Daily Archives

June 11, 2019

କୋରାପୁଟ: କୋଡିଙ୍ଗାମାଳିରୁ ବକ୍ସାଇଟ୍‌ ପରିବହନ, ହାଇୱା ଧକ୍କାରେ ଯୁବକର ମୃତ୍ୟୁ, ଉତ୍ୟକ୍ତ ଲୋକଙ୍କ ଏନ୍‌ଏଚ୍‌ ଅବରୋଧ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତହସିଲ ଅନ୍ତର୍ଗତ କୋଡିଙ୍ଗାମାଳିରୁ ବକ୍ସାଇଟ୍‌ ବୋଝେଇ ଏକ ହାଇୱା ଟିପର ଧକ୍କାରେ ଧାମନଗଣ୍ଡା ଗାଁର ଧର୍ମେନ୍ଦ୍ର ତୁରୁକ୍‌ଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ମଙ୍ଗଳବାର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବି କରି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ପାଣିଟ୍ୟାଙ୍କିରେ ଗଞ୍ଜେଇ ଚୋରାଚାଲାଣ, ୪କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

ଜୟପୁର: ଗଞ୍ଜେଇ ମାଫିଆଙ୍କ ଅବିନଭ ଉପାୟ। କାର, ବାଇକ, ବାଇକ କଣ୍ଟେନର ଓ ତେଲ ଟାଙ୍କି କଣ୍ଟେନର ପରେ ଏବେ ପାଣି ଟାଙ୍କିରେ ଗ‌ଞ୍ଜେଇ ଚାଲାଣ କରୁଥିବାବେଳେ ୫ଜଣଙ୍କୁ ଗିରଫ କରିଛି ଜୟପୁର ସଦର ପୁଲିସ। ମୋଟ ୪କୁଇଣ୍ଟାଲ ୧୧କେଜି ୮୦୦ଗ୍ରାମ ଗଞ୍ଜେଇ ଜବତ କରିଥିବାବେଳେ ଏକ ନମ୍ବର ବିହୀନ ପାଣି…
ଅଧିକ ଖବର ଦେଖନ୍ତୁ...

ନେପାଳରେ ଓଡିଆ ପର୍ଯ୍ୟଟକ ମୃତହାତ ହେବା ଘଟଣା: ସମବେଦନା ଜଣାଇଲେ ଜୟଶଙ୍କର

ଗୋରଖପୁର: ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି ଉପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଟୁଇଟ କରି ମୃତ ଓଡିଆ ପର୍ଯ୍ୟଟକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହି ଘଟଣା ସହ ବୈଦେଶିକ ବିଭାଗ ଯୋଗାଯୋଗରେ ରହିଛି । ଏହା ସହ ଆହତ ଥିବା ଲୋକଙ୍କ ଚିକତ୍ସାର ତଦାରଖ ଚାଲିଛି ବୋଲି ବୈଦେଶିକ…
ଅଧିକ ଖବର ଦେଖନ୍ତୁ...

ଯୋଗ ବେଳର ଫଟୋ ଦେଇ ଟ୍ରୋଲ୍‌ ହେଲେ ମଲାଇକା

ମୁମ୍ବାଇ: ଅନେକ ସମୟରେ ସେଲିବ୍ରେଟିମାନେ ପ୍ରଶଂସକଙ୍କୁ ଖୁସି କରାଇବାକୁ ସୋସିଆଲ୍‌ ମିଡିଆରେ ଫଟୋ ଦେଇଥାନ୍ତି। ବେଳେ ବେଳେ ଘଟିଥାଏ ତା’ର ଠିକ୍‌ ଓଲଟା। ପ୍ରଶଂସକମାନେ ପ୍ରଶଂସା କରିବା ଛାଡ଼ି ଟ୍ରୋଲ୍‌ କରିବାକୁ ଲାଗିପଡ଼ନ୍ତି। ଏବେ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବଲିଉଡ୍‌ର ଫିଟ୍‌…
ଅଧିକ ଖବର ଦେଖନ୍ତୁ...

ଜାଗୁଆର ଲ୍ୟାଣ୍ଡ୍ ରୋଭର ପକ୍ଷରୁ ଡିସକଭରୀ ସ୍ପୋର୍ଟସ୍ ଡିଜେଲର ବଜାର ପ୍ରବେଶ

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ମଡେଲ ଅଫ ଦି ଇୟର-୨୦୧୯ ଡିସକଭରୀ ସ୍ପୋର୍ଟସର ବଜାର ପ୍ରବେଶ କରାଯାଇଛି । ଏହାର ଏହାର ଦକ୍ଷତା, ପ୍ରଦର୍ଶନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେବ । ଏହି ୧୭୭ କିଲୋୱାଟ୍ ଇଞ୍ଜିନ ବିଶିଷ୍ଟ ୨.୦ ଲିଟର ହାଇ ପାୱାର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଇଂଲଣ୍ଡ ମାଟିରେ ନ୍ୟୁଜିଲାଣ୍ଡ ଠାରୁ ଗୋଟିଏ ମ୍ୟାଚ୍‌ରେ ବି ଜିିତି ନାହିଁ ଭାରତ

ଟ୍ରେଣ୍ଟବ୍ରିଜ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦିନକ ପରେ ମ୍ୟାଚ୍‌ ଖେଳିବ। ଅଭ୍ୟାସ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ହାରିଥିଲେ ମଧ୍ୟ ଭାରତ ନିଜର ପ୍ରଥମ ୨ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆକୁ ପରାସ୍ତ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଯୁବକଙ୍କୁ ତଣ୍ଟିକାଟି ହତ୍ୟା

ଅନୁଗୁଳ: ପାଲଲହଡା ଥାନା ରାଧାସାହିରେ ମଙ୍ଗଳବାର ଜଣେ ଯୁବକଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ଯୁବକଙ୍କୁ କେଉଁ କାରଣରୁ ଏଭଳି ଜଘନ୍ୟ ଭାବେ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ସୂଚନା ପାଇ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି।
ଅଧିକ ଖବର ଦେଖନ୍ତୁ...

ଅମିତାଭ ବଚ୍ଚନଙ୍କ ପରେ ସିଙ୍ଗର ଅଦନାନ ସାମିଙ୍କ ଟୁଇଟର ଆକାଉଣ୍ଟ ହେଲା ହ୍ୟାକ୍‌

ନୂଆଦିଲ୍ଲୀ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପରେ ଏବେ ସିଙ୍ଗର ଅଦନାନା ସାମିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ କରାଯାଇଛି। ତାଙ୍କ ଆକାଉଣ୍ଟ ବି ଅବିକଳ ସେଭଳି ଶୈଳୀରେ ହ୍ୟାକ୍‌ କରାଯାଇଛି ଯେମିତି କି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଥିଲା। ହ୍ୟାକର୍ସ ଅଦନାନଙ୍କ…
ଅଧିକ ଖବର ଦେଖନ୍ତୁ...

୨୦୧୭ ମସିହାରେ ବିମାନ ହାଇଜାକ ଧମକ ଦେଇଥିବା ମୁମ୍ବାଇ ବ୍ୟବସାୟୀଙ୍କୁ ୫ କୋଟି ଜରିମାନା ନିର୍ଦ୍ଦେଶ ଦେଲେ ଅଦାଲତ

ଅହମ୍ମଦାବାଦ୍‌: ଗତ ୨୦୧୭ ମସିହା ଅକ୍ଟୋବର ମାସରେ ଜେଟ୍‌ ଏୟାର୍‌ଓଏଜ୍‌ ବିମାନକୁ ହାଇଜାକ ଧମକ ଦେଇଥିବା ଅଭିଯୋଗରେ ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଅଦାଲତ ଏହି ମାମଲାର ଶୁଣାଣି କରି ତାଙ୍କ ଉପରେ ୫ କୋଟି ଟଙ୍କା ଜରିମାନା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ପଥର ଚାଲାଣ କରୁଥିବା ଡମ୍ପର

ନୀଳଗିରି: ଚୋରା ପଥର ଚାଲାଣ କରୁଥିବା ଏକ ଡମ୍ପର ମଙ୍ଗଳବାର ସନ୍ଧ୍ୟାରେ ତହସିଲଦାରଙ୍କ ଗାଡ଼ିକୁ ଶକ୍ତ ଧକ୍କା ଦେଇ ଫେରାର ହୋଇଯାଇଛି। ବାଲେଶ୍ୱର ଜିଲ୍ଲାର ନୀଳଗିରି ତହସିଲଦାର ଏହି ଅଭାବନୀୟ ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି। ମାତ୍ର ଏଥିରେ ତହସିଲଦାରଙ୍କ ଗାଡ଼ିର କୌଣସି କ୍ଷୟକ୍ଷତି…
ଅଧିକ ଖବର ଦେଖନ୍ତୁ...