Daily Archives

June 21, 2019

ସୁବର୍ଣ୍ଣପୁର: ବିନିକା ଅଞ୍ଚଳ ୨୮ ଘଣ୍ଟା ଅନ୍ଧାର, ମହମବତୀ ଭରସା

ବିନାକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଗୁରୁବାର ପ୍ରାୟ ୪.୩୦ରେ କାଳବୈଶାଖୀ ଓ ବର୍ଷା ମିନିଟ୍‌ ମାଡ଼ି ଆସିଥିଲା। ଏହା ପରେ ବିଦ୍ୟୁତ ଯାଇଛି ଯେ, ଦୀର୍ଘ ୨୮ ଘଣ୍ଟା ପରେ ମଧ୍ୟ ଆସିନାହିଁ। ଦୀର୍ଘ ସମୟ ଧରି ବର୍ଷା ପବନ ହେବାପରେ ଅନ୍ଧାର ଘୋଟି ଆସିଥିଲା। ବିଦ୍ୟୁତ ନଥିବାରୁ ଲୋକେ…
ଅଧିକ ଖବର ଦେଖନ୍ତୁ...

ସମୟାନୁବର୍ତ୍ତିତାରେ ‘ଗୋ ଏୟାର‘ର ରେକର୍ଡ

ଭୁବନେଶ୍ୱର: ସମୟାନୁବର୍ତ୍ତିତାରେ ଭାରତରେ ବିମାନ ସେବା କମ୍ପାନିଗୁଡ଼ିକ ବିଶ୍ବର ପ୍ରମୁଖ ଏୟାରଲାଇନ୍ସ ଗୁଡ଼ିକ ତୁଳନାରେ ପଛୁଆ ଥିବାବେଳେ ଗୋ ଏୟାର ଏ କ୍ଷେତ୍ରରେ ଅଗୁଆ ରହିଛି । ଏହି ବିମାନ ସେବା କମ୍ପାନି ୯ମ ଥର ପାଇଁ ସର୍ବୋତ୍ତମ ଅନ୍-ଟାଇମ୍ ପର୍ଫରମାନ୍ସର ରେକର୍ଡ଼ କରିଛି ଯାହାକି ୯୧.୮%…
ଅଧିକ ଖବର ଦେଖନ୍ତୁ...

ଦୈନଦିନ ଜୀବନରେ କରୁଥିବା ଏହି ଭୁଲ ପାଇଁ ହୋଇଥାଏ କର୍କଟ ରୋଗ…

ବିଭିନ୍ନ ପ୍ରକାରର କର୍କଟ ରୋଗ ଥିବା ବେଳେ ତାହାର କାରଣ ମଧ୍ୟ ଭିନ୍ନ ହୋଇଥାଏ । କିନ୍ତୁ ବେଳେ ବେଳେ ଲୋକେ ପ୍ରତିଦିନ କରୁଥିବା କାମ ପାଇଁ ଏତେ ବଡ଼ ରୋଗର ଶିକାର ହୋଇ ଯାଇଥାନ୍ତି । ଆଜି ଆମେ ସେ ବିଷୟରେ ଜଣାଇ ଆପଣଙ୍କୁ ସତର୍କ କରାଇବାକୁ ଯାଉଛୁ । ୧. ସ୍ତନ କର୍କଟ ରୋଗର ଶିକାର ହେଉଥିବା…
ଅଧିକ ଖବର ଦେଖନ୍ତୁ...

ରାଜ ଖୋଲିଲେ ସେହ୍ଵାଗ: କ୍ରିକେଟ ସହ ଏହି ସବୁ କାମ କରିବାରେ ଓସ୍ତାଦ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ : ନିଜର ମନ ଖୋଲା ଗୁଣ ପାଇଁ ପରିଚିତ କ୍ରିକେଟର ବିରେନ୍ଦ୍ର ସେହ୍ଵାଗ ଗୁରୁବାର ନିଜ ସାଥୀ ଖେଳାଳିମାନଙ୍କର ଅନେକ ବଡ଼ ବଡ଼ ରାଜ ଖୋଲିଥିଲେ । କ୍ରିକେଟ ବ୍ୟତୀତ ଭାରତୀୟ କ୍ରିକେଟରମାନେ ଆଉ କେଉଁ କାମ ଭଲ ଭାବରେ କରି ନିଅନ୍ତି ସେ ବିଷୟରେ ଜଣାଇଥିଲେ ସେହ୍ଵାଗ । ପ୍ରଥମ ପ୍ରଶ୍ନରେ…
ଅଧିକ ଖବର ଦେଖନ୍ତୁ...

୩ବର୍ଷ ଏୟାରହୋଷ୍ଟେସ ରହିବା ପରେ ଏହି କାରଣରୁ ଚାକିରି ଛାଡ଼ି ଅଭିନୟରେ ଯୋଗ ଦେଇଥିଲେ ଦୀପିକା କକର

ମୁମ୍ବାଇ : ଧାରାବାହିକ ଶଶୁରାଲ ସିମର କାରୁ ଛୋଟ ପରଦାରେ ପାଦ ଦେଇଥିଲେ ଅଭିନେତ୍ରୀ ଦୀପିକା କକର । ଏହା ପରେ ପରେ ସେ ବିଗ୍‌ ବସ୍‌-୧୨ରେ ପ୍ରତିଯୋଗୀ ହେବା ସହ ବିଜେତା ମଧ୍ୟ ହୋଇଥିଲେ । ବିଗ୍‌ ବସ୍‌ ପରେ ପରେ ଏବେ ସେ କାହାଁ ହମ୍‌ କାହାଁ ତୁମ୍‌ ଧାରାବାହିକ ଜରିଆରେ ପୁଣି ଥରେ ଛୋଟ ପରଦାକୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ରୋମାଂଚକ ମୁକାବିଲାରେ ଇଂଲଣ୍ଡକୁ ୨୦ ରନ୍‌ରେ ହରାଇଲା ଶ୍ରୀଲଙ୍କା, ମାଲିଙ୍ଗାଙ୍କୁ ୪ ଓ୍ଵିକେଟ୍‌

ଲିଡସ୍‌: ଆଇସିସି ବିଶ୍ୱକପ୍‌ର ୨୭ତମ ମ୍ୟାଚ୍‌ରେ ଶୁକ୍ରବାର ଶ୍ରୀଲଙ୍କା ରୋମାଂଚକ ସ୍ଥିତିରେ ଇଂଲଣ୍ଡ ବିପକ୍ଷରେ ୨୦ ରନ୍‌ରେ ବିଜୟୀ ହୋଇଛି। ଚଳିତ ବିଶ୍ୱକପ୍‌ର ସବୁଠାର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଶ୍ରୀଲଙ୍କା ଜିତିବ ବୋଲି ଅନୁମାନ କରାଯାଉଥିବା ବେଳେ ଇଂଲଣ୍ଡର ବେନ୍‌ ଷ୍ଟୋକସ୍‌  ବୋଲରଙ୍କ…
ଅଧିକ ଖବର ଦେଖନ୍ତୁ...

ଟୋଲ ମାଗିବାରୁ ମହିଳା କର୍ମଚାରୀଙ୍କୁ ମାଡ଼ ମାରିଲେ ଗାଡ଼ି ଚାଳକ, ସିସିଟିଭିରେ କଏଦ ହେଲା ଭିଡିଓ

ନୂଆଦିଲ୍ଲୀ: ଟୋଲଗେଟ୍‌ରେ ମାରପିଟ୍‌ ହେବା ଘଟଣା କିଛି ନୂଆ କଥା ନୁହେଁ । ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସି ସାରିଛି । ତେବେ ଟୋଲ ନ ଦେଇ ମହିଳାକର୍ମୀଙ୍କୁ ମାଡ଼ ମାରିବା ଘଟଣା ପ୍ରଥମ କରି ହରିୟାଣାରେ ଦେଖିବାକୁ ମିଳିଛି । ଯାହାର କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷ ତଳେ କରିଥିବା କାମ ପାଇଁ ଏବେ ସଲମାନଙ୍କ ବିରୋଧରେ ଏତଲା ରୁଜୁ କଲା ପୁଲିସ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ସମସ୍ୟା କମ ହେବାର ନାଁ ନେଉ ନାହିଁ । ପୂର୍ବରୁ ଅନେକ ଆଇନଗତ ମାମଲାରେ ସଲମାନ ଫସି ସାରିଥିବା ବେଳେ ଏବେ ପୁଣି ଥରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି । ସାର୍ବଜନିକ ସମ୍ପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏତଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ଝିଅ ଜନ୍ମ ହେବାରୁ ନିର୍ମମ ଭାବେ ହତ୍ୟା କଲା ବାପା, ମାରିବା ପୂର୍ବରୁ ବାରମ୍ବାର ତଳେ କଚାଡ଼ିବା ସହ ହାତ ଓ ବେକ ମୋଡ଼ି…

କୋଲକାତା: ଦେଶରେ ବେଟି ବଚାଓ ବେଟି ବଢ଼ାଓ ଅଭିଯାନ ଆରମ୍ଭ କରାଯାଇଥିଲେ ମଧ୍ୟ ଏବେ ବି କନ୍ୟାସନ୍ତାନକୁ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି । ଦେଶରେ ମହିଳାଙ୍କ ହାର କମ ହେଉଥିବା ଦେଖି ଶିଶୁ କନ୍ୟାକୁ ବଞ୍ଚାଇବା ପାଇଁ ସରକାର ଅନେକ ପ୍ରଚେଷ୍ଟା କରୁଥିବା ବେଳେ କୋଲକାତାରେ ଜଣେ ବାପା ନିଜ…
ଅଧିକ ଖବର ଦେଖନ୍ତୁ...

ଏନ୍‌ଟିପିସି ପକ୍ଷରୁ କିଶୋରୀ ସଶକ୍ତିକରଣ କର୍ମଶାଳା

ଭୁବନେଶ୍ୱର: ତାଳଚେର କଣିହାସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ତାଳଚେର ବିଦ୍ୟୁତ୍‌ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଅନୁଗୁଳରେ କନ୍ୟା ସଶକ୍ତିକରଣ ମିଶନ ନାମକ ଏକ ଚାରିଦିନିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦୁଇଟି ତାପଜ ବିଦ୍ୟୁତକେନ୍ଦ୍ର ସେମାନଙ୍କର କର୍ପୋରେଟ…
ଅଧିକ ଖବର ଦେଖନ୍ତୁ...