Daily Archives

June 10, 2019

ସରିଲା ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି ଗଣନା

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ପ୍ରସିଦ୍ଧ ମା’ ମଝିଘରିିଆଣୀ ମନ୍ଦିରର ହୁଣ୍ଡି ଗଣନା ଇତିମଧ୍ୟରେ ଶେଷ ହୋଇଛି। ଗଣନା ବେଳେ ହୁଣ୍ଡିରୁ ପ୍ରାୟ ୬୩ ଲକ୍ଷ ୩୮ ହଜାର ୧୦୫ ଟଙ୍କା ବାହାରିଛି। ସେହିପରି ୧୦୨ ଗ୍ରାମ ସୁନା ଓ ୨ କେଜି ୩୪୭ ଗ୍ରାମ ରୁପା ମଧ୍ୟ ବାହାରିଛି। ଏଥିସହିତ ମନ୍ଦିର ହୁଣ୍ଡିରୁ…
ଅଧିକ ଖବର ଦେଖନ୍ତୁ...

କିଡ୍‌ନୀର ଷ୍ଟୋନ ସମସ୍ୟା ସହ ଏହି ୫ଟି ଶାରୀରିକ ସମସ୍ୟା ଦୂର କରିଥାଏ କାକୁଡ଼ି

ଖରାଦିନେ ଲୋକେ କାକୁଡ଼ି ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ଏହାକୁ ସାଲାଡ କରି ଖାଇବାକୁ ମଧ୍ୟ ପସନ୍ଦ କରନ୍ତି । ପାଣିରେ ଭରପୂର ଥିବା କାକୁଡ଼ି ଖରାଦିନେ ଶରୀରର ଜଳୀୟଅଂଶ ବୃଦ୍ଧି କରିବା ସହ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୂର କରିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ... ୧. ଯଦି…
ଅଧିକ ଖବର ଦେଖନ୍ତୁ...

ଏଫଆଇଏଚ୍ ସିରିଜ ଫାଇନାଲସ୍‌ : ଉଜବେକିସ୍ତାନକୁ ୧୦-୦ ଗୋଲରେ ପରାସ୍ତ କରି ଗୃପ ‘ଏ’ ରୁ ସିଧାସଳଖ ସେମିଫାଇନାଲରେ ଭାରତ

ଭୁବନେଶ୍ୱର : ଏଫଆଇଏଚ୍ ହକି ସିରିଜ ଫାଇନାଲରେ ଗୃପ ‘ଏ’ ରୁ ସିଧାସଳଖ ସେମିଫାଇନାଲରେ ସ୍ଥାନ ପାଇଛି ଭାରତ। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ମ୍ୟାଚରେ ଭାରତ ଉଜବେକିସ୍ତାନକୁ ୧୦-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ଉଠିଛି। ପ୍ରଥମ ଦୁଇଟି କ୍ୱାର୍ଟରରେ ଭାରତ ୭ଟି ଗୋଲ୍ ଦେଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପିନ୍ଧିଥିବା ପଗଡ଼ି ଖସାଇ ଦେବାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲେ ନାବାଳକ

ଲୁଧିଆନା : ଲୁଧିଆନାରେ ଜଣେ ନାବାଳକ ୨୭ବର୍ଷୀୟ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନାବାଳକଜଣଙ୍କ ପିନ୍ଧିଥିବା ପଗଡ଼ିକୁ ମୃତକ ଖସାଇଦେବାରୁ ଏଭଳି ପଦକ୍ଷେପ ନେଇଥିଲା ଅଭିଯୁକ୍ତ । ଘଟଣାଟି ଶନିବାର ମୁଲାନପର ଦଖାରେ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘୮୩’ରେ ରଣବୀର ସିଂହଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ୍‌

ମୁମ୍ବାଇ : କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା କି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିର୍ଦ୍ଦେଶକ କବୀର ସିଂହଙ୍କ ଫିଲ୍ମ '୮୩'ରେ ନଜର ଆସି ପାରନ୍ତି । ଏହି ଫିଲ୍ମରେ ଦୀପିକା ରଣବୀରଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସେହି ଚର୍ଚ୍ଚା ସତ ପ୍ରମାଣ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା : ଶୌଚାଳୟରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ରର ମୃତଦେହ

ଜଗତସିଂହପୁର : ଶୌଚାଳୟରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ରର ମୃତଦେହ। ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲ ପାଇଖାନାରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିବା ବେଳେ ନବଜାତକ ଶିଶୁପୁତ୍ର କାହାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିଏ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଆଇପିଏସ ସ୍ତରର ହେବାକୁ ଯାଉଛି ଅଦଳବଦଳ : ବଦଳିବେ ଟ୍ୱିନ୍ ସିଟି ପୁଲିସ କମିଶନର ସତ୍ୟଜିତ ମହାନ୍ତି,…

ଭୁବନେଶ୍ୱର : ବଦଳିବେ ଟ୍ୱିନ୍ ସିଟି ପୁଲିସ କମିଶନର। ଖୁବଶୀଘ୍ର ଆଇପିଏସ ସ୍ତରରେ ଅଦଳବଦଳ ହେବାକୁ ଥିବା ବେଳେ କଟକ-ଭୁବନେଶ୍ୱର ପୁଲିସ କମିଶନର ସତ୍ୟଜିତ ମହାନ୍ତି ପ୍ରମୋଶନ ପାଇପାରନ୍ତି। ୧୯୮୮ ମସିହା ବ୍ୟାଚର ଏହି ଆଇପିଏସ ଅଧିକାରୀ ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପ୍ରମୋଶନ ପାଇପାରନ୍ତି।…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ନିଜ ପିଲାଙ୍କ ଫଟୋ ରଖି ଖର୍ଚ୍ଚ ପାଇଁ ଟଙ୍କା ମାଗୁଥିଲେ ମହିଳା, ୧୭ଦିନରେ ଲୋକଙ୍କଠାରୁ ଠକି ନେଲେ…

ନୂଆଦିଲ୍ଲୀ : ଦୁବାଇରେ ରହୁଥିବା ଜଣେ ମହିଳା ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଏବଂ ଟୁଇଟର ସହାୟତାରେ ଲୋକମାନଙ୍କୁ ଠକୁଥିବା ସାମ୍ନାକୁ ଆସିଛି । ନିଜର ଆର୍ଥିକ ଅବସ୍ଥା ଭଲ ନଥିବା କହି ଅଭିଯୁକ୍ତ ମହିଳାଜଣଙ୍କ ୧୭ଦିନରେ ୩୫ଲକ୍ଷ ଟଙ୍କା ଠକି ନେଇଥିବା ଜଣା ପଡ଼ିଛି । ଏହି ଘଟଣା ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଏଥର ସଅଳ ହେବାକୁ ଯାଉଛି ନୀଳାଦ୍ରିବିଜେ ନୀତି, ପ୍ରଥମଥର ପାଇଁ ରାତି ୧୧ଟା ସୁଦ୍ଧା ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ

ପୁରୀ : ଜୁଲାଇ ୧୫ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି। ତେବେ ଏଥର ମହାପ୍ରଭୁ ଶୀଘ୍ର ମନ୍ଦିର ଫେରିବେ। କାରଣ, ତା’ପରଦିନ ଚନ୍ଦ୍ରଗ୍ରହଣ ପଡୁଛି। ଗ୍ରହଣ ଯୋଗୁଁ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ରାତି ୧୧ଟା ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଧାଡ଼ିରେ ଠିଆ ହେବାକୁ ପଡ଼ିବ ବୋଲି ଜାଣି କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ୍‌ କରିବାକୁ ଚାହୁଁ ନାହାନ୍ତି ତାପସୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କର ଏକ ଭିନ୍ନ ପରିଚୟ ରହିଛି । ଆରମ୍ଭରୁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିବା ବେଳେ ଏବେ ସେ ଧିରେ ଧିରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ଆରମ୍ଭ କରିଛନ୍ତି । ତେବେ ସବୁ ବେଳେ ସେ ନିଜ ଫିଲ୍ମ ବା ଫଟୋକୁ ନେଇ ଚର୍ଚ୍ଚାରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...