Daily Archives

July 1, 2019

ମୃତ ଶରଣାର୍ଥୀଙ୍କ ଫଟୋ ସହ ଟ୍ରମ୍ପଙ୍କ କାର୍ଟୁନ ତିଆରି କରିବାରୁ ଚାଲିଗଲା ଚାକିରି

ନୂଆଦିଲ୍ଲୀ : ଆମେରିକା ଏବଂ ମେକ୍ସିକୋ ସୀମାରେ ଜଣେ ଶରଣାର୍ଥୀ ବାପା ଏବଂ ତାଙ୍କ ଝିଅର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଯାହା ପରେ ଦୁହିଁଙ୍କ ଫଟୋ ଖୁବ୍‌ ଭାଇରାଲ ହେବା ସହ ଫଟୋଟି ଦେଶବାସୀଙ୍କ ଆଖିରେ ଲୁହ ଆଣିଥିଲା । ଏଭଳି ଫଟୋ ସାମ୍ନାକୁ ଆସିବା ପରେ ଆମେରିକା…
ଅଧିକ ଖବର ଦେଖନ୍ତୁ...

୭୦ ଦିନର ଲୋମଟାଙ୍କୁରା କାହାଣୀ ବଖାଣିଲେ ଜଳଦସ୍ୟୁଙ୍କ କବଜାରୁ ଫେରିଥିବା ଓଡ଼ିଆ ନାବିକ ସୁଦୀପ

ମୁମ୍ବାଇ:  ନାଇଜେରିଆ ଜଳଦସ୍ୟୁଙ୍କ କବଜାରେ ୭୦ ଦିନ ଧରି ବନ୍ଦୀ ଜୀବନ କାଟିବା ପରେ ମୁମ୍ବାଇ ଫେରିଛନ୍ତି ଓଡ଼ିଆ ନାବିକ ସୁଦୀପ ଚୌଧୁରୀ। ଏପ୍ରିଲ ୧୯ ତାରିଖରେ ଅପହୃତ ହେବା ପରେ କିପରି ନାଇଜେରିଆର ଏକ ଘନ ଜଙ୍ଗଲ ଭିତରେ ସେମାନଙ୍କୁ ରଖାଯାଇଥିଲା ଓ ନିର୍ଯାତନା ଦିଆଯାଇଥିଲା ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ସାହ ଭରା ରହିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ପ୍ରଭାବକାରୀ ରହିବ। ବ୍ୟବସାୟୀଙ୍କୁ ଅଧିକ ଧନଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ। ବୃଷ: ସୁନ୍ଦର କଳ୍ପନାରେ ବିଭୋର ରହିବେ। ଅନ୍ୟମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ବଜାରର ପ୍ରଭାବ, ଭାରତରେ ସୁନା ଦର ୧୩୦ ଟଙ୍କା କମିଲା

ନୂଆଦିଲ୍ଲୀ : ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢେଇ ଶେଷ ହେବାର ଆଶା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇଛି । ଏହାର ପ୍ରଭାବ ଘରୋଇ ବଜାରେ ଉପରେ ପଡିଛି ଓ ଗତ କିଛି ଦିନ ଧରି ବଢିଚାଲିଥିବା ସୁନା ଦର ଉପରେ ଲଗାମ ଲାଗିଛି । ଭାରତରେ ସୁନା ଦର ସୋମବାରଦିନ ୧୦ ଗ୍ରାମ ପିଛା…
ଅଧିକ ଖବର ଦେଖନ୍ତୁ...

ପାଗ ଖରାପ ହେତୁ ଝାରସୁଗୁଡା ବିମାନବନ୍ଦରକୁ ସମସ୍ତ ବିମାନର ଉଡାଣ ଓ ଅବତରଣ ବାତିଲ୍‌

ଝାରସୁଗୁଡା: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବର୍ଷା ସହିତ ପାଗ ବି କୋହଲା ରହିଛି। ପାଗ ଖରାପ କାରଣରୁ ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଉଡିବାକୁ ଥିବା ଓ ଅବତରଣ କରିବାକୁ ଥିବା ସମସ୍ତ ବିମାନକୁ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ୬ ମାସ ବଢ଼ାଇବା ପ୍ରସଂଗରେ ବିଜେଡି ଦେଲା ସମର୍ଥନ, ବିଲ୍ ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟସଭାରେ ଆଗତ ହୋଇଥିବା ପ୍ରଥମ ବିଲ୍‌ ପାରିତ ହୋଇଛି।  କରିବା ବିଲ୍ ପାରିତ କରିବା ନେଇ ସରକାରଙ୍କୁ  କୌଣସି ବିଶେଷ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ି ନାହିଁ। ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ଅବପାତର ରୂପ ନେବ: ୮ଟି ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଟ୍ରୋଲ୍‌ ହେଲେ ଧୋନୀ, ଲୋକ କରିଲେ ଏପରି ମଜାଦାର ଟ୍ଵିଟ୍‌ସ

ବର୍ମିଙ୍ଗହମ୍‌: ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ବିପକ୍ଷ ଇଂଲଣ୍ଡ ଦଳ ଠାରୁ ଟିମ୍‌-ଇଣ୍ଡିଆ ୩୧ ରନ୍‌ରେ ପରାସ୍ତ ହେବା ହେବାପରେ ମହିନ୍ଦର ସିଂ ଧୋନୀଙ୍କୁ ନେଇ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଲଗାତର ଅପରାଜେୟ ରହିଥିବା ଟିମ୍‌ ଇଣ୍ଡିଆର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଲଘୁଚାପ ବର୍ଷା ଜାରି : ଚାନ୍ଦବାଲିରେ ସର୍ବାଧିକ ୬୭ମିଲିମିଟର ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ େଓ୍ଵଲମାର୍କ ଲୋପ୍ରେସରର ରୂପ ନେଇଛି। ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝିପିଝିପି ବର୍ଷା ଲାଗି ରହିଛି। ତେବେ ସକାଳ ୮.୩୦ରୁ ସନ୍ଧ୍ୟା ୫. ୩୦…
ଅଧିକ ଖବର ଦେଖନ୍ତୁ...

ଜୁନ ମାସରେ ୩୩ ପ୍ରତିଶତ କମ ବର୍ଷା, କିନ୍ତୁ ଜୁଲାଇ ମାସରେ ଭଲ ବର୍ଷିବ : ସ୍କାଏମେଟ

ଭୁବନେଶ୍ୱର : ଜୁନ ମାସରେ ମୌସୁମୀର ପ୍ରଭାବ ସ୍ୱାଭାବିକ ଠାରୁ କମ ଥିଲା । ଏହି ମାସରେ ଦେଶରେ ପ୍ରାୟ ୩୩ ପ୍ରତିଶତ କମ ବର୍ଷା ହୋଇଥିଲା । କିନ୍ତୁ ଜୁଲାଇ ମାସରେ ସ୍ଥିତିରେ ଉନ୍ନତି ଦେଖାଯିବ । ବୃଷ୍ଟିପାତ ପରିମାଣ ବୃଦ୍ଧି ପାଇ ନିଅଣ୍ଟର ଭରଣା କରିବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ…
ଅଧିକ ଖବର ଦେଖନ୍ତୁ...