Daily Archives

June 26, 2019

ସଲମାନଙ୍କୁ କେହି ପରିହାସ କରି ପାରିବେନି, କାରଣ ସେ ନିଜେ ହିଁ ନିଜକୁ ଅଧିକ ପରିହାସ କରନ୍ତି: ଅର୍ଚ୍ଚନା ପୂରଣ ସିଂହ

ମୁମ୍ବାଇ : ବଲିଉଡ୍‌ରେ ସଫଳ ଅଭିନେତାଙ୍କ କଥା ଉଠିଲେ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ନାଁ ସମସ୍ତଙ୍କ ମୁଣ୍ଡରେ ପ୍ରଥମେ ଆସିଥାଏ । ତାଙ୍କର ସବୁ ଫିଲ୍ମ ୧୦୦କୋଟି କ୍ଲବ୍‌ରେ ସାମିଲ ହେଉଥିବା ବେଳେ ଏତେ ବର୍ଷ ପରେ ମଧ୍ୟରେ ଦର୍ଶକଙ୍କ ଉପରେ ତାଙ୍କର ଯାଦୁ ଦିନକୁ ଦିନ ବଢ଼ିବାରେ ଲାଗିଛି । କମେଡି…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ଭାଇ ତୁଷାରଙ୍କୁ ଗିରଫ କରାଇବାକୁ ପୁଲିସ ଡ଼କାଇଥିଲେ ଭଉଣୀ ଏକତା

ମୁମ୍ବାଇ : ପ୍ରଯୋଜିକା ଏକତା କପୁର ଏବଂ ତାଙ୍କ ଭାଇ ତଥା ଅଭିନେତା ତୁଷାର କପୁର କମେଡି ସୋ’ ଦ କପିଲ ଶର୍ମା ସୋ’ରେ ଯୋଗ ଦେଇଥିଲେ । ଦୁହିଁଙ୍କୁ ଏକାଠି ଅନେକ ଦିନ ପରେ ଦର୍ଶକ ଦେଖିବାକୁ ପାଇଥିବା ବେଳେ ଦୁହେଁ ନିଜ ନିଜର ଅଭୁଲା ଦିନକୁ ଉପସ୍ଥିତ ଦର୍ଶକଙ୍କ ସହ ସେୟାର କରିଥିଲେ । ଏକତା ନିଜର…
ଅଧିକ ଖବର ଦେଖନ୍ତୁ...

ତୀବ୍ର ଗତିରେ ବଢ଼ିବାରେ ଲାଗିଛି କିଡ୍‌ନୀ ଷ୍ଟୋନ ସମସ୍ୟା, ଲକ୍ଷଣ ଜାଣି ରୁହନ୍ତୁ ସଜାଗ

ଆଜିକାଲି ଷ୍ଟୋନ ସମସ୍ୟା ଅତି ସାଧାରଣ ହୋଇଗଲାଣି । ପ୍ରତି ୧୦ଜଣଙ୍କ ମଧ୍ୟରେ ୬ଜଣଙ୍କ ପାଖରେ ଏଭଳି ସମସ୍ୟା ଦେଖା ଦେଉଛି । ଅନେକ ସମୟରେ ଲୋକେ ଏହାର ଲକ୍ଷଣ ଏବଂ ଏଭଳି ହେବାର କାରଣ ନ ଜାଣି ପାରି ଏହାର ଶିକାର ସହଜରେ ହୋଇ ଯାଇଥାନ୍ତି । ଆଜି ଆମେ ଏହାର ଲକ୍ଷଣ ଏବଂ ଏଭଳି ସମସ୍ୟାରୁ ବଞ୍ଚିବା…
ଅଧିକ ଖବର ଦେଖନ୍ତୁ...

ସ୍କୁଲର ଶୌଚାଳୟରେ ନିଜର ହାତ କାଟିଦେଲେ ଯୁବତୀ, କାରଣ ପଚରାଯିବା ପରେ କହିଲେ; ମୁଁ ଜାଣି ନାହିଁ କ’ଣ ପାଇଁ ଏମିତି…

କୋଲକାତା : କୋଲକାତାରେ ଥିବା ଏକ ଘରୋଇ ସ୍କୁଲର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଖବର ମିଳିଛି । ଏ ଘଟଣା ପରେ ସ୍କୁଲର କର୍ମଚାରୀ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନେଇଥିଲେ । ତାଙ୍କର ଚିକିତ୍ସା ପରେ ଏବେ ପୀଡ଼ିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ବାବର ଆଜମଙ୍କ ଅର୍ଦ୍ଧଶତକ, ପାକିସ୍ତାନର ବ୍ୟାଟିଂ ଜାରି, ସ୍କୋର ୧୬୪/୩

ବର୍ମିଂହାମ୍‌: ବାବର ଆଜମଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ନିଜର ସ୍କୋରକୁ ୧୬୪ ରନ୍‌ରେ ପହଂଚାଇଛି। ବାବର ଆଜମ ୬୮ଟି ବଲ ଖେଳି ୫୦ ରନ୍‌ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପାକିସ୍ତାନ ୩୭ ଓଭର ମ୍ୟାଚ୍‌ ଶେଷ ହେବା ପରେ ୩ଟି ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ କରିଛି। ବାବର ଆଜମ ଓ ହରିସ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ ୫ବର୍ଷର ପୀଡ଼ିତା ଦୁଷ୍କର୍ମର ଶିକାର, ରିପୋର୍ଟ ନ ଲେଖିବାରୁ ନିଲମ୍ବିତ ହେଲେ ହେଡ୍‌ କନେଷ୍ଟବଳ

ଭୋପାଳ : ମଧ୍ୟପ୍ରଦେଶର ନରସିଂହପୁରରେ ଜୁନ୍‌ ୨୪ରେ ଅଜ୍ଞାତ ଯୁବକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା ଜନେୈକା ୫ବର୍ଷୀୟା ଶିଶୁ । ଅଭିଯୁକ୍ତ ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲା ଅଭିଯୁକ୍ତ। ଘଟଣାଟି ସାମ୍ନାକୁ ଆସିବା ପରେ ପୀଡ଼ିତାଙ୍କ ପରିବାର ଏ ନେଇ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ‘କମଳା’ ରଂଗର ଜର୍ସି ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ରେ ଇଂଲଣ୍ଡ ବିରୋଧରେ ଭାରତୀୟ ଟିମ୍‌ ନୀଳ ରଂଗର ଜର୍ସି ବଦଳରେ କମଳା ରଂଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇପାରେ। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ଜର୍ସି ନେଇ ରାଜନୀତି ଜୋର ଧରିଛି। ଜୁନ ୨୭ରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦର ଆଇସିଆରଆଇଏସ୍‌ଏଟି କ୍ୟାମ୍ପସରେ ୪ମାସ ପୂର୍ବେ ଦେଖା ଯାଇଥିବା ଚିତାବାଘକୁ କାବୁ କରିବାରେ ସଫଳ ହେଲା ବନ…

ହାଇଦ୍ରାବାଦ : ୪ମାସ ତଳେ ହାଇଦ୍ରାବାଦ୍‌ ସ୍ଥିତ ଆଇସିଆରଆଇଏସ୍‌ଏଟି କ୍ୟାମ୍ପସରେ ଏକ ଚିତାବାଘକୁ ସିକ୍ୟୁରିଟି ଗାର୍ଡ ଦେଖିବା ପରେ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଭିଯାନ ୪ମାସ ଧରି ଚାଲିବା ପରେ ମଙ୍ଗଳବାର ଛେଳି ଖାଇବା ଲୋଭ ଦେଖାଇ ବନ ବିଭାଗ ଚିତାବାଘଟିକୁ କାବୁ କରି ନେଇଥିବା ଜଣା…
ଅଧିକ ଖବର ଦେଖନ୍ତୁ...

ନିର୍ମାଣାଧୀନ ବହୁମୁଖୀ ପୋଲାଭରମ ପ୍ରକଳ୍ପର ସମୟ ସୀମା ୨ ବର୍ଷ ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ବହୁମୁଖୀ ପୋଲାଭରମ ପ୍ରକଳ୍ପର ସମୟ ସୀମାକୁ କେନ୍ଦ୍ର ସରକାର ୨ ବର୍ଷ ବୃଦ୍ଧି କରିଛନ୍ତି। ପ୍ରକଳ୍ପର ସମୀକ୍ଷା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ କେନ୍ଦ୍ର ପରିବେଶ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର…
ଅଧିକ ଖବର ଦେଖନ୍ତୁ...

ଓଜେଇଇ ନାମଲେଖା-କାଉନସେଲିଂ ପାଇଁ ନାମ ପଂଜିକରଣ କରିପାରିବେ ନିଟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: ନିଟ୍‌ (ୟୁଜି) ୨୦୧୯ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ରେ ନାମଲେଖା-କାଉନସେଲିଂ ପ୍ରକ୍ରିୟାରେ ନିଜର ନାମ ପଂଜିକରଣ କରିପାରିବେ। ଏମ୍‌ବିବିଏସ୍‌/ବିଡିଏସ୍‌ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଓଜେଇଇର ୱେବ୍‌ସାଇଟ୍‌ ojee.nic.inରେ…
ଅଧିକ ଖବର ଦେଖନ୍ତୁ...