Daily Archives

June 15, 2019

ଦୁଇ ସାଙ୍ଗଙ୍କ ସହ ରାତିରେ ଲଙ୍ଗ୍‌ ଡ୍ରାଇଭ୍‌ରେ ବାହାରିଥିଲେ ମହିଳା, ଦୁଷ୍କର୍ମ କରି ସମୁଦ୍ର କୂଳରେ ଫିଙ୍ଗିଦେଲେ

ପାଣାଜୀ : ଗୋଆର ପାଣାଜୀରେ ଜଣେ ମହିଳା କାର୍‌ ଭିତରେ ଦୁଷ୍କର୍ମର ଶିକାର ହୋଇଥିବା ସାମ୍ନାକୁ ଆସିଛି । ମହିଳାଜଣକ ଲଙ୍ଗ ଡ୍ରାଇଭ୍‌ରେ ବାହାରିଥିବା ତାଙ୍କର ଦୁଇ ଜଣ ବନ୍ଧୁ ତାଙ୍କ ସହ ପ୍ରଥମେ ଦୁଷ୍କର୍ମ କରି ପରେ ସମୁଦ୍ର କୂଳରେ ଫିଙ୍ଗି ଦେଇଥିଲେ । ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବରେ ୧୦୦ମିଲିୟନ ସବ୍‌ସ୍କ୍ରାଇବର ସହ ଗିନିଜ୍‌ ବୁକ୍‌ରେ ନାଁ ସାମିଲ କଲା ଟି-ସିରିଜ୍‌

ମୁମ୍ବାଇ : ଚଳଚ୍ଚିତ୍ର  ପ୍ରଯୋଜକ ତଥା ମ୍ୟୁଜିକ କମ୍ପାନି  ଟି-ସିରିଜ୍‌ର ମାଲିକ ଭୂଷଣ କୁମାରଙ୍କୁ ଏକ ବଡ଼ ଖୁସି ଖବର ମିଳିଛି । ଭୂଷଣ କୁମାରଙ୍କ ଟି-ସିରିଜ୍‌ ୧୦୦ମିଲିୟନ ସବ୍‌ସ୍କ୍ରାଇବର ହାସିଲ କରିବାରେ ପ୍ରଥମ ୟୁଟ୍ୟୁବ୍‌ ଚ୍ୟାନେଲ ପାଲଟିବା ପରେ ଟି-ସିରିଜ୍‌ର ନାଁ ଗିନିଜ୍‌ ବୁକ୍‌ରେ…
ଅଧିକ ଖବର ଦେଖନ୍ତୁ...

୩ ରାଜ୍ୟସଭା ଆସନ ଲାଗି ବିଜ୍ଞପ୍ତି ଜାରି; ଜାଣନ୍ତୁ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି କିଏ ?

ଭୁବନେଶ୍ୱର(ସୁବ୍ରତ ଦାସ): ରାଜ୍ୟର ଖାଲିଥିବା ତିନୋଟି ରାଜ୍ୟସଭା ଆସନ ଲାଗି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରୀ ହେବା ପରେ ରାଜ୍ୟରୁ କିଏ ରାଜ୍ୟସଭାକୁ ଯିବେ ସେଥିଲାଗି ଲବି ଆରମ୍ଭ ହୋଇଯାଇଛି। ରାଜ୍ୟସଭା ସଦସ୍ୟ ପଦରୁ ସୌମ୍ୟରଂଜନ ପଟ୍ଟନାୟକ, ପ୍ରତାପ ଦେବ ଏବଂ ଅଚ୍ୟୁତ…
ଅଧିକ ଖବର ଦେଖନ୍ତୁ...

ପ୍ରସବ ଯନ୍ତ୍ରଣାର ଶେଷ ସୀମାରେ ଥିଲେ ମହିଳା, ଆନ୍ଦୋଳନ ଛାଡ଼ି ପ୍ରସବ କରାଇବାକୁ ପହଞ୍ଚିଲେ ଡ଼ାକ୍ତର

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଏବେ ମଧ୍ୟ ଡ଼ାକ୍ତରମାନେ ଆନ୍ଦୋଳନରେ ବସି ରହିଛନ୍ତି । କନିଷ୍ଠ ଡ଼ାକ୍ତରଙ୍କୁ ମାଡ଼ ମରାଯିବା ପରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା, ଯାହାର ସମାଧାନ ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ମାଗିବା ପରେ ଯାଇ…
ଅଧିକ ଖବର ଦେଖନ୍ତୁ...

ଭାରତ ଏଫଆଇଏଚ ପୁରୁଷ ହକି ସିରିଜ ଚାମ୍ପିୟନ, ଦ.ଆଫ୍ରିକାକୁ ୫-୧ରେ ହରାଇଲା

ଭୁବନେଶ୍ୱର : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ଏଫଆଇଏଚ ପୁରୁଷ ହକି ସିରିଜରେ ଭାରତ ଚାମ୍ପିୟନ ହୋଇଛି । ଫାଇନାଲରେ ଭାରତ ଦକ୍ଷିଣ-ଆଫ୍ରିକାକୁ ୫-୧ ଗୋଲରେ ହରାଇଥିଲା । ଏହି ବିଜୟ ସହ ଭାରତ ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଅଧିକ ସମୟ ପରିବାର ଲୋକଙ୍କ ସହିତ କଟିବ। ସୋମ, ମଙ୍ଗଳ ଓ ବୁଧବାର: ମନ ଶାନ୍ତ ରହିବ। ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ଶନିବାର: ଆୟ ବଢ଼ିବ। ରବିବାର: କାରବାରରେ ଲାଭର ସୁଯୋଗ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ପାଗ ଖରାପ ହେତୁ ଅଟକି ଥିଲା ଉଦ୍ଧାର କାର୍ଯ୍ୟ, ଏନ୍‌-୩୨ ଦୁର୍ଘଟଣାସ୍ଥଳ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ ହେଲିକପ୍ଟର

ନୂଆଦିଲ୍ଳୀ: ଭାରତୀୟ ବାୟୁସେନା ପୁଣି ଥରେ ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ବାୟୁସେନା କର୍ମଚାରୀଙ୍କ ମରଶରୀର ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି । ୧୦ ଦିନ ପୂର୍ବେ ଜୁନ୍‌ ୩ ତାରିଖରେ ଅରୁଣାଚଳ ପ୍ରଦେଶର ପାହାଡିଆ ଦୁର୍ଗମ ଅଞ୍ଚଳରେ ବିମାନ ଦୁର୍ଘଟଣାରେ ପ୍ରାଣ…
ଅଧିକ ଖବର ଦେଖନ୍ତୁ...

ପାର୍ଲେ-ଜି କାରଖାନାରୁ ଉଦ୍ଧାର ହେଲେ ୨୬ ଶିଶୁ ଶ୍ରମିକ, ଓଡ଼ିଶାର ପିଲା ମଧ୍ୟ ଅଛନ୍ତି

ରାୟପୁର : ଛତିଶଗଡ ରାଜଧାନୀ ରାୟପୁରରେ ଥିବା ପାର୍ଲେ ଜି ବିସ୍କୁଟ କାରଖାନାରେ କାମ କରୁଥିବା ୨୬ ଜଣ ଶିଶୁ ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି । ଏହି ଶିଶୁ ଶ୍ରମିକମାନଙ୍କ ମଧ୍ୟରୁ କେତେକ ଓଡ଼ିଶାର ବୋଲି ଜଣାପଡିଛି । ଅନ୍ୟ ଶିଶୁମାନେ ଝାଡ଼ଖଣ୍ଡ,ବିହାର, ମଧ୍ୟପ୍ରଦେଶର ବୋଲି…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: ଗାଁ ମୁଣ୍ଡ ବରଗଛ ତଳେ ବସିଥିଲେ, ବଜ୍ରପାତରେ ଯୁବକଙ୍କର ମୃତ୍ୟୁ

ବିନିକା/ଭୁବନେଶ୍ୱର: ଗାଁ ଶେଷରେ ଥିବା ବରଗଛ ତଳେ ବସିଥିବା ବେଳେ ଶନିବାର ସନ୍ଧ୍ୟାରେ ବଜ୍ରପାତ ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ବିନିକା ବ୍ଲକ ସିଘିଜୁବା ପଂଚାୟତର କମିରା ଗାଁର ସୁଦନ ଛନ୍ଦ (୨୪) ସେହିଭଳି ଏହି ଘଟଣାରେ ସରଗୁନା ଗାଁର ରଣଜିତ ପଲିତା (୭୦) ଓ ଦୁର୍ଲଭ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଆଫଗାନିସ୍ତାନର ବ୍ୟାଟିଂ ଜାରି, ସ୍କୋର ୬୫/୨

କାର୍ଡିଫ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ର ୨୧ତମ ମୁକାବିଲାରେ ଶନିବାର ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ସ୍କୋର ୧୭ ଓଭରରେ ୨ ଓ୍ଵିକେଟ୍‌ ହରାଇ ୬୫ରନ୍‌…
ଅଧିକ ଖବର ଦେଖନ୍ତୁ...