Daily Archives

June 4, 2019

ନିର୍ବାଚନ ଜିତିବା ପରେ ପରିବାର ସହ ଛୁଟି କଟାଇବାକୁ ବାହାରିଲେ ସନ୍ନି ଦେଓଲ, ଲୋକେ କହିଲେ; ବୁଲିବା ପରିବର୍ତ୍ତେ ସମାଜ…

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ ପଞ୍ଜାବର  ଗୁରୁଦାସପୁରରୁ ବିପୁଳ ଭୋଟ ପାଇ ବିଜୟର ମୁକୁଟ ପିନ୍ଧିଥିଲେ ବଲିଉଡ୍‌ ଅଭିନେତା ସନ୍ନି ଦେଓଲ । ତେବେ ନିର୍ବାଚନ ଜିତିବା ପରେ ସେ ଗୁରୁଦାସପୁରକୁ ଯାଇ ନ ଥିବାରୁ ଲୋକେ ଅଭିଯୋଗ ଆଣିଛନ୍ତି । ଖାସ୍‌ କରି ତାଙ୍କର ବୁଲିବାର ଫଟୋ ଏବଂ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ମହିଳା ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲୁଥିବା ସମୟରେ ହଠାତ୍‌ ସ୍କ୍ରିନ୍‌ରେ ଚାଲିଲା ପର୍ଣ୍ଣ ଭିଡିଓ, ତା’…

ଜୟପୁର : ରାଜସ୍ଥାନରେ ଖାଦ୍ୟ ଏବଂ ଯୋଗାଣ ବିଭାଗର ଅଧିକାରୀମାନେ ବୈଠକ କରୁଥିବା ସମୟରେ ହଠାତ୍‌ ପର୍ଣ୍ଣ ଭିଡିଓ ସ୍କ୍ରିନ୍‌ରେ ପ୍ଲେ ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜୟପୁରରେ ବୈଠକ ଥିବା ବେଳେ ଏଭଳି ଘଟଣା ଘଟିଥିଲା । ସୋମବାର ସଚିବାଳୟରେ ଖାଦ୍ୟ ଏବଂ ଯୋଗାଣ ବିଭାଗର ସଚିବ…
ଅଧିକ ଖବର ଦେଖନ୍ତୁ...

ଶେଷରେ ସବୁ ସାକ୍ଷାତକାରରେ ପ୍ରିୟଙ୍କାଙ୍କ ନାଁ କ’ଣ ପାଇଁ ନେଉଛନ୍ତି ଜଣାଇଲେ ସଲମାନ

ମୁମ୍ବାଇ : ‘ଭାରତ’ ଫିଲ୍ମ ପାଇଁ ପ୍ରଥମେ ମୁଖ୍ୟ ଅଭିନେତ୍ରୀ ଭାବେ ପ୍ରିୟଙ୍କା ଚୋପ୍ରାଙ୍କୁ ବଛା ଯାଇଥିବା ବେଳେ ସେ ସୁଟିଂ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଫିଲ୍ମ ଛାଡ଼ି ଦେଇଥିଲେ । ଏହା ପରେ ପରେ ଫିଲ୍ମର ଅଫର କ୍ୟାଟ୍ରିନାଙ୍କୁ ଦିଆଯାଇଥିଲା । ତେବେ ପ୍ରିୟଙ୍କା ଫିଲ୍ମ ଛାଡ଼ିବା ପରଠାରୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ୧୮୭ ରନ୍‌ ଟାର୍ଗେଟ ନେଇ ଆଫଗାନିସ୍ତାନର ବ୍ୟାଟିଂ ଜାରି, ସ୍କୋର ୩୮/୧

କାର୍ଡିଫ: ବର୍ଷା ବାଧିତ ମ୍ୟାଚ୍‌ରେ ଆଫଗାନିସ୍ତାନ ୧୮୭ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରି ୩୬.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୦୧ ରନ୍‌ କରିଛି।…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଲେ ଡ଼ାକ୍ତର, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ଜୟପୁର : ଅନେକ ସମୟରେ ଚିକିତ୍ସା ଠିକ୍‌ ଭାବରେ ହୋଇ ନ ଥିବାରୁ ରୋଗୀଙ୍କ ପରିବାର ଲୋକେ ଡ଼ାକ୍ତରଙ୍କୁ ମାଡ଼ ମାରିବା ବା ଡ଼ାକ୍ତରଖାନା ଘେରାଉ କରିବା ଭଳି ଦୃଶ୍ୟ ଦେଖା ଯାଇଥାଏ । କିନ୍ତୁ ରାଜସ୍ଥାନର ଜୟପୁରରେ ଜଣେ ଡ଼ାକ୍ତର ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରିବାର ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। କୌଣସି ମିତ୍ରଙ୍କ ସହାୟତାରେ ବହୁ ଦିନର ଆଶାର ପୂରଣ ହେବ। ଲିଖନ କାର୍ଯ୍ୟରେ ରୁଚି ରହିବ। ଜୀବନସାଥୀଙ୍କସହିତ ଧାର୍ମିକ ଯାତ୍ରାରେ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ। ବୃଷ: ସ୍ବଭାବରେ ରୋମାୱକର ସତେଜତା ଦେଖିବେ। ଅଟକିଥିବା…
ଅଧିକ ଖବର ଦେଖନ୍ତୁ...

୭ରେ କେରଳ ଛୁଇଁପାରେ ମୌସୁମୀ, ପୂର୍ବାନୁମାନ କଲା ସ୍କାଇମେଟ୍

ଭୁବନେଶ୍ୱର : ଏଥର ମୌସୁମୀ ବିଳମ୍ବିତ ହୋଇଛି । କେରଳରେ ସାଧାରଣତଃ ଜୁନ୧ରେ ମୌସୁମୀ ଛୁଇଁଥାଏ । କିନ୍ତୁ ଏଥର ତାହା ହୋଇନାହିଁ । ତେବେ ଖୁସିର କଥା ହେଉଛି ଆସନ୍ତା ୭ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଏପରି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ । ସଂସ୍ଥା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଆମେ ୨୦୧୭ ଚାମ୍ପିଅନ୍ସ ଟ୍ରଫି ତୁଳନାରେ ଭଲ ଟିମ୍‌, ବିଶ୍ୱକପ୍‌ ନେଇ ପ୍ରସ୍ତୁତ: ବିରାଟ କୋହଲି

ସାଉଥମ୍ପଟନ୍‌: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି କହିଛନ୍ତି, ତାଙ୍କର ଟିମ୍‌ ୨୦୧୭ର ଚାମ୍ପିଅନ୍ସ ଟ୍ରଫି ଟିମ୍‌ ତୁଳନାରେ ଅଧିକ ଶକ୍ତିଶାଳୀ। ସେହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ଭାରତୀୟ ଟିମ୍‌କୁ ପରାସ୍ତ ହେବାକୁ ପଡ଼ିଥିଲା। ଇଂଲଣ୍ଡରେ…
ଅଧିକ ଖବର ଦେଖନ୍ତୁ...

ଥମୁନି ବିଜେପି-ଟିଏମ୍‌ସିର ତୁତୁ ମେଁମେଁ: ନିଜ ଦଳୀୟ ସ୍ଲୋଗାନ ଲେଖାଥିବା ୧୦ ହଜାର ପୋଷ୍ଟ୍‍କାର୍ଡ ମୋଦୀଙ୍କୁ ପଠାଇବେ…

କୋଲକାତା: ଲୋକସଭା ନିର୍ବାଚନ ସରିଯାଇଛି। ହେଲେ ଏଯାଏ ବି ସରିନି ବିଜେପି ଓ ଟିଏମ୍‌ସି ଭିତରେ ଚାଲିଥିବା ତୁ ତୁ ମେଁ ମେଁ । ବିଜେପି ‘ଜୟ ଶ୍ରୀ ରାମ’ ଲେଖାଥିବା ୧ ଲକ୍ଷ ପୋଷ୍ଟକାର୍ଡ ଟିଏମ୍‌ସିକୁ ପଠାଇବ ବୋଲି ନିକଟରେ ଘୋଷଣା କରିଥିଲା। ଏହାର ଜବାବ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ସ୍ତ୍ରୀକୁ ଜିଅନ୍ତା ପୋଡ଼ି ହତ୍ୟା ଉଦ୍ୟମ ଅଭିଯୋଗ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତର ମଣ୍ଡାସୁର୍‌ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ କିରୋସିନି ଢାଳି ଜିଅନ୍ତା ପୋଡି ହତ୍ୟା ଉଦ୍ୟମ କରିଥିବା ସ୍ୱାମୀ ନାଁରେ ଅଭିଯୋଗ ହୋଇଛି। ପ୍ରମୋଦ ନାୟକ ନାମକ ସ୍ୱାମୀ କିଛିଦିନ ହେଲା ସ୍ତ୍ରୀ ଅଞ୍ଜଳିଙ୍କ ସହ…
ଅଧିକ ଖବର ଦେଖନ୍ତୁ...