Daily Archives

June 14, 2019

ମହିଳାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଗୁଗଲ ମ୍ୟାପ୍‌ ଆଣିଲା ଅଫ୍‌-ରୁଟ୍‌ ଫିଚର, ଟାକ୍ସି ଚାଳକ ଭୁଲ ରାସ୍ତାରେ ଗାଡ଼ି…

ନୂଆଦିଲ୍ଲୀ : ଗୁଗଲ ନିଜ ମ୍ୟାପ୍‌ରେ ଏକ ଖାସ୍‌ ଫିଚରକୁ ସଂଯୋଗ କରିଛି । ଭାରତୀୟଙ୍କ ପାଇଁ ଗୁଗଲ ନିଜ ମ୍ୟାପ୍‌ରେ ଅଫ୍‌-ରୁଟ୍‌ ନାମକ ଫିଚର ତିଆରି କରିଥିବା ବେଳେ ଏହି ଫିଚର ଦ୍ୱାରା ମହିଳା ଯାତ୍ରୀମାନେ ଅଧିକ ସୁରକ୍ଷିତ ହୋଇ ପାରିବେ । ଏହି ଫିଚର ସାହାଯ୍ୟରେ ଭୁଲ ରାସ୍ତାରେ କ୍ୟାବ୍‌ ଚାଳକ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ଟଙ୍କା ନଥିବାରୁ ୭ମାସର ଶିଶୁକୁ ହତ୍ୟା କଲା ମା’

ଖଣ୍ଡଓ୍ଵା(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ଖଣ୍ଡଓ୍ଵାରେ ଏକ ଦୁଃଖଦାୟକ ଘଟଣା ଘଟିଛି । ଏଠାରେ ଜଣେ ମା’ ନିଜ ୭ମାସର ଶିଶୁକୁ ହତ୍ୟା କରିଥିବା ସାମ୍ନାକୁ ଆସିଛି । ହତ୍ୟା କରିବା ପରେ ମା’ ନିଜ ଛୁଆକୁ ଅନେକ ସମୟ ପର୍ଯ୍ୟନ୍ତ କୋଳେଇ ବସିଥିଲେ ବୋଲି ଜଣା ପଡ଼ିଛି । ତେବେ ହତ୍ୟା କରିବା ପଛର କାରଣ…
ଅଧିକ ଖବର ଦେଖନ୍ତୁ...

ଏଫଆଇଏଚ ସିରିଜ୍ ଫାଇନାଲସ : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ସେମିଫାଇନାଲରେ ଜାପାନକୁ ୭-୨ ଗୋଲରେ ହରାଇ ଫାଇନାଲରେ ଭାରତ

ଭୁବନେଶ୍ୱର : ଏଫଆଇଏଚ ପୁରୁଷ ସିରିଜ୍ ଫାଇନାଲ୍ ପ୍ରତିଯୋଗିତାର ଫାଇନାଲରେ ଭାରତ। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ସେମିଫାଇନାଲରେ ଜାପାନକୁ ୭-୨ ଗୋଲରେ ହରାଇ ଫାଇନାଲକୁ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ। ଆସନ୍ତାକାଲି ଦଳ ବିଶ୍ୱର ଶକ୍ତିଶାଳୀ ଦେଶ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ…
ଅଧିକ ଖବର ଦେଖନ୍ତୁ...

ସପୁରୀ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଫାଇଦା

ଖଟା ମିଠା ସ୍ୱାଦ ବିଶିଷ୍ଟ ସପୁରୀ ପ୍ରାୟ ସବୁ ଋତୁରେ ମିଳିଥାଏ । ଲୋକେ ଏହାର ସ୍ୱାଦର ମଜା ଖୁବ୍‌ ସହଜରେ ନେଇ ପାରିଥାନ୍ତି । ତେବେ ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଏଥିରେ ଥିବା ଥାୟାମିନ୍‌, ଭିଟାମିନ୍ସ, କ୍ୟାଲସିୟମ, ପୋଟାସିୟମ, ଫାଇବର…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ଅଭାବ ଏବଂ ଗରମ ହେତୁ ଘର ଭିତରେ ଚାଲିଗଲା ବୃଦ୍ଧ ଭାଇ-ଭଉଣୀଙ୍କ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀର ରାଣା ପ୍ରତାପ ବାଗ୍‌ରେ ରହୁଥିବା ଦୁଇ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି । ପୁଲିସ ନଷ୍ଟ ହୋଇ ଯାଇଥିବା ଦୁଇ ଶବକୁ ଉଦ୍ଧାର କରିଥିବା ବେଳେ ଖାଦ୍ୟ ଅଭାବ ଏବଂ ପ୍ରବଳ ଗରମ ପାଇଁ ଏଭଳି ହୋଇଥାଇ ପାରେ ବୋଲି କହିଛି ପୁଲିସ । ମୃତକମାନେ ହେଲେ ଚମନ ଲାଲ ଖୋସଲା ଏବଂ ରାଜ କୁମାରୀ…
ଅଧିକ ଖବର ଦେଖନ୍ତୁ...

ଅଶ୍ଲୀଳ ମେସେଜ ସହ ନକଲି ଫଟୋ ଭାଇରାଲ କରିଥିବାରୁ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କଲେ ସାହିଲ ଖାନ୍‌

ମୁମ୍ବାଇ : କିଛି ଦିନ ତଳେ ଅଭିନେତା ସାହିଲ ଖାନ୍‌ଙ୍କ ଏକ ଅଶ୍ଲୀଳ ଫଟୋ ଭାଇରାଲ ହୋଇଥିଲା । ଅଶ୍ଲୀଳ କ୍ୟାପ୍‌ସନ ସହ ଏହାକୁ ଭାଇରଲ କରାଯାଇଥିବା ବେଳେ ଏବେ ଏଭଳି କରିଥିବା ଲୋକମାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଅଭିନେତା ସାହିଲ ଖାନ୍‌ । ଅଭିଯୋଗ ପତ୍ରରେ, ଜାବିର ଅହମ୍ମଦ, ଜେ କେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କ ଫୋନ୍‌ ଉଠାଇଲେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଶୁକ୍ରବାର କହିଛନ୍ତି, ସେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ନେଇ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ କରିଥିଲେ କିନ୍ତୁ ତାଙ୍କ ତରଫରୁ କୌଣସି ଜବାବ ମିଳିନାହିଁ। ତ୍ରିପାଠୀ ଆହତ ଜୁନିଅର ଡାକ୍ତର ପରିବାହ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ଡ଼ାକ୍ତରମାନେ ଆନ୍ଦୋଳନ କରୁଥିବାରୁ ଠିକ୍‌ ସମୟରେ ହୋଇ ପାରିଲା ନାହିଁ ଚିକିତ୍ସା, ଚାଲିଗଲା ନବଜାତର ଜୀବନ

କୋଲକାତା : ପଶ୍ଚିମବଙ୍ଗରେ କନିଷ୍ଠ ଡ଼ାକ୍ତରଙ୍କୁ ମାର୍‌ ପିଟ କରିବାକୁ ବିରୋଧ କରି ରାଜ୍ୟର ଡ଼ାକ୍ତର ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଦ୍ୱାରା ଘରୋଇ ଏବଂ ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି…
ଅଧିକ ଖବର ଦେଖନ୍ତୁ...

କ୍ୟାମେରା ଆଗରେ ମହିଳା ପିନ୍ଧିଥିବା ଶାଢ଼ି ଖୋଲିଯିବାରୁ ତୁରନ୍ତ ଯାଇ ଏଭଳି ସାହାଯ୍ୟ କଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ : ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏଇ କିଛି ଦିନ ହେଲାଣି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ତାଙ୍କୁ ୟୁନିସେଫ୍‌ ତରଫରୁ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଥିବା ବେଳେ ଏବେ ସେ କରିଥିବା କାମ ପାଇଁ ଲୋକେ ତାଙ୍କର ପ୍ରଶଂସା…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ଦ୍ରାରିଦ୍ର୍ୟତା ନେଲା ଜୀବନ! ରାଜ୍ୟରେ ରଜ ପର୍ବ ପାଳନ ଚାଲିଥିବା ବେଳେ କବିସୂର୍ଯ୍ୟନଗରରେ ୨ ନାବାଳିକାଙ୍କ…

ଭଂଜନଗର (ଜ୍ଞାନଚାନ୍ଦ ଜଗନ୍ନାଥ): ସାରା ରାଜ୍ୟରେ ଧୂମଧାମରେ ରଜ ପର୍ବ ପାଳନ ହେଉଥିବା ବେଳେ ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଂଚଳରେ ୨ ଜଣ ନାବାଳିକାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଦାରିଦ୍ର୍ୟତା ଯୋଗୁଁ ୨ ଜଣ ନାବାଳିକା ଜିତା ଭୂୟା (୧୧) ଓ ଦୀପା ଭୂୟା…
ଅଧିକ ଖବର ଦେଖନ୍ତୁ...