Monthly Archives

July 2019

ଓ୍ଵାଲର୍ଡ ସ୍କିଲ୍‌ସ ଅନ୍ତର୍ଜାତୀୟ ପ୍ରତିଯୋଗିତା ୨୦୧୯ ପାଇଁ ଭାରତୀୟ ଦଳ ଘୋଷିତ

ଭୁବନେଶ୍ୱର: ଓ୍ଵାଲର୍ଡ ସ୍କିଲ୍‌ସ (ବିଶ୍ୱ ଦକ୍ଷତା) ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ୪୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦକ୍ଷତା ଅଲିମ୍ପିକ୍ସ ଭାବେ ପରିଚିତ ଏହି ପ୍ରତିଯୋଗିତା ରୁଷର କାଜାନ ଠାରେ ଆସନ୍ତା ୨୨ରୁ ୨୭…
ଅଧିକ ଖବର ଦେଖନ୍ତୁ...

ହେଡ୍‌ଫୋନ୍ ଲଗାଇଥିବାରୁ ଟ୍ରେନର ଶବ୍ଦ ଶୁଣି ପାରିଲେ ନାହିଁ, ଟ୍ରେନ ଚକା ତଳେ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଯଦି ଆପଣ ହେଡ୍‌ଫୋନ ଲଗାଇ ଯିବା ଆସିବା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ । ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଯୁବକଙ୍କ ମୃତ୍ୟୁ ସେ ଲଗାଇଥିବା ହେଡ୍‌ଫୋନ ପାଇଁ ହୋଇଛି । ହେଡ୍‌ଫୋନ ଲଗାଇ ଯୁବକଜଣଙ୍କ ରେଳ ଧାରଣା ପାର୍‌…
ଅଧିକ ଖବର ଦେଖନ୍ତୁ...

ଦିନକୁ ଗୋଟିଏ ଅଣ୍ଡା ଖାଇ ହୃଦୟକୁ ରଖନ୍ତୁ ସୁସ୍ଥ, ଜାଣନ୍ତୁ ଏହାର ଅନେକ ଫାଇଦା

ଯଦି ଆପଣ ହୃଦ୍‌ଘାତରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟେ ଲେଖାଏଁ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ । କିଛି ଦିନ ତଳେ କରାଯାଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ସପ୍ତାହକୁ ୧୨ଟି ଅଣ୍ଡା ଖାଇଲେ, ପ୍ରି-ଡାଏବେଟିଜ୍‌ ବା ଟାଇପ୍‌-୨ ଡାଏବେଟିଜ୍‌ ରୋଗୀଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ରାସ୍ତାର ଭୁଲ ପାର୍ଶ୍ୱରେ ଯାଉଥିଲେ, ଟ୍ରାଫିକ୍‌ କନେଷ୍ଟବଳ ରୋକିବାରୁ କାମୁଡ଼ି ଦେଲେ ଆଙ୍ଗୁଠି, ତା’…

ନୂଆଦିଲ୍ଲୀ : ନୋଏଡାର ଘଣ୍ଟା ଚୌକ୍‌ରେ ଜଣେ ଯୁବକ ଟ୍ରାଫିକ୍‌ କନେଷ୍ଟବଳଙ୍କ ଦୁଇଟି ହାତ ଆଙ୍ଗୁଠି କାମୁଡ଼ି ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଅଭିଯୁକ୍ତ ଯୁବକଜଣଙ୍କ ଭୁଲ ପାର୍ଶ୍ୱରେ ଯାଉଥିଲେ । ସେ ସମୟରେ ତାଙ୍କୁ ଟ୍ରାଫିକ୍‌ କନେଷ୍ଟବଳ କୁଅଁର ପାଲ ସିଂହ ଅଟକାଇଥିଲେ । ଏହା…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ଏହି ଉପଦେଶ ଶୁଣି ଅଭିନୟରେ କ୍ୟାରିୟର ଗଢ଼ିଥିଲେ ଅର୍ଜୁନ କପୁର

ମୁମ୍ବାଇ : ବଲିଉଡ୍‌ରେ ନିଜ ଅଭିନୟ ଓ ଲୁକ୍‌ ଜରିଆରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି ଅଭିନେତା ଅର୍ଜୁନ କପୁର । ଦିନେ ନିର୍ଦ୍ଦେଶକ ବନିବାର ଇଚ୍ଛା ରଖିଥିବା ଅର୍ଜୁନ ସଲମାନଙ୍କ ଏକ ଉପଦେଶ ପାଇଁ ନିଜର ବାଟ ବଦଳାଇଥିଲେ । ଅର୍ଜୁନଙ୍କ କହିବା ଅନୁଯାୟୀ, ମୁଁ…
ଅଧିକ ଖବର ଦେଖନ୍ତୁ...

୫ ନାବାଳିକା ସହ ୧୨ ଶିଶୁ ଶ୍ରମିକ ଉଦ୍ଧାର

ଜୟପୁର: ଜୟପୁର ପୁଲିସ ପକ୍ଷରୁ ଆଜି ଅପରେସନ ପରୀ-୩ରେ ୧୨ ଜଣ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଛି। ଜୟପୁର ସଦରଥାନା ଥାନା ଅଧିକାରୀ ଧୀରେନ କୁମାର ବେହେରାଙ୍କ ନେତୃତ୍ବରେ ଏକ ଟିମ ବାହାରି ରଣ୍ଡାପାଲି ଅଞ୍ଚଳରୁ ୬ଜଣ କିଶୋରଙ୍କୁ ଉଦ୍ଧାର କରିଥିବା ବେଳେ ଟାଉନ ଥାନାଧିକାରୀ ବାଲେଶ୍ବର…
ଅଧିକ ଖବର ଦେଖନ୍ତୁ...

କୋଲକାତାରୁ ସାମ୍ନାକୁ ଆସିଲା ଛାତି ଥରାଇ ଦେବା ଭଳି ଘଟଣା,ବନ୍ଦ ଘରୁ ଦୁଇଟି ସୁଟ୍‌କେସ୍‌ରୁ ମିଳିଲା ଦମ୍ପତ୍ତିଙ୍କ…

କୋଲକାତା : କୋଲକାତାରେ ଏକ ଛାତି ଥରାଇ ଦେବା ଭଳି ଘଟଣା ଘଟିଛି । ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ଯେଉଁ ଅବସ୍ଥାରେ ମିଳିଛି ତାହା ପୁଲିସକୁ ଆଶ୍ଚର୍ଯ୍ୟ କରିଛି । ପୁଲିସ ଦୁଇଟି ମୃତଦେହ ଜବତ କରି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ସୂଚନା ମୁତାବକ, ପ୍ରଦୀପ ଓ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଜୁଲାଇରେ ୯ ପ୍ରତିଶତ କମ୍‌ ବର୍ଷା

ଭୁବନେଶ୍ୱର: ଓଡ଼ିଶାରେ ଜୁଲାଇ ମାସରେ ୯ ପ୍ରତିଶତ ବର୍ଷା କମ୍‌ ହୋଇଛି। ବର୍ଷ ୨୦୧୯ ଜୁଲାଇରେ ୩୦୯.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାତ୍ର ଓଡ଼ିଶାରେ ଜୁଲାଇ ମାସର ହାରାହାରି ୩୩୯.୯ ମିଲିମିଟର ବୃଷ୍ଟିପାତ ହୋଇଥାଏ। ଚଳିତ ବର୍ଷ ଜୁଲାଇ ମାସରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୩୩.୮…
ଅଧିକ ଖବର ଦେଖନ୍ତୁ...

୧୧ଟି ଫ୍ଲପ୍‌ ଫିଲ୍ମ ଦେବା ପରେ ଏବେ ପ୍ରଯୋଜନା ସଂସ୍ଥା ଖୋଲିବେ ତନିଷା, କହିଲେ; ବଲିଉଡ୍‌ରେ ଭଲ ଫିଲ୍ମ ନିର୍ମାଣ ହେଉ…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତଥା କାଜୋଲ ଦେବଗନ୍‌ଙ୍କ ଭଉଣୀ ତନିଷା ଏବେ ପ୍ରଯୋଜନା ସଂସ୍ଥା ଖୋଲିବାକୁ ଯାଉଥିବା ଜଣା ପଡ଼ିଛି । ବଲିଉଡ୍‌ରେ ଭଲ ଫିଲ୍ମ ନିର୍ମାଣ ହେଉ ନ ଥିବା ଦେଖି ତନିଷା ଏଭଳି କରିବାକୁ ଯାଉଥିବା କହିଛନ୍ତି । ମୁମ୍ବାଇରେ ଆୟୋଜିତ  ଏକ ଇଭେଣ୍ଟରେ ତନିଷାଙ୍କୁ ହିନ୍ଦୀ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଗୁରୁବାର ଚିତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଲୋକଙ୍କର ଠାକୁର ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଶ୍ରୀଜିଉଙ୍କର ଏହି ସ୍ୱତନ୍ତ୍ର ନୀତି ପ୍ରଥମ ଭୋଗ ମଣ୍ଡପରେ ଅପରାହ୍ଣ ୨ ଟାରୁ ସଂଧ୍ୟା ୬ଟା ଯାଏଁ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...