Daily Archives

June 22, 2019

ଏହି କାରଣରୁ ନିଜକୁ ଫିଲ୍ମଠାରୁ ଦୂରେଇ ରଖିଛନ୍ତି ଶାହାରୁଖ୍‌ ଖାନ୍‌; ଘରେ ବସି ବହି ପଢ଼ୁଛନ୍ତି

ମୁମ୍ବାଇ : ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଦୀର୍ଘ ଦିନ ହେଲାଣି କୌଣସି ଫିଲ୍ମରେ ନଜର ଆସି ନାହାନ୍ତି । ଏହାର କାରଣ ପଚାରିବା ସହ କେବେ ସେ ପରଦାକୁ ଫେରିବେ ସେ ନେଇ ଶାହାରୁଖ୍‌ଙ୍କ ପ୍ରଶଂସକ ଆଲୋଚନା କରୁଥିବା ବେଳେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ନିଜର ପ୍ରତିକ୍ରିୟା ରଖିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଆସିବା ପରେ ଏବେ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ କରଣ, ମୋନା ସିଂହଙ୍କୁ ନେଇ କହିଲେ; ମୁଁ…

ମୁମ୍ବାଇ : କିଛି ମାସ ତଳେ ଜଣେ ମହିଳା ଜ୍ୟୋତିଷ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଥିଲେ । ଯାହା ପରେ କରଣଙ୍କୁ ଗିରଫ କରିଥିଲା ପୁଲିସ । ମାସେ ଜେଲରେ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି କରଣ । ଅଭିଯୋଗ ଆଣିଥିବା ମହିଳା ମିଛ କହି କରଣଙ୍କୁ ଫସାଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ବେକରେ ଥିବା କଳାଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଅନେକ ସମୟରେ ଲୋକେ ନିଜ ମୁହଁକୁ ସୁନ୍ଦର ଏବଂ ଚମକଦାର କରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନିଜ ବେକକୁ ଅଣଦେଖା କରି ଦେଇଥାନ୍ତି। ଏହା ଦ୍ୱାରା ବେକ ଧିରେ ଧିରେ କଳା ହେବାକୁ ଲାଗିଥାଏ । କିଛି ଲୋକଙ୍କର ମୁହଁ ଅପେକ୍ଷା ବେକ କଳା ଦେଖା ଯାଇଥାଏ । ତେବେ ଘରୋଇ ଉପାୟରେ କେମିତି ଆପଣ ନିଜର ଏହି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଘଟିଲା ହୃଦୟ ବିଦାରକ ଘଟଣା : ଅବସାଦଗ୍ରସ୍ତ ହୋଇ ପତ୍ନୀ ଏବଂ ୩ ପିଲାଙ୍କୁ ହତ୍ୟା କଲା ଯୁବକ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଜଣେ ଯୁବକ ନିଜ ପତ୍ନୀ ଏବଂ ୩ଟି ସନ୍ତାନଙ୍କୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ନିଜ ପତ୍ନୀଙ୍କୁ ଛୁରା ମାଡ଼ କରି ହତ୍ୟା କରିବା ସହ ୩ ଶିଶୁଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଆଫଗାନିସ୍ତାନକୁ ୧୧ ରନ୍‌ରେ ହରାଇ ଟିମ୍‌ ଇଣ୍ଡିଆ ବିଜୟୀ, ହ୍ୟାଟ୍ରିକ୍‌ ସହ ସାମିଙ୍କୁ ୪ ଓ୍ଵିକେଟ୍‌

ସାଉଥମ୍ପଟନ୍‌: ଲଢୁଆ ବ୍ୟାଟିଂ କରି ମଧ୍ୟ ଭାରତ ଠାରୁ ଆଫଗାନିସ୍ତାନ ହାରିଛି। ଅନ୍ତିମ ଓଭରରେ ମହମ୍ମଦ ସାମିଙ୍କ ଘାତକ ବୋଲିଂ ଯୋଗୁଁ ଆଇସିିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୨୮ତମ ମ୍ୟାଚ୍‌କୁ ଭାରତ ୧୧ ରନ୍‌ରେ ଜିତିଛି। ମହମ୍ମଦ ସାମି ୯.୫ ଓଭର ବୋଲିଂ କରି ୪୦ ରନ୍‌…
ଅଧିକ ଖବର ଦେଖନ୍ତୁ...

ଡ୍ୟୁଟି ସରିବା ପରେ ଅଚେତ ଥିବା ମହିଳାଙ୍କୁ ଡ଼ାକ୍ତରଖାନାରେ ବନ୍ଦ କରି ଚାଲିଗଲେ କର୍ମଚାରୀ, ପରେ ଘଟିଲା ଏଭଳି ଘଟଣା

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଏକ ଡ଼ାକ୍ତରଖାନାର କର୍ମଚାରୀ ଅଚେତ ଥିବା ମହିଳାଙ୍କୁ ରୁମ୍‌ ଭିତରେ ବନ୍ଦ କରି ଚାଲିଯିବା ପରେ ଯାହା ଘଟିଥିଲା, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ମହିଳାଙ୍କ ଚେତା ଫେରିବା ପରେ ସେ ନିଜକୁ ବନ୍ଦ ଘର…
ଅଧିକ ଖବର ଦେଖନ୍ତୁ...

ସୁଟିଂ ସେଟ୍‌କୁ ଆସିଥିବା ଜଣେ ପ୍ରଶଂସିକାଙ୍କୁ ମନ ଦେଇ ବସିଥିଲେ ବିଜୟ, ଘରକୁ ଡ଼ାକି ଦେଇଥିଲେ ବିବାହ ପ୍ରସ୍ତାବ

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତା ଅଗଷ୍ଟ ୨୫, ୧୯୯୯ରେ ବିବାହ କରିଥିଲେ ବୋଲି ସମସ୍ତେ ଜାଣିଥିବେ । କିନ୍ତୁ ଦୁହିଁଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ ନଥିଲା, ତାହା ବୋଧ ହୁଏ କେହି ଜାଣି ନଥିବେ । ପରଦାରେ ହିରୋଇନମାନଙ୍କ ସହ ରୋମାନ୍ସ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଓ୍ଵିଲିୟମସନ୍‌ଙ୍କ ବିସ୍ଫୋରକ ୧୪୮ ରନ୍‌, ୱେଷ୍ଟଇଣ୍ଡିଜକୁ ୨୯୨ ରନ୍‌ ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ,…

ମଂଚେଷ୍ଟର: ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ଙ୍କ ବିସ୍ଫୋରକ ୧୪୮ ରନ୍‌ ବଳରେ ଶନିବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୨୯୧ ରନ୍‌ କରିଛି। ଓ୍ଵିଲିୟମସନ୍‌ ୧୫୪ଟି ବଲ ଖେଳି ୧୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ତାଙ୍କୁ ସାଥୀ ଖେଳାଳି ରସ୍‌ ଟେଲର ଭଲ…
ଅଧିକ ଖବର ଦେଖନ୍ତୁ...

୩ଟି ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ଜାଣି ମଧ୍ୟ କଥା ଦେଇଥିବାରୁ ଠିକ ସମୟରେ ଫିଲ୍ମ ୮୩ର ସୁଟିଂ ପାଇଁ ଲଣ୍ଡନରେ…

ମୁମ୍ବାଇ : ବହୁମୁଖୀ ଅଭିନେତା ତଥା ନ୍ୟାସ୍‌ନାଲ ଆଓ୍ଵାର୍ଡ ବିଜେତା ପଙ୍କଜ ତ୍ରିପାଠୀଙ୍କୁ ଏବେ ପ୍ରାୟ ସବୁ ଫିଲ୍ମରେ ଦର୍ଶକେ ଦେଖିବାକୁ ପାଉଛନ୍ତି । ତାଙ୍କର ଭିନ୍ନ ଅଭିନୟ ଦକ୍ଷତା ଆଜି ତାଙ୍କୁ ବହୁତ ବ୍ୟସ୍ତ କରି ପକାଇଛି । ଗୋଟେ ଫିଲ୍ମ ସରିବା ପରେ ଆଉ ଗୋଟେ ଫିଲ୍ମ କରିବାରେ ଲାଗି…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶରେ ଥମୁ ନାହିଁ ଦୁଷ୍କର୍ମ : ଶୋଇଥିବା ସମୟରେ ଅପହରଣ କରି ଦୁଷ୍କର୍ମ ଏବଂ ପରେ ମୁଣ୍ଡକୁ ଛେଚି ନାବାଳିକାକୁ…

ଉନ୍ନାଓ : ଏଇ କିଛି ମାସ ମଧ୍ୟରେ ଉତ୍ତରପ୍ରଦେଶରେ ମହିଳା ଏବଂ ଶିଶୁମାନଙ୍କ ପ୍ରତି ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଏଭଳି ଘଟଣା କଡ଼ା ଆଇନ ବ୍ୟବସ୍ଥା ଥିବା  ଦାବି କରୁଥିବା ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆଣିଛି । ଯୋଗୀ ସରକାରଙ୍କୁ ଏ ନେଇ ଲୋକେ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...