Daily Archives

June 13, 2019

ଟିକ୍‌-ଟକ୍‌ରେ ଅଧିକ ସମୟ ବିତାଉଥିଲେ ମହିଳା, ସ୍ୱାମୀ ରାଗିବାରୁ ଭିଡିଓ ରେକର୍ଡ କରି ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ : ଭିଡିଓ ସେୟାରିଂ ମ୍ୟୁଜିକାଲ ଆପ୍‌ ଟିକ୍‌-ଟକ୍‌ରେ ଅଧିକ ସମୟ ବିତାଉଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଦୁଃଖଦ ଅନ୍ତ ଘଟିଛି । ମହିଳାଜଣଙ୍କ ଟିକ୍‌ ଟକ୍‌ ବ୍ୟବହାର କରୁଥିବାରୁ ପରିବାର ପ୍ରତି ଧ୍ୟାନ ଦେଉ ନଥିଲେ । ଏହାକୁ ଦେଖି ମହିଳାଙ୍କ ସ୍ୱାମୀ ରାଗିଯିବା…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ: ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହେବା ପରେ ପଏଣ୍ଟ ଟେବୁଲ୍‌ରେ ଭାରତକୁ ମିଳିଲା ୩ୟ ସ୍ଥାନ

ନଟିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ଅଷ୍ଟାଦଶ ମ୍ୟାଚ୍‌ ଗୁରୁବାର ବର୍ଷା ଯୋଗୁଁ ବାତିଲ ହୋଇଛି। ନଟିଂହାମ୍‌ର ଟ୍ରେଣ୍ଟବି୍ରଜ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଭାରତୀୟ ସମୟ ଅପରାହ୍ଣ ୩ଟାରୁ ଖେଳାଯିବାର ଥିଲା କିନ୍ତୁ ରାତି ୭ଟା ଯାଏଁ ବର୍ଷା ଜାରି ରହିବା…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗ ଏବଂ କିଡ୍‌ନୀ ଷ୍ଟୋନ ସମସ୍ୟା ଦୂର କରିବା ସହ ଏହି ସବୁ ସମସ୍ୟା ଦୂର କରିଥାଏ ତୁଳସୀ ପତ୍ର

ତୁଳସୀର ବ୍ୟବହାର ଅନେକ ପୂର୍ବରୁ ଲୋକେ କରି ଆସୁଛନ୍ତି । ଏହାର ପତ୍ରଠାରୁ ଆରମ୍ଭ କରି ମଞ୍ଜି ପର୍ଯ୍ୟନ୍ତ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଆଜି ଆମେ ତୁଳସୀ ପତ୍ରର ବିଭିନ୍ନ ଫାଇଦା ବିଷୟରେ ଆପଣଙ୍କୁ ଜଣାଇବୁ । ୧. ଖାଲି ପେଟରେ ତୁଳସୀର ସେବନ କରିବା ଦ୍ୱାରା ଫୁସ୍‌ଫୁସ୍‌ରେ ଜମା ଥିବା…
ଅଧିକ ଖବର ଦେଖନ୍ତୁ...

ସାନ ଭାଇର ମୃତ୍ୟୁ ପରେ ନୂଆ ଅଭିଯାନ ଆରମ୍ଭ କରିଥିଲେ ଶିବା, ଏ ପର୍ଯ୍ୟନ୍ତ ୧୦୭ଜଣଙ୍କୁ ଦେଇ ସାରିଲେଣି ନୂଆ ଜୀବନ

ନୂଆଦିଲ୍ଲୀ : ବେଳେ ବେଳେ ନିଜ ସହ କିଛି ଖରାପ ହେବା ପରେ ବା କିଛି ଭୁଲ କରିବା ପରେ ଲୋକମାନେ ଅନ୍ୟମାନଙ୍କୁ ସେଭଳି ନ କରିବା ପାଇଁ ଅନୁପ୍ରାଣିତ କରିଥାନ୍ତି । କିଛି ସେଭଳି ହୋଇଥିଲା ହାଇଦ୍ରାବାଦରେ ରହୁଥିବା ୧୨ବର୍ଷୀୟ ଶିବାଙ୍କ ସହ । ଶିବାର ଛୋଟ ଭାଇ ମହେନ୍ଦ୍ର ଅସମାନପେଟସ୍ଥିତ  ଝରଣାରେ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ଲଡ଼ାଇ’ରେ ଏହି କାରଣ ପାଇଁ ଅନୁପମ ଖେର୍‌ଙ୍କୁ ଚୁମ୍ବନ ଦେବା ପାଇଁ ମନା କରି ଦେଇଥିଲେ ଅର୍ଚ୍ଚନା ପୂରଣ ସିଂହ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ଏବଂ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହଙ୍କୁ ନେଇ ଏକ ଅଜଣା କଥା ସାମ୍ନାକୁ ଆସିଛି । ଫିଲ୍ମ ‘ଲଡ଼ାଇ’ରେ ଦୁହିଁଙ୍କର ଏକ ଚୁମ୍ବନ ଦୃଶ୍ୟ ଥିବା ବେଳେ ଅର୍ଚ୍ଚନା ଏହି ଦୃଶ୍ୟକୁ ସୁଟ୍‌ କରିବା ପାଇଁ ମନା କରି ଦେଇଥିଲେ । ଫଳରେ ଫିଲ୍ମର…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ଜିଲ୍ଲାରେ ୨ ନୂତନ ରାଜସ୍ୱ ନିରୀକ୍ଷକ ସର୍କଲକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର/ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ୨ଟି ନୂତନ ରାଜସ୍ୱ ନିରୀକ୍ଷକ ସର୍କଲକୁ ଅନୁମୋଦନ କରିଛନ୍ତି। ସାଧାରଣ ନିର୍ବାଚନ ପ୍ରତିଶ୍ରୁତିକୁ ପାଳନ କରି ନବୀନ ଏହି ୨ଟି ରାଜସ୍ୱ ନିରୀକ୍ଷକ ସର୍କଲକୁ ଅନୁମୋଦନ କରିଥିବା ଜଣାପଡ଼ିଛି। ଅନୁମୋଦିତ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଏମ୍‌.ଏସ୍‌ ଧୋନୀ ହୋଟେଲ; ୨ବର୍ଷ ହେଲାଣି ଧୋନୀଙ୍କ ପ୍ରଶଂସକଙ୍କୁ ମାଗଣା ଖାଦ୍ୟ ପରଷି ଆସୁଛନ୍ତି ହୋଟେଲ…

କୋଲକାତା : ମହେନ୍ଦ୍ର ସିଂହ ଧୋନୀଙ୍କୁ କ୍ରିକେଟର ଲିଜେଣ୍ଡ ବୋଲି କୁହାଯାଏ । ବିଶ୍ୱର ଲୋକପ୍ରିୟ  କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ହେଲେ ମହେନ୍ଦ୍ର ସିଂହ ଧୋନୀ । ତାଙ୍କ ବିନା ଭାରତୀୟ  କ୍ରିକେଟ ବିଷୟରେ ଭାବିବା ଅସମ୍ଭବ । ଭାରତୀୟ କ୍ରିକେଟରେ ତାଙ୍କର ଗୁରୁତ୍ୱ କେତେ ତାହା ଭାରତୀୟ ଟିମ୍‌…
ଅଧିକ ଖବର ଦେଖନ୍ତୁ...

ବିବାହ ନୁହେଁ, ଏହି କାରଣ ପାଇଁ ‘ଭାରତ’ ଛାଡ଼ିଥିଲେ ପ୍ରିୟଙ୍କା, ନିଜେ କଲେ ଖୁଲାସା

ମୁମ୍ବାଇ : ଇଦ୍‌ ଅବସରରେ ରିଲିଜ୍‌ ହୋଇଛି  ଫିଲ୍ମ ‘ଭାରତ’ । ରିଲିଜ୍‌ ପରେ ପରେ ହିଁ ଏହାକୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ଏହା ସହ ଫିଲ୍ମରେ କ୍ୟାଟ୍ରିନା ଏବଂ ସଲମାନଙ୍କ ଯୋଡ଼ିକୁ ମଧ୍ୟ ଲୋକେ ପସନ୍ଦ କରିଛନ୍ତି । ତେବେ ଫିଲ୍ମର ସୁଟିଂ ଆରମ୍ଭରୁ କ୍ୟାଟ୍ରିନାଙ୍କ ପୂର୍ବରୁ ଦେଶୀ ଗର୍ଲ…
ଅଧିକ ଖବର ଦେଖନ୍ତୁ...

ଏଭଳି ମାତା-ପିତା ଭଗବାନ କାହାକୁ ନ ଦିଅନ୍ତୁ ବୋଲି ଲେଖି ଆତ୍ମହତ୍ୟା କଲେ ନାବାଳିକା

ନୂଆଦିଲ୍ଲୀ : ପ୍ରତି ମାତା-ପିତାଙ୍କ ପାଇଁ ସେମାନଙ୍କ ପିଲାମାନଙ୍କ ଖୁସି ସବୁଠାରୁ ଆଗରେ ରହିଥାଏ । କିନ୍ତୁ ଦିଲ୍ଲୀର ରାଜପାର୍କ ଅଞ୍ଚଳରେ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ ଦୋହଲାଇ ଦେଇଛି । ଏଠାରେ ରହୁଥିବା ଜଣେ ନାବାଳିକା ଆତ୍ମହତ୍ୟା କରି ନେବା ସହ ନିଜ ମାତା-ପିତାଙ୍କୁ ଦାୟୀ…
ଅଧିକ ଖବର ଦେଖନ୍ତୁ...

ପୁରୀ ଜିଲ୍ଲାକୁ ୭ କୋଟି ୫୮ ଲକ୍ଷ ଟଙ୍କା ଘରଭଙ୍ଗା ସହାୟତା ଘୋଷଣା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ବାତ୍ୟା ‘ଫନି’ ପରେ ପୁରୀ ଜିଲ୍ଲା ପାଇଁ ୭ କୋଟି ୫୮ ହଜାର ଟଙ୍କାର ଘରଭଙ୍ଗା ସହାୟତା ମିଳିଛି। ଏହି ରାଶିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁର କରିଥିବା ଜଣାପଡ଼ିଛି। ଯେଉଁମାନେ ଏସଡିଆରଏଫ ସହାୟତା ପାଇବେ ନାହିଁ ସେମାନଙ୍କୁ ଅର୍ଥ ମିଳିବ। ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...