Daily Archives

June 12, 2019

ୟୁନିସେଫ୍‌ ପକ୍ଷରୁ ପ୍ରିୟଙ୍କାଙ୍କୁ ଦିଆଯିବ ଡାନେ କାୟେ ହ୍ୟୁମାନିଟାରିଆନ୍‌ ଆଓ୍ଵାର୍ଡ, ସ୍ନୋ ଫ୍ଲେକ୍‌ ବଲ ଇଭେଣ୍ଟରେ…

ମୁମ୍ବାଇ: ୟୁନିସେଫ୍‌ର ଗୁଡ୍‌ଓ୍ଵିଲ ଆମ୍ବାସାଡାର ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଏବେ ଏକ ବଡ଼ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି ୟୁନିସେଫ୍‌ । ୟୁନିସେଫ୍‌ର ସ୍ନୋ ଫ୍ଲେକ୍‌ ବଲ ଭଳି ଇଭେଣ୍ଟରେ ପ୍ରିୟଙ୍କାଙ୍କୁ କାୟେ ହ୍ୟୁମାନିଟାରିଆନ୍‌ ଆଓ୍ଵାର୍ଡରେ ସମ୍ମାନିତ…
ଅଧିକ ଖବର ଦେଖନ୍ତୁ...

ଏବେ ଦୁଷ୍କର୍ମ କରୁଥିବା ଅଭିଯୁକ୍ତକୁ ଇଞ୍ଜେକ୍ସନ ଦେଇ କରି ଦିଆଯିବ ନପୁଂସକ

ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ ଦୁଷ୍କର୍ମର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାକୁ ରେୋକିବା ପାଇଁ ଅନେକ ଆଇନ ପ୍ରଣୟନ ସହ ଦୋଷୀକୁ ଦଣ୍ଡ ଦିଆଯିବା ପରେ ମଧ୍ୟ ଏଭଳି ଅପରାଧ ଥମିବାର ନାଁ ନେଉ ନାହିଁ । ତେବେ ଏଭଳି ପରିସ୍ଥିତିକୁ ଆଖି ଆଗରେ ରଖି ଆମେରିକାର ଅଲାବାମା ରାଜ୍ୟରେ ଏକ ନୂଆ ଆଇନ ପ୍ରଣୟନ…
ଅଧିକ ଖବର ଦେଖନ୍ତୁ...

ବିହାରର ୨୧୦୦ କୃଷକଙ୍କ ଋଣ ଶୁଝିଲେ ବିଗ୍‌ ବି

ମୁମ୍ବାଇ : ବଲିଉଡ୍‌ର ଶେହେନ୍‌ଶାହା ଅମିତାଭ ବଚ୍ଚନ ପୁଣି ଥରେ ପ୍ରଶଂସାର ପାତ୍ର ହୋଇଛନ୍ତି । ବିହାରର ୨,୦୦୦ରୁ ଅଧିକ କୃଷକଙ୍କ ଋଣ ଶୁଝି ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ସୂଚନା ନିଜେ ଅଭିତାଭ ବଚ୍ଚନ ନିଜର ବ୍ଲଗ୍‌ ଜରିଆରେ ସମସ୍ତଙ୍କୁ ଦେଇଛନ୍ତି । ବ୍ଲଗ୍‌ରେ, ପ୍ରତିଶୃତିକୁ…
ଅଧିକ ଖବର ଦେଖନ୍ତୁ...

ସାମୁଦ୍ରିକ ଝଡ଼ ବାୟୁର ପ୍ରଥମ ଶିକାର ହେଲେ ୬୩ବର୍ଷୀୟ ବୃଦ୍ଧ, ରାସ୍ତାରେ ଲାଗିଥିବାର ହୋର୍ଡିଂ ଖସିବାରୁ ପ୍ରାଣ ଗଲା

ମୁମ୍ବାଇ : ସାମୁଦ୍ରିକ ବାତ୍ୟା ବାୟୁ ଲ୍ୟାଣ୍ଡଫଲ କରିବା ପୂର୍ବରୁ ହିଁ ଗୋଟେ ଜୀବନ ନେଇ ସାରିଥିବା ସୂଚନା ମିଳିଛି । ମୁମ୍ବାଇରେ ରହୁଥିବା ଜଣେ ୬୩ବର୍ଷୀୟ ବୃଦ୍ଧ ବାୟୁର ପ୍ରଥମ ଶିକାର ବନିଛନ୍ତି । ମୁମ୍ବାଇର ଚର୍ଚ ଗେଟ୍‌ ରେଳ ଷ୍ଟେସନରେ ଲାଗିଥିବା ହୋର୍ଡିଂର ଏକ ଖଣ୍ଡ ଖସି ବୃଦ୍ଧଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

ଆଧାର ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ! ଆଧାର ଆଇନରେ ସଂଶୋଧନ ବିଲକୁୁ କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ଆଜି ଆଧାର ଆଇନରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ ବିଲ ଆଧାର ଓ ଅନ୍ୟ ନିୟମ ( ସଂଶୋଧନ ) ବିଲ ୨୦୧୯କୁ ମଂଜୁରୀ ଦେଇଛି । ସଂସଦର ଆଗାମୀ ବଜେଟ ଅଧିବେଶନରେ ଏହାକୁ ଲୋକସଭାରେ ଆଗତ କରାଯିବ । ଏହି ବିଲ ଆଇନରେ ପରିଣତ ହେବା ପରେ ଆଧାର ନମ୍ବର ପ୍ରଦାନ ପାଇଁ କୌଣସି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଜରୁରୀ କାମ ପୂରା ହୋଇଯିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ ବିଦେଶ ଯିବାର ଯୋଗ ରହିଛି। ବୈବାହିକ ଜୀବନ ଭଲ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ। ବୃଷ: ଖୋଦ୍‌କୁ ସତେଜ ଅନୁଭବ କରିବେ।…
ଅଧିକ ଖବର ଦେଖନ୍ତୁ...

ଯନ୍ତ୍ରୀଙ୍କୁ ଉଠବସ୍‌ ଘଟଣା, ଜୋର ଧରିଲା ପାଟଣାଗଡ଼ ବିଧାୟକଙ୍କ ଗିରଫ ଦାବି

ଭୁବନେଶ୍ୱର: ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍‌ କରିବା ଘଟଣାରେ ଜୋର ଧରିଲା ବିଧାୟକ ସରୋଜ ମେହେରଙ୍କ ଗିରଫ ଦାବି । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ବିଧାୟକଙ୍କ ଗିରଫ ଦାବି କରାଯାଇଛି । ଅନ୍ୟପଟେ ସମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ଏବେ ଡ୍ରୋନ୍‌ ସାହାଯ୍ୟରେ ମାତ୍ର ୧୫ମିନିଟ୍‌ରେ ଖାଦ୍ୟ ପହଞ୍ଚାଇବ ଜୋମାଟୋ

ନୂଆଦିଲ୍ଲୀ: ୩୦ମିନିଟ୍‌ରେ ଘରକୁ ଖାଦ୍ୟ ପହଞ୍ଚାଇବା ଖବର ଏବେ ପୁରୁଣା ହୋଇଗଲାଣି। ଖାଦ୍ୟ ଡେଲିଭରି କରୁଥିବା କମ୍ପାନିମାନେ ଲୋକଙ୍କ ପାଖରେ କିପରି ସୁବିଧା ଓ ଶୀଘ୍ର ଅର୍ଡର ପହଞ୍ଚି ପାରିବ ସେ ନେଇ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ନୂଆନୂଆ ଶୈଳୀ ଆପଣାଇବା ହେତୁ ଏବେ ମାତ୍ର ୧୫…
ଅଧିକ ଖବର ଦେଖନ୍ତୁ...

ଗଠନ ହେଲା ବିଜେପି ସଂସଦୀୟ କମିଟି : ଲୋକସଭାରେ ମୋଦୀ ନେତା, ରାଜନାଥ ଉପନେତା

ନୂଆଦିଲ୍ଲୀ: ବୁଧବାର ଭାଜପାର ସଂସଦୀୟ କାର୍ଯ୍ୟସମିତିର ଗଠନ କରାଯାଇଛି  | ଏହା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଭାଜପା ନେତା ହେବେ | ସେହିପରି ରାଜନାଥ ସିଂଙ୍କୁ ଉପନେତା ଚୟନ କରାଯାଇଛି।   ରାଜ୍ୟସଭାରେ ଥାବରଚାନ୍ଦ ଗେହଲଟଙ୍କୁ ସଂସଦୀୟ ଦଳ  ନେତା ବା ଲିଡର ଅଫ ଦି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌, ଆଘାତ ସତ୍ତ୍ୱେ ଅଭ୍ୟାସ ସ୍ଥଳକୁ ଗଲେ ଶିଖର ଧାଓ୍ଵନ

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ଏହି ମୁକାବିଲା ପୂର୍ବରୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି, ଶିଖର ଧାଓ୍ଵନ। ସେ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତରଫରୁ ବ୍ୟାଟିଂ କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...