Daily Archives

June 9, 2019

ଅଜବ କାରଣ ପାଇଁ ମହିଳାଙ୍କ ଚାଲାଣ କାଟିଲେ ଟ୍ରାଫିକ ପୁଲିସ, ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ସାରା ଦୁନିଆରେ ରହୁଥିବା ଲୋକେ କିଭଳି ଟ୍ରାଫିକ ନିୟମ ଠିକ୍‌ ଭାବରେ ପାଳନ କରିବେ ସେ ନେଇ ପ୍ରତି ସ୍ଥାନରେ ଟ୍ରାଫିକ ପୁଲିସଙ୍କୁ ମୁତୟନ କରାଯାଇଛି । ଦ୍ରୁତ ଗତିରେ ଗାଡ଼ି ଚଲାଇବା, ବିନା ହେଲମେଟ ବା ଭୁଲ ପାର୍ଶ୍ୱ ଦେଇ ଗାଡ଼ି ଚଳାଇବାକୁ ନେଇ ଟ୍ରାଫିକ ପୁଲିସମାନେ ଚାଲାଣ…
ଅଧିକ ଖବର ଦେଖନ୍ତୁ...

ରାତିରେ ଶୋଇବା ପୂର୍ବରୁ କରନ୍ତୁ ନାହିଁ ଏହି ୩ଟି କାମ

ସମସ୍ତଙ୍କର ନିଜ ଜୀବନ ବଞ୍ଚିବାର ଶୈଳୀ ଅଲଗା ହୋଇଥାଏ । କିିଛି ଲୋକ ନିଜ କାମ ପାଇଁ ଦିନ ରାତି ଏକ କରି ଦେଇଥାନ୍ତି । ଯାହାଦ୍ୱାରା ସେମାନଙ୍କର ଖାଇବା ଏବଂ ଶୋଇବାର ସମୟ ଠିକ୍‌ ରହି ନଥାଏ । ସେଭଳି ଅନେକ କାରଣ ରହିଛି, ଯାହାଦ୍ୱାରା ଲୋକମାନେ ଠିକ ସମୟରେ ଶୋଇ ପାରନ୍ତି ନାହିଁ । ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ: ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ପରାସ୍ତ କଲା ଭାରତ, ଶିଖରଙ୍କ ଶତକ ଓ ବୁମରା-ଭୁବିଙ୍କୁ ୩-୩ ଓ୍ଵିକେଟ୍‌

ଲଣ୍ଡନ: ଯଶପ୍ରୀତ ବୁମରାଙ୍କ ୩ ଓ୍ଵିକେଟ (୧୦ ଓଭର, ୧ ମେଡେନ, ୬୧ ରନ), ଭୁବନେଶ୍ୱର କୁମାରଙ୍କ ୩ ଓ୍ଵିକେଟ (୧୦ ଓଭର, ୫୦ ରନ) ଓ ଶିଖର ଧାଓ୍ଵନଙ୍କ ଶତକ (୧୧୭ ରନ୍‌, ୧୦୯ ବଲ, ୧୬ ଚୌକା) ବଳରେ ଭାରତ ରବିବାର ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ପରାସ୍ତ କରିଛି। ଲଣ୍ଡନର ଓଭାଲ ଷ୍ଟାଡିୟମ୍‌ରେ ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ଥାନାରେ ଜମା କରିଥିବା ବନ୍ଧୁକ ନେବାକୁ ଆସିଥିଲେ ଯୁବକ, ଏହି ସମୟରେ ହଠାତ ଗୁଳି ଫୁଟିଯିବାରୁ ରାସ୍ତାରେ ଯାଉଥିବା…

ମୁରୈନା : ମଧ୍ୟପ୍ରଦେଶର ମୁରୈନାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଥାନା ଭିତରୁ ବାହାରିଥିବା ଗୁଳି ଯାଇ ରାସ୍ତାରେ ଯାଉଥିବା ଯୁବକଙ୍କ ଦେହରେ ବାଜିବା ପରେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । । ପ୍ରଥମେ ଗୁଳି କେଉଁଠୁ ଆସିଲା ବୋଲି କେହି ଜାଣି ପାରି ନଥିବା ବେଳେ ପରେ ଘଟଣାଟି…
ଅଧିକ ଖବର ଦେଖନ୍ତୁ...

ସିମ୍ବା, ସିଙ୍ଘମ ଏବଂ ସୂର୍ଯ୍ୟବଂଶୀ ପରେ ଏବେ ସଲମାନଙ୍କ ଏହି ଫିଲ୍ମ ପାଇଁ ନିର୍ଦ୍ଦେଶନା ଦେବେ ରୋହିତ ସେଟ୍ଟୀ

ମୁମ୍ବାଇ : ବଲିଉଡ୍‌ର ହିଟ୍‌ ନିର୍ଦ୍ଦେଶକଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ରୋହିତ ସେଟ୍ଟୀ । ସିମ୍ବା, ସିଙ୍ଘମ, ଚେନ୍ନାଇ ଏକ୍ସପ୍ରେସ ଭଳି ହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେବା ପରେ ଏବେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଲୋକମାନଙ୍କ ଭିଡ଼ ନିୟନ୍ତ୍ରଣ ବାହାରକୁ ଯିବାରୁ ୧୦ଟଙ୍କିଆ ଶାଢ଼ି ବିକ୍ରି କରୁଥିବା ଦୋକାନ ବନ୍ଦ କଲା ମୁମ୍ବାଇ ପୁଲିସ

ମୁମ୍ବାଇ : ମୁମ୍ବାଇର ଉଲ୍ଲାଶନଗରରେ ୧୦ଟଙ୍କାରେ ବିକ୍ରି ହେଉଥିବା ଶାଢ଼ି ଦୋକାନକୁ ବନ୍ଦ କରି ଦେଇଛି ମୁମ୍ବାଇ ପୁଲିସ । ଶାଢ଼ି ଦାମ୍‌ ୧୦ଟଙ୍କା ଥିବାରୁ ସେହି ଅଞ୍ଚଳରେ ସବୁ ବେଳେ ଲୋକଙ୍କ ଭିଡ଼ ସହ ଝଗଡ଼ା ହେଉଥିଲା । ସେ ନେଇ ଆଇନ ଏବଂ ବ୍ୟବସ୍ଥା ଉଲ୍ଲଂଘନ ହେବା ଡ଼ରରେ ପୁଲିସ ଦୋକାନକୁ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବ ଅସୁସ୍ଥ, ଲୋହିୟା ଇନଷ୍ଟିଚ୍ୟୁଟରେ ଭର୍ତ୍ତି

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଅସୁସ୍ଥ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଲୋହିୟା ଇନଷ୍ଟିଚ୍ୟୁଟରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ଭାରତୀୟ ଡ୍ୟାନ୍ସ ଗ୍ରୁପ ଉପରକୁ ଜୋତା ଫିଙ୍ଗିଲେ ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ, ଜୋତାର ଦାମ୍‌…

ନୂଆଦିଲ୍ଲୀ : ଶନିବାର କପିଲ ଶର୍ମାଙ୍କ ସୋ’ରେ ପହଞ୍ଚିଥିଲେ ଡ୍ୟାନ୍ସ ଗ୍ରୁପ୍‌ ଦ କିଙ୍ଗ୍‌ସ ୟୁନାଇଟେଡ୍‌ । ଏହି ଗ୍ରୁପ୍‌ ଆମେରିକାର ସବୁଠାରୁ ବଡ଼ ରିୟାଲିଟି ସୋ’ ଓ୍ଵାଲର୍ଡ ଅଫ୍‌ ଡ୍ୟାନ୍ସରେ ବିଜୟ ହାସଲ କରି ଭାରତକୁ ସମ୍ମାନ ଆଣି ଦେଇଥିଲେ । ତେବେ କପିଲ ଶର୍ମାଙ୍କ ସୋ’ରେ ଯୋଗ ଦେଇ ସେ…
ଅଧିକ ଖବର ଦେଖନ୍ତୁ...

ବିବାଦ ପରେ ମଧ୍ୟ ଥମୁ ନାହିଁ ଦୁଷ୍କର୍ମ : ଭୋପାଳରେ ୮ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରି ଗଳା କାଟି ଡ୍ରେନରେ ଫିଙ୍ଗି…

ଭୋପାଳ : ରବିବାର ମଧ୍ୟପ୍ରଦେଶର ଭୋପାଳରେ ଜଣେ ୮ବର୍ଷୀୟା ଶିଶୁର ମୃତଦେହ ଡ୍ରେନରୁ ଉଦ୍ଧାର କରିଛି ପୁଲିସ । ପ୍ରାଥମିକ ତଦନ୍ତରୁ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରାଯିବା ପରେ ଗଳା କାଟି ହତ୍ୟା କରାଯାଇଥିବା ସାମ୍ନାକୁ ଆସିଛି । ପୀଡ଼ିତା ଶନିବାର ରାତି ୮ଟାରେ କିଛି କିଣିବା ପାଇଁ ଦୋକାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ କଣ୍ଠଶିଳ୍ପୀ ମିକା, କିନ୍ତୁ ପରେ…..

ମୁମ୍ବାଇ : ନିଜର ଗୀତ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି କଣ୍ଠଶିଳ୍ପୀ ମିକା ସିଂହ । ସେ ଉଭୟ ପଞ୍ଜାବୀ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇ ଲୋକପ୍ରିୟ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ବିବାହ କରି ପାରି ନାହାନ୍ତି । କିଛି ଦିନ ତଳେ ସେ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଘୋଷଣା…
ଅଧିକ ଖବର ଦେଖନ୍ତୁ...