Daily Archives

June 15, 2019

ମୟୂରଭଞ୍ଜ: ପାହାଡି ପୂଜାରେ ଦେବୀ ପୀଠ ରକ୍ତ ରଂଜିତ, ୮ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାବେଶ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ କୁମ୍ଭାରମୁଣ୍ଡାକଟା ଓ କଳାବାଡିଆ ଫଚାୟତ ସୀମାରେ ଅବସ୍ଥିତ ମା’ ଆମ୍ବିଳିପାଟ ଦେବୀଙ୍କ ପାହାଡି ଅବସ୍ଥିତ। ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଆମ୍ବିଳିପାଟ ଦେବୀଙ୍କ ପାଇଁ ଆଯୋଜିତ ପାହାଡି ପୂଜାରେ ଆଠ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ଜନ…
ଅଧିକ ଖବର ଦେଖନ୍ତୁ...

ଘରକୁ ଫେରୁଥିବା ସମୟରେ ମହିଳା ପୁଲିସକର୍ମୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ଅଭିଯୁକ୍ତ

ଅଲାପ୍ପୁଝା : କେରଳ ଅଲାପ୍ପୁଝାରେ ଜଣେ ମହିଳା ପୁଲିସକର୍ମୀଙ୍କୁ ଜିଅନ୍ତା ଜାଳି ଦିଆଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଶନିବାର ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି କରିବା ପଛର କାରଣ…
ଅଧିକ ଖବର ଦେଖନ୍ତୁ...

ମୀରା ରାଗିଗଲେ ଏହି କାମ କରନ୍ତି ଶାହିଦ୍‌ କପୁର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର ସବୁ ବେଳେ ନିଜ ବ୍ୟକ୍ତିଗତ ଏବଂ ପେଶାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ନିଜ ଫିଲ୍ମ କବୀର ସିଂହଙ୍କୁ ନେଇ ଲାଇମ୍‌ ଲାଇଟରେ ରହିଛନ୍ତି । ଫିଲ୍ମର ରିଲିଜ୍‌ ତାରିଖ ପାଖେଇ ଆସୁଥିବା ବେଳେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଶାହିଦ୍‌ ।…
ଅଧିକ ଖବର ଦେଖନ୍ତୁ...

ଅସହାୟକୁ ସାହା ‘ଟିମ୍‌ ହ୍ୟୁମାନିଟି ଗ୍ରୁପ୍‌’ : ଗରିବଙ୍କୁ ମାଗଣା ଖାଦ୍ୟ, ବସ୍ତ୍ର ଏବଂ ରୋଗୀଙ୍କୁ ରକ୍ତଦାନ କରି…

ଭୁବନେଶ୍ୱର : ବେଳେ ବେଳେ ଅନ୍ୟମାନଙ୍କ ପାଇଁ କିଛି କରିବାର ଇଚ୍ଛା ଲୋକମାନଙ୍କ ବହୁ ଆଗକୁ ନେଇ ଯାଇଥାଏ । ଠିକ୍‌ ସେଭଳି କିଛି ଘଟିଥିଲା, ଭୁବନେଶ୍ୱରର ଜାଗମରା ସ୍ଥିତ ଖଣ୍ଡଗିରିରେ ରହୁଥିବା ନାରାୟଣ ସାହୁଙ୍କ ସହ । ଛୋଟ ବେଳୁ ଗରିବଙ୍କ ପାଇଁ କିଛି କରିବା ଇଚ୍ଛା ଆଜି ତାଙ୍କୁ ଚର୍ଚ୍ଚାକୁ…
ଅଧିକ ଖବର ଦେଖନ୍ତୁ...

ଏଫଆଇଏଚ୍‌ ସିରିଜ୍‌ ଫାଇନାଲ୍ସ: ଚାମ୍ପିଅନ୍‌ ଭାରତକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକସ୍‌ରେ ଏଫଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍‌ସରେ ଶନିବାର ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇ ଭାରତ ଚାମ୍ପିଅନ ହୋଇଛି। ଫାଇନାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଟିମ୍‌କୁ ପୁରସ୍କୃତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଗ୍‌ ବିଙ୍କ ପରେ ଆଇସିସି ବିଶ୍ୱକପକୁ ନେଇ ଏଭଳି ଫଟୋ ଟୁଇଟ୍‌ କଲେ ଋଷି କପୁର

ମୁମ୍ବାଇ : ଏବେ ଆାଇସିସି ବିଶ୍ୱକପ ଉପରେ ସାରା ବିଶ୍ୱର ନଜର ରହିଛି । କିନ୍ତୁ ବର୍ଷା ହେତୁ ଏହାର ଅନେକ ମ୍ୟାଚ୍‌କୁ ରଦ୍ଦ କରି ଦିଆଯାଉଛି । ବାରମ୍ବାର ମ୍ୟାଚ୍‌ ରଦ୍ଦ ହେଉଥିବା ଦେଖି କ୍ରିକେଟ ପ୍ରେମୀ ନିରାଶ ହେଉଛନ୍ତି । ଏହା ସହ ଆଇସିସି ବିଶ୍ୱକପକୁ ଇଂଲଣ୍ଡରେ କରାଯିବାକୁ ନେଇ ଅନେକ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ମିଚେଲ ଷ୍ଟାକର୍ସଙ୍କୁ ୪ ଓ୍ଵିକେଟ, ଶ୍ରୀଲଙ୍କାକୁ ୮୭ ରନ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ର ୨୦ତମ ମ୍ୟାଚରେ ଶନିବାର ଶ୍ରୀଲଙ୍କାକୁ ୮୭ ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଅଷ୍ଟ୍ରେଲିଆର ବିଜୟରେ ମିଚେଲ ଷ୍ଟାକର୍ସ ବଡ଼ ଭୂମିକା ତୁଲାଇଛନ୍ତି। ସେ ୧୦ ଓଭର ବୋଲିଂ କରି ୫୫ ରନ୍‌ ଦେଇଥିଲେ ବି ୪ଟି ଓ୍ଵିକେଟ ନେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ସୋସିଆଲ ମିଡିଆଠାରୁ ଦୂରରେ ରହୁଛନ୍ତି କଙ୍ଗନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ କୌଣସି ବିଷୟରେ କହିବା ପାଇଁ କେବେ ହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ । ବଲିଉଡ୍‌ରେ ସେ ନିଜ ଦମ୍‌ରେ ନିଜର ସ୍ଥାନ ତିଆରି କରିଥିବା ବେଳେ ଏବେ ତାଙ୍କୁ ବଲିଉଡ୍‌ରେ କୁଇନର ଆଖ୍ୟା ଦିଆଯାଇଛି । ତେବେ ବିଭିନ୍ନ ଇଭେଣ୍ଟରେ ମନଖୋଲି ନିଜର…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ପ୍ରଥମ କରି ଟ୍ରାଫିକ ପୁଲିସମାନଙ୍କୁ ମିଳିବ ଶୀତତାପ ଯନ୍ତ୍ର ହେଲମେଟ୍‌

ରାୟପୁର : ରାସ୍ତାରେ ଯାଉଥିବା ସମୟରେ ଟ୍ରାଫିକ ସମସ୍ୟା କେତେ ତାହା ସମସ୍ତଙ୍କୁ ଜଣାଥିବ । ଦିନକୁ ଦିନ ଲୋକଙ୍କ ସହ ଗାଡ଼ିର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯାହାଦ୍ୱାରା ଟ୍ରାଫିକ ପୁଲିସମାନଙ୍କୁ ନିୟନ୍ତ୍ରଣ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଖରା ତାତିରେ ଟ୍ରାଫିକକୁ…
ଅଧିକ ଖବର ଦେଖନ୍ତୁ...

ରୋଗିଣା ସ୍ତ୍ରୀର ଇଚ୍ଛାକୁ ଏଭଳି ପୂରଣ କଲେ ସାଧାରଣ ମେକାନିକ୍‌, ଏସି କିଣିବାକୁ ଟଙ୍କା ନଥିବାରୁ ନିଜ ବୁଦ୍ଧିରେ ତିଆରି…

ତିରୁଚିରାପଲ୍ଲୀ(ତାମିଲନାଡୁ) : କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଯଦି କୌଣସି ଲୋକର କିଛି କରିବାର ଇଚ୍ଛା ରହିଛି, ତେବେ ସେ ଯେତେ ବାଧା ଥିଲେ ବି ତାକୁ ପୂରଣ କରି ପାରିବ । ଏହି କଥାଟିକୁ ପ୍ରମାଣ କରି ଦେଖାଇଛନ୍ତି ତାମିଲନାଡୁର ଜନୈକ ମେକାନିକ୍ କେ ଅଖ୍‌ତର ଅଲ୍ଲୀ ।…
ଅଧିକ ଖବର ଦେଖନ୍ତୁ...