Daily Archives

June 16, 2019

ଜାଣନ୍ତୁ ଏକ ଲିଟର ଇନ୍ଧନରେ କେତେବାଟ ଉଡ଼ିଥାଏ ବିମାନ

ବିଶ୍ୱର ଅନେକ ଲୋକ ବିମାନରେ ଯା-ଆସ କରନ୍ତି | ଏହାଛଡା ଆପଣ ବି ଆକାଶରେ ଉଡ଼ୁଥିବାବେଳେ ବିମାନକୁ ଦେଖିଥିବେ | କେବେ ଭାବିଛନ୍ତି ଆପଣଙ୍କ ମୋଟରସାଇକେଲ ଭଳି ଏକ ଲିଟର ଇନ୍ଧନରେ ବିମାନଟି କେତେବାଟ ଉଡ଼ିଥାଏ | ବିମାନର ମାଇଲେଜ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବିମାନ ବିଶେଷଜ୍ଞ କହିବା…
ଅଧିକ ଖବର ଦେଖନ୍ତୁ...

ଆମେରିକା ରାଷ୍ଟ୍ରପତି ଏହି କଥାକୁ କରନ୍ତି ନାହିଁ ବିଶ୍ୱାସ !

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କହିବା ମୁତାବକ ସେ ଯୁଏଫଓ(ଆକାଶରେ ଉଡୁଥିବା ଅଜଣା ବସ୍ତୁ)ର ଅସ୍ତିତ୍ବକୁ  ବିଶ୍ୱାସ କରନ୍ତି ନାହିଁ | ଆମେରିକା ନୌସେନା ପକ୍ଷରୁ ଯୁଏଫଓ ଦେଖାଯିବା ନେଇ କୁହାଯାଇଥିଲା | ଅବଶ୍ୟ ଯୁଏଫଓକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା କଥାକୁ  ଟ୍ରମ୍ପ…
ଅଧିକ ଖବର ଦେଖନ୍ତୁ...

କେମିତି ବଢ଼ାଇବେ ଆପଣଙ୍କ ସ୍କୁଟରର ମାଇଲେଜ, ୪ଟି ଉପାୟ ଜାଣିରଖନ୍ତୁ

ଆପଣଙ୍କ ଗିୟରଲେସ ସ୍କୁଟରର ମାଇଲେଜକୁ ନେଇ ଆପଣ ଚିନ୍ତିତ କି ? ଆପଣ ଆଶା କରୁଥିବା ପିକଅପ ଓ ମାଇଲେଜ ଦେଉନି ଆପଣଙ୍କ ଯାତ୍ରାର ସାଥି | ତେବେ ପଢନ୍ତୁ ଏହି ସବୁ ୪ଟି ଉପାୟ | ଯାହାକି ଆପଣଙ୍କ ସ୍କୁଟରକୁ ଠିକ ମାଇଲେଜ ଦେବାରେ ସାହାଯ୍ୟ କରିବ | ୧.ନିୟମିତ ସର୍ଭିସ ଯଦି ଆପଣ ଠିକ ସମୟରେ…
ଅଧିକ ଖବର ଦେଖନ୍ତୁ...

ବାପା ସୈଫ ଅଲି ଖାନଙ୍କ ସହ ପିଲାବେଳ ଫଟୋ ସେୟାର କଲେ ସାରା

ମୁମ୍ବାଇ: ଆଜି ବାପାଙ୍କ ପାଇଁ ଦିନଟିଏ ଅର୍ଥାତ ପିତୃଦିବସ | ଏହାକୁ ନେଇ ସିମ୍ବା କ୍ୱିନ ସାରା ଅଲି ଖାନ ଆଜି ତାଙ୍କ ବାପାଙ୍କ ସହ ବିତେଇଥିବା କିଛି ମୁହୂର୍ତ୍ତକୁ ସେୟାର କରିଛନ୍ତି | ନିଜ ବାପା ସୈଫ ଅଲି ଖାନଙ୍କ ସହ ଛୋଟବେଳର କିଛି ଅନୁଭୂତିକୁ ବଖାଣିବା ସହ ବାପାଙ୍କ ପାଇଁ ଏକ ସୁନ୍ଦର…
ଅଧିକ ଖବର ଦେଖନ୍ତୁ...

ଝିଅ ପଢିବାକୁ ଚାହିଁବାରୁ ଛୁରୀରେ ଭୁସି ହତ୍ୟା ଉଦ୍ୟମ କଲା ବାପା

ସାହାଜାହାନପୁର: ଉତ୍ତରପ୍ରଦେଶର ସାହାଜାହାନପୁରରେ ଜଣେ ବାପା ତାହାର ଝିଅକୁ ଛୁରୀରେ ଭୁସି ହତ୍ୟା କରିବାକୁ ଉଦ୍ୟମ କରିଛି | ଝିଅଟି ଅଧିକ ପାଠ ପଢିବାକୁ ଚାହିଁବାରୁ ଅଭିଯୁକ୍ତ ଜଣକ ଝିଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା | ମିଳିଥିବା ସୂଚନା ମୁତାବକ ଝିଅଟିର ବିବାହ କରିବାକୁ ତା ବାପା…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ବର୍ଷା ଯୋଗୁଁ ପୁଣି ଅଟକିଲା ଭାରତ-ପାକିସ୍ତାନ ମ୍ୟାଚ୍‌, ପାକିସ୍ତାନ ସ୍କୋର ୧୬୬/୬

ମଂଚେଷ୍ଟର: ବର୍ଷା ଯୋଗୁଁ ପୁଣି ଥରେ ଭାରତ-ପାକିସ୍ତାନ ମ୍ୟାଚ ଅଟକିଯାଇଛି। ଆଇସିସି ବିଶ୍ୱକପ୍‌ର ୨୨ ତମ ମ୍ୟାଚ୍‌ ମଂଚେଷ୍ଟରସ୍ଥିତ ଓଲଡ୍‌ ଟ୍ରଫେଡ ଷ୍ଟାଡିୟମ୍‌ରେ ଜାରି ଥିବା ବେଳେ ବାରମ୍ବାର ବର୍ଷା ଦାଉ ସାଜୁଛି। ରିପୋର୍ଟ ଲେଖାଯିବା ବେଳକୁ ପାକିସ୍ତାନ ୩୫ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ…
ଅଧିକ ଖବର ଦେଖନ୍ତୁ...

ମାରୁତି ଵଲେନୋକୁ ଟକ୍କର ଦେବାକୁ ଟାଟା ଲଞ୍ଚ କରିବ ‘ଅଲତ୍ରୋଜ଼’

ମୁମ୍ବାଇ: ଭାରତୀୟ କାର ବଜାରରେ ଏବେ ପ୍ରତିଯୋଗିତା ଜୋରସୋରରେ ଚାଲିଛି | ନୂଆ ନୂଆ ଫିଚର ସହ ଲାଭଜନକ ସ୍କିମ ଘୋଷଣା କରି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କାର କମ୍ପାନୀମାନେ ଲାଗିପଡିଛନ୍ତି | ଏହି କ୍ରମରେ ଟାଟା ମୋଟର୍ସ ମଧ୍ୟ ପଛରେ ପଡ଼ିନାହିଁ | ନିଜର ନୂଆ କାର ଅଲତ୍ରୋଜ଼କୁ ଏବେ କମ୍ପାନୀ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରିବେନି ଶଙ୍କରାଚାର୍ଯ୍ୟ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ସୋମବାର ଦେବସ୍ନାନ ପୂର୍ଣ୍ଣିମା ପାଳନ ହେବାକୁ ଥିବା ବେଳେ ଶଙ୍କରାଚାର୍ଯ୍ୟ ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି। ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀଜିଉଙ୍କ ଦର୍ଶନ କରୁନ ଥିବାର କାରଣ ହେଲେ ସେ ଏବେ ପୁରୀରେ…
ଅଧିକ ଖବର ଦେଖନ୍ତୁ...

କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ବିଜେପି-ଶିବସେନା ମଧ୍ୟରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଅକ୍ଟୋବର ମାସ ଶେଷ ଆଡକୁ ବିଧାନସଭା ନିର୍ବାଚନ ହୋଇପାରେ | ତେବେ ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଏବେଠୁ ଆରମ୍ଭ ହୋଇଗଲାଣି | ଶିବସେନା ପକ୍ଷରୁ ଏଥର ମୁଖ୍ୟମନ୍ତ୍ରୀ ପାଇଁ ଜୋରଦାର ଲବି ହେଉଥିବାର ଖବର ଶୁଣିବାକୁ ମିଳିଲାଣି |…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: କମେଣ୍ଟମରାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା, ଥାନାରେ ହତ୍ୟାକାରୀର ଆତ୍ମସର୍ମପଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅର୍ନ୍ତଗତ ପ୍ରତାପୁର ଅଞ୍ଚଳରେ ରବିବାର ଲୋମଟାଙ୍କୁରା ଘଟଣା ଘଟିଛି। କମେଣ୍ଟମରା ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପ୍ରତାପୁର-ଗୋଠିଆଳି ଛକ ରକ୍ତରଂଜିତ ହୋଇଛି। ଗୋଠିଆଳି ଗ୍ରାମର ଏମ୍‌.ଶିବ ଦୋରା (୧୯) ନାମକ ଜଣେ ଯୁବକଙ୍କୁ ସେହି ଗ୍ରାମର…
ଅଧିକ ଖବର ଦେଖନ୍ତୁ...