Daily Archives

June 12, 2019

ଅନୁଗୁଳରେ ବୁଲା କୁକୁର ଆତଙ୍କ, ୫ ମାସରେ ଘାଇଲା ହେଲେଣି ୫ ହଜାର ଲୋକ

ଅନୁଗୁଳ (ବିକାଶ ଚନ୍ଦ୍ର ସାହୁ): ଅନୁଗୁଳ‌ରେ ମାତିଛନ୍ତି ବୁଲା କୁକୁର। ସେମାନଙ୍କ ଆତଙ୍କ‌ରେ ଲୋକ ଥରହର। ଗତ ୫ ମାସ ୧୦ ଦିନରେ କୁକୁର କାମୁଡ଼ାରେ ଆହତ ହୋଇ କେବଳ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୯୯୧ ଜଣ ଲୋକ ଚିକିତ୍ସିତ ହୋଇଛନ୍ତି। ଅର୍ଥାତ ପ୍ରତି ମାସ ଅନ୍ୟୁନ ୯୩୪ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ସୁନୀଲ ଗ୍ରୋଭରଙ୍କ ପରେ କପିଲଙ୍କୁ ଏହି ଫିଲ୍ମରେ ସୁଯୋଗ ଦେବେ ସଲମାନ ଖାନ୍‌

ମୁମ୍ବାଇ : ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କୁ ଫିଲ୍ମ ‘ଭାରତ’ରେ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ସୁଯୋଗ ଦେବା ପରେ ଏବେ କପିଲ ଶର୍ମାଙ୍କୁ ନିଜ ଫିଲ୍ମରେ ସୁଯୋଗ ଦେବା ପାଇଁ ଯାଉଥିବା ଜଣା ପଡ଼ିଛି । କପିଲଙ୍କ କମେଡି ସୋ’ର ପ୍ରଯୋଜନା ଦାୟିତ୍ୱ ତୁଲାଇବା ପରେ ଏବେ ସଲମାନ ନିଜର ଆଗାମୀ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ଋଣ ଭାରରେ ଉବୁଟୁବୁ ପାକିସ୍ଥାନ : ଋଣ ଶୁଝିବାକୁ ପାଖରେ ଟଙ୍କା ନାହିଁ, ଏବେ ଦେଶରେ ଆକାଶଛୁଆଁ ହୋଇଛି ଦର

ଇସଲାମାବାଦ : ଋଣ ଭାରରେ ବୁଡି ରହିଛି ପାକିସ୍ତାନ। ପଡୋଶୀ ଦେଶ ପାକିସ୍ତାନର ଅର୍ଥନୀତି ଏତେ ତଳକୁ ଖସିଯାଇଛି ଯେ ଏବେ ଦେଶରେ ଆକାଶଛୁଆଁ ହୋଇଛି ଦର। ଆଉ ଏସବୁ ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ବଡ ବୟାନ ଦେଇଛନ୍ତି। ଗତ ଦଶବର୍ଷ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ମଧୁମେହ ସହ ଏହି ସବୁ ରୋଗକୁ ଦୂରରେ ରଖେ ଆମ୍ବର ପତ୍ର

ଖରାଦିନ ଆସିବା ମାତ୍ରେ ଲୋକମାନେ ଆମ୍ବ ଖାଇବା ପାଇଁ ଅପେକ୍ଷା କରି ରହିଥାନ୍ତି । ଖାସ କରି ପାଚିଲା ଆମ୍ବ ଖାଇବା ପାଇଁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି । ତେବେ ଆମ୍ବର ଫାଇଦା ବିଷୟରେ ଆମେ ଆପଣଙ୍କୁ ପୂର୍ବରୁ ଜଣାଇ ସାରିଛୁ । ଆଜି ଆମେ ଆମ୍ବର ପତ୍ରରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ…
ଅଧିକ ଖବର ଦେଖନ୍ତୁ...

କୁପୋଷଣରେ ପୀଡ଼ିତ ଥିବା ପିଲାମାନଙ୍କ ପାଇଁ ନିଜ ଅଫିସର ଏସି ଦାନ କଲେ ଆଇଏଏସ୍‌ ଅଫିସର

ଉମାରିଆ : ମଧ୍ୟପ୍ରଦେଶର ଉମାରିଆରେ ଆଇଏଏସ୍‌ ଅଫିସର ସ୍ୱରୋଚିଷ ସୋମାବଂଶୀଙ୍କ କାମକୁ ନେଇ ସଂପ୍ରତି ଚର୍ଚ୍ଚା ଆରମ୍ଭ ହୋଇଛି । ଲୁହା ରଡ୍‌ରେ ଚେଙ୍କ ଖାଇ ଚିକିତ୍ସିତ ହେଉଥିବା ୧୦୦ପିଲାଙ୍କ ପାଇଁ ଆଇଏଏସ୍‌ ଅଫିସର ସ୍ୱରୋଚିଷ ନିଜ ଅଫିସର ଏସି ଦାନ କରିବା ପରେ ତାଙ୍କର ଏହି କାମକୁ ନେଇ ଲୋକେ…
ଅଧିକ ଖବର ଦେଖନ୍ତୁ...

‘ମେଁ ଭି ଚୌକିଦାର’ ଟାଇଟେଲକୁ ନେଇ ଫିଲ୍ମ ନିର୍ମାଣ କରି ପାରନ୍ତି ମଧୁର ଭଣ୍ଡାରକର

ମୁମ୍ବାଇ : ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ବାସ୍ତବବାଦୀ ଫିଲ୍ମ ନିର୍ମାଣ କରିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଚାନ୍ଦନୀ ବାର୍‌, ପେଜ୍‌-୩, ଫେଶନ ଏବଂ ହିରୋଇନ ଭଳି ଫିଲ୍ମ ଦ୍ୱାରା ଗ୍ଲାମର ଇଣ୍ଡଷ୍ଟ୍ରୀର ଅନେକ ଅଜଣା କଥା ଲୋକମାନଙ୍କ ସାମ୍ନାକୁ ଆଣିଛନ୍ତି…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ସହକର୍ମୀଙ୍କ ସହ ମାଜିଷ୍ଟ୍ରେଟ୍‌ ସ୍ୱାମୀ ରଖିଥିଲେ ପ୍ରେମ ସଂପର୍କ, ପ୍ରେମିକାକୁ ନେଇ ସ୍ୱାମୀ ଗେଷ୍ଟ ହାଉସ…

ରାୟପୁର : ଛତିଶଗଡ଼ର ରାୟପୁରରେ ମାଜିଷ୍ଟ୍ରେଟ୍‌ମାନଙ୍କର ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି । ମାଜିଷ୍ଟ୍ରେଟ୍‌ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟକୁ ମାଜିଷ୍ଟ୍ରେଟ୍‌ ପ୍ରେମିକା ପଶି ଆସିବା ଏବଂ ପରେ ପତ୍ନୀଙ୍କ ଆଗକୁ ସ୍ୱାମୀଙ୍କ ଅସଲ ଚେହେରା ସାମ୍ନାକୁ ଆସିବା ଘଟଣାକୁ ନେଇ ଏବେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଓ୍ଵାର୍ଣ୍ଣରଙ୍କ ଶତକ ପରେ କମିନସ୍‌ଙ୍କୁ ୩ ଓ୍ଵିକେଟ୍‌, ପାକିସ୍ତାନକୁ ୪୧ ରନ୍‌ରେ ପରାସ୍ତ କଲା…

ଟଣ୍ଟନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ବିଶ୍ୱକପ)ର ସପ୍ତଦଶ ମ୍ୟାଚ୍‌ରେ ବୁଧବାର ଡାଭିଡ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ଶତକ ପରେ ପେଟ କମିଂନସ୍‌ଙ୍କ ଘାତକ ବୋଲିଂ ଯୋଗୁଁ ପାକିସ୍ତାନକୁ ୪୧ ରନ୍‌ରେ ଅଷ୍ଟେଲିଆ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ୩୦୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ନବରଂଗପୁର: ଘର ବାରୀରୁ ମା’ ସହ ୨୨ ନାଗ ସାପ ଉଦ୍ଧାର

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଶୈଳବାଳା ପଟ୍ଟନାୟକଙ୍କ ଘରବାରୀରୁ ବୁଧବାର ସନ୍ଧ୍ୟାରେ ମା’ ସହ ୨୨ଟି ନାଗ ସାପ ଉଦ୍ଧାର କରାଯାଇଛି। ଆହୁରି ସାପ ଛୁଆ ଥିବା ସନ୍ଦେହ କରାଯାଉଛି। ପାପଡାହାଣ୍ଡିର ସାପ ଧରାଳି ବିଜୟ ମହାନ୍ତି ଆସି ସାପଗୁଡ଼ିକୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଅଦାଲତ ମଧ୍ୟରେ ଉତ୍ତରପ୍ରଦେଶର ନବ ନିର୍ବାଚିତ ପ୍ରଥମ ମହିଳା ବାର୍‌ କାଉନସିଲ ଅଧ୍ୟକ୍ଷାଙ୍କୁ ଗୁଳି କରି ହତ୍ୟା

ଆଗ୍ରା : ଉତ୍ତରପ୍ରଦେଶର ପ୍ରଥମ ମହିଳା ବାର୍‌ କାଉନସିଲ ଅଧ୍ୟକ୍ଷା ଦରବେଶ ଯାଦବଙ୍କୁ ଗୁଳି କରି ହତ୍ୟା କରା ଯାଇଛି । ଗୁରୁବାର ଏହି ଘଟଣା ଘଟିଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି । ଘଟଣା ଘଟିବାର ଦୁଇ ଦିନ ପୂର୍ବରୁ ଦରବେଶଙ୍କୁ ବାର କାଉନସିଲର ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଯାଇଥିଲା…
ଅଧିକ ଖବର ଦେଖନ୍ତୁ...