Daily Archives

June 7, 2019

ଏଫ୍‌ଆଇଏଚ୍‌ ପୁରୁଷ ହକି: ପୋଲାଣ୍ଡ ବିପକ୍ଷରେ ଭାରତ ୩-୧ରେ ବିଜୟୀ

ଭୁବନେଶ୍ୱର: ଏଫଆଇଏଚ୍‌ ପୁରୁଷ ହକିରେ ଶୁକ୍ରବାର ଭାରତୀୟ ଟିମ୍‌ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପୋଲାଣ୍ଡକୁ ପରାସ୍ତ କରିବା ସହିତ ଭାରତ ଦ୍ଵିତୀୟ ବିଜୟ ହାସଲ କରିଛି। ଭାରତ ପାଇଁ ଅଧିନାୟକ ମନପ୍ରୀତ ସିଂହ ୨ଟି ଗୋଲ ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ମାମଲାର ଶୁଣାଣି ପରେ କରଣ ଓବରଏଙ୍କୁ ମିଳିଲା ଜାମିନ

ମୁମ୍ବାଇ : କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ  ଜନେୈକା ଅଭିନେତ୍ରୀ ଦୁଷ୍କର୍ମର ଆରୋପ ଆଣିଥିଲେ । ଯାହା ପରେ କରଣଙ୍କୁ ପୁଲିସ ଗିରଫ କରି ୧୪ଦିନ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ପରେ କରଣଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା । ମୁମ୍ବାଇର ତଲୋଜାରେ ଥିବା ଜେଲରେ କରଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ତାପ୍‌ସୀଙ୍କୁ ମୁମ୍ବାଇରେ ମିଳି ନଥିଲା ଘର, ମାସେ ପର୍ଯ୍ୟନ୍ତ କରିଥିଲେ ଅପେକ୍ଷା

ମୁମ୍ବାଇ : ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କ କଥା ମନକୁ ଆସିଲେ ବଲିଉଡ୍‌ରେ ତିଷ୍ଟିବା ପାଇଁ ସେ କରିଥିବା କଷ୍ଟ ଆଖି ଆଗକୁ ଆସିଯାଏ । ପ୍ରଥମେ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିବା ବେଳେ ଏବେ ସେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି । ବଦ୍‌ଲା, ପିଙ୍କ, ବେବି, ନାମ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନରୁ ସମୁଦ୍ରକୁ ଖସି ପଡ଼ିଲେ ବୃଦ୍ଧ, ଉଦ୍ଧାର କରି ଜୀବନ ବଞ୍ଚାଇଲା ରେଳବାଇ

ନୂଆଦିଲ୍ଲୀ : ତାମିଲନାଡୁର ରାମେଶ୍ୱରମରେ ଥିବା ପମ୍ବନ ବ୍ରିଜ୍‌ ଦେଇ ଟ୍ରେନଟି ଯାଉଥିବା ବେଳେ ହଠାତ୍‌ ଟ୍ରେନରୁ ସମୁଦ୍ରକୁ ଖସି ପଡ଼ିଥିଲେ ବୃଦ୍ଧା।  ଭୁଲବଶତଃ ବୃଦ୍ଧା ତଳକୁ ଖସି ପଡ଼ିଥିବା ଜାଣି ରେଳବାଇ ପକ୍ଷରୁ ତୁରନ୍ତ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିବା ଜାଣାପଡ଼ିବା ପରେ ଘଟଣାକୁ ନେଇ ଏବେ…
ଅଧିକ ଖବର ଦେଖନ୍ତୁ...

ଦୁଇଟି ଫିଲ୍ମ ପରେ ନିର୍ବନ୍ଧ କଲେ ଶ୍ରୀଦେବୀଙ୍କ ସାବତ ଝିଅ, ଭାବିସ୍ୱାମୀଙ୍କ ସହ ସେୟାର କଲେ ଫଟୋ

ମୁମ୍ବାଇ : ଫିଲ୍ମ ମମ୍‌ରେ ଶ୍ରୀଦେବୀଙ୍କ ସାବତ ଝିଅର ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ସଜଲ ଅଲ୍ଲୀ ନିର୍ବନ୍ଧ କରି ନେଇଥିବା ଜଣା ପଡ଼ିଛି । ସଜଲ ଜଣେ ପାକିସ୍ତାନୀ ଅଭିନେତ୍ରୀ ହୋଇଥିବା ବେଳେ ୨୦୧୬ରେ ଫିଲ୍ମ ଜିନ୍ଦଗୀ କିତ୍‌ନୀ ହସିନ ହେରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଦୁଇଟି ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

୯ରୁ ନବୀନଙ୍କ ନୂଆଦିଲ୍ଲୀ ଗସ୍ତ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ନୀତି ଆୟୋଗ ବୈଠକରେ ଯୋଗଦେବେ

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଜୁନ ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସପ୍ତାହ ପାଇଁ ଦିଲ୍ଲୀ ଗସ୍ତ କରୁଥିବାର ସୂଚନା ମିଳିଛି। ଗସ୍ତ କାଳରେ ନବୀନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ରାଜ୍ୟର ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ନେଇ କେନ୍ଦ୍ର ସରକାରଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ କହିଲା ସ୍ୱାମୀ; ମୋ ମାଲିକଙ୍କ ସହ ଗୋଟେ ରାତି ବିତାଅ ଦରମା ବଢ଼ିବ, ତା’ ପରେ…..

ସହାରନପୁର : ଉତ୍ତରପ୍ରଦେଶର ସହରାନପୁରରେ ରହୁଥିବା ଜଣେ ଯୁବକ ନିଜ ଦରମା ବଢ଼ାଇବା ପାଇଁ ସ୍ତ୍ରୀକୁ ମାଡ଼ ମାରିବା ଏବଂ ନିଜ ମାଲିକଙ୍କ ସହ ଶରୀରିକ ସଂପର୍କ ରଖିବା ପାଇଁ ଚାପ ପକାଇବା ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀ ଅନୈତିକ ସଂପର୍କ ରଖିବାକୁ ମନା କରିବାକୁ ସ୍ୱାମୀ ପୀଡ଼ିତାଙ୍କୁ ଘରୁ ବାହାର…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ରିଲିଜ୍‌ ପରେ ସଲମାନଙ୍କୁ ପରିହାସ କଲେ କେଆର୍‌କେ, କହିଲେ; କ୍ୟାଟ୍ରିନାଙ୍କୁ କେବେ ମିଳିବ ନ୍ୟାସ୍‌ନାଲ…

ମୁମ୍ବାଇ : ବଲିଉଡ୍‌ ଦବଙ୍ଗ ଷ୍ଟାର ଇଦ୍‌ରେ ନିଜ ପ୍ରଶଂସକମାନଙ୍କୁ ଭାରତ ଭଳି ଫିଲ୍ମ ଭେଟି ଦେଇଥିଲେ । ରିଲିଜ୍‌ ହେବା ପରେ ପରେ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳିବା ଆରମ୍ଭ ହୋଇ ଯାଇଛି । ତେବେ କିଛି ଏହି ଫିଲ୍ମକୁ ପସନ୍ଦ କରିଥିବା ବେଳେ କିଛି ଏହାକୁ ଫ୍ଲପ୍‌ ଫିଲ୍ମ ବୋଲି କହିଛନ୍ତି । ଏ…
ଅଧିକ ଖବର ଦେଖନ୍ତୁ...

ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର, ବରବେଶରେ ମହାଦେବ

ସମ୍ବଲପୁର: ପବିତ୍ର ଶୀତଳଷଷ୍ଠୀ ଯାତ୍ରା ପାଇଁ ସଂସ୍କୃତିର ସହର ସମ୍ବଲପୁର ଉତ୍ସବମୁଖର ହୋଇ ଉଠିଛି। ଜଗତଜନନୀ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ଦେବଦେବ ମହାଦେବ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ବାହାରିଛନ୍ତି। ବରବେଶୀ ମହାଦେବଙ୍କ ଦର୍ଶନ ପାଇଁ ସହରର ସମସ୍ତ ରାସ୍ତାଘାଟରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ବସବାସ କରନ୍ତି ନିଖୋଜ ଏଏନ-୩୨ ବିମାନରେ ଓଡିଆ ପାଇଲଟ ସୁନିତଙ୍କ ପରିବାର, ମଝିରେ ମଝିରେ ଆସନ୍ତି ଗାଁକୁ

ଭଞ୍ଜନଗର: ଭାରତୀୟ ବାୟୁସେନା ବିମାନ ଏଏନ-୩୨ ନିଖୋଜ ଥିବା ବେଳେ  ପତ୍ତା ସେଥିରେ ଥିବା ଓଡିଆ ପାଇଲଟ ସୁନିତ ମହାନ୍ତିଙ୍କ ପରିବାର ଦିଲ୍ଲୀର ବସବାସ କରୁଛନ୍ତି। ମଝିରେ ମଝିରେ ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଂଚଳରେ ଥିବା ପୈତୃକ ଗାଁକୁ ଆସିଥାନ୍ତି। ସୁନିତ ମହାନ୍ତିଙ୍କ ଘର…
ଅଧିକ ଖବର ଦେଖନ୍ତୁ...