Daily Archives

June 23, 2019

ଜୁଲାଇ ୬ରୁ ଆରମ୍ଭ ହେବ ବିଜେପିର ‘ସଦସ୍ୟତା ସଂଗ୍ରହ ଅଭିଯାନ’

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନକୁ ସଠିକ୍‌ ଭାବରେ କ୍ରିୟାନ୍ଵିତ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଦସ୍ୟତା ଅଭିଯାନକୁ ସର୍ବସ୍ପର୍ଶୀ ଏବଂ ସର୍ବସ୍ଥାନ ବ୍ୟାପୀ…
ଅଧିକ ଖବର ଦେଖନ୍ତୁ...

ଯୋଗ ଦିବସରେ ରାହୁଲ କରିଥିବା ଟୁଇଟ୍‌କୁ ନେଇ ଅଭିନେତାଙ୍କ କଡ଼ା ଜବାବ; ତୁମେ ଏବଂ ତୁମ ପରିବାର ରାଜନୀତି ଛାଡ଼ିଲେ ନୂଆ…

ମୁମ୍ବାଇ : ବଲିଉଡ୍‌ ଏବଂ ରାଜନୀତି ମଧ୍ୟରେ ସଂପର୍କ ବେଶ ସୁଦୃଢ଼ । ବିଗତ ଅତୀତରେ ଅନେକ ବଲିଉଡ୍‌ କଳାକାର ରାଜନୀତିରେ ଯୋଗ ଦେଇ ନିଜର ଦକ୍ଷତାକୁ ପ୍ରମାଣ କରିଛନ୍ତି । ଲୋକସଭା ନିର୍ବାଚନ ୨୦୧୯ରେ ଅନେକ କଳାକାରମାନଙ୍କୁ ରାଜନୀତିରେ ଯୋଗ ଦେଇଥିବା ଦେଖା ଯାଇଥିଲା । ସେ ମଧ୍ୟରେ କିଛି ବିଜୟ…
ଅଧିକ ଖବର ଦେଖନ୍ତୁ...

ନିଜ କ୍ୟାରିୟର ଗ୍ରାଫରୁ ଏହି ଫିଲ୍ମକୁ ସବୁଦିନ ପାଇଁ ହଟାଇବାକୁ ଚାହୁଁଛନ୍ତି ଶାହୀଦ କପୁର

ମୁମ୍ବାଇ : କିଛି ଦିନ ପୂର୍ବରୁ ରିଲିଜ୍‌ ହୋଇଛି ଫିଲ୍ମ ‘କବୀର ସିଂହ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାଣୀ । ଫିଲ୍ମଟି ତେଲୁଗୁ ଫିଲ୍ମ ଅର୍ଜୁନ ରେଡ୍ଡୀର ରିମେକ ହୋଇଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଢ଼େର ଭଲ ପାଇବା…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ସମସ୍ୟାକୁ ସମାଜରୁ ହଟାଇବା ପାଇଁ ଗାଇକୁ ପୂଜା କରିବା ଆରମ୍ଭ କରିଛନ୍ତି ହାଇଦ୍ରାବାଦର ଜଣେ ପୂଜାରୀ

ହାଇଦ୍ରାବାଦ : କିଛି ବର୍ଷ ହେଲାଣି ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି । ଯେତେ କଡ଼ା ଆଇନ ପ୍ରଣୟନ କରାଯାଉଛି, ଦୁଷ୍କର୍ମ ସଂଖ୍ୟା ସେତେ ବଢ଼ିବାରେ ଲାଗିଛି । ୯ମାସ ଶିଶୁ ମଧ୍ୟ ଏ ସମାଜରେ ଦୁଷ୍କର୍ମର ଶିକାର ହେଉଛି । ସମାଜର ଏଭଳି ଅବସ୍ଥା ଦେଖି ଚିନ୍ତିତ ଥିବା ଜଣେ ପୂଜାରୀ ଏବେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକାକୁ ୪୯ ରନ୍‌ରେ ହରାଇଲା ପାକିସ୍ତାନ, ସଦାବ-ଓ୍ଵାହାବଙ୍କୁ ୩-୩ ଓ୍ଵିକେଟ୍‌

ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ ୨୦୧୯ର ୩୦ତମ ମ୍ୟାଚ୍‌ରେ ରବିବାର ଦକ୍ଷିଣ ଆଫ୍ରିକାକୁ ପାକିସ୍ତାନ ୪୯ ରନ୍‌ରେ ପରାସ୍ତ କରିଛି। ପାକିସ୍ତାନୀ ବୋଲରଙ୍କ ସମ୍ନା କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ ହରାଇ ୨୫୯ ରନ୍‌ ସଂଗ୍ରହ କରିଛି। ସଦାବ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ୧୩ଥର ବଦଳା ଯାଇଥିଲା ଫିଲ୍ମ ସୁପର-୩୦ର ସ୍କ୍ରିପ୍ଟ

ମୁମ୍ବାଇ : କିଛି ଦିନ ତଳେ ରିଲିଜ୍‌ ଅପେକ୍ଷାରେ ଥିବା ଫିଲ୍ମ ସୁପର-୩୦ର ଟ୍ରେଲରକୁ ରିଲିଜ୍‌ କରା ଯାଇଥିଲା । ଯାହା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଏବେ ସଫା ଦେଖିବାକୁ ମିଳୁଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ରିତିକ୍‌ ରୋଶନ ନଜର ଆସୁଥିବା ବେଳେ ଏହା ସତ୍ୟ କାହାଣୀ…
ଅଧିକ ଖବର ଦେଖନ୍ତୁ...

ଅଦାଲତକୁ ସନ୍ତାନ ଜନ୍ମ କରିବାର ଅନୁମତି ମାଗିଲେ ମହିଳା, ସ୍ୱାମୀ ଅଲଗା ରହୁଥିବାରୁ ଏଭଳି ବାଟ ବତାଇଲେ ବିଚାରପତି

ନୂଆଦିଲ୍ଲୀ : ବିବାହ ପରେ ଘରୋଇ କଳହ ପାଇଁ ଅଲଗା ଅଲଗା ରହିବା ଆରମ୍ଭ କରିଥିଲେ ସ୍ୱାମୀ-ସ୍ତ୍ରୀ । କିନ୍ତୁ କିଛି ବର୍ଷ ପରେ ନିଜ ବୟସ ବଢ଼ୁଥିବା ଦେଖି ମହିଳା ସନ୍ତାନ ଜନ୍ମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଯାହା ପାଇଁ ସେ ଅଦାଲତକୁ ଅନୁରୋଧ କରି ସନ୍ତାନ ଜନ୍ମ ପାଇଁ ଅନୁମତି ମାଗିଥିଲେ ।…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ବାଂଶପାଳରେ ବୀଭତ୍ସ ହତ୍ୟାକାଣ୍ଡ, ମୁଣ୍ଡ କାଟି ଗଛରେ ଟାଙ୍ଗିଦେଲେ

କେନ୍ଦୁଝର: ବାଂଶପାଳ ବ୍ଲକର ନୟାକୋଟ ଥାନା ଅନ୍ତର୍ଗତ ଶୁକଡୋଳା ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଜଣେ ଯୁବକଙ୍କର ମୁଣ୍ଡ ଗଣ୍ଡି ଅଲଗା କରିଛନ୍ତି। ଶେଷରେ ମୁଣ୍ଡକୁ ଗଛରେ ଟାଙ୍ଗିଦେଇଛନ୍ତି। ଏଭଳି ଲୋମ ହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ ସମଗ୍ର…
ଅଧିକ ଖବର ଦେଖନ୍ତୁ...

ପର୍ସ ଚୋରିର ଆରୋପ ଲାଗିବା ପରେ ନିଲମ୍ବିତ ହେଲେ ଏୟାର ଇଣ୍ଡିଆ କ୍ୟାପ୍‌ଟେନ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ କ୍ୟାପ୍‌ଟେନ ରୋହିତ ଭାସିନଙ୍କ ବିରୋଧରେ ଅଷ୍ଟ୍ରେିଲିଆର ରିଜିଓନାଲ ମ୍ୟାନେଜର ପର୍ସ ଚୋରି କରିବାର ଆରୋପ ଲଗାଇଛନ୍ତି । ସିଡ୍‌ନୀ ବିମାନ ବନ୍ଦରରେ ଥିବା ଦୋକାନରୁ କ୍ୟାପ୍‌ଟେନ ପର୍ସ ଚୋରି କରିଥିବାର ଆରୋପ ଲଗା ଯାଇଛି । ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ରଣବୀରଙ୍କ ସହ ପ୍ରେମ ସଂପର୍କକୁ ନେଇ ପଚରାଯିବା ପରେ ଆଲିଆ କହିଲେ; ଏହା ବନ୍ଧୁତା, କାହାର ନଜର ନ ଲାଗୁ

ମୁମ୍ବାଇ : ବଲିଉଡ୍‌ର ସବୁ ଚର୍ଚ୍ଚିତ ପ୍ରେମୀଯୁଗଳ ବିବାହ କରି ସାରିଥିବା ବେଳେ ଏବେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହେଁ ଏବେ ସବୁ ପାର୍ଟି ଏବଂ ଇଭେଣ୍ଟରେ ସାଥୀରେ ନଜର ଆସୁଥିବା ବେଳେ ଅନେକ ସମୟରେ ଦୁହେଁ ନିଜ ପ୍ରେମ…
ଅଧିକ ଖବର ଦେଖନ୍ତୁ...