Daily Archives

June 6, 2019

ଉଦଯାପିତ ହେଲା ରାଜ୍ୟସ୍ତରୀୟ ଆମ୍ବ ମେଳା : ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଆମ୍ବ ମେଳାରେ ୫ ଦିନରେ…

ଭୁବନେଶ୍ୱର : ଉଦଯାପିତ ହେଲା ରାଜ୍ୟସ୍ତରୀୟ ଆମ୍ବ ମେଳା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଓରମାସ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଆମ୍ବ ମେଳା ବୁଧବାର ଉଦଯାପିତ ହୋଇଛି । ଏହି ମେଳାକୁ ସଫଳ କରିଥିବାରୁ ଆମ୍ବ ଚାଷୀ ତଥା ଆମ୍ବ ଉତ୍ପାଦକ ଗୋଷ୍ଠୀଙ୍କୁ ଧନ୍ୟବାଦ…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର, ହସ୍‌ପିଟାଲରେ ଭର୍ତ୍ତି

ବ୍ରହ୍ମପୁର: ଦୁର୍ବୃତ୍ତର ଗୁଳିମାଡ଼ରେ ଗୁରୁବାର ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ର ଶିକାର ହୋଇଥିବା ଚାଉଳ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କ ଗ୍ଲୋଭସରୁ ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋ ହଟାଇବାକୁ ବିସିସିଆଇକୁ ଅପିଲ କଲା ଆଇସିସି

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟକିପର ମହେନ୍ଦ୍ର ସିଂ ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ପାରା ସ୍ପେଶାଲ ଫୋର୍ସର ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧିଥିବା ବେଳେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଧୋନୀଙ୍କ ଦେଶପ୍ରେମକୁ…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନାର ୧୨ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇ ଶାସକ ଟିଆରଏସ୍‌ରେ ସାମିଲ ହେବାକୁ ବିଧାନସଭା ବାଚସ୍ପତିଙ୍କ…

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭାରେ ବିରୋଧୀ ଦଳ ଆସନରେ ବସିଥିବା କଂଗ୍ରେସର ୧୨ ଜଣ ବିଧାୟକ କଂଗ୍ରେସରୁ ମିଳିତ ଭାବେ ଇସ୍ତଫା ଦେଇ ସରକାରୀ ଦଳ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆର୍‌ଏସ୍‌)ରେ ମିଶିବେ ବୋଲି ତେଲେଙ୍ଗାନା ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିବା ପରେ ଏହାକୁ…
ଅଧିକ ଖବର ଦେଖନ୍ତୁ...

ସାଙ୍ଘାଇ ସହଯୋଗ ସମ୍ମିଳନୀରେ ଚୀନ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ : ଆସନ୍ତା ୧୩ ଓ ୧୪ ତାରିଖରେ କିରଗିଜସ୍ଥାନର ରାଜଧାନୀ ବିଶେକଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ଅବସରରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଂଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଭାବେ ପୁଣି ନିର୍ବାଚିତ ହେବା ପରେ ମୋଦି ଓ ଜିନ ପିଂଙ୍କ ମଧ୍ୟରେ ଏହା ହେବ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ ୨୦୧୯: ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୫ ରନ୍‌ରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ନଟିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ୧୦ମ ମ୍ୟାଚରେ ଗୁରୁବାର ୱେଷ୍ଟଇଣ୍ଡିଜକୁ ୧୫ ରନ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାକସ୍‌ ୫ ଟି ଓ୍ଵିକେଟ ନେଇଥିବା ବେଳେ ପାଟ କୁମିନସ୍‌ ୨ଟି ଓ ଆଦାମ ଜାମ୍ପା ୧ ଓ୍ଵିକେଟ ନେଇଥିଲେ । ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ ଅଭିନେତ୍ରୀ ବନିବାକୁ ଆସିଥିବା ମଡେଲ ସହିତ ଗଣଦୁଷ୍କର୍ମ

ମୁମ୍ବାଇ: ଉତ୍ତରାଖଣ୍ଡରୁ ମୁମ୍ବାଇ ଅଭିନେତ୍ରୀ ବନିବାର ସ୍ୱପ୍ନ ନେଇ ଆସିଥିବା ଯୁବତୀ ଜଣେ ପ୍ରଯୋଜକଙ୍କ ଉପରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୨୨ବର୍ଷର ଏହି ଯୁବତୀ ଅଭିଯୋଗ କ୍ରମେ ମୁମ୍ବାଇ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି। ପୀଡିତା ପୁଲିସକୁ ଦେଇଥିବା ବୟାନ ଅନୁଯାୟୀ, ସେ…
ଅଧିକ ଖବର ଦେଖନ୍ତୁ...

ପୁର୍ନଗଠିତ ହେଲା ନୀତି ଆୟୋଗ, ଆସନ୍ତୁ ଜାଣିବା ନବ ଗଠିତ ନୀତି ଆୟୋଗରେ କିଏ କେଉଁ ଦାୟିତ୍ୱ ପାଇଲେ

ନୂଆଦିଲ୍ଲୀ : ନୀତି ଆୟୋଗର ପୁର୍ନଗଠନ କଲେ ଭାରତ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ ମଞ୍ଜୁରି ଦେଇଛନ୍ତି। ପିଆଇବି ତରଫରୁ ଜାରି ହୋଇଥିବା ପ୍ରେସ୍ ରିଲିଜ୍ ମୁତାବକ ଏହି ନବ ଗଠିତ ନୀତି ଆୟୋଗର…
ଅଧିକ ଖବର ଦେଖନ୍ତୁ...

ଏଫଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସ: ରୁଷିଆ ବିପକ୍ଷରେ ୧୦-୦ରେ ଜିତିଲା ଭାରତ

ଭୁବନେଶ୍ୱର: ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସର ପ୍ରଥମ ମୁକାବିଲାରେ ଗୁରୁବାର ଭାରତୀୟ ଟିମ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜକ ଭାରତୀୟ ହକି ଟମି ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଛି। ଭାରତ ପାଇଁ ହରମନପ୍ରୀତ ସିଂହ ୨ଟି ଗୋଲ (୩୨ତମ ଓ ୪୮ତମ) ଓ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀର: ମସଜିଦ୍‌ ମଧ୍ୟରେ ପଶି ଭାରତ ବିରୋଧୀ ନାରା ଦେବା ସହ ଉତ୍ପାତ କଲେ ୨ ଲସ୍କର ଆତଙ୍କବାଦୀ

ନୂଆଦିଲ୍ଲୀ: ଦେଶର ନୂତନ ସ୍ୱରାଷ୍ଟ୍ର ମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କଲା ପରେ ଅମିତ୍‌ ଶାହା ଜମ୍ମୁ- କଶ୍ମୀରରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଆଜି ଶୁକ୍ରବାର ନମାଜ କାଳରେ ଲସ୍କର-ଇ-…
ଅଧିକ ଖବର ଦେଖନ୍ତୁ...