Daily Archives

June 27, 2019

କୋରାପୁଟ: ଦୁର୍ଘଟଣା ପରେ ଚେତିଲା ପ୍ରଶାସନ, ଡିଆଇଜିଙ୍କ ନିର୍ଦ୍ଦେଶ ପରେ ଲାଗିଲା ସ୍ପିଡ୍‌ ବ୍ରେକର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କୋଡିଙ୍ଗା ମାଳିରୁ ପ୍ରତ୍ୟକ ଦିନ ଶତାଧିକ ହାଇୱା ଟିପର ଗାଡିରେ ବକ୍ସାଇଟ୍‌ ପରିବହନ କରାଯାଉଛିା କୋଡିଙ୍ଗାମାଳିରୁ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ରାୟଗଡା ଓ କାକିରିଗୁମା ରେଲୱେ ଷ୍ଟେସନକୁ ବକ୍ସାଇଟ୍‌ ପରିବହନ କରାଯିବା ପରେ ସେଠାରୁ ବେଦାନ୍ତ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ମଲ୍ଲିକା ଶେରାଓ୍ଵତଙ୍କ ଚାଞ୍ଚଲ୍ୟକର ଖୁଲାସା: ଅଭିନେତାଙ୍କ ପ୍ରେମିକା ବନିବାକୁ ମନା…

ମୁମ୍ବାଇ: ଅଭିନେତ୍ରୀ ମଲ୍ଲିକା ଶେରାଓ୍ଵତ ପାଖା ପାଖି ୧୭ବର୍ଷ ପରେ ଅଭିନେତା ତୁଷାର କପୁରଙ୍କ ସହ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏକତା କପୁରଙ୍କ େଓ୍ଵବ ସିରିଜ୍‌ ବୁ ସବିକି ଫଟେଗି ଜରିଆରେ ତୁଷାର ଏବଂ ମଲ୍ଲିକା ନିଜର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ନିଜର ଡିଜିଟାଲ…
ଅଧିକ ଖବର ଦେଖନ୍ତୁ...

କଫି ପିଇବା ଦ୍ୱାରା ଦୂର ହୋଇଥାଏ ଶରୀରର ଏହି ବଡ଼ ବଡ଼ ସମସ୍ୟା

ଭାରତୀୟ ରୋଷେଇ ଘରେ ଏମିତି ଅନେକ ଜିନିଷ ରହିଛି, ଯାହା ଶରୀରର ଅନେକ ବଡ଼ ବଡ଼ ସମସ୍ୟାକୁ କିଛି ସେକେଣ୍ଡ ମଧ୍ୟରେ ଦୂର କରିଥାଏ । ସେ ମଧ୍ୟରେ ରହିଛି କଫି । କିଛି ଲୋକ ସକାଳୁ ଉଠି ଚା’ ବା କଫି ପିଇବାକୁ ପସନ୍ଦ କରିଥାନ୍ତି । ତେବେ କଫି ପିଇବା ଦ୍ୱାରା ଶରୀରର କେଉଁ ସବୁ ସମସ୍ୟା ଦୂର ହୁଏ, ତାହା…
ଅଧିକ ଖବର ଦେଖନ୍ତୁ...

ଭୁଲ ଚାଲାଣ କାଟି ଥିବାରୁ ଫଟୋ ଟୁଇଟ୍‌ କରି ଟ୍ରାଫିକ ପୁଲିସକୁ ଟ୍ରୋଲ କଲେ ଯୁବକ, ମିଳିଲା ମୁହଁ ବନ୍ଦ କଲା ଭଳି ଜବାବ

ନୂଆଦିଲ୍ଲୀ : ତେଲେଙ୍ଗାନା ଟ୍ରାଫିକ ପୁଲିସ ଜଣେ ବାଇକ୍‌ ଆରୋହୀଙ୍କୁ ଦେଇଥିବା ଚାଲାଣକୁ ନେଇ ଟୁଇଟ୍‌ରରେ ଟ୍ରୋଲିଂର ଶିକାର ହୋଇଥିଲେ । କିନ୍ତୁ ପରେ ଚତୁରତାର ସହ ଟୁଇଟ୍‌ର ଜବାବ ଦେଇ ଟ୍ରୋଲର୍ସମାନଙ୍କୁ ଉଚିତ ଜବାବ ଦେବାରେ ସଫଳ ହୋଇଥିଲେ ତେଲେଙ୍ଗାନା ଟ୍ରାଫିକ ପୁଲିସ । ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ବାପା ଜାଭେଦ ଜାଫ୍‌ରୀଙ୍କ ସଂଘର୍ଷ ବିଷୟରେ କହିଲେ ‘ମଲାଲ’ରୁ ବଲିଉଡ୍‌ରେ ଡେବ୍ୟୁ କରୁଥିବା ଅଭିନତା ମିଜାନ

ମୁମ୍ବାଇ : ଫିଲ୍ମ ‘ମଲାଲ’ରୁ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଭିନତା ମିଜାନ ଜାଫ୍‌ରୀ । ମିଜାନ ଅଭିନେତା ଜଭେଦ ଜାଫ୍‌ରୀଙ୍କ ପୁଅ ହୋଇଥିବା ବେଳେ ଜୁନ୍‌ ୨୮ରେ ତାଙ୍କ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ତାଙ୍କ ସହ ଡେବ୍ୟୁ କରୁଛନ୍ତି ନିର୍ଦ୍ଦେଶକ ସଞ୍ଜୟ ଲୀଲା…
ଅଧିକ ଖବର ଦେଖନ୍ତୁ...

ରାସ୍ତାକୁ ଓହ୍ଲାଇ ଲୋକଙ୍କୁ ପିଟିଲେ ଟୋଲପ୍ଲାଜା କର୍ମଚାରୀ, ଭାଇରାଲ ହେଲା ଭିଡିଓ

ଭୋପାଲ: ମଧ୍ୟପ୍ରଦେଶର ଭୌରାସା ଅଞ୍ଚଳରେ ଥିବା ଏକ ଟୋଲପ୍ଲାଜାର କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇ ରାସ୍ତାରେ ଯାଉଥିବା ଲୋକଙ୍କୁ ମାଡ଼ ମାରୁଥିବା ଦେଖା ଯାଇଛି । ଯାହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହାର କାରଣ ଜଣାପଡ଼ି ନାହିଁ। ପୂର୍ବରୁ ଟୋଲ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଟିମ୍‌ ଇଣ୍ଡିଆର ବିଜୟ ଧାରା ଜାରି, ୱେଷ୍ଟଇଣ୍ଡିଜ୍‌କୁ ୧୨୫ ରନ୍‌ରେ ହରାଇଲା ଭାରତ, ସାମି ନେଲେ ୪…

ମଂଚେଷ୍ଟର: ଆଇସିସି ବିଶ୍ୱକପ୍‌-୨୦୧୯ର ୩୪ତମ ମ୍ୟାଚ୍‌ରେ ଭାରତର ବିଜୟ ଧାରା ଜାରି ରହିଛି। ଟିମ୍‌ ଇଣ୍ଡିଆ ଗୁରୁବାର େଓ୍ଵଷ୍ଟଇଣ୍ଡିଜକୁ ୧୨୫ ରନ୍‌ରେ ପରାସ୍ତ କରିଛି। ମହମ୍ମଦ ସାମି ଏହି ମ୍ୟାଚ୍‌ରେ ୬.୨ ଓଭରରେ ୧୬ ରନ୍‌ ଦେଇ ୪ଟି ଓ୍ଵିକେଟ ନେଇଛନ୍ତି। ପୂର୍ବରୁ ସାମି ଆଫଗାନିସ୍ତାନ…
ଅଧିକ ଖବର ଦେଖନ୍ତୁ...

ତଳକୁ ଖସି ପଡ଼ୁଥିବା ୨ବର୍ଷୀୟ ଶିଶୁକନ୍ୟାକୁ ଏଭଳି ବଞ୍ଚାଇଲେ ଯୁବକ, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ୨ବର୍ଷର ଶିଶୁକନ୍ୟାକୁ ମୃତ୍ୟୁମୁଖରୁ ବଞ୍ଚାଇ ଆଣୁଥିବା ଦେଖା ଯାଇଛି । ଶିଶୁଟି ନିଜ ଘରର ଝରକାରୁ ହଠାତ ଖସି ପଡ଼ୁଥିବା ବେଳେ ତଳେ ଠିଆ ହୋଇଥିବା ଜଣେ ଯୁବକ ତାଙ୍କୁ ଧରି ପକାଉଛନ୍ତି ।…
ଅଧିକ ଖବର ଦେଖନ୍ତୁ...

୬ଦିନରେ ୩ଟି ଫିଲ୍ମର ରେକର୍ଡ ବ୍ରେକ୍‌ କଲା ‘କବୀର ସିଂହ’, ବଡ଼ ବଡ଼ କଳାକାରଙ୍କୁ ପଛରେ ପକାଇଲେ ଶାହିଦ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କ ଫିଲ୍ମ ‘କବୀର ସିଂହ’ ଏବେ ବକ୍ସ ଅଫିସରେ ଧମାଲ ମଚାଇବା ଆରମ୍ଭ କରିଛି । ରିଲିଜ୍‌ ହେବା ପରଠାରୁ ହିଁ ଦର୍ଶକ ଫିଲ୍ମକୁ ଭଲ ପାଇବା ଦେବା ଆରମ୍ଭ କରିଥିବା ବେଳେ ୫ଦିନ ମଧ୍ୟରେ ଫିଲ୍ମଟି ୧୦୦କୋଟି କ୍ଲବ୍‌ରେ ସାମିଲ ହୋଇଥିବା ନେଇ ସୂଚନା…
ଅଧିକ ଖବର ଦେଖନ୍ତୁ...

ସୁନୈନାଙ୍କ ପ୍ରେମିକଙ୍କୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର, ପ୍ରେମିକ ବିଷୟରେ ଏ କଥା ଜାଣି ଝିଅର ବିବାହ କରୁନାହାନ୍ତି…

ମୁମ୍ବାଇ : କିଛି ଦିନ ହେଲାଣି ରୋଶନ ପରିବାର ବିବାଦରେ ରହିଛି । ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନଙ୍କ ଭଉଣୀ ସୁନୈନା ନିଜ ପରିବାରକୁ ନେଇ ଯେଉଁ ବିବାଦୀୟ ବୟାନ ଦେବାରେ ଲାଗିଛନ୍ତି, ତାକୁ ସହଜରେ ହଜମ କରି ପାରୁ ନାହାନ୍ତି ଲୋକେ । ମୁସ୍‌ଲିମ୍‌ ଯୁବକଙ୍କୁ ଭଲ ପାଉଥିବାରୁ ପରିବାର ଲୋକେ ଘରେ…
ଅଧିକ ଖବର ଦେଖନ୍ତୁ...