Daily Archives

June 17, 2019

ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ଖୁବ୍ ଶୀଘ୍ର ମୋଦି ସରକାର ଆଣିବାକୁ ଯାଉଛନ୍ତି ‘କ୍ୟାସବ୍ୟାକ୍’ଭଳି ଯୋଜନା

ନୂଆଦିଲ୍ଲୀ : କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ମୋଦି ସରକାର ‘କ୍ୟାସବ୍ୟାକ୍’ ଭଳି ଯୋଜନା ଖୁବ୍ ଶୀଘ୍ର କୃଷକମାନଙ୍କର ହୀତ ପାଇଁ ଆଣିପାରନ୍ତି। ଏଥିପାଇଁ ଗୋଟିଏ ମୋବାଇଲ ଆପ ମଧ୍ୟ ପ୍ରସ୍ତୁତ କରାଯାଉଛି। ଯେଉଁଥିରେ ସ୍ଥାନୀୟ ମଣ୍ଡିଗୁଡିକରେ ଦିଆଯାଉଥିବା ଫିସ ତଥା ଟ୍ୟାକ୍ସ ବଦଳରେ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶର ବଡ ବିଜୟ, ୱେଷ୍ଟଇଣ୍ଡିଜ୍‌କୁ ୭ ୱିକେଟ୍‌ରେ ପରାସ୍ତ କଲା ବାଂଲାଦେଶ

ଟଣ୍ଟନ: ବିଶ୍ବକପ୍‌ର ୨୩ତମ ମ୍ୟାଚ୍‌ରେ ବାଂଲାଦେଶ ୭ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ସୋମବାର ଇଣ୍ଡିଜ୍ ୩୨୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ବାଂଲାଦେଶ ଏହାକୁ ୪୧.୩ ଓଭରରେ ମାତ୍ର ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ବାଂଲାଦେଶ ୫ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ପାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଶରୀରରେ ରକ୍ତର ଅଭାବ ଅଛି କି? ତେବେ କରନ୍ତୁ ଏହି ସବୁ ଫଳର ସେବନ…

ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼େ । ସେଥିପାଇଁ ପ୍ରତିଦିନ ସବୁଜ ପନି ପରିବା ସହ ବିଭିନ୍ନ ପ୍ରକାରର ଫଳ ଖାଇବା ଦରକାର । ପ୍ରତିଦିନର ଜୀବନଶୈଳୀରେ ପରିବର୍ତ୍ତନ ଆସିଲେ ଶରୀରରେ ଅନେକ ପ୍ରକାରର ଅସୁବିଧା ଦେଖାଯିବାକୁ ଲାଗିଥାଏ । ଏସବୁ  ମଧ୍ୟରେ ରକ୍ତ ଅଭାବର…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ ଘନଉଛି ଜଳ ସଂଙ୍କଟ: ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ପଡ଼ୋଶୀ

ଚେନ୍ନାଇ : ତାମିଲନାଡୁରେ ଏବେ ଜଳସଂଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ଷା ହେବାର ନାଁ ନେଉ ନଥିବା ବେଳେ ଲୋକେ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି । ପାଣି ମିଳୁ ନଥିବା ବେଳେ ଚେନ୍ନାଇରେ ଅନେକ ସ୍ଥାନରେ ଏ ନେଇ ଝଗଡ଼ା ହେଉଥିବାର ଖବର ମିଳିଛି । ପାଣି ପାଇଁ ଜଣେ ମହିଳାଙ୍କୁ ତାଙ୍କ ପଡ଼ୋଶୀ…
ଅଧିକ ଖବର ଦେଖନ୍ତୁ...

‘ପ୍ରେମ ରତନ ଧନ୍‌ ପାୟୋ’ ଏବଂ ‘ଏକ ଥା ଟାଇଗର’ର ରେକର୍ଡ ଭାଙ୍ଗିଲା ‘ଭାରତ’…

ମୁମ୍ବାଇ : ଇଦ୍‌ ଅବସରରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଭାରତ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ଫିଲ୍ମଟି ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ମନ ଜିଣିବା ଆରମ୍ଭ କରିଥିବା ବେଳେ ଏବେ ଏହା ଅନେକ ଫିଲ୍ମର ରେକର୍ଡ…
ଅଧିକ ଖବର ଦେଖନ୍ତୁ...

ବିବାହରେ ସାଙ୍ଗର ଶାଳୀକୁ ଦେଖି ଭଲ ପାଇ ବସିଲା ଅଭିଯୁକ୍ତ, ୫ଦିନ ପରେ କଲା ସ୍ତ୍ରୀର ହତ୍ୟା

ନୋଏଡା : ଉତ୍ତରପ୍ରଦେଶର ନୋଏଡାରେ ୩ମାସ ତଳେ ଘଟିଥିବା ଏକ ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ପୁଲିସ । ୩ମାସ ତଳେ ଜଣେ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ଏବେ ମହିଳାଙ୍କ ସ୍ୱାମୀ ହିଁ ତାଙ୍କୁ ହତ୍ୟା କରିଥିଲେ ବୋଲି ସାମ୍ନାକୁ ଆସିଛି । ପ୍ରଥମେ ଜଙ୍ଗଲି ପଶୁ ଆକ୍ରମଣରେ ସ୍ତ୍ରୀ ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ କ୍ରିକେଟର ସୋଏବ୍‌ ଅଖ୍‌ତର ଅପହରଣ କରିବାକୁ ଚାହୁଁଥିବା ଜାଣି ଏଭଳି ପ୍ରତିକ୍ରିୟା ରଖିଥିଲେ ସୋନାଲୀ

ମୁମ୍ବାଇ : ଦିନ ଥିଲା ଯେତେବେଳେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ୍‌ ଅଖତର ବଲିଉଡ୍‌ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ ଅପହରଣ କରିବାକୁ ଚାହୁଁଥିଲେ । ସୋନାଲୀଙ୍କ ଇଂଲିଶ ବାବୁ ଦେଶୀ ମେମ୍‌ ଫିଲ୍ମ ଦେଖିବା ପରେ ସୋଏବ୍‌ ତାଙ୍କୁ ମନ ଦେଇ ବସିଥିଲେ । ନିଜ ପର୍ସରେ ସୋନାଲୀଙ୍କ ଫଟୋ…
ଅଧିକ ଖବର ଦେଖନ୍ତୁ...

ନିଜ ଚେଷ୍ଟାରେ ୫୦ଜଣଙ୍କର ଧୂମପାନ କରିବା ଅଭ୍ୟାସ ଛଡ଼ାଇ ସାରିଲେଣି ୭ବର୍ଷର ହୃଦୟା, ଧୂମପାନ କରୁଥିବା ଲୋକଙ୍କ ଆଗରେ…

ନାସିକ : ୭ବର୍ଷ ବୟସରେ କିଛି ପରିବର୍ତ୍ତନ ଆଣିବା ବିଷୟରେ ଭାବିବା ଏବଂ ତାହାକୁ ସଫଳ କରିବା ପାଇଁ ଚେଷ୍ଟା କରିବା ନିହାତି ଭାବରେ ଏକ ବଡ଼ କଥା । ସେଭଳି କିଛି ଦେଖିବାକୁ ମିଳିଛି ନାସିକରେ । ଏଠାରେ ରହୁଥିବା ୭ବର୍ଷୀୟା ହୃଦୟା ଏ ପର୍ଯ୍ୟନ୍ତ ୫୦ଜଣଙ୍କର ଧୂମପାନ କରିବା ଅଭ୍ୟାସ ଛଡ଼ାଇ ସାରିଥିବା…
ଅଧିକ ଖବର ଦେଖନ୍ତୁ...

କୋର୍ଟରେ ବିବାହ କରିବା ପରେ ହିନ୍ଦୁ ରୀତିନୀତିରେ ବିବାହ କଲେ ରାଜୀବ-ଚାରୁ

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ନିଜ ପ୍ରେମିକା ଚାରୁ ଅସୋପାଙ୍କୁ କୋର୍ଟରେ ବିବାହ କରିଥିଲେ । ଯାହାର କିଛି ଫଟୋ ଭାଇରାଲ ହୋଇଥିଲା । ସେ ସମୟରେ ଭଉଣୀ ସୁସ୍ମିତା ଉପସ୍ଥିତ ନଥିବା ଦେଖା ଯାଇଥିଲା । ଏବେ ହିନ୍ଦୁ ରୀତିନୀତିରେ ଆନୁଷ୍ଠାନିକ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ଜନ୍ମଦିନରେ ନିଜର ଯକୃତ ଦାନ କରି ବାପାର ଜୀବନ ବଞ୍ଚାଇଲା ଝିଅ, ପ୍ରଭାବିତ ହୋଇ ବିବାହ ପ୍ରସ୍ତାବ ଦେଲେ…

ସୁରଟ : ସୁରଟ୍‌ରେ ୨୦୧୪ରେ ଘଟିଥିବା ଏକ ଘଟଣା ଏବେ ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ବାପାଙ୍କ ଜୀବନ ବଞ୍ଚାଇବାକୁ ଯାଇ ଦ୍ୱିତୀୟ ଥର ବି ଚିନ୍ତା ନ କରି ନିଜର ଯକୃତ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଭାବି । ଯାହା ପରେ ତାଙ୍କ ବାପା ବିଶ୍ୱଜିତ୍‌ ମେହେତାଙ୍କର ୨୦୧୬ରେ…
ଅଧିକ ଖବର ଦେଖନ୍ତୁ...