Daily Archives

June 18, 2019

ଭାରତ ଠାରୁ ପାକିସ୍ତାନ ମ୍ୟାଚ୍‌ ହାରିବା ପରେ ନିରାଶ ପାକିସ୍ତାନୀ ପ୍ରଶଂସକଙ୍କୁ ଏଭଳି କହି ସାନ୍ତ୍ୱନା ଦେଲେ ରଣବୀର…

ନୂଆଦିଲ୍ଲୀ : ଗତ ଜୁନ୍‌ ୧୬ରେ ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ସମୟରେ ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ଜୋଶ ଦେଖିବାକୁ ମିଳିଥିଲା । ପଡ଼ିଆରେ ବୁଲି ବୁଲି ସେ କ୍ରିକେଟ ପ୍ରେମୀମାନଙ୍କୁ ଉତ୍ସାହିତ କରିବାରେ ଲାଗି ପଡ଼ିଥିଲେ । ଯାହାର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସି ସାରିଛି । ଭିଡିଓ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରେଙ୍ଗାଲି ବଜାର ସମ୍ମୁଖରେ ଯୁବକଙ୍କୁ ହତ୍ୟା

ରେଙ୍ଗାଲି: ବଜାର ସମ୍ମୁଖରେ ଶହ ଶହ ଲୋକ ଯାତାୟତ କରୁଥିବା ସମୟରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ହତ୍ୟା କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଶ୍ୟାମ୍‌ ମେଟାଲିକ୍‌ କାରଖାନା ନିକଟରେ ଥିବା ବଜାର ସମ୍ମୁଖରେ ଆଜି ସନ୍ଧ୍ୟା…
ଅଧିକ ଖବର ଦେଖନ୍ତୁ...

ଦେଶର ୨୧ସହରରେ ଦେଖା ଦେଇପାରେ ଜଳ ସଙ୍କଟ, ଚେନ୍ନାଇରେ ବନ୍ଦ ହେବାରେ ଲାଗିଛି ହୋଟେଲ

ଚେନ୍ନାଇ : ଭାରତରେ ଜଳ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁ ଗାଁରେ ନଳକୂପରୁ କିଛି ସେକେଣ୍ଡ ମଧ୍ୟରେ ବାଲଟିରେ ପାଣି ଭରି ଯାଉଥିଲା, ଏବେ ସେଠାରେ ଲୋକେ ପିଇବାକୁ ପାଣି ପାଉ ନାହାନ୍ତି । ବିହାର ହେଉ ବା ତାମିଲନଡୁ ସବୁ ସ୍ଥାନରେ ଲୋକ ଏବେ ପାଣି ପାଇଁ ଡ଼ହଳ ବିକଳ ହେବା ଆରମ୍ଭ କଲେଣି…
ଅଧିକ ଖବର ଦେଖନ୍ତୁ...

୩୮ ଦିନ ପରେ ଆନ୍ଦୋଳନରୁ ଓହରିଲେ ଓଏଆରଟିସି କର୍ମଚାରୀ, ଆସନ୍ତାକାଲି ଠାରୁ ଚଳାଚଳ କରିବ ସମସ୍ତ ବସ୍‌

ଭଞ୍ଜନଗର: ସାତ ମାସର ବକେୟା ଦରମା ପ୍ରଦାନ ଓ ୟୁନିଟ ସ୍ଥାନାନ୍ତର ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବିରେ ଗତ ୩୮ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ କର୍ମଚାରୀମାନେ ମଙ୍ଗଳବାର ଧାରଣାରୁ ଓହରିଛନ୍ତି। ସମସ୍ତ ଦାବିକୁ ପୂରଣ ନେଇ ଜିଲ୍ଲାପାଳ ପ୍ରତିଶୃତି ଦେବା ପରେ କ୍ରିୟାନୁଷ୍ଠାନ କମିଟି ରାଜି…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ପରକିଆପ୍ରୀତି: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଅନ୍ତର୍ଗତ ଭିତରଗଡ ଗ୍ରାମପଞ୍ଚାୟତର କାଶିଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଲୋକଲୋଚନକୁ ଆସିଛିା ସ୍ତ୍ରୀଙ୍କ ପରକିଆପ୍ରୀତି ଯୋଗୁଁ ସ୍ୱାମୀଙ୍କ ଜୀବନ ଚାଲିଯାଇଛିା ଦୁଇ ଦିନ ତଳେ କାଶିଗୁଡା ଗାଁର ଇଶ୍ନ…
ଅଧିକ ଖବର ଦେଖନ୍ତୁ...

ଦୁଇଟି ଫୁଟ୍‌ବଲ ଆକାରର ଟ୍ୟୁମର ବାହାର କରିବାରେ ସଫଳ ହେଲ ଦିଲ୍ଲୀ ଡ଼ାକ୍ତର, ଟ୍ୟୁମରର ଓଜନ ଥିଲା ୨୪କିଲୋ

ନୂଆଦିଲ୍ଲୀ : ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଦିଲ୍ଲୀ ଡ଼ାକ୍ତର । ତନଜାନିଆନ ଦେଶର ଜଣେ ଯୁବକ ଟ୍ୟୁମର ସମସ୍ୟା ଦେଇ ଭାରତ ଆସିଥିବା ବେଳେ ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଛନ୍ତି ଦିଲ୍ଲୀ ହସ୍ପିଟାଲର ଡ଼ାକ୍ତର । ଯୁବକଙ୍କ ପେଟରୁ ଦୁଇଟି ଫୁଟବଲ ଆକାରର ଟ୍ୟୁମର ବାହାର କରାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

‘ନେଷ୍ଟ’ ଫଳ ପ୍ରକାଶିତ: ପ୍ରଣୟ ଦେ ସର୍ବଭାରତୀୟ ଟପ୍ପର, କାହ୍ନା ଜୈନ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ନ୍ୟାସ୍‌ନାଲ ଇଷ୍ଟିଚ୍ୟୁଟ୍‌ ଆଇ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ନାଇଜର)ରେ ନାମ ଲେଖା ପାଇଁ ନେଷ୍ଟ (ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ) ଫଳ ମଙ୍ଗଳବାର ପ୍ରକାଶିତ ହୋଇଛି। ସର୍ବଭାରତୀୟ ସ୍ତରରେ ପଶ୍ଚିମବଙ୍ଗର ପ୍ରଣୟ ଦେ ଟପ୍ପର ହୋଇଥିବା ବେଳେ ଭୁବନେଶ୍ୱରର କାହ୍ନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ବ୍ୟବସାୟ ସମ୍ବନ୍ଧରେ ଜୀବନସାଥୀଙ୍କ ସହିତ ଆଲୋଚନା କରି ପାରନ୍ତି। ଦୀର୍ଘ ଦିନର ଅଟକିଥିବା ପଇସା ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ। ବୃଷ:…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟବ୍ୟାପୀ ମକ୍‌ ଡ୍ରିଲ୍‌, ୮୮୪ ଆଶ୍ରୟସ୍ଥଳୀରେ ହେବ ଅଭ୍ୟାସ

ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାରେ ବୁଧବାର ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ ଆଶ୍ରୟସ୍ଥଳୀ ସ୍ତରୀୟ ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ବିପର୍ଯ୍ୟୟ ଅଭ୍ୟାସ (ମକ୍‌ ଡ୍ରିଲ୍‌) ଅନୁଷ୍ଠିତ ହେବାକୁ ଯାଉଛି। ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, କେନ୍ଦ୍ରାପଡ଼ା,…
ଅଧିକ ଖବର ଦେଖନ୍ତୁ...

ଜାପାନରେ ୬.୮ ତୀବ୍ରତାର ଭୂମିକମ୍ପ, ସୁନାମୀ ସତର୍କତା ଜାରି,ବୁଲେଟ ଟ୍ରେନକୁ ବନ୍ଦ କରାଗଲା

ଟୋକିଓ : ଜାପାନରେ ଆଜି ଏକ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହା ଫଳରେ ସେଠାକାର ସରକାର ସୁନାମୀ ସତର୍କତା ଜାରି କରିଛନ୍ତି । ଏହା ଯୋଗୁଁ ଟୋକିଓର ଉତ୍ତରରେ ଥିବା ଜାପାନ ସାଗରରେ ୩ ଫୁଟ ଉଚ୍ଚ ଜୁଆର ଉଠିପାରେ ବୋଲି ଜାପାନର ପାଣିପାଗ ବିଭାଗ କହିଛି । ଏପରିକି ଜାପାନର ୟାମାଗାଟା ଓ…
ଅଧିକ ଖବର ଦେଖନ୍ତୁ...