Daily Archives

June 13, 2019

କୋମାରେ ଥିଲେ, ତୁରନ୍ତ ଏମ୍‌ଆର୍‌ଆଇ କରିବା ପରିବର୍ତ୍ତେ ଅଗଷ୍ଟ ମାସର ତାରିଖ ଦେବାରୁ ପ୍ରାଣ ହରାଇଲେ ମହିଳା

ନୂଆଦିଲ୍ଲୀ : ଦିଲ୍ଲୀର ସବୁଠାରୁ ବଡ଼ ଡ଼ାକ୍ତରଖାନା ସଫଦରଜଙ୍ଗ ହସପିଟାଲରେ ଡ଼ାକ୍ତରଙ୍କ ବଡ଼ ଅବହେଳା ଦେଖିବାକୁ ମିଳିଛି । ଡ଼ାକ୍ତରଙ୍କ ଅବହେଳା ପାଇଁ କୋମାରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏ ନେଇ ମୃତ ମହିଳାଙ୍କ ପରିବାର ଲୋକେ ଡ଼ାକ୍ତରଙ୍କୁ ଦାୟୀ କରିବା ସହ ବିରୋଧ ପ୍ରଦର୍ଶନ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ବିମାନବନ୍ଦର ରନୱେ ନିକଟରେ ଲାଗିଲା ନିଆଁ, ବଜ୍ରପାତରୁ ଅଗ୍ନିକାଣ୍ଡ ସୂଚନା

ଝାରସୁଗୁଡ଼ା: ସ୍ଥାନୀୟ ବୀରସୁରେନ୍ଦ୍ର ସାଏ ବିମାନବନ୍ଦରର ରନୱେ ନିକଟରେ ଗୁରୁବାର ରାତି ନିଆଁ ଲାଗିଥିବା ସୂଚନା ମିଳିଛି। ବଜ୍ରପାତ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି। ଅଗ୍ନିକାଣ୍ଡ ପରେ ୩ଟି ଦମକଳ ଗାଡ଼ି ଦ୍ଵାରା ନିଆଁ ଆୟତ୍ତ କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ…
ଅଧିକ ଖବର ଦେଖନ୍ତୁ...

ନାନାଙ୍କୁ କ୍ଲିନ୍‌ ଚିଟ୍‌ ମିଳିବା ପରେ ମୁମ୍ବାଇ ପୁଲିସକୁ ‘ଭ୍ରଷ୍ଟାଚାରୀ’ କହିଲେ ତନୁଶ୍ରୀ ଦତ୍ତା

ମୁମ୍ବାଇ : କିଛି ମାସ ତଳେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ । ଏ ନେଇ ତନୁଶ୍ରୀ ଓସିଓ୍ଵାରା ପୁଲିସ ଆଗରେ ଅଭିଯୋଗ କରିଥିବା ବେଳେ ତଦନ୍ତ କରିଥିଲା ପୁଲିସ । ତେବେ ତଦନ୍ତ ପରେ କୌଣସି ପ୍ରମାଣ ନ ମିଳିବାରୁ ଆଜି…
ଅଧିକ ଖବର ଦେଖନ୍ତୁ...

ଯେଉଁଠି ବଡ଼ ବଡ଼ ଜାହାଜ ହଜିଯାଏ, ସେଠାରୁ ଜୀବିତ ଫେରିଲେ ମାଛ ଧରାଳୀ! ୧୧ଦିନ ଧରି ଏଭଳି କଟାଇଥିଲେ ଜୀବନ

ନୂଆଦିଲ୍ଲୀ : ପ୍ରାୟ ସମସ୍ତଙ୍କୁ ବରମୁଡ଼ା ଟ୍ରାଏଙ୍ଗଲର ରହସ୍ୟ ବିଷୟରେ ଜଣାଥିବ । ପୂର୍ବରୁ ଏହି ସ୍ଥାନରେ ବଡ଼ ବଡ଼ ଜାହାଜ ହଠାତ୍‌ ନିଖୋଜ ହୋଇ ଯିବା ସହ କେତେ ବେଳେ ଉପରେ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାର ରହସ୍ୟ ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠି ପାରି ନାହିଁ । କିନ୍ତୁ ଏଭଳି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସହଯୋଗୀଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ପଡ଼ିବ। କିଛି ମୁସ୍କିଲର ସାମନା କରିବାକୁ ପଡ଼ିପାରେ। ବ୍ୟବସାୟକୁ ନେଇ ଅନ୍ୟ ସହରରେ ବିସ୍ତାର କରିବା ଲାଗି ଭାବିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ। ବୃଷ: ସାରାଦିନ ସ୍ଫୂର୍ତ୍ତିଶୀଳ ରହିବେ। ରାଜନୀତିରେ ସୀମା…
ଅଧିକ ଖବର ଦେଖନ୍ତୁ...

ସାମୁଦ୍ରିକ ବାତ୍ୟା ‘ବାୟୁ’ର ପ୍ରଭାବ ଗୁଜୁରାଟରୁ ଟଳି ଯାଇଥିଲେ ହେଁ ୨୪ଘଣ୍ଟା ପର୍ଯ୍ୟନ୍ତ ରହିଛି ବିପଦ

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ବାୟୁ’ର ବିପଦ ଗୁଜୁରାଟରୁ ଟଳି ଯାଇଛି। ‘ବାୟୁ’ର ସମ୍ଭାବିତ ପ୍ରଳୟକୁ ଦେଖି ପାଣିପାଗ ବିଭାଗ ଆଲର୍ଟ ରହିଛନ୍ତି। ଗୁରୁବାର ସକାଳେ ‘ବାୟୁ’ ବିପଦ ଟଳି ଯାଇଥିବା ଖବର ମିଳିଥିଲା। ତଥାପି  କିଛି ବି ବିପଦର ସାମ୍ନା କରିବା ପାଇଁ ଏନ୍‌ଡିଆରଏଫର ୫୨,…
ଅଧିକ ଖବର ଦେଖନ୍ତୁ...

କର୍ମଚାରୀଙ୍କୁ ମୋଦି ସରକାରଙ୍କ ଉପହାର, ଇଏସଆଇରେ ଯୋଗଦାନ ୬.୫%ରୁ ୪%କୁ କମିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇ)ରେ ଯୋଗଦାନକୁ ୬.୫ ପ୍ରତିଶତରୁ ହ୍ରାସ କରି ୪ ପ୍ରତିଶତ କରିଛନ୍ତି । ଅର୍ଥାତ ଇଏସଆଇ ପାଇଁ ଦରମାର ୬.୫ ପ୍ରତିଶତ ବଦଳରେ ମାତ୍ର ୪ ପ୍ରତିଶତ ପ୍ରଦାନ କରିବାକୁ ହେବ । ଏହା ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ୫୭ ରନ୍‌ ଯୋଡ଼ିଲେ ପୁଣି ଇତିହାସ ରଚିବେ ବିରାଟ କୋହଲି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଉ ଏକ ଇତିହାସ ରଚିବାକୁ ଯାଉଛନ୍ତି। କୋହଲିଙ୍କୁ ଏଥି ପାଇଁ ଆହୁରି ୫୭ ରନ୍‌ ଯୋଡ଼ିବାକୁ ପଡ଼ିବ। ନଟିଂହାମ୍‌ରେ ଗୁରୁବାର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଫଳରେ କୋହଲିଙ୍କୁ ଲକ୍ଷ୍ୟ ହାସଲ ପାଇର୍ ଆହୁରି ୨…
ଅଧିକ ଖବର ଦେଖନ୍ତୁ...

ଆମେରିକା ବିରୋଧରେ ଏକାଠି ହେବାକୁ ମୋଦିଙ୍କୁ ଚୀନର ଆହ୍ଵାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିରଗୀଜସ୍ତାନର ବିସକେକଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକରେ ଯୋଗ ଦେବା ଅବସରରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କୁ ଭେଟିଛନ୍ତି । ସାଧାରଣ ନିର୍ବାଚନ ମୋଦି ଓ ତାଙ୍କ ଦଳ ବିଜେପିର ବିପୁଳ ବିଜୟ ପରେ ଏହା ହେଉଛି ଚୀନ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି ଓ ଭାରତକୁ ପ୍ରଶଂସାରେ ପୋତିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନାହ୍ୟୁ

ନୂଆଦିଲ୍ଲୀ: କର୍ଗିଜ୍‌ସ୍ତାନର ରାଜଧାନୀ ବିସ୍‌କେକ ଠାରେ ଆଜି ଚୀନ୍‌ ରାଷ୍ଟ୍ରପତି ଜି ଜିଙ୍ଗ୍‌ପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ପ୍ରତିନିଧି ସ୍ତରୀୟ ଆଲାଚନା ସଫଳ ହୋଇଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନାହ୍ୟୁ ଭାରତ ଓ ଭାରତର…
ଅଧିକ ଖବର ଦେଖନ୍ତୁ...