Daily Archives

July 1, 2019

ବିଶ୍ୱକପ: ପାଣିରେ ପଡିଲା ପୁରଣଙ୍କ ଶତକ, େଓ୍ଵଷ୍ଟଇଣ୍ଡିଜକୁ ୨୩ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା

ଚେଷ୍ଟର ଲି-ଷ୍ଟ୍ରିଟ: ବିଶ୍ୱକପର ୩୯ତମ ମ୍ୟାଚରେ େଓ୍ଵଷ୍ଟଇଣ୍ଡିଜକୁ ୨୩ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା । ଦ୍ୱିତୀୟ ପାଳିରେ ୩୩୯ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି େଓ୍ଵଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୩୧୫ ରନ୍‌ କରିଛି । ଶ୍ରୀଲଙ୍କ ପକ୍ଷରୁ ଲସିଥ ମାଲିଙ୍ଗା ୩…
ଅଧିକ ଖବର ଦେଖନ୍ତୁ...

ଓଜନ କମ କରିବା ସହ ରକ୍ତ ସଫା କରିଥାଏ ପୋଟଳ, ଜାଣନ୍ତୁ ଏହାର ଫାଇଦା ସଂପର୍କରେ…

ପରିବା ଭିତରେ ପୋଟଳ ପ୍ରାୟ ସମସ୍ତଙ୍କର ପସନ୍ଦ । କିଛି ଲୋକ କିନ୍ତୁ ପୋଟଳ ଖାଇବାକୁ ପସନ୍ଦ କରି ନଥାନ୍ତି । କିନ୍ତୁ ଆଜି ପୋଟଳର ଫାଇଦା ସଂପର୍କରେ ଜାଣିବା ପରେ ନଖାଉଥିବା ଲୋକ ମଧ୍ୟ ଏହାକୁ ଖାଇବା ଆରମ୍ଭ କରିଦେବ । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ...... ୧. ଯଦି ଆପଣ ନିଜର ଓଜନ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା କରାଇବାକୁ ଯାଇଥିବା ମହିଳାଙ୍କ ଭିଡିଓ ବନାଇବାର ଯୋଜନା କରୁଥିବା ଅଭିଯୋଗରେ ଡ଼ାକ୍ତରଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଶୁକ୍ରବାର ମୁମ୍ବାଇର ଓଶିଓ୍ଵାରା ପୁଲିସ ଷ୍ଟେସନରେ ଜଣେ ମହିଳା କିଛି ଡ଼ାକ୍ତରଙ୍କ ବିରୋଧରେ  ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି । ମହିଳାଜଣଙ୍କ ନିଜର ହେୟାର ରିମୁଭାଲ ଚିକିତ୍ସା କରାଇବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ଭିଡିଓ ଉତ୍ତୋଳନ କରାଯିବା ପାଇଁ ଚେଷ୍ଟା କରାଯାଇଥିଲା । ଯାହା…
ଅଧିକ ଖବର ଦେଖନ୍ତୁ...

ବ୍ରେକ୍‌ଅପ୍‌ ଖବର ମଧ୍ୟରେ ସୁସ୍ମିତା-ରୋହମାନଙ୍କ ରୋମାନ୍ସ, ଫଟୋ ସେୟାର କରି ସୁସ୍ମିତା ଲେଖିଲେ; ‘ଆଇ ଲଭ୍‌…

ମୁମ୍ବାଇ: ଇନ୍‌ଷ୍ଟାଗ୍ରାମ ଜରିଆରେ ନିଜ ପ୍ରେମିକ ରୋହମାନ ଶୌଲଙ୍କୁ ଭେଟିବା ପରେ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ ଅଭିନେତ୍ରୀ ସୁସ୍ମିତା ସେନ୍‌ । ଯାହାର କିଛି ଦିନ ପରେ ସୁସ୍ମିତା ରୋହମାନଙ୍କ ବିଷୟରେ ପୂରା ଦୁନିଆକୁ ଜଣାଇଥିଲେ । ତେବେ କିଛି ଦିନ ତଳେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ…
ଅଧିକ ଖବର ଦେଖନ୍ତୁ...

୨୪ବର୍ଷ ପରେ ଫେସ୍‌ବୁକ୍‌ ଜରିଆରେ ଦେଖା ହେଲେ ଦୁଇ ବାନ୍ଧବୀ, ଚାକିରି ଦେବା ବାହାନାରେ ଅଢ଼େଇ ଲକ୍ଷ ଟଙ୍କା ଠକିନେଲେ…

ନୋଏଡା : ଉତ୍ତରପ୍ରଦେଶର ନୋଏଡାରେ ହୋଇଥିବା ଏକ ଠକେଇ ମାମଲା ଏବେ ସାମ୍ନାକୁ ଆସିଛି । ସ୍କୁଲରେ ପଢ଼ୁଥିବା ଦୁଇ ସାଙ୍ଗ ୨୪ବର୍ଷ ପରେ ଫେସ୍‌ବୁକ୍‌ରେ ଦେଖା ହେବା ଏବଂ ପରେ ଚାକିରି ଦେବା ବାହାନାରେ ଅଢ଼େଇ ଲକ୍ଷ ଟଙ୍କା ଠକି ନେବା ଘଟଣାକୁ ଏବେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ପୁଲିସରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ବିକି କୌଶଲଙ୍କ ରାଜ୍‌ ଖୋଲିଲେ ରାଧିକା ଆପ୍‌ତେ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ନେଇ ଦେଲେ ଇସାରା

ମୁମ୍ବାଇ: ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ରିଲିଜ୍‌ ହେବା ପରେ ଏବେ ବଲିଉଡ୍‌ରେ ଅଭିନେତା ବିକି କୌଶଲଙ୍କ ଡିମାଣ୍ଡ ବଢ଼ିବାରେ ଲାଗିଛି । ଫିଲ୍ମ ପରେ ଫିଲ୍ମର ଅଫର ମିଳି ଚାଲିଥିବା ବେଳେ ଏବେ ଦର୍ଶକଙ୍କ ମଧ୍ୟରେ ତାଙ୍କର କ୍ରେଜ୍‌ ବଢ଼ିବାରେ ଲାଗିଛି । ତେବେ କିଛି ଦିନ ତଳେ ହର୍‌ଲିନ…
ଅଧିକ ଖବର ଦେଖନ୍ତୁ...

ଜାଇରାଙ୍କ ବଲିଉଡ୍‌ ଛାଡ଼ିବା ନିଷ୍ପତ୍ତି ଉପରେ ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ; ହୋଇପାରେ ତାଙ୍କ ପ୍ରେମିକଙ୍କ ପାଇଁ…

ନୂଆଦିଲ୍ଲୀ : ଗତକାଲି ଅଭିନେତ୍ରୀ ଜାଇରା ଓ୍ଵସିମ ଫେସ୍‌ବୁକ୍‌ରେ ଏକ ଭାବବିହ୍ଵଳ କଲା ଭଳି ପୋଷ୍ଟ କରି ବଲିଉଡ୍‌ ଛାଡ଼ୁଥିବା କଥା କହିଥିଲେ । ତାଙ୍କର ବଲିଉଡ୍‌ ଛାଡ଼ିବା ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ବଲିଉଡ୍‌ କଳାକାର ଆଶ୍ଚର୍ଯ୍ୟ ହେବା ସହ ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା । ଏବେ…
ଅଧିକ ଖବର ଦେଖନ୍ତୁ...

କମଳା ରଙ୍ଗର ଜର୍ସିକୁ ନେଇ ଏଭଳି ଟୁଇଟ୍‌ କରି ଫସିଲେ ହୁମା…

ମୁମ୍ବାଇ : ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଇସିସି ବିଶ୍ୱକପ ମ୍ୟାଚ୍‌ ଖେଳା ଯାଇଥିଲା । ଯେଉଁଥିରେ ଟିମ୍‌ ଇଣ୍ଡିଆକୁ ଅସଫଳ ହେବାକୁ ପଡ଼ିଥିଲା । ପ୍ରଥମ ଥର ପାଇଁ କମଳା ରଙ୍ଗର ଜର୍ସି ପିନ୍ଧି ଟିମ୍‌ ଇଣ୍ଡିଆ ମଇଦାନକୁ ଓହ୍ଲାଇଥିବା ବେଳେ ମ୍ୟାଚ୍‌ ହାରିଯିବାରୁ ଲୋକେ ଅନେକ ପ୍ରକାର କଥା…
ଅଧିକ ଖବର ଦେଖନ୍ତୁ...

୨୦୦କୋଟି ଟଙ୍କାର ବିବାହରୁ ବାହାରିଥିବା ଅଳିଆକୁ ସଫା କରିବା ପାଇଁ ଖର୍ଚ୍ଚ ହେଲାଣି ୮ଲକ୍ଷ ଟଙ୍କା, ବାହାରିଲାଣି…

ଚମୋଲି : କିଛି ଦିନ ତଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା ଓଲିରେ ଏକ ୨୦୦କୋଟିର ବିବାହ ଅନୁଷ୍ଠିତ ହୋଇଥିଲା । ସାଉଥ ଆଫ୍ରିକାରେ ରହୁଥିବା ଗୁପ୍ତା ପରିବାର ଏଠାକୁ ଆସି ବିବାହର କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଏହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ୨୦୦କୋଟିର ବିବାହ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କ’ଣ ପାଇଁ ଯୁବକଙ୍କ ଉପରେ ଟ୍ରେନ ଚଢ଼ି ଯାଉଥିବାର ଭିଡିଓ ସେୟାର କଲେ ଋଷି କପୁର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଋଷି କପୁର ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଆକ୍ଟିଭ ରହିଥାନ୍ତି । ବେଳେ ବେଳେ ସେ ଏଭଳି କିଛି ଟୁଇଟ୍‌ କରି ଦେଇଥାନ୍ତି, ଯାହା ପରେ ଭାଇରାଲ ହୋଇ ଯାଇଥାଏ । ଏବେ ପୁଣି ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଛନ୍ତି ଅଭିନେତା ଋଷି କପୁର ।…
ଅଧିକ ଖବର ଦେଖନ୍ତୁ...