Daily Archives

June 25, 2019

କଡ଼ା ହେବ ସଡକ ସୁରକ୍ଷା ଆଇନ : ଜରୁରୀକାଳୀନ ଯାନକୁ ରାସ୍ତା ନଦେଲେ ୧୦ ହଜାର ଜରିମାନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମୋଟର ଭେଇକିଲ୍ ଆକ୍ଟରେ କତେକ ସଂଶୋଧନକୁ  ମଞ୍ଜୁରୀ ଦେଇଛନ୍ତି । ଏହା ବିଧେୟକ ଆକାରରେ ସଂସଦରେ ଉପସ୍ଥାପିତ ହେବ। ଏହି ସଂଶୋଧନ ଅନୁସାରେ ଜରୁରୀକାଳୀନ ଯାନବାହନକୁ  ରାସ୍ତା ନ ଛାଡ଼ିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ଅନେକ ସମୟରେ …
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅସଦାଚରଣ ମାମଲା: ଅଭିଯୁକ୍ତକୁ ୫ ବର୍ଷ ଜେଲ, ୧୦ ହଜାର ଜରିମାନା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ୨୦୧୩ରେ ଜଣେ ନାବାଳିକାକୁ ହୋଇଥିବା ଅସଦାଚରଣ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଫୁଲବାଣୀ ପୋକସ୍‌ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦେରାଜଜ୍‌ ସମର ବିକାଶ ବେହେରା ଦୋଷୀ ସାବ୍ୟସ୍ତ ଜୁନେଶ ଦିଗାଲକୁ ୫ ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଝିଅ ଗାୟତ୍ରୀ ମହାନ୍ତିଙ୍କୁ ମୁମ୍ବାଇରେ ‘ମିସ୍‌ ଇଣ୍ଡିଆ-୨୦୧୯ ଗ୍ଲୋବାଲ ୟୁନିଭର୍ସ’ ଟାଇଟଲ

ଭୁବନେଶ୍ୱର: ଓଡ଼ିଆ ଝିଅ ଗାୟତ୍ରୀ ମହାନ୍ତି ମୁମ୍ବାଇରେ ‘ମିସ୍‌ ଇଣ୍ଡିଆ-୨୦୧୯ ଗ୍ଲୋବାଲ ୟୁନିଭର୍ସ’ ମୁକୁଟ ପିନ୍ଧିଛନ୍ତି। ବର୍ତ୍ତମାନ ବେଙ୍ଗାଲୁରୁରେ ବସବାସ କରୁଥିବା ଗାୟତ୍ରୀ ଜଣେ ଉଦ୍ୟୋଗୀ ହୋଇଥିଲେ ବି ଜାତୀୟ ସ୍ତରର ପ୍ରତିଯୋଗିତାରେ ବିଜୟିନୀ ହୋଇ ଓଡ଼ିଶାର ଗର୍ବ ବଢ଼ାଇଛନ୍ତି। ଗାୟତ୍ରୀ…
ଅଧିକ ଖବର ଦେଖନ୍ତୁ...

ଏଚଡିଏଫସି ଇରଗୋ ପକ୍ଷରୁ ଖରିଫ୍ ଋତୁରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା ପ୍ରଦାନ

ନୂଆଦିଲ୍ଲୀ : ଭାରତର ତୃତୀୟ ବୃହତମ ଘରୋଇ ନନ୍-ଲାଇଫ୍ ବୀମା କମ୍ପାନୀ ଏଚଡିଏଫସି ଇରଗୋ ପକ୍ଷରୁ ଖରିପ ଋତୁରେ  ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯକାରୀ ପାଇଁ ଯୋଜନା କରାଯାଇଛି । ଏହା ୨୦୧୯ରେ ଖରିଫ ଋତୁରେ ଦେଓଗଡ଼, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନବରଙ୍ଗପୁର, ଗଞ୍ଜାମ,…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳାଫଳ, ଗ୍ରାଜୁଏଟ ହେଲେ ୨୬୨୦୧ ଜଣ ଛାତ୍ରଛାତ୍ରୀ ।

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୩ ପରୀକ୍ଷା ଫଳ । ପ୍ରଥମଥର ପାଇଁ ସିବିସିଏସ କୋର୍ସ ମାଧ୍ୟମରେ ହୋଇଥିବା ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧିନରେ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଛି । ୨୦୧୬ ମସିହାରୁ ଏହି କୋର୍ସ ମାଧ୍ୟମରେ ପାଠ ପଢା ଆରମ୍ଭ ହୋଇଥିଲା । ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧିନରେ ୩୩୦ଟି…
ଅଧିକ ଖବର ଦେଖନ୍ତୁ...

ହସ୍‌ପିଟାଲ୍‌ରେ ନ ଥିଲା ଆମ୍ବୁଲାନ୍ସ, ପୁଅ ମୃତଦେହକୁ କାନ୍ଧରେ ଧରି କାନ୍ଦିକାନ୍ଦି ଘରକୁ ଫେରିଲେ ବାପା

ନୂଆଦିଲ୍ଲୀ: ବିହାରର ନାଳନ୍ଦା ସରକାରୀ ହସ୍‌ପିଟାଲ୍‌ରେ ଆମ୍ବୁଲାନ୍ସ ନଥିବା ହେତୁ ଜଣେ ପିତା ନିଜ ପୁଅର ମୃତଦେହକୁ କାନ୍ଧରେ ଧରି ଘରକୁ ଫେରିଥିଲେ। ଉକ୍ତ ବ୍ୟକ୍ତିଙ୍କ କହିବାନୁସାରେ, ହସ୍‌ପିଟାଲ୍‌ ପକ୍ଷରୁ ଯେତେବେଳେ ଆମ୍ବୁଲାନ୍ସ ମିଳି ନ ଥିଲା, କାନ୍ଧରେ ମୃତ ପୁଅକୁ ନେଇ ଯିବାର ଛଡ଼ା…
ଅଧିକ ଖବର ଦେଖନ୍ତୁ...

ଛାନିଆରେ ଛାତି ଯନ୍ତ୍ରଣା? ଜେଲରେ ଗୋଟିଏ ରାତି କାଟିବା ପରେ ହସ୍ପିଟାଲ ଧାଇଁଲେ ପାଟଣାଗଡ ବିଧାୟକ

ଭୁୁବନେଶ୍ବର: ବିଗିଡିଲା ପାଟଣାଗଡ ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା । ଗିରଫ ହେବା ପରେ ବିଧାୟକ ସରୋଜ ମେହେରଙ୍କ ହାଲତ ଖରାପ ହେଲା । ପାଟଣାଗଡ ଉପଖଣ୍ଡ କାରାଗାରରେ ସରୋଜଙ୍କ ଦେହ ଖରାପ ହେବା ପରେ ତାଙ୍କୁ ପାଟଣାଗଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ବିଧାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ସମଲିଙ୍ଗୀ ପ୍ରେମିକା ସହ ଏକାଠି ରହିବା ପାଇଁ ସ୍ୱାମୀକୁ ଛାଡ଼ି ନିଖୋଜ ହୋଇ ଯାଇଥିଲେ ନବବିବାହିତା ମହିଳା; ହରିୟାଣାରୁ…

ଜୟପୁର: ବିବାହ ପରେ ନିଖୋଜ ହୋଇ ଯାଇଥିବା ଜନୈକା ନବବିବାହିତା ମହିଳାଙ୍କୁ ଅବଶେଷରେ ରାଜସ୍ଥାନ ପୁଲିସ୍‌ ଖୋଜି ବାହାର କରିବାରେ ସମର୍ଥ ହୋଇଛି। ତେବେ, ନବବିବାହିତା ମହିଳା ଜଣକ ତାଙ୍କ ସମଲିଙ୍ଗୀ ପ୍ରେମିକା ସହ ଏକାଠି ରହିବା ଉଦ୍ଦେଶ୍ୟରେ ସ୍ୱାମୀକୁ ଛାଡ଼ି ନିଖୋଜ ହୋଇ ଯାଇଥିଲେ। ତେବେ, ସେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୬୪ ରନ୍‌ରେ ବିଜୟୀ, ବେହରେନଡ୍ରଫଙ୍କୁ ୫ ଓ୍ଵିକେଟ୍‌

ଲଡର୍ସ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ ୨୦୧୯ର ୩୨ତମ ମ୍ୟାଚ୍‌ରେ ମଙ୍ଗଳବାର ଆୟୋଜକ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୬୪ ରନ୍‌ରେ ପରାସ୍ତ କରିଛି। ଆରୋନ ଫିଞ୍ଚଙ୍କ ଶିତକ ପରେ ଜସନ ବେହରେନ୍‌ଡ୍ରଫଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଧରାଶୟୀ ହୋଇଛି। ବେହରେନଡ୍ରଫ ୧୦ ଓଭର ବୋଲିଂ କରି ୪୪…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ସଂକଟରେ ବିଏସଏନଏଲ : ସବୁ ଟେଣ୍ଡର, ପୁଞ୍ଜି ଖର୍ଚ୍ଚ ସ୍ଥଗିତ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପ୍ରବଳ କ୍ଷତି ଓ ଋଣଭାରର ସମ୍ମୁଖୀନ ହେଉଥିବା ରାଷ୍ଟ୍ରାୟତ ଟେଲିକମ କମ୍ପାନି ବିଏସଏନଏଲର ସ୍ଥିିତିରେ ସୁଧାର ପାଇଁ କେନ୍ଦ୍ର ଦୂରସଂଚାର ମନ୍ତ୍ରାଳୟ କେତେକ ନିର୍ଦ୍ଦେଶନାମା ଜାରି କରିଛି । ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ସବୁ ଟେଣ୍ଡର ଓ କ୍ରୟ ଆଦେଶ (ପରଚେଜ ଅର୍ଡର) ସ୍ଥଗିତ…
ଅଧିକ ଖବର ଦେଖନ୍ତୁ...