Daily Archives

June 24, 2019

ପ୍ରଶାସନ ଶୁଣିଲା ନାହିଁ, ଶ୍ରମଦାନ କରି ଗାଁ ରାସ୍ତା ନିର୍ମାଣ କଲେ ଦୁଇଟି ଗ୍ରାମର ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସୁଡୁକୁମ୍ପା ପଞ୍ଚାୟତର ଦୁଇଟି ଗ୍ରାମ ହେଉଛି ଦଳପଡା ଓ ବଡ଼ମାସ୍କା। ଏହି ଦୁଇ ଗାଁ’ର ଗ୍ରାମବାସୀ ଯାତାୟତ ନିମନ୍ତେ ନିର୍ଭର କରୁଥିବା ଗୋଟିଏ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ। ରାସ୍ତାସାରା ଖାଲଢ଼ିପ ଥିବା ବେଳେ ଗାଡି ମଟର ଯିବାର ଦୂରର କଥା…
ଅଧିକ ଖବର ଦେଖନ୍ତୁ...

ହଲିଉଡ୍‌ରେ ପାଦ ରଖିବାକୁ ଯାଉଛନ୍ତି ରାଧିକା ଆପ୍‌ତେ, ଓସ୍କାର ନୋମିନେଟେଡ୍‌ ନିର୍ଦ୍ଦେଶକଙ୍କ ଫିଲ୍ମରେ ଆସିବେ ନଜର

ମୁମ୍ବାଇ : ଅନ୍ଧାଧୁନ ଏବଂ ପ୍ୟାଡ୍‌ମ୍ୟାନ୍‌ ଭଳି ବଲିଉଡ୍‌ ଫିଲ୍ମରେ କାମ କରି ସାରିଥିବା ଅଭିନେତ୍ରୀ ରାଧିକା ଆପ୍‌ତେ ଏବେ ଖୁବ୍‌ ଶୀଘ୍ର ହଲିଉଡ୍‌ରେ ପାଦ ରଖିବାକୁ ଯାଉଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ଆଧାରିତ ଫିଲ୍ମ ଲିବରେଟ୍‌ : ଏ କଲ ଟୁ ସ୍ପାଏରେ ନଜର ଆସିବେ ରାଧିକା । ଏହି…
ଅଧିକ ଖବର ଦେଖନ୍ତୁ...

କାମ ଦେବାକୁ କହି ୨୨ବର୍ଷୀୟା ପୀଡ଼ିତାଙ୍କ ସହ ୪ଦିନ ଧରି ଦୁଷ୍କର୍ମ କଲେ ଦୁଇ ଭାଇ

ନୂଆଦିଲ୍ଲୀ : ଦିଲ୍ଲୀର ଅମର କଲୋନୀରେ ଦୁଇ ଭାଇ ଦ୍ୱାରା ଜଣେ ୨୨ବର୍ଷୀୟ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ୪ଦିନ ଧରି ଅଭିଯୁକ୍ତମାନେ ଏଭଳି ଦୁଷ୍କର୍ମ କରିଥିବା ବେଳେ ଘଟଣାର ଖବର ପାଇ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସୂଚନା ମୁତାବକ, ପୀଡ଼ିତା ଘରେ ଝଗଡ଼ା…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷା ପାଇଁ ୧୩୬୮ ମିଟର ଉଚ୍ଚରେ ଫସିଲା ପ୍ରଭାସ-ଶ୍ରଦ୍ଧାଙ୍କ କେବୁଲ କାର୍‌, ସୁଟିଂ ସାରି ଫେରିବା ବାଟରେ ଘଟିଲା…

ନୂଆଦିଲ୍ଲୀ : ସାଉଥ ସୁପରଷ୍ଟାର ତଥା ବାହୁବଳୀ ପ୍ରଭାସଙ୍କ ଅଭିନୀତ ଫିଲ୍ମ ସାହୋ ଚଳିତ ବର୍ଷ ରିଲିଜ୍‌ ହେବାକୁ ଥିବା ବେଳେ ଏହାର କିଛି ଦୃଶ୍ୟର ସୁଟିଂ ଏବେ ବି ଚାଲିଛି । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ସାଉଥ ଇଣ୍ଡଷ୍ଟ୍ରିରେ ପାଦ ଥାପିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ: ଆଫଗାନିସ୍ଥାନକୁ ୬୨ ରନ୍‌ରେ ପରାସ୍ତ କଲା ବାଂଲାଦେଶ, ସକିବଙ୍କୁ ୫ ଓ୍ଵିକେଟ

ସାଉଥହମ୍ପଟନ: ବିଶ୍ୱକପର ୩୧ ତମ ମ୍ୟାଚରେ ସୋମବାର ବାଂଲାଦେଶ ଆଫଗାନିସ୍ଥାନକୁ ୬୨ ରନରେ ପରାସ୍ତ କରିଛି । ଦ୍ୱିତୀୟ ପାଳିରେ ୨୬୩ ରନ୍‌ ଲକ୍ଷ୍ୟ ନେଇ ଆଫଗାନିସ୍ଥାନ ପଡିଆକୁ ଓହ୍ଲାଇଥିଲା । ପ୍ରଥମରୁ ରକ୍ଷଣାତ୍ମକ ଭାବେ ଖେଲୁଥିବା ଆଫଗାନିସ୍ଥାନ ପରେ କିନ୍ତୁ ସକିବଙ୍କ ବୋଲିଂ ଆଗରେ ତିଷ୍ଠି…
ଅଧିକ ଖବର ଦେଖନ୍ତୁ...

କୋଟିପତି ସିଙ୍ଗଡ଼ା ବିକାଳି, ଛାପା ମାରିବା ପରେ ଉଡ଼ିଲା ଆୟକର ବିଭାଗର ଅଧିକାରୀଙ୍କ ହୋସ

ଅଲିଗଡ଼ : ଉତ୍ତରପ୍ରଦେଶର ଅଲିଗଡ଼ରେ ଜଣେ ସିଙ୍ଗଡ଼ା ବିକାଳି କୋଟିପତି ବୋଲି ଜାଣି ଲୋକଙ୍କ ହୋସ ଉଡ଼ି ଯାଇଛି । ସନ୍ଦେହରେ ରାଜ୍ୟ ଗୁଇନ୍ଦା ବିଭାଗ ଏବଂ ଆୟକର ବିଭାଗର ଅଧିକାରୀ ବିକାଳି ମୁକେଶଙ୍କ ଘରେ ଛାପା ମାରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ବର୍ଷକୁ ୪୦ଲକ୍ଷ ଆୟ କରୁଥିଲେ ଜିଏସ୍‌ଟିରେ…
ଅଧିକ ଖବର ଦେଖନ୍ତୁ...

ଭବାନୀପାଟଣାର ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ଘୋଷିତ

ଭୁବନେଶ୍ୱର : ଭବାନୀପାଟଣାର ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଘୋଷିତ ହୋଇଛନ୍ତି । ଏହି ଘୋଷଣା ସହ ଗତ କିଛି ଦିନ ଧରି ଚାଲିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଏଥର ବିଧାନସଭାରେ ବିଜେପି ୨୩ଟି ଆସନ ଜିଣି ୨ୟ ସ୍ଥାନରେ ଥିବାବେଳେ କଂଗ୍ରେସ ୯ଟି…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ପରସ୍ପର ଠାରୁ ଅଲଗା ହେଲେ ଟାଇଗର-ଦିଶା!

ମୁମ୍ବାଇ : ବଲିଉଡ୍‌ରେ ପୂର୍ବରୁ ସଂପର୍କ ଭାଙ୍ଗିବାର ଅନେକ ଦୃଶ୍ୟ ଆମେ ମାନେ ଦେଖିଛେ । ବିବାହ ପରେ ହେଉ ବା ପୂର୍ବରୁ ସଂପର୍କ ବିଚ୍ଛେଦ ହେବା ବଲିଉଡ୍‌ରେ କିଛି ନୂଆ କଥା ନୁହେଁ । କିନ୍ତୁ ଏଭଳି ଏକ ଯୋଡ଼ି ଭାଙ୍ଗିବା ନିହାତି ଭାବେ ଦର୍ଶକଙ୍କୁ କଷ୍ଟ ଦେବ । ପୂର୍ବରୁ ଅନେକ ଥର ଅଭିନେତା…
ଅଧିକ ଖବର ଦେଖନ୍ତୁ...

ଅଶୋକ ପରିଜା ନୂଆ ଆଡଭୋକେଟ ଜେନେରାଲ

ଭୁବନେଶ୍ୱର : ରାଜ୍ୟର ନୂଆ ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ଅଶୋକ ପରିଜା । ବର୍ତମାନର ଆଡଭୋକେଟ୍ ଜେନେରାଲ ସୂର୍ଯ୍ୟ ମିଶ୍ରଙ୍କ ସ୍ଥାନରେ ଅଶୋକ ପରିଜାଙ୍କୁ ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ୨୦୧୬ ମସିହାରେ ଓଡ଼ିଶା ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାରେ ସାହାଯ୍ୟ କଲେ ସେନା ଯବାନ, ସୃଷ୍ଟି କଲେ ଉଦାହରଣ

ନୂଆଦିଲ୍ଲୀ : କେବଳ  ସୀମାରେ ଦେଶକୁ ରକ୍ଷା କରିବା ଭାରତୀୟ ସେନା ଯବାନଙ୍କ କାମ । ଏଭଳି ଚିନ୍ତାଧାରାକୁ ଭୁଲ ବୋଲି ପ୍ରମାଣ କରିଛି ଜମ୍ମୁ-କଶ୍ମୀରରେ ଘଟିଥିବା ଏକ ଘଟଣା । ସୋମବାର ବାରାମୁଲ୍ଲାର ଦୁଦବଗରେ ଥିବା ଏକ ଘରେ ହଠାତ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ସହ ମିଶି ସେନା ଯବାନମାନେ…
ଅଧିକ ଖବର ଦେଖନ୍ତୁ...