Daily Archives

June 5, 2019

ଫନି ପ୍ରଭାବିତ ଅଚଂଳ ବୁଲିଲେ ଏସବିଆଇ ପ୍ରବନ୍ଧ ନିର୍ଦ୍ଦେଶକ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରବନ୍ଧ ନିର୍ଦ୍ଦେଶକ ପି.କେ ଗୁପ୍ତା ଓଡ଼ିଶା ଗସ୍ତ କରି ବାତ୍ୟା ଫନି ପ୍ରଭାବିତ ପୁରୀ ଅଂଚଳ ବୁଲିଛନ୍ତି। ସେ ଜନସାଧାରଣ ଓ ଗ୍ରାହକମାନଙ୍କ ପାଇଁ ଦିଆଯାଇଥିବା ବିଭିନ୍ନ ସହଯୋଗର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଅଜବ: ମସ୍ତିଷ୍କରେ ଥିବା ବିରଳ ଟ୍ୟୁମର ପାଇଁ ୧୬ବର୍ଷରେ ମୋହନଙ୍କ ଉଚ୍ଚତା ହେଲାଣି ୭ଫୁଟ୍‌ ୪ଇଞ୍ଚ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ପିଠୋରାଗଡ଼ରେ ରୁହନ୍ତି ୧୬ବର୍ଷୀୟ ମୋହନ ସିଂହ । ଦ୍ୱାଦଶ ଶ୍ରେଣୀ ଛାତ୍ର ହୋଇଥିବା ବେଳେ ସେ ପାଠ ପଢ଼ିବାକୁ ଭଲ ପାଇଥାନ୍ତି । କିନ୍ତୁ ସେ ଅନ୍ୟମାନଙ୍କ ଭଳି ସାଧାରଣ ନୁହନ୍ତି । ୧୬ବର୍ଷରେ ତାଙ୍କ ଉଚ୍ଚତା ୭ଫୁଟ୍‌ ୪ଇଞ୍ଚ ହୋଇଥିବା ବେଳେ ଓଜନ ରହିଛି ୧୧୩କେଜି ।…
ଅଧିକ ଖବର ଦେଖନ୍ତୁ...

କ୍ଷୀର ପିଇବା ଦ୍ୱାରା ଶରୀରକୁ ମିଳିବ ଏସବୁ ଫାଇଦା, ଜାଣି ରଖନ୍ତୁ କ୍ଷୀର ପିଇବାର ଉଚିତ ସମୟ

କ୍ଷୀରକୁ ସଂପୂର୍ଣ୍ଣ ଖାଦ୍ୟ ବୋଲି କୁହାଯାଏ । ଯେଉଁଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହାର ସେବନ କରିବା ଦ୍ୱାରା ଶରୀରକୁ ଫାଇଦା ମିଳିଥାଏ । କିନ୍ତୁ ବେଳେ ବେଳେ ଭୁଲ ସମୟରେ ଏହାର ସେବନ କରିବା ଦ୍ୱାରା ଶରୀରକୁ ଏହାର ଲାଭ ମିଳିବା ପରିବର୍ତ୍ତେ କ୍ଷତି ହୋଇଥାଏ । ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ଖରାରୁ ବଞ୍ଚିବା ପାଇଁ କାର୍‌ରେ ଯାଇ ବସିଲେ ବାଳକ, ଅଣନିଶ୍ୱାସ ହୋଇ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଜଣେ ୧୨ବର୍ଷୀୟ ଅଳିଆ ଗୋଟାଉଥିବା ବାଳକ ନିଜ ଭୁଲ ପାଇଁ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ଖରାରୁ ବଞ୍ଚିବା ପାଇଁ ମୃତ ବାଳକ ଗେୋଟେ କାର୍‌ରେ ଯାଇ ବସିଥିଲେ । କିନ୍ତୁ କାର୍ ଭିତରେ ଅଣନିଶ୍ୱାସୀ ହୋଇ ତାଙ୍କର ଜୀବନ ଚାଲି ଯାଇଥିଲା । ଘଟଣାଟି…
ଅଧିକ ଖବର ଦେଖନ୍ତୁ...

ଷ୍ଟାର ହୋଇ ମଧ୍ୟ ପକେଟରେ ସଲମାନ ଖାନ୍‌ଙ୍କ ଫଟୋ ନେଇ ବୁଲୁଥିଲେ ଜାକି ଶ୍ରଫ୍‌, ପ୍ରଥମ ଥର ଜଣାଇଲେ କାରଣ

ମୁମ୍ବାଇ : ଆଜି ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ଭାରତ ଦେଶର ୪,୦୦୦ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି । ପ୍ରଥମ ଦିନରେ ହିଁ ଫିଲ୍ମଟି ଦର୍ଶକଙ୍କ ମନ ଜିଣିବା ଆରମ୍ଭ କରିଛି । ଏହି ଫିଲ୍ମରେ ସଲମାନ ଖାନ୍‌ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କ ବାପାଙ୍କ ଚରିତ୍ରରେ ନଜର ଆସିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ: ରୋହିତ ଶର୍ମାଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ଵିକେଟ୍‌ରେ ପରାସ୍ତ କଲା ଭାରତ

ସାଉଥମ୍ପଟନ୍‌: ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କଲା ବିରାଟ ବାହିନୀ । ରୋହିତଙ୍କ ଅପରାଜିତ ଶତକ ବଳରେ ବିଶ୍ୱକପର ପ୍ରଥମ ମ୍ୟାଚକୁ ୬ ୱିକେଟରେ ବାଜି ମାରିଛି ଟିମ୍ ଇଣ୍ଡିଆ । ୨୨୮ ରନ ଟାର୍ଗେଟର ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଦଳ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱାସରେ ବିଷ: ଖାଦ୍ୟରେ ନିଶା ଦେଇ ସାଙ୍ଗ କଲା ଦୁଷ୍କର୍ମ

ପଲବଲ(ହରିୟାଣା) : ହରିୟାଣାର ପଲବଲରେ ଜଣେ ଯୁବକ ତାଙ୍କ ବାନ୍ଧବୀଙ୍କୁ ଖାଦ୍ୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମ କରିବା ସହ ପୀଡ଼ିତାଙ୍କ ଅଶାଳୀନ ଫଟୋ ଉଠାଇ ତାଙ୍କୁ ବ୍ଲାକ୍‌ମେଲ କରିବା ଏବଂ ଫଟୋ ଭାଇରାଲ କରିବାର ଧମକ ଦେଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ଅଭିନେତା କରଣ ଓବରଏଙ୍କ ମାମଲାରେ ଆସିଲା ନୂଆ ମୋଡ଼, ଦୁଷ୍କର୍ମ ଅଭିଯୋଗ ଆଣିଥିବା ଅଭିନେତ୍ରୀଙ୍କ ଉପରେ ଆକ୍ରମଣ କରାଇଥିଲେ…

ମୁମ୍ବାଇ : କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଜଣେ ଅଭିନେତ୍ରୀ ଦୁଷ୍କର୍ମର ଆରୋପ ଆଣିଥିଲେ ।  କରଣଙ୍କୁ ପୁଲିସ ଗିରଫ କରି ୧୪ଦିନ ରିମାଣ୍ଡରେ ନେଇଥିଲା । ଏହା ପରେ ପରେ ଅଭିଯୋଗ କରିଥିବା ପୀଡ଼ିତାଙ୍କ ଉପରେ ଦୁଇ ଜଣ ବାଇକ୍‌ ଆରୋହୀ ଆକ୍ରମଣ କରିବା ସହ ଏତଲା ଫେରାଇ…
ଅଧିକ ଖବର ଦେଖନ୍ତୁ...

୫ବର୍ଷ ତଳେ ମାକ୍‌ଡୋନାଲ୍‌ଡ୍ସର ବର୍ଗରରୁ ବାହାରିଥିଲା ପୋକ, ଏବେ ଖାଇଥିବା ଲୋକଙ୍କୁ ଜରିମାନା ଆକାରରେ ୭୦,୦୦୦ଟଙ୍କା…

ନୂଆଦିଲ୍ଲୀ : ନୋଏଡାରେ ରହୁଥିବା ଜଣେ ଯୁବକ ୫ବର୍ଷ ତଳେ ମାକ୍‌ଡୋନାଲଡ୍ସକୁ ଯାଇ ବର୍ଗର ଖାଇଥିଲେ । ଯେଉଁଥିରୁ ମରି ଯାଇଥିବା ପୋକ ବାହାରିଥିଲା । ଏହାକୁ ଖାଇବା ପରେ ଯୁବକଜଣଙ୍କ ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏଭଳି ଅବସ୍ଥା ହେବା ପରେ ପୀଡ଼ିତ ସନ୍ଦୀପ ସକ୍ସେନା ଏ ଘଟଣା…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେଇ ପାରି ନଥିଲେ ସଲମାନ ଖାନ୍‌

ମୁମ୍ବାଇ : ଦିଲ୍ଲୀର ରାଷ୍ଟ୍ରପତି ଭବନରେ ମେ’ ୩୦ରେ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ସମାରୋହରେ ବିଭିନ୍ନ ପେଶାର ଲୋକେ ସାମିଲ ହୋଇଥିଲେ । ନେତା, କଳାକାର ଏବଂ ବଡ଼ ବଡ଼ ବ୍ୟବସାୟୀଙ୍କୁ ଏହି ସମାରୋହରେ ଦେଖିବାକୁ ମିଳିଥିଲା । ତେବେ ଏଭଳି…
ଅଧିକ ଖବର ଦେଖନ୍ତୁ...