Daily Archives

June 8, 2019

ଫନି କ୍ଷତିଗ୍ରସ୍ତ ରାହାଙ୍ଗିରିଆ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବାତ୍ୟା ଫନିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ପଂଚାୟତ ରାହାଙ୍ଗିରିଆ ଗାଁକୁ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଦଳୀୟ ନେତା ସମ୍ବିତ ପାତ୍ର ଓ ଦଳର ସଦସ୍ୟଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଏକା ସାଥିରେ ଦିଶିଲେ ରଣବୀର-ଆଲିଆ

ମୁମ୍ବାଇ: ‘ବ୍ରହ୍ମସ୍ତ୍ର’ ଚଳଚ୍ଚିତ୍ର ସୁଟିଂ ଆରମ୍ଭରୁ ହିଁ ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ପରସ୍ପରଙ୍କୁ ଡେଟ୍‌ କରୁଛନ୍ତି ବୋଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି। ତାଙ୍କର ପ୍ରତ୍ୟେକ ଫଟୋ ଏକ କାହାଣୀ କହୁଛି। ନିକଟରେ ଏହି ଯୋଡ଼ିଙ୍କୁ ବାରଣାସୀରେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ କୋଟିପତି ଇଞ୍ଜିନିୟର : ଯାଞ୍ଚ ସମୟରେ ବିଛଣା ତଳୁ ମିଳିଲା ବିପୁଳ ଟଙ୍କା, ଗଣିବା ପାଇଁ ମଗାଇବାକୁ…

ବିହାର : ଟଙ୍କାର ଗଦି ଉପରେ ଶୋଉଥିଲେ ସରକାରୀ ବାବୁ। ଏଭଳି ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି । ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ଏହି ଖବର ସାମ୍ନାକୁ ଆସିଛି। ଚଢାଉ ପରେ ଭିଜିଲାନ୍ସ ଅଧିକାରୀଙ୍କୁ ଏତେ ଟଙ୍କା ମିଳିଛି ଯେ ତାହାକୁ ରଖିବା ପାଇଁ ମଧ୍ୟ ଜାଗା ନାହିଁ।…
ଅଧିକ ଖବର ଦେଖନ୍ତୁ...

କର୍କଟ ଚିକିତ୍ସା ସାରି ସେପ୍ଟେମ୍ବରରେ ଭାରତ ଫେରୁଛନ୍ତି ଋଷି କପୁର, ସୁଧୁରୁଛି ସ୍ୱାସ୍ଥାବସ୍ଥା

ମୁମ୍ବାଇ: ‘ମୁଲ୍‌କ’ ଷ୍ଟାର୍‌ ଋଷି କପୁର କର୍କଟ ରୋଗରେ ଆକ୍ରାନ୍ତ ବୋଲି ଶୁଣି ଭାଙ୍ଗି ପଡ଼ିଥିବା ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ଆପଣଙ୍କ ପ୍ରିୟ ଷ୍ଟାର୍‌ ଋଷି ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି। ଗତ କିଛି ମାସ ପୂର୍ବେ ଋଷିଙ୍କ ଶରୀରରେ କର୍କଟ ଚିହ୍ନଯ ହେବା ପରେ ସେ ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...

ନାମ ସମାନ କାଳ ହେଲା! ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୩.୬ ଲକ୍ଷ ଟଙ୍କା ଉଠାଇ ନେଲେ ପଡ଼ିଶା ଘର ମହିଳା

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ତାଙ୍କ ପଡ଼ୋଶୀ ଘରର ଜଣେ ମହିଳାଙ୍କ ସହ ଜାଲିଆତି କରିଥିବା କାରଣରୁ ମହିଳାଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଛି। ୪୯ ବର୍ଷ ବୟସ୍କା ଏହି ଅଭିଯୁକ୍ତା ମହିଳା ଜଣକ ନିଜ ପଡ଼ୋଶୀଙ୍କୁ ଠକି ୩.୬ ଲକ୍ଷ ଟଙ୍କା ବ୍ୟାଙ୍କ୍‌ରୁ ଉଠାଇ ନେଇ ଯାଇଥିବା ଜାଣିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଶାଶୂକୁ ବୋହୂ ବାଡ଼ଉଥିବା ବେଳର ଭିଡିଓ ଭାଇରାଲ୍‌! ଟ୍ଵିଟ୍‌ କରି ନିନ୍ଦା କଲେ ହରିଆଣା ମୁଖ୍ୟମନ୍ତ୍ରୀ, ମାମଲା ରୁଜୁ

ଚଣ୍ଡିଗଡ଼: ହରିଆଣାର ମହେନ୍ଦ୍ରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିନ୍ଦନୀୟ ଘଟଣା। ସଂପୃକ୍ତ ଅଞ୍ଚଳର ଜଣେ ମହିଳା ତାଙ୍କ ଶାଶୂଙ୍କୁ ବାଡ଼ଉଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଘୂରି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଜସନ ରୟଙ୍କ ୧୫୩ ରନ୍‌ ପରେ ଷ୍ଟୋକସ୍‌-ଜୋଫ୍ରାଙ୍କୁ ୩-୩ ଓ୍ଵିକେଟ, ବାଂଲାଦେଶକୁ ୧୦୬ ରନ୍‌ରେ ପରାସ୍ତ କଲା…

କାର୍ଡିଫ: ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ମ୍ୟାଚରେ ଶନିବାର ବାଂଲାଦେଶକୁ ଆୟୋଜକ ଇଂଲଣ୍ଡ ୧୦୬ ରନ୍‌ରେ ପରାସ୍ତ କରିଛି। କାର୍ଡିଫର ସୋଫିଆ ଗାର୍ଡେନରେ ବାଂଲାଦେଶ ୩୮୭ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ୪୮.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୮୦ ରନ୍‌ କରିଛି। ବାଂଲାଦେଶର…
ଅଧିକ ଖବର ଦେଖନ୍ତୁ...

ବିନା ହାତରେ ଜନ୍ମ ଲାଭ କରିଥିବା ଦେବିକା ଗୋଡ଼ରେ ପରୀକ୍ଷା ଦେଇ ଦଶମ ବୋର୍ଡରେ ଏ+ ଗ୍ରେଡ୍‌ ହାସଲ କଲେ

କୋଚି: ସବୁବେଳେ ସଫଳତା ପାଇଁ ପୂର୍ଣ୍ଣାଙ୍ଗ ମଣିଷ ଭାବେ ଜନ୍ମ ଗ୍ରହଣ କରିବା ଜରୁରୀ ନୁହେଁ। ସଫଳତା ଅଙ୍ଗ ନୁହେଁ ବରଂ ମନବଳରେ ଥାଏ ବୋଲି ପ୍ରମାଣ କରିଦେଖାଇଛନ୍ତି କେରଳର ସୁନାଝିଅ ଦେବିକା। ମାଲ୍ଲାପୁରମ ଅଞ୍ଚଳର ଦେବିକା ବିନା ହାତରେ ଜନ୍ମ ଲାଭ କରିଥିଲେ। ପିଲାଟି ଦିନରୁ ହାତ ନଥାଇ ବି ପାଠ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନରେ ନିଜର ୪ଟି ମୂଲ୍ୟବାନ ଅଙ୍ଗ ଦାନ କରି ୪ ଜଣଙ୍କ ଜୀବନ ବଞ୍ଚାଇଲେ ବ୍ରେନ୍‌ ଡେଡ୍‌ ବ୍ୟକ୍ତି

ପୁଣେ: ପୁଣେର ଜଣେ ବ୍ୟକ୍ତି ତାଙ୍କ ୩୨ ତମ ଜନ୍ମ ଦିବସରେ ଏକ ମହତ କାର୍ଯ୍ୟ କରିଛନ୍ତି। ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଥିବା ପୂର୍ଣ୍ଣଦାର ତହସିଲ୍‌ସ୍ଥିତ ନିରା ଗ୍ରାମର ଏହି ବ୍ରେନ୍‌ ଡେଡ୍‌(ମସ୍ତିଷ୍କ ଅକାମି) ବ୍ୟକ୍ତି ଜଣକ ତାଙ୍କ ଜନ୍ମ ଦିନରେ ନିଜ ଶରୀରର ୪ଟି ଅଙ୍ଗ ଦାନ କରି ୪ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଜେଲ୍‌ରୁ ମୁକ୍ତ ହେବା ପରେ ଅଟାରି-ଓ୍ଵାଘା ସୀମା ଦେଇ ନିଜ ଦେଶକୁ ଫେରିଲେ ୬ ଜଣ ପାକ୍‌ ନାଗରିକ

ନୂଆଦିଲ୍ଲୀ: ଭାରତୀୟ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ୬ ଜଣ ପାକିସ୍ତାନୀ କଏଦୀଙ୍କୁ ଭାରତ ଶନିବାର ମୁକ୍ତ କରିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଗୋଟିଏ ପରିବାରର ଓ ସେହି ପରିବାର ଜଣେ ନାବାଳିକା ମଧ୍ୟ ଭାରତୀୟ ଜେଲ୍‌ରେ ବନ୍ଦୀ ହୋଇ ରହିଥିଲେ। ସେମାନେ ଅଟାରି-ଓ୍ଵାଘା ସୀମା ପାର୍‌ କରି ନିଜ…
ଅଧିକ ଖବର ଦେଖନ୍ତୁ...