Daily Archives

June 22, 2019

ପୈତୃକ ଗାଁକୁ ଯାଇ କୁଳଦେବୀଙ୍କ ପୂଜାର୍ଚ୍ଚନା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ; ମନ୍ଦିର କମିଟିକୁ…

ନୂଆଦିଲ୍ଲୀ : ଶୁକ୍ରବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ନିଜ ପୈତୃକ ଗାଁକୁ ବୁଲି ଯାଇଥିଲେ । ଉତ୍ତରାଖଣ୍ଡରେ ଥିବା ଘେଡ଼ି ଗାଁ ତାଙ୍କର ପୈତୃକ ଗାଁ ହୋଇଥିବା ବେଳେ ସେଠାରେ ପହଞ୍ଚି ପୁରୁଣା ଦିନକୁ ମନେ ପକାଇଛନ୍ତି ଅଜିତ ଡୋଭାଲ । ଏହା ସହ କୁଳଦେବୀ ବାଲ କୁମାରୀଙ୍କ ପୂଜାର୍ଚ୍ଚନା…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପୂର୍ବରୁ ୬ମାସ ଶଯ୍ୟାଶାୟୀ ଥିବା ଯୁବତୀଙ୍କୁ ନୂଆ ଜୀବନ ଦେଇ ଚାଲିଗଲେ ମହିଳା, ଅନ୍ୟ ୫ଜଣଙ୍କ ଶରୀରରେ…

ସୁରଟ : ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଖବର ଆମେ ଆପଣଙ୍କୁ ଆଗରୁ ଅନେକ ଥର ଦେଇ ଆସିଛୁ । କିନ୍ତୁ ସୁରଟରେ ଜଣେ ମହିଳା ବ୍ରେନ ଡେଡ୍‌ ହେବା ପରେ ତାଙ୍କ ଶରୀରର ୬ଟି ଅଙ୍ଗ ଦାନ କରାଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ପ୍ରଥମ ଥର ପାଇଁ ଜଣେ ଯୁବତୀଙ୍କ ଶରୀରରେ ଏକା…
ଅଧିକ ଖବର ଦେଖନ୍ତୁ...

୨୯୫ କୋଟି ମୂଲ୍ୟର ୧୨୭ଟି ସହରାଞ୍ଚଳ ପ୍ରକଳ୍ପକୁ ମଂଜୁରୀ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଥିବା ୧୨୭ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠିରୁ ଏଥିପାଇଁ ପ୍ରାୟ ୨୯୫ କୋଟି ମଂଜୁର କରାଯାଇଛି । ଆଜି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...

ଅଫିସ୍‌ ବନ୍ଦ କରି ବିଡିଓଙ୍କ ଭାଇ ବାହାଘରର ଭୋଜି ଖାଇବାକୁ ଗଲେ କର୍ମଚାରୀ, କାହାରିକୁ ନ ପାଇ ଲୋକେ ଅସନ୍ତୋଷ ବ୍ୟକ୍ତ…

କେନ୍ଦ୍ରାପଡା: ଗତକାଲି ରାଜକନିକା ବ୍ଲକ ଓ ତହସିଲ ଅଫିସରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିିଳିଥିଲା । ନିଜର ଅସୁବିଧା ଓ ସରକାରୀ ସୁବିଧା ପାଇବାକୁ ବ୍ଲକ ଅଫିସ ଆସିଥିଲେ ସାଧାରଣ ଲୋକେ ହେଲେ ଅଫିସରେ ନଥିଲେ ଅଫିସର  ବରଂ ଚେୟାର ଟେବୁଲ ଫାଙ୍କା ପଡିଥିଲା। କୌଣସି ଅଫିସର ନ ଥିବାରୁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସବୁ କାମ ମନମୁତାବକ ହେବ। ମଙ୍ଗଳ ଓ ବୁଧବାର: କିଛି ଲୋକ ଆପଣଙ୍କ କଥାରେ ସହମତ ହେବେ। ଗୁରୁ, ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ସୁଖମୟ। ରବି ଓ ସୋମବାର: ପରିବାରରେ ପ୍ରସନ୍ନତା ବଜାୟ ରହିବ। ମଙ୍ଗଳ ଓ ବୁଧବାର: ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ଗୁରୁ,…
ଅଧିକ ଖବର ଦେଖନ୍ତୁ...

ବଜେଟ ପୂର୍ବରୁ ଅର୍ଥନୀତିଜ୍ଞ ଓ ଶିଳ୍ପ ବିଶେଷଜ୍ଞମାନଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ : ଆସନ୍ତା ମାସ ୫ ତାରିଖରେ କେନ୍ଦ୍ର ବଜେଟ ଉପସ୍ଥାପନ ହେବାକୁ ଯାଉଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥନୀତିଜ୍ଞ ଓ ଶିଳ୍ପଜଗତର    ପ୍ରତିନିଧିମାନଙ୍କୁ ଭେଟିଛନ୍ତି । ଏହି ଅବସରରେ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋଏଲ ଓ କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ଅଧିକାରୀଙ୍କୁ କହିଲେ ନବୀନ-‘‘ଲୋକେ ଲେଖୁଛନ୍ତି ମୋ ଚରିତ୍ର ପଞ୍ଜିକା, ଆପଣଙ୍କର ମୁଁ’’

ଭୁବନେଶ୍ୱର: ଜନ ସାଧାରଣଙ୍କ ଆସ୍ଥା ଓ ସନ୍ତୋଷଭାଜନ ହେବା ଲାଗି ଅଧିକ ଦକ୍ଷତା ଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କର୍ମଚାରୀମାନଙ୍କୁ ଆହ୍ଵାନ ଦେଇଛନ୍ତି। ଲଗାତାର ପଞ୍ଚମଥର ପାଇଁ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଆଜି ପ୍ରଥମଥର ଲାଗି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜେଏସପିଏଲର ୩ କୋଟି ଟଙ୍କା ସହାୟତା

ଭୁବନେଶ୍ୱର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ପାଇଁ ଆଜି ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ଵାର (ଜେଏସପିଏଲ)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କାର ଚେକ ପ୍ରଦାନ କରିଛନ୍ତି । ସେହିପରି ଏଜିଆଇଗ୍ଲାସ ପାକ ପକ୍ଷରୁ ୧୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ: ୫୨ ବଲ ଖେଳି ୨୮ ରନ କରିବାରୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେଲେ ଧୋନି

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ ୨୦୧୯ରେ ଟିମ୍‌ ଇଣ୍ଡିଆ ଏଯାଏଁ ନିଜର ପ୍ରଭାବ ଦେଖାଇଛି। ମାତ୍ର ଶନିବାର ଆଫଗାନିସ୍ତାନ ବିପକ୍ଷରେ ନିଜର ପ୍ରତିଭା ଦେଖାଇ ପାରିନାହିଁ। ଆଫଗାନିସ୍ତାନ ଟିମ୍‌ ଇଣ୍ଡିଆକୁ ୫୦ ଓଭରରେ ୨୨୪ ରନ୍‌ରେ ଅଲ୍‌ଆଉଟ୍‌ କରିଦେଇଛି।…
ଅଧିକ ଖବର ଦେଖନ୍ତୁ...

ଇଣ୍ଟରନେଟ୍‌ରେ ଲିକ୍‌ ହେଲା ସାହିଦ କପୁରଙ୍କ କବୀର ସିଂହ, ହୋଇପାରେ ବଡ଼ କ୍ଷତି !

ନୂଆଦିଲ୍ଲୀ:ସାହିଦ୍‌ କପୁର ଓ କିୟାରା ଆଡଭାନୀ ଷ୍ଟାରର ‘କବୀର ସିଂହ’ ରିଲିଜ ହୋଇସାରିଛି। ଏଥିରେ ଦର୍ଶକ ସାହିଦ୍‌ କପୁରଙ୍କ ଅଭିନୟକୁ ବି ବେଶ୍‌ ପ୍ରଶଂସା କରୁଛନ୍ତି। ଓପନିଂ ଡେରେ ସିନେମା ଜବରଦସ୍ତ ବ୍ୟବସାୟ କରିବାରେ ଲାଗିଛି। ଏହି କ୍ରମରେ ସିନେମାକୁ ନେଇ ଏକ ଖବର ଆସିଛି କି ଜୁନ୍‌ ୨୧ରେ…
ଅଧିକ ଖବର ଦେଖନ୍ତୁ...