
ଅଧିକ ଖବର ଦେଖନ୍ତୁ...

ଦିଶିଲା ଚାନ୍ଦ, ଆସନ୍ତାକାଲି ଦେଶବ୍ୟାପୀ ପାଳନ ହେବ ‘ଇଦ୍‌’

ନୂଆଦିଲ୍ଲୀ: ମୁସଲମାନ ସଂପ୍ରଦାୟର ପବିତ୍ର ପର୍ବ ‘ଇଦ’ ଜୁନ୍‌ ୫ (ବୁଧବାର) ପାଳନ ହେବ। ଜାମା ମସ୍‌ଜିଦ୍‌ର ଶାହୀ ଇମାମ୍‌ ସୟଦ ଅହମଦ୍‌ ବୁଖାରୀ ବୁଧବାର ଏହି ଘୋଷଣା କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଇଦ ଚାନ୍ଦ ଦେଖାଯାଇଥିଲା। ଇଦ ପର୍ବ ଉତ୍ସାହର ସହିତ…
ଅଧିକ ଖବର ଦେଖନ୍ତୁ...

ମସାଜର ବିଜ୍ଞାପନ ଦେଖି ଟୁଇଟ୍‌ କଲେ ଆନନ୍ଦ ମହିନ୍ଦ୍ରା: ଏହା ସାହାଯ୍ୟରେ ମସାଜ ନେବା ପରେ ଆଉ କୌଣସି ପ୍ରକାରର ମସାଜ…

ନୂଆଦିଲ୍ଲୀ : ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି । ଏହା ସହ ନିଜ ଫଲୋୟର୍ସଙ୍କ  ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥାନ୍ତି । ସୋମବାର ସେ ନିଜ ଟୁଇଟର ଆକାଉଣ୍ଟରେ ଏକ ଏଭଳି ଫଟୋ ସେୟାର କରିଥିଲେ, ଯାହାକୁ ନେଇ ଏବେ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ସମାଜରେ ଲୋକମାନଙ୍କର ବିବାହ ଉପରୁ ଭରସା କମିବାରେ ଲାଗିଛି, ମୁଁ ମଧ୍ୟ ବିବାହରେ ବିଶ୍ୱାସ କରେ ନାହିଁ : ସଲମାନ ଖାନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ବିବାହ ଏବେ ଏକ ଜାତୀୟ  ବନି ସାରିଛି । ଏ ନେଇ ସଲମାନଙ୍କୁ ଅନେକ ପ୍ରଶ୍ନ କରାଯାଇ ସାରିଥିଲେ ମଧ୍ୟ ସବୁ ସମୟରେ ସେ ଭିନ୍ନ ଭିନ୍ନ ଉତ୍ତର ଦେଇ ଏହି ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି । ତେବେ ବିବାହକୁ ନେଇ ସଲମାନ ଏବେ ଯେଉଁ ଭଳି ବୟାନ ଦେଇଛନ୍ତି,…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବି: ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବି। ‘କନକ ନ୍ୟୁଜ’ର ଏକ କାର୍ଯ୍ୟକ୍ରମରେ ମଙ୍ଗଳବାର ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏହା କହିଛନ୍ତି। ସେ କହିଛନ୍ତି, ସରକାରୀ ସ୍କୁଲ ଓ କଲେଜ ଉପରେ ଲୋକଙ୍କର କିପରି ଆସ୍ଥା ବଢ଼ିବ ସେଥି ପ୍ରତି ଦୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ୭ ପରିବାରର ୨୦ ବଖରା ଭସ୍ମ

ଚାନ୍ଦବାଲି: ଅଗ୍ନକାଣ୍ଡ ଠାରୁ ବିପତ୍ତି ନାହିଁ। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ମଙ୍ଗଳବାର ୭ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛି। ଚାନ୍ଦବାଲି ବ୍ଳକ ଜୋନାସାହି ଗାଁର ଚିନ୍ତାଜେନାଙ୍କ ଘରୁ ପ୍ରଥମେ ନିଆଁ ବାହାରିଥିଲା। ପରେ ପରେ ପ୍ରମିଳା ଜେନା, ପଚା ଜେନା, ଏପରିକି ପାଖକୁପାଖ ଘରକୁ ନିଆଁ…
ଅଧିକ ଖବର ଦେଖନ୍ତୁ...

ପୁଅମାନଙ୍କ ସହ କଥା ହେବାକୁ ଦେଉ ନଥିଲେ ବାପା, ଟିକ୍‌-ଟକ୍‌ ଭିଡିଓରେ ନେପାଳର ଜଣେ ଯୁବକଙ୍କୁ ଦେଖି ନାବାଳିକା ନେଲେ…

ନୂଆଦିଲ୍ଲୀ : ମୁମ୍ବାଇରେ ରହୁଥିବା ଜଣେ ୧୪ବର୍ଷୀୟା ନାବାଳିକା ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘରେ ବାପା ପୁଅମାନଙ୍କ ସହ କଥା ହେବାକୁ ଦେଉ ନ ଥିବାରୁ ନାବାଳିକାଜଣଙ୍କ ନେପାଳର ଜଣେ ଟିକ୍‌-ଟକ୍‌ କରୁଥିବା ଯୁବକଙ୍କୁ ଦେଖା କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...