Daily Archives

June 23, 2019

ପ୍ରଶଂସକମାନଙ୍କ ନିନ୍ଦା ସହି ପାରୁ ନାହାନ୍ତି ପାକିସ୍ତାନୀ କ୍ୟାପ୍‌ଟେନ ସରଫରାଜ, କହିଲେ; ଆମକୁ ନେଇ ଅଲୋଚନା କରନ୍ତୁ,…

ନୂଆଦିଲ୍ଲୀ : ଜୁନ୍‌ ୧୬ରେ ଭାରତ-ପାକିସ୍ତାନ ମଧ୍ୟରେ ଆଇସିସି ବିଶ୍ୱକପ ମ୍ୟାଚ୍‌ ଖେଳା ଯାଇଥିବା ବେଳେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ପାକିସ୍ତାନ । ଏହା ପରେ ପରେ ପାକିସ୍ତାନୀ ପ୍ରଶଂସକମାନେ ପାକିସ୍ତାନୀ କ୍ରିକେଟରଙ୍କୁ ଗାଳି ଦେବା ସହ କାନ୍ଦୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ନାନାଙ୍କୁ କ୍ଲିନ୍‌ ଚିଟ୍‌ ମିଳିବା ପରେ ଆଉ ଏକ ଆରୋପ ଲଗାଇଲେ ତନୁଶ୍ରୀ: କହିଲେ; କୃଷକଙ୍କ ନାଁରେ ଟଙ୍କା ଆଣି ନିଜେ…

ମୁମ୍ବାଇ : ଗତବର୍ଷ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ । ଫିଲ୍ମ ହର୍ଣ୍ଣ ଓକେ ପ୍ଲିଜ୍‌ର ସେଟ୍‌ରେ ନାନା ତାଙ୍କ ସହ ଅସଦାଚରଣ କରିଥିଲେ ବୋଲି ତନୁଶ୍ରୀ ଅଭିଯୋଗ ଆଣିଥିଲେ ମଧ୍ୟ ମୁମ୍ବାଇ ପୁଲିସ କିଛି ଦିନ ତଳେ ନାନାଙ୍କୁ…
ଅଧିକ ଖବର ଦେଖନ୍ତୁ...

୬ଜଣ ଅଭିଯୁକ୍ତଙ୍କ ଦ୍ୱାରା ୫ଦିନ ଧରି ଦୁଷ୍କର୍ମର ଶିକାର ହେଲେ ୧୬ବର୍ଷୀୟା ପୀଡ଼ିତା, ୬ଜଣଙ୍କ ମଧ୍ୟରେ ସାମିଲ ଥିଲେ ୩ଜଣ…

ଅମରାବତୀ : ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ସହରରେ ଜଣେ ୧୬ବର୍ଷୀୟ ପୀଡ଼ିତା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ୬ଜଣ ଅଭିଯୁକ୍ତ ମିଶି ଏଭଳି ଅପରାଧ କରିଥିବା ବେଳେ ସେ ମଧ୍ୟରୁ ୩ଜଣ ନାବାଳକ ଥିବା କହିଛି ପୁଲିସ । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନରେ କୌଣସି ପରିବର୍ତ୍ତନ ଉପରେ ବିଚାର କରିବେ। ଜରୁରୀ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମହିଳାଙ୍କୁ ପରିବାରର ପୂରା ସହଯୋଗ ମିଳିବ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ। ବୃଷ: ଆଜି ସବୁ କିଛି…
ଅଧିକ ଖବର ଦେଖନ୍ତୁ...

ବାୟୋପିକ୍‌ରେ ତାଙ୍କ ଭୂମିକାରେ କଙ୍ଗନାଙ୍କୁ ଦେଖିବାକୁ ଚାହାନ୍ତି ଦୌଡ଼ ରାଣୀ ଦୂତୀ

ଭୁବନେଶ୍ୱର: ଗତ କିଛି ବର୍ଷ ହେବ ଚାଲିଛି ବାୟୋପିକ୍‌ର ଯୁଗ। ରାଜେନତାରୁ ନେଇ ଲୋକପ୍ରିୟ ଖେଳ ବ୍ୟକ୍ତିତ୍ୱ ଓ ସିନେ ତାରକାଙ୍କ ଜୀବନୀକୁ ନେଇ ଗଢ଼ା ହେଉଛି ସିନେମା। ‘ଭାଗ୍‌ ମିକ୍କା ଭାଗ୍‌’, ‘ମେରିକମ୍‌’ ଓ ‘ଦଙ୍ଗଲ୍‌’ ଆଦି ଚଳଚ୍ଚିତ୍ର ଜଣେ ଜଣେ ବିଶିଷ୍ଟ ଖେଳାଳିଙ୍କ ଜୀବନ କାହାଣୀ ଉପରେ…
ଅଧିକ ଖବର ଦେଖନ୍ତୁ...

କ’ଣ କହନ୍ତି ୯ ବର୍ଷ ଧରି ଡ୍ରଗ୍‌ସ କବଳରେ ଥିବା ବି.ଟେକ୍‌ ଛାତ୍ର? ବାଣ୍ଟିଲେ ଲୋମଟାଙ୍କୁରା ଅନୁଭୂତି

ଭୁବନେଶ୍ୱର: ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀ ଡ୍ରଗ୍‌ସ ନିଶାରେ ନିଜ ଜୀବନକୁ ନର୍କ କରି ପକାଉଛନ୍ତି। ଡ୍ରଗ୍‌ସ ନିଶାରେ ଥରେ ପଡ଼ଇଲେ ଜୀବନ ଅନ୍ଧକାରମୟ ହେବା ଥୟ। ଥରେ ଡ୍ରଗ୍‌ସ ନିଶା ଘାରିଲେ ଘର, ପରିବାର, ପାଠ, ଚାକିରି, ସାଙ୍ଗସାଥୀ ସବୁ କିଛି ତୁଚ୍ଛ ଲାଗେ। ଏହି ନିଶାରେ ପଡ଼ି ନିଜ ଜୀବନକୁ…
ଅଧିକ ଖବର ଦେଖନ୍ତୁ...

ଜାପାନରେ ଏଫଆଇଏଚ୍‌ ମହିଳା ହକି ସିରିଜ୍‌ ଫାଇନାଲ୍‌ସ: ଆୟୋଜକ ଜାପାନକୁ ୧-୩ ଗୋଲ୍‌ରେ ହରାଇ ଭାରତ ଚାମ୍ପିଅନ

ହିରୋସୀମା: ଏଫଆଇଏଚ୍‌ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ରବିବାର ଭାରତ ଯୋଗ୍ୟ ହୋଇସାରିଛି। ବର୍ଷ ୨୦୧୯ ଶେଷ ଭାଗରେ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ମ୍ୟାଚ୍‌ ଖେଳାଯିବ। ଏହି ପର୍ଯ୍ୟାୟରେ ଉନ୍ନୀତ ଟିମ୍‌ ୨୦୨୦ରେ ଜାପାନର ଟୋକିଓରେ ହେବାକୁ ଥିବା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଓ କାରରେ ଚାଲିଛି ଗଞ୍ଜେଇ ଚାଲାଣ, ଟେର୍‌ ପାଉନି ପୁଲିସ

ମାଲକାନଗିରି: ମାଲକାନଗିରିରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ଚାଲିଛି । ଯାହାର ଟେର ପାଉନି ପୁଲିସ। ପୁଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଗଞ୍ଜେଇ ମାଫିଆ ଟ୍ରକ୍‌ ଓ କାରରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଏଭଳି ଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ମାଲକାନଗିରି ଅବକାରୀ ବିଭାଗ ଜବତ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘କବୀର ସିଂହ’କୁ ନେଇ ସାହିଦଙ୍କୁ ପ୍ରଶ୍ନ କଲେ ସୋନା: ଜଣେ ଅଭିନେତା ଭାବେ କିଛି ଦାୟିତ୍ୱବୋଧ ଅଛି ନା ନାହିଁ?

ମୁମ୍ବାଇ: ସାହିଦ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ଙ୍କୁ ହୁଏତ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି ମାତ୍ର ଏହାକୁ ନାପସନ୍ଦ କରି ଟ୍ଵିଟର୍‌ରେ ନିଜର ମତ ରଖିଛନ୍ତି କଣ୍ଠଶିଳ୍ପୀ ସୋନା ମୋହାପାତ୍ର। ଜଣେ ଅଭିନେତା ଭାବେ ସାହିଦର ଦାୟିତ୍ୱବୋଧତାକୁ ନେଇ ପ୍ରଶ୍ନ କରିଛନ୍ତି ସୋନା।…
ଅଧିକ ଖବର ଦେଖନ୍ତୁ...

୨୫ରେ ରାଜ୍ୟପାଳଙ୍କ ଅଭିଭାଷଣ, ୨୮ରେ ବଜେଟ ଉପସ୍ଥାପନ

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଜୁନ ୨୫ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନ ୨ଟି ପର୍ଯ୍ୟାୟରେ ହେବ ବୋଲି ଜଣାପଡ଼ିଛି। ବିଧାନସଭାର ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ଜୁନ ୨୫ରୁ ଜୁଲାଇ ୨ ଯାଏଁ ବସିବାକୁ ଥିବା ବେଳେ ଜୁଲାଇ ୧୨ ରୁ ଅଗଷ୍ଟ ୮ ଯାଏ ଚାଲିବ ଅଧିବେଶନର…
ଅଧିକ ଖବର ଦେଖନ୍ତୁ...