Daily Archives

June 20, 2019

କୋରାପୁଟ: ଅଧ୍ୟାପକ ପ୍ରକାଶ ସେନାପତି ପାଇଲେ ରେଡକ୍ରସ କାଉନସିଲର ପୁରସ୍କାର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ କୁମାର ସେନାପତି ରାଜ୍ୟର ଶ୍ରେଷ୍ଠ ରେଡ୍‌ କ୍ରସ କାଉନସିଲର ପୁରସ୍କାର ପାଇଛନ୍ତିା ବର୍ଷ ୨୦୧୮-୧୯ ପାଇଁ ତାଙ୍କୁ ଏହି ସ୍ୱତନ୍ତ୍ର ପୁରସ୍କାର ଭାରତୀୟ ରେଡ୍‌ କ୍ରସ ସୋସାଇଟି ରାଜ୍ୟ ଶାଖା ତରଫରୁ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

୯୦ ଦଶକରେ ଆମ ଟିମ ଭଲ ଥିଲା, ଏବେ ଟିମ ଇଣ୍ଡିଆ ଆମ ଠାରୁ ଭଲ: ପାକିସ୍ତାନ ଅଧିନାୟକ

ମଂଚେଷ୍ଟର: ପାକିସ୍ତାନର ଅଧିନାୟକ ସରଫରାଜ ଅହମଦ ସ୍ୱୀକାର କରିଛନ୍ତି ଯେ, ଭାରତୀୟ ଟିମ୍‌ ଏବେ ତାଙ୍କର ଟିମ୍‌ ଅପେକ୍ଷା ମଜବୁତ ଅଛି। ସେ କହିଛନ୍ତି, ୯୦ ଦଶକରେ ତାଙ୍କର ଟିମ୍‌ ଭାରତ ତୁଳନାରେ ବହୁତ ଭଲ ଥିଲା ମାତ୍ର ଏବେ ଅବସ୍ଥା ବିପରୀତ। ଭାରତ ଠାରୁ ବିଶ୍ୱକପ ମ୍ୟାଚ୍‌ରେ ହାରିବା ପରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ବାଂଲାଦେଶକୁ ୪୮ ରନ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ନଟିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୨୬ତମ ମ୍ୟାଚ୍‌ରେ ଗୁରୁବାର ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆ ୪୮ ରନ୍‌ରେ ବିଜୟୀ ହୋଇଛି। ଦ୍ୱିତୀୟ ଇନିଂସରେ ବାଂଲାଦେଶ ୩୮୨ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଟିମ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ…
ଅଧିକ ଖବର ଦେଖନ୍ତୁ...

ଜାଣି ରଖନ୍ତୁ ମଧୁମେହ ରୋଗର ଏହି ୫ଟି ପ୍ରାଥମିକ ଲକ୍ଷଣ ବିଷୟରେ

କୌଣସି ବି ରୋଗ ଆରମ୍ଭ ହେବା ପୂର୍ବରୁ ତାହାର ପ୍ରାଥମିକ ଲକ୍ଷଣ ଦେଖା ଯାଇଥାଏ । ଯାହାକୁ ଲୋକେ ଜାଣି ନ ପାରି ପରବର୍ତ୍ତି ମୁହୂର୍ତ୍ତରେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆଜିକାଲି ମଧୁମେହ ରୋଗ ଅତି ସାଧାରଣ ହୋଇଗଲାଣି । ଏହି ରୋଗ ହେଲେ ଲୋକମାନଙ୍କୁ ଖାଇବା ପିଇବାରେ ଅନେକ ସମସ୍ୟା…
ଅଧିକ ଖବର ଦେଖନ୍ତୁ...

ସାଙ୍ଗକୁ ମୃଦୁପାନୀୟ ନ ମିଳିବାରୁ କନ୍ୟାକୁ ନେବା ପାଇଁ ମନା କରିଦେଲା ବର, ତା’ ପରେ……..

ବାରଣାସୀ : ବାରଣାସୀର ଫୁଲପୁର ଥାନା ଅଞ୍ଚଳରେ ବିବାହ ପରେ ବର କନ୍ୟାକୁ ନେବା ପାଇଁ ମନା କରିଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସାମାନ୍ୟ କାରଣରୁ ଆରମ୍ଭ ହୋଇଥିବା ଏହି ଘଟଣା ଶେଷରେ ପୁଲିସ ଷ୍ଟେସନରେ ଯାଇ ପହଞ୍ଚିଥିଲା । ଯାହା ପରେ ବର କନ୍ୟାକୁ ନେବା ପାଇଁ ରାଜି ହୋଇଥିବା ଜଣା…
ଅଧିକ ଖବର ଦେଖନ୍ତୁ...

େଓ୍ଵବ୍‌ ସିରିଜ୍‌ର ସୁଟିଂ ସମୟରେ ବଲିଉଡ୍‌ ଅଭିନେତ୍ରୀ ମାହି ଗିଲଙ୍କ ଉପରେ ଆକ୍ରମଣ , ୭ଜଣ ଅଭିଯୁକ୍ତ ଗିରଫ

ମୁମ୍ବାଇ : େଓ୍ଵବ୍‌ ସିରିଜ୍‌ ‘ଫିକ୍ସର’ର ସୁଟିଂ ସେଟ୍‌ରେ ଅଭିନେତ୍ରୀ ମାହି ଗିଲ ଏବଂ କ୍ର୍ୟୁ ସଦସ୍ୟଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ମାହିଙ୍କୁ ବଞ୍ଚାଇବାକୁ ଯାଇ େଓ୍ଵବ୍‌ ସିରିଜ୍‌ର ଡିଓପିଙ୍କୁ ଗଭୀର ଆଘାତ ଲାଗିଥିବା ଜଣା ପଡ଼ିଛି । ତେବେ ଏ ନେଇ ପୁଲିସରେ…
ଅଧିକ ଖବର ଦେଖନ୍ତୁ...

ବିପଦରେ ଥିଲା ଜୀବନ, ପୁଅ ଯକୃତ ଏବଂ ସ୍ତ୍ରୀ କିଡ୍‌ନୀ ଦେଇ ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ : ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେବା ପାଇଁ ତାଙ୍କ ପୁଅ ଏବଂ ସ୍ତ୍ରୀ ଯାହା କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏ କାହାଣୀ ୫୪ବର୍ଷୀୟ ରହମାନଙ୍କର । ଯାହାଙ୍କର କିଡ୍‌ନୀ ଏବଂ ଯକୃତ ଏକା ସାଙ୍ଗରେ ଖରାପ ହୋଇ ଯାଇଥିଲା । ବିଭିନ୍ନ ପରୀକ୍ଷା ନୀରିକ୍ଷା ପରେ ଏହାକୁ…
ଅଧିକ ଖବର ଦେଖନ୍ତୁ...

ରୋଶନ ପରିବାରର ସମର୍ଥନରେ ବାହାରିଲେ ରିତିକ୍‌ଙ୍କ ପୂର୍ବ ପତ୍ନୀ ସୁଜାନେ, କହିଲେ; ଖରାପ ସମୟ ଦେଇ ଗତି କରୁଛି ପରିବାର

ମୁମ୍ବାଇ : ରୋଶନ ପରିବାରରେ ଏବେ କିଛି ଠିକ୍‌ ନଥିବା ଜଣା ପଡ଼ିଛି । ଦିନକୁ ଦିନ ନୂଆ ନୂଆ କଥା ବାହାରକୁ ଆସିବାରେ ଲାଗିଛି । ବଲିଉଡ୍‌ ଅଭିନେତ୍ରୀ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀଙ୍କ ଟୁଇଟ୍‌ ପରେ ସନ୍ଦେହ ଘେରରେ ରହିଛି ରୋଶନ ପରିବାର । ରିତିକ୍‌ଙ୍କ ଭଉଣୀ ସୁନୈନା ଜଣେ ମୁସ୍‌ଲିମ୍‌ ଯୁବକଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକ୍‌ ମ୍ୟାଚ୍‌ ସମୟରେ ଫେସ୍‌ବୁକ୍‌ରେ ଯୁବରାଜଙ୍କ ସହ ସୋଏବଙ୍କ ପ୍ରଶଂସକ ବୋଲି ଲେଖିଥିଲେ ଛାତ୍ରୀ, ଏବେ…

ନୂଆଦିଲ୍ଲୀ : ଜୁନ୍‌ ୧୬ରେ ଇଂଲଣ୍ଡର ମଞ୍ଚେଷ୍ଟରରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲେ । ଏହି ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ବିଜୟ ହାସଲ କରିଥିଲା ଭାରତ । ମ୍ୟାଚ୍‌ ସମୟର ଅନେକ ସ୍ମରଣୀୟ ଘଟଣାର ଭିଡିଓ ଏବେ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ କୋଲକାତାର ଜଣେ…
ଅଧିକ ଖବର ଦେଖନ୍ତୁ...

ତୈମୁରଙ୍କୁ ଲଣ୍ଡନରେ ଛାଡ଼ି ୧୨ଘଣ୍ଟା ପାଇଁ ମୁମ୍ବାଇ ଆସିଲେ କରୀନା, ଏହା ହେଉଛି କାରଣ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିଜ ପରିବାର ସହ ଲଣ୍ଡନକୁ ଛୁଟି କଟାଇବାକୁ ଯାଇଥିଲେ । ତେବେ ଛୁଟି କଟାଇବା ସମୟରେ ହଠାତ୍‌ କରୀନାଙ୍କୁ ୧୨ଘଣ୍ଟା ପାଇଁ ମୁମ୍ବାଇ ଆସିବାକୁ ପଡ଼ିଥିବା ଜଣା ପଡ଼ିଛି । ଏହି ସମୟରେ ପରିବାରର କୌଣସି ସଦସ୍ୟ ତାଙ୍କ ସହ ଆସି ନଥିବା ଦେଖା ଯାଇଛି…
ଅଧିକ ଖବର ଦେଖନ୍ତୁ...