Daily Archives

June 17, 2019

ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ଗିରଫ, ମିଛ ମାମଲା ରୁଜୁ କରିଥିବା ନେଇ…

ମୁମ୍ବାଇ : କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଜଣେ ମହିଳା ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ପେଶାରେ ଜ୍ୟୋତିଷ ଥିବା ମହିଳାଙ୍କ ଅଭିଯୋଗ ପରେ କରଣଙ୍କୁ ଗିରଫ କରିଥିଲା ପୁଲିସ । ପ୍ରାୟ ମାସେ ପର୍ଯ୍ୟନ୍ତ ଜେଲରେ ରହିବା ପରେ ଜାମିନରେ ବାହାରକୁ ବାହାରି ପାରିଥିଲେ କରଣ ।…
ଅଧିକ ଖବର ଦେଖନ୍ତୁ...

ଆଇନକୁ ନାହିଁ ଖାତିର: ଉତ୍ତରପ୍ରଦେଶରେ ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀ ସହ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଆଇନ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ମହିଳାଙ୍କ ସୁରକ୍ଷାକୁ ନେଇ ଯୋଗୀ ସରକାର ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ ଅନେକ ମାମଲା ସାମ୍ନାକୁ ଆସି ସାରିଥିବା ବେଳେ ଏବେ ଉତ୍ତରପ୍ରଦେଶର ରାମପୁରରେ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୁରୁ : ପାଣିଟାଙ୍କି ନିର୍ମାଣ ପାଇଁ ବନ୍ଧାଯାଇଥିବା ଭାଡା ଭାଙ୍ଗିପଡିବାରୁ ୩ ଶ୍ରମିକ ମୃତ,୧୧ ଆହତ

ବାଙ୍ଗାଲୁରୁ : ବାଙ୍ଗାଲୁରୁରେ ଏକ ପାଣିଟାଙ୍କି ନିର୍ମାଣ ପାଇଁ ବନ୍ଧାଯାଇଥିବା ଭାଡ଼ା ଭାଙ୍ଗିଯିବାରୁ ୩ ଜଣ ଶ୍ରମିକ ମୃତ୍ୟୁବରଣ କରିବା ସହ ଆଉ ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ବାଙ୍ଗାଲୋର ଜଳଯୋଗାଣ…
ଅଧିକ ଖବର ଦେଖନ୍ତୁ...

ବିହାରରେ ବଢ଼ୁଥିବା ଶିଶୁ ମୃତ୍ୟୁକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ବିହାର ସରକାରଙ୍କୁ ନୋଟିସ ଜାରିକଲା…

ନୂଆଦିଲ୍ଲୀ : ମୁଜାଫରପୁରରେ ଏନ୍‌ସେଫାଲାଇଟିସ୍‌ ରୋଗରେ ଆକ୍ରାନ୍ତ ହେୋଇ ୧୦୦ରୁ ଉର୍ଦ୍ଧ ଶିଶୁ ମୃତ୍ୟୁବରଣ କରିବା ପରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ସୋମବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ବିହାର ସରକାରଙ୍କୁ ଏ ନେଇ ନୋଟିସ ଜାରି କରିଛନ୍ତି। ମିଡିଆରେ ଏନ୍‌ସେଫାଲାଇଟିସ୍‌ ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ବୟୋଜ୍ୟେଷ୍ଠଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ବେପାରିଙ୍କୁ ଅଚାନକ ଧନଲାଭ ହେବ। ପାରିବାରିକ ଜୀବନରେ ସୁଖୀ ରହିବେ। ପ୍ରେମ ସମ୍ବନ୍ଧରେ ମନୋକାମନା ପୂରା ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା କପିଳାସ। ବୃଷ: ଆଜି ଆପଣ ନିଜକୁ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ କମିସନ ଜାରି କଲେ ସମୟସୂଚୀ : ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ୨୫ରୁ ଆରମ୍ଭ ହୋଇ ଜୁଲାଇ ୯ରେ ଶେଷ ହେବ

ଭୁବନେଶ୍ୱର: ରାଜ୍ୟର ଖାଲି ପଡ଼ିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କମିଶନ ସମୟସୂଚୀ ଘୋଷଣା କରିଛନ୍ତି। ଏହି ନିର୍ବାଚନ ପାଇଁ ମନୋନୟନ ପତ୍ର ଆସନ୍ତାକାଲିଠାରୁ ଜାରୀ କରାଯିବ। ଜୁନ୍‌ ୨୫ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ତା’ପର ଦିନ ଅର୍ଥାତ୍‌ ଜୁନ୍‌ ୨୬ ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରମାନଙ୍କ ସହ ହୋଇଥିବା ବୈଠକ ସଫଳ ହୋଇଛି: ମମତା

କୋଲକାତା: ଦୀର୍ଘ ଏକ ସପ୍ତାହ ଧରି ଚାଲିଥିବା ସମସ୍ୟାର ଅନ୍ତଃ ଘଟିଲା। ବିରୋଧ ପ୍ରଦର୍ଶନ କରିଥିବା ଡାକ୍ତରମାନଙ୍କ ସହ ଘଣ୍ଟାଧିକ ବୈଠକ କରିବା ପରେ ଏହା ଏକ ସଫଳ ବୈଠକ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବାହାରି ମମତା ଗଣମାଧ୍ୟମ…
ଅଧିକ ଖବର ଦେଖନ୍ତୁ...

ଏଣିକି ବିନା ହେଲମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ଯାଏ ଫ୍ଲାଏ ଓଭରରେ ବାଇକ ଚଳାଇବା ମନା

ଭୁବନେଶ୍ୱର: ଏଣିକି ରାଜଧାନୀରେ ବିନା ହେଲମେଟ୍‌ରେ ବାଇକ୍‌ ଚାଳନା ଉପରେ କଟକଣା ଲାଗିଛି। ସୋମବାର ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ୍‌ ପୁନିଆ ଏ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଖଣ୍ଡଗିରିରୁ ରସୁଲଗଡ଼ ଯାଏ ଫ୍ଲାଏ ଓଭରରେ ଯେଉଁ ଚାଳକ ବିନା ହେଲମେଟରେ ବାଇକ୍‌ ଚଳାଇବ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜେପି ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ, ରାଷ୍ଟ୍ରୀୟ ସଭାପତି ପଦ ବଜାୟ ରଖିଲେ ଅମିତ ଶାହା

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ବିଜେପିର ନୂଆ କାର୍ଯ୍ୟକାରୀ ସଭାପତି ମନୋନୀତ ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରୀୟ ସଭାପତି ପଦରେ ବଜାୟ ରହିବେ । ଆଜି ବିଜେପି ମୁଖ୍ୟାଳୟଠାରେ ବସିଥିବା ବିଜେପି ସଂସଦୀୟ ବୋର୍ଡ ବୈଠକପରେ ଏହି ଘୋଷଣା କରାଯାଇଛି । ଅମିତ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ ମ୍ୟାଚରେ ପାକ୍‌ ପରାଜିତ ହେବା ପରେ କ୍ୟାପ୍‌ଟେନ୍‌ ସର୍ଫରାଜଙ୍କୁ ବୁଦ୍ଧିହୀନ କହି ଗାଳିଦେଲେ ପୂର୍ବତନ…

ଇସ୍‌ଲାମବାଦ୍‌: ଗତକାଲି ଇଂଲଣ୍ଡର ମଞ୍ଚେଷ୍ଟରଠାରେ ଖେଳା ଯାଉଥିବା ବିଶ୍ୱ କପ୍‌ ମ୍ୟାଚ୍‌ରେ ଭାରତଠାରୁ ପାକିସ୍ତାନ ହରିଯିବା ପରେ ପାକ୍‌ କ୍ୟାପ୍‌ଟେନ୍‌ ସର୍ଫରାଜ ଅହମ୍ମଦଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟ୍‌ ତାରକା ସୋଏବ ଅଖତାର୍‌। ସୋଏବ୍‌ ସର୍ଫରାଜଙ୍କୁ ଜଣେ ବୁଦ୍ଧିହୀନ…
ଅଧିକ ଖବର ଦେଖନ୍ତୁ...