Daily Archives

June 14, 2019

ସାକ୍ଷୀମାନଙ୍କୁ ପୁଲିସ ଷ୍ଟେସନ ଯାଇ ବୟାନ ନ ଦେବାକୁ ଧମକାଇଥିଲେ ନାନା: ତନୁଶ୍ରୀ ଦତ୍ତା

ମୁମ୍ବାଇ : କିଛି ମାସ ତଳେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ । ଏ ନେଇ ତନୁଶ୍ରୀ ଓସିଓ୍ଵାରା ପୁଲିସ ଆଗରେ ଅଭିଯୋଗ କରିଥିବା ବେଳେ ତଦନ୍ତ କରିଥିଲା ପୁଲିସ । ତେବେ ତଦନ୍ତ ପରେ କୌଣସି ପ୍ରମାଣ ନ ମିଳିବାରୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଜୋଏ ରୁଟ୍‌ଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ୱେଷ୍ଟଇଣ୍ଡିଜ୍‌କୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ଇଂଲଣ୍ଡ

ସାଉଥମ୍ପଟନ୍‌: ଜୋଏ ରୁଟଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଶୁକ୍ରବାର ଇଂଲଣ୍ଡ ୮ ଓ୍ଵିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ସାଉଥମ୍ପଟନ୍‌ର ଦ ରୋଜ୍‌ ବାଉଲ ଷ୍ଟାଡିୟମରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ୧୯ତମ ମ୍ୟାଚ୍‌ରେ ଇଂଲଣ୍ଡ ୨୧୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ ସମୟରେ ବାରମ୍ବାର ବର୍ଷା ହେଉଥିବା ଦେଖି ଟୁଇଟ୍‌ କଲେ ବିଗ୍‌ ବି: ଟୁର୍ଣ୍ଣାମେଣ୍ଟ ଭାରତରେ କରାନ୍ତୁ, ଆମକୁ…

ମୁମ୍ବାଇ : ଏବେ ଆଇସିସି ବିଶ୍ୱକପ ଉପରେ ସାରା ବିଶ୍ୱର ନଜର ରହିଛି । କିନ୍ତୁ ବର୍ଷା ହେତୁ ଏହାର ଅନେକ ମ୍ୟାଚ୍‌କୁ ରଦ୍ଦ କରି ଦିଆଯାଉଛି । ବାରମ୍ବାର ମ୍ୟାଚ୍‌ ରଦ୍ଦ ହେଉଥିବା ଦେଖି କ୍ରିକେଟ ପ୍ରେମୀ ନିରାଶ ହେଉଛନ୍ତି । ଏହା ସହ ଆଇସିସି ବିଶ୍ୱକପକୁ ଇଂଲଣ୍ଡରେ କରାଯିବାକୁ ନେଇ ଅନେକ ବିରୋଧ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆନ ବ୍ୟାଟ୍‌ ତିଆରି କମ୍ପାନି ବିରୋଧରେ ମାମଲା ରୁଜୁ କଲେ ସଚ୍ଚିନ ତେନ୍ଦୁଲକର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆନ ବ୍ୟାଟ୍‌ ତିଆରି କରୁଥିବା କମ୍ପାନି ବିରୋଧରେ ମାମଲା ରୁଜୁ କରିଛନ୍ତି ଭାରତୀୟ କ୍ରିକେଟର ଲିଜେଣ୍ଡ ସଚ୍ଚିନ ତେନ୍ଦୁଲକର । ସଚ୍ଚିନଙ୍କ ନାଁ ଏବଂ ଫଟୋ ବ୍ୟବହାର କରି କମ୍ପାନି ନିଜ ଉତ୍ପାଦ ଜିନିଷଗୁଡ଼ିକ ବିକ୍ରି କରୁଥିବା ସହ ତାଙ୍କୁ ବାକି ୧୪କୋଟି ଟଙ୍କା ଦେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଛୋଟ ଛୋଟ କଥାରେ ଖୁସି ତଲାସ କରିବେ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ କିଚକେଶ୍ବରୀ। ବୃଷ: ନିଜର ମହତ୍ତ୍ବକୁ ଜାଣନ୍ତୁ। ବ୍ୟବହାରରେ ସକାରାତ୍ମକ ବଜାୟ…
ଅଧିକ ଖବର ଦେଖନ୍ତୁ...

ଆଇଟି କମ୍ପାନି ନିଜ ଷ୍ଟାଫ୍‌ଙ୍କୁ କହିଲେ, ଅଫିସ୍‌ରେ ପାଣି ନାହିଁ, ଘରୁ କାମ କର

ବେଙ୍ଗାଲୁରୁ: ଯଦି ଆପଣ ପାଣି ନଷ୍ଟ କରୁଛନ୍ତି ତେବେ ଜାଣି ରଖନ୍ତୁ କି ଆଗମୀ ପିଢ଼ି ଏହି ପାଣି ପାଇଁ କେତେ ଯେ ଅସୁବିଧା ସାମ୍ନା କରିବେ ତାହା ଅନୁମାନ କରିବା କଷ୍ଟ ହେବ। କାରଣ ଦେଶର ଏମିତି କିଛି ସ୍ଥାନ ଅଛି, ଯେଉଁଠାରେ ପାଣିକୁ ନେଇ ଜନତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।…
ଅଧିକ ଖବର ଦେଖନ୍ତୁ...

‘ଶ୍ରୀମୟୀ ମା’ ଲାଗି ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇଲେ ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ

ଅଗରତାଲା: ଆଜି ଅଗରତାଲାରେ ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅନୁବାଦ ପୁରସ୍କାର-୨୦୧୮ ପ୍ରଦାନ କରାଯାଇଛି। ସାହିତ୍ୟ ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଆ ଭାଷା ସମେତ ୨୨ଟି ଭାଷାର ଶ୍ରେଷ୍ଠ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବର୍ଷା ସାଜିପାରେ ଦାଉ

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) କ୍ରିକେଟ ବିଶ୍ୱକପ-୨୦୧୯  ଆରମ୍ଭ ହେବାର ୧୬ ଦିନ ବିତିଯାଇଛି। ବର୍ଷା ଯୋଗୁଁ ଏଯାଏଁ ୪ଟି ମ୍ୟାଚ୍‌ ବାତିଲ ହୋଇଛି। ଆଗକୁ ବଡ଼ ବଡ଼ ମୁକାବିଲା ହେବାର ଅଛି। ବିଶ୍ୱରେ ଅଧିକ ଦେଖାଯାଉଥିବା ବହୁ ପ୍ରତିକ୍ଷୀତ ମ୍ୟାଚ୍‌ ‘ଭାରତ-ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଜେଇଇ ଆଡଭାନ୍‌ସ ରେଜଲ୍‌ଟ

ଭୁବନେଶ୍ୱର: ମହାରାଷ୍ଟ୍ରର କାର୍ତିକେୟ ଗୁପ୍ତା ଚନ୍ଦ୍ରେଶ ୩୭୨ ନମ୍ବରରୁ ୩୪୬ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିପରି ବମ୍ବେ ଜୋନର ସବନମ୍‌ ସହାୟ ଝିଅଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ସବନମ୍‌ ୩୦୮ନମ୍ବର ରଖି ଏହି ସଫଳତା ପାଇଛନ୍ତି । ଓଡ଼ିଶା ପାଇଁ ଖୁସି ଖବର ହେଲା ଏସସି ବର୍ଗରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାବାସୀଙ୍କୁ ରଜ ଅବସରରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ଓଡ଼ିଆଙ୍କ ବଡ଼ ପର୍ବ ରଜ। ଓଡ଼ିଆଙ୍କୁ ଏହି ପର୍ବର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଉଭୟ ଇଂରାଜି ଓ ଓଡ଼ିଆରେ ଦୁଇଟି ଟ୍ଵିଟ୍‌ କରିଛନ୍ତି। Raja Parba is an auspicious occasion, which furthers…
ଅଧିକ ଖବର ଦେଖନ୍ତୁ...