Daily Archives

June 18, 2019

ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟର ପ୍ରଯୋଜକ ସୋହନ ଚୌହାନଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଆଶଙ୍କା

ମୁମ୍ବାଇ : ରବିବାର ଏକ ପୋଖରୀରୁ ବରିଷ୍ଠ ପୋଷ୍ଟ ପ୍ରଯୋଜକ ସୋହନ ଚୌହାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ ସିଜିନ୍‌-୭ ଏବଂ ମାଷ୍ଟର ସେଫ୍‌ ସିଜିନ୍‌-୬ ଭଳି ସୋ’ରେ କାମ କରିଥିଲେ । ମୃତଦେହ ଉଦ୍ଧାର କରାଯିବା ପରେ ପୁଲିସ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ…
ଅଧିକ ଖବର ଦେଖନ୍ତୁ...

ଭାରତ ଫେରିବା ପୂର୍ବରୁ ଋଷି କପୁରଙ୍କ ଆଗାମୀ ଫିଲ୍ମକୁ ନେଇ ହେଲା ଖୁଲାସା, ୨୩ବର୍ଷ ପରେ ଜୁହିଙ୍କ ସହ କରିବେ କାମ

ମୁମ୍ବାଇ : କିଛି ଦିନ ତଳେ କର୍କଟ ରୋଗ ମୁକ୍ତ ହୋଇଥିବା ଋଷି କପୁର ଏବେ ଭାରତ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ସେପ୍ଟେମ୍ବର ୪ରେ ଋଷିଙ୍କ ୬୭ତମ ଜନ୍ମଦିନ ଥିବା ବେଳେ ସେ ଅଗଷ୍ଟ ଭିତରେ ଭାରତ ଫେରିବେ ବୋଲି ଚର୍ଚ୍ଚା ହେଉଛି । ଫେରିବା ଖବରକୁ ନେଇ, ହଁ ମୁଁ ଅଗଷ୍ଟ ଭିତରେ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ଷ୍ଟାଇଲରେ ଫେରାର ହେଲା କଏଦୀ, ଶୌଚାଳୟ ବାହାରେ ଅପେକ୍ଷା କରି ରହିଗଲେ ପୁଲିସକର୍ମୀ

ଗୁରୁଗ୍ରାମ : ଗୁରୁଗ୍ରାମର ଏକ ସରକାରୀ ଡ଼ାକ୍ତରଖାନାରୁ କଏଦୀ ଫେରାର ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କଏଦୀଙ୍କ ନାଁ ଆୟୁଷ ଥିବା ବେଳେ ସେ ଗୁଜୁରାଟର ବାସିନ୍ଦା ଥିଲେ ବୋଲି ଜଣା ପଡ଼ିଛି । ଜୁନ୍‌ ୧୫ରେ ଆୟୁଷଙ୍କ ଶରୀରର ସର୍କରା ସ୍ତର ବଢ଼ିଯିବାରୁ ତାଙ୍କୁ ଡ଼ାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଆଲିଆଙ୍କ ପାଇଁ ଶେଷ ହେବାର ୩ଦିନ ପୂର୍ବରୁ ଅଟକିଲା ‘ବ୍ରହ୍ମାସ୍ତ୍ର’ର ସୁଟିଂ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେ ବ୍ୟସ୍ତ ଅଛନ୍ତି । ହେଲେ ଫିଲ୍ମର ସୁଟିଂ ପାଇଁ ଦୁଇ ମୁଖ୍ୟ କଳାକାର ଆଲିଆ ଭଟ୍ଟ ଏବଂ ରଣବୀର କପୁର ବାରଣାସୀରେ ଯାଇ ପହଞ୍ଚିଥିବା ବେଳେ ସୁଟିଂ ଶେଷ ହୋଇ ପାରି ନଥିବା ଜଣା ପଡ଼ିଛି । ସୁଟିଂ ଶେଷ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱାସନିୟତା ହରାଉଛି ଭିଏସ୍‌ଏସ୍‌ ଏୟାରପୋର୍ଟ, ଆଜି ପୁଣି ବିମାନ ବାତିଲ

ଝାରସୁଗୁଡ଼ା: ସାମନ୍ୟ ପାଗ ଖରାପ ହେଲେ ଭିଏସ୍‌ଏସ୍‌ ଏୟାରପୋର୍ଟରୁ ବିମାନ ଉଡ଼ାଣ ବାତିଲ ହେବା ଏବେ ଯୋଗୁଁ ଅପେକ୍ଷାରତ ଯାତ୍ରୀଙ୍କ ମଧ୍ୟରେ ଯେତିକି ଅସନ୍ତୋଷ ପରିଲକ୍ଷିତ ହେଉଛି ତା ଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାମଏ ଏୟାରପୋର୍ଟର ବିଶ୍ୱାସନିୟତା। ଗତ ୧୫ ଦିନ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଆଫଗାନିସ୍ତାନକୁ ୧୫୦ ରନ୍‌ରେ ପରାସ୍ତ କଲା ଇଂଲଣ୍ଡ

ମଂଚେଷ୍ଟର: ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ରେ ମଙ୍ଗଳବାର ଆଫଗାନିସ୍ତାନକୁ ଇଂଲଣ୍ଡ ୧୫୦ ରନ୍‌ରେ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ୩୯୮ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୨୪୭ ରନ୍‌ କରିଛି।…
ଅଧିକ ଖବର ଦେଖନ୍ତୁ...

କ୍ୟାବ୍‌ରେ ୧୫ଲକ୍ଷ ଟଙ୍କାର ଗହଣା ଥିବା ବ୍ୟାଗ୍‌ ଭୁଲି ଗଲେ ମହିଳା, ତା’ ପରେ…

ନୋଏଡା : ପୁଲିସର ଉପସ୍ଥିତ ବୁଦ୍ଧି ପାଇଁ ଜଣେ ଦମ୍ପତି ୧୫ଲକ୍ଷ ଟଙ୍କାର ଗହଣା ଫେରି ପାଇଛନ୍ତି । ଦୁହେଁ ମେଟ୍ରୋରେ ବସିବା ପାଇଁ ତର ତର ହୋଇ କ୍ୟାବ୍‌ରୁ ବାହାରି ଆସିଥିଲେ । କିନ୍ତୁ ମେଟ୍ରୋରେ ବସିବା ପରେ ଦୁହେଁ ୧୫ଲକ୍ଷ ଟଙ୍କାର ଗହଣା ବ୍ୟାଗ୍‌ କ୍ୟାବ୍‌ରେ ଛାଡ଼ି ଆସିଥିବା କଥା ମନେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ, ୨ ଅଟକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ତାଲପଟିଆ ଅଞ୍ଚଳରେ ଜଣେ ୧୭ ବର୍ଷିୟା ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଇଲ୍‌ଡ ଲାଇନ ହସ୍ତକ୍ଷେପ କରି ପୀଡ଼ିତାର ମା’ଙ୍କ ସହିତ ଯାଇ ଥାନାରେ ଏକ ମାମଲା ରୁଜୁ କରିଥିବା ଜଣାଯାଇଛି। ଚାଇଲ୍‌ଡ ଲାଇନ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ବିକ୍ରାନ୍ତଙ୍କୁ ଭେଟିବା ପାଇଁ ବିବାହ ମଣ୍ଡପ ଛାଡ଼ି ଚାଲି ଆସିଲେ ମହିଳା, ଘଣ୍ଟାଏ ଅପେକ୍ଷା କରିବା ପରେ…

ନୂଆଦିଲ୍ଲୀ : ଅଭିନେତା ବିକ୍ରାନ୍ତ ମାସେ ନିଜ ଚେଷ୍ଟାରେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଖୁବ୍‌ କମ ସମୟରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିଥିବା ବେଳେ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମର ଅଫର ମିଳିବାରେ ଲାଗିଛି । ଏବେ ସେ ଫିଲ୍ମ ଛପାକ ପାଇଁ ସୁଟିଂ କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଗଭୀର ପାଣିକୁ ଯାଉଥିବା ବେଳେ ଛୋଟ ଝିଅର ଜୀବନ ଏଭଳି ବଞ୍ଚାଇଲା କୁକୁର, ଭାଇରାଲ ହେଲା ଭିଡିଓ…

ମୁମ୍ବାଇ : ଅନେକ ସମୟରେ ଲୋକେ ସୋସିଆଲ ମିଡିଆରେ ନିଜ ପୋଷା କୁକୁରର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ଭାଇରାଲ ହୋଇଥାଏ । ଏବେ ସେଭଳି ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ କୁକୁର ଏକ ଛୋଟ ଝିଅକୁ ଗଭୀର ପାଣି ଭିତରକୁ ଯିବାକୁ ରୋକୁଛି । ଭିଡିଓଟି…
ଅଧିକ ଖବର ଦେଖନ୍ତୁ...