Daily Archives

June 21, 2019

ବିଗ୍‌ ବସ୍‌ର ୧୩ତମ ସିଜିନ୍‌ ପାଇଁ ଚ୍ୟାନେଲ ସହ ୪୦୩କୋଟି ଟଙ୍କାର ଚୁକ୍ତି କଲେ ସଲମାନ, ଦୁଇଟି ଅଧ୍ୟାୟ ପାଇଁ ନେବେ…

ମୁମ୍ବାଇ : ସୁପରଷ୍ଟାର ସଲମାନ ଖାନ୍‌ ବଡ଼ ବଡ଼ ବଜେଟର ଫିଲ୍ମ କରିବା ସହ ବଡ଼ ବଡ଼ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡାର ହୋଇ ସାରିଛନ୍ତି । ଏହା ସହ ୯ବର୍ଷ ହେଲାଣି ସେ ରିୟାଲିଟି ସୋ’ ବିଗ୍‌ ବସ୍‌ର ହୋଷ୍ଟିଂ ମଧ୍ୟ କରି ଆସୁଛନ୍ତି । ତେବେ ସିଜିନ୍‌ ବଢ଼ିବା ସହ ସଲମାନଙ୍କୁ ମିଳୁଥିବା ଟଙ୍କା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୨୩ରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଆସନ୍ତା ଜୁନ ୨୩ରେ ବିଜେପିର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିଧାୟକ ଦଳ ନେତା ଚୟନ କରାଯିବା ସହିତ ପର୍ଯ୍ୟବେକ୍ଷକ ଭାବେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ସାଂସଦ ସରୋଜ ପାଣ୍ଡେ, କେନ୍ଦ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଲୋଗୋ ଚୋରି କରିଥିବା ନେଇ ଫେସ୍‌ବୁକ ଉପରେ ଆରୋପ ଲଗାଇଲା ଏହି ବ୍ୟାଙ୍କ

ନୂଆଦିଲ୍ଲୀ : ଫେସ୍‌ବୁକ୍‌ ଉପରେ ଲୋଗୋ ନକଲ କରିବାର ଅଭିଯୋଗ ଆଣିଲା ଅନ୍‌ଲାଇନ୍‌ ବ୍ୟାକିଂ କମ୍ପାନୀ କରେଣ୍ଟ । ଫେସ୍‌ବୁକ୍‌ କିଛି ଦିନ ତଳେ କାଲିବ୍ରା ନାମକ ଏକ ଡିଜିଟାଲ କରେନ୍ସି ଓ୍ଵଲେଟ ଲଞ୍ଚ କରିବାର ଘୋଷଣା କରିଥିଲା । ଏହା ସହ କାଲିବ୍ରାର ଲୋଗୋ ମଧ୍ୟ ସେୟାର କରିଥିଲା । ଏବେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର: ବାତ୍ୟା ଫନି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏମଭିଅଇଅ ।ରଡିସି ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି  । ଡବ୍ଳୁଟିସି ମୁମ୍ବାଇର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବଢ଼ିଲା ଆଉ ୧୦୦ ମେଡିକାଲ ସିଟ୍‌

ଭୁବନେଶ୍ୱର: ଓଡ଼ିଶାର ୩ଟି ମେଡିକାଲ କଲେଜ ପାଇଁ ଆହୁରି ୧୦୦ଟି ସିଟ ବଢ଼ିଥିବା ଶୁକ୍ରବାର ଜଣାପଡ଼ିଛି। ଇଡବ୍ଲୁଏସ୍‌ କୋଟାରେ ବର୍ଦ୍ଧିତ ୧୦୦ ସିଟ୍‌କୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଅନୁମୋଦନ କରିଛି। ବର୍ଦ୍ଧିତ ସିଟ ଗୁଡ଼ିକ ୩ଟି ମେଡିକାଲ କଲେଜକୁ ଦିଆଯିବ। ବୁର୍ଲାସ୍ଥିତ ଭିମସାରରେ ୫୦ ସିଟ୍‌,…
ଅଧିକ ଖବର ଦେଖନ୍ତୁ...

ପୁଣି ବିବାଦୀୟ ବୟାନ ଦେଲେ ସୁନୈନା: ହଁ, ରାକେଶ ରୋଶନ ମୋତେ ଚାପୁଡ଼ା ମାରିଥିଲେ, ମୋ ଜୀବନ ନର୍କ ହୋଇଗଲାଣି…

ମୁମ୍ବାଇ : କିଛି ଦିନ ହେଲାଣି ରୋଶନ ପରିବାର ବିବାଦରେ ରହିଛି । ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନଙ୍କ ଭଉଣୀ ସୁନୈନାଙ୍କ ଉପରେ ତାଙ୍କ ନିଜ ଘରେ ଅତ୍ୟାଚାର କରାଯାଉଥିବାର ଅଭିଯୋଗ ଅଭିନେତ୍ରୀ କଙ୍ଗନାଙ୍କ ଭଉଣୀ ରଙ୍ଗାଲି ଆଣିବା ପରେ ସମସ୍ତଙ୍କ ନଜର ରୋଶନ ପରିବାର ଉପରେ ରହିଛି । ହଠାତ ଏଭଳି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ହେଲେ ବିଶିଷ୍ଟ ଶିକ୍ଷାବିତ ବିଜୟ ସାହୁ

ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ବିଶିଷ୍ଟ ଶିକ୍ଷାବିତ ବିଜୟ ସାହୁଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ସାହୁଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀଙ୍କ ସୁବିଧା ସୁଯୋଗ ମିଳିବ।
ଅଧିକ ଖବର ଦେଖନ୍ତୁ...

ଶରୀର ଉପର ଦେଇ ଚାଲିଗଲା ଟ୍ରେନ, ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲେ ମହିଳା

ସିକର : ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳାଙ୍କ ଉପର ଦେଇ ମାଲବାହୀ ଟ୍ରେନ ଚାଲି ଯାଉଥିବା ଦେଖା ଯାଉଛି । ଟ୍ରେନଟି ଯିବା ପରେ ମହିଳାଙ୍କୁ ଜୀବିତ ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହେବା ସହ ନିଜର ଉପସ୍ଥିତ ବୁଦ୍ଧି ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ସକାରାତ୍ମକ ଭାବନାରେ ପୂର୍ଣ୍ଣ ରହିବେ। ଆର୍ଥିକ ରୂପେ ସଫଳ ହେବାର ଯୋଜନା ପ୍ରସ୍ତୁତ କରିବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। କୌଣସି ଖୁସି ଖବର ପାଇବେ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ। ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ।…
ଅଧିକ ଖବର ଦେଖନ୍ତୁ...

ନିଖୋଜ ପୋଷ୍ଟର୍‌ରେ ତେଜସ୍ୱୀ ଯାଦବ, ଖୋଜିବା ଲୋକକୁ ମିଳିବ ୫୧୦୦ ଟଙ୍କା ପୁରସ୍କାର ରାଶି

ପାଟ୍‌ନା: ବିହାରରେ ଚମକୀ ଜ୍ୱର ହେତୁ ଶତାଧିକ ଶିଶୁଙ୍କର ମୃତ୍ୟୁ ଘଟିବା ପରେ ଅନେକ ନେତା ନିଜର ଦୁଃଖ, ଚିନ୍ତା ପ୍ରକଟ କରିବା ସହ ସହାୟତା ପାଇଁ ଧାଇଁ ଆସିଛନ୍ତି। ମାତ୍ର ରାଜନେତା ତେଜସ୍ୱୀ ଯାଦବ ଏହି ପ୍ରସଂଗରେ ସଂପୂର୍ଣ୍ଣ ଚୁପ୍‌ ରହି ଆଲୋଚନାର ପରିସର ଭିତରକୁ ଆସିଛନ୍ତି। Bihar:…
ଅଧିକ ଖବର ଦେଖନ୍ତୁ...