Daily Archives

July 1, 2019

ବାଲିଗଦା ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଲିଗଦା ଭିତରୁ ପୁଲିସ ଜଣେ ବୃଦ୍ଧଙ୍କ ରକ୍ତଭିଭିଜା ମୃତଦେହ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତରୁ କେହି ବୃଦ୍ଧଙ୍କୁ ଇଟାରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ଏଣିକି ଡିଜିଟାଲ୍‌ ଟ୍ରାଞ୍ଜାକସନ୍‌ ଉପରେ ପେଟିଏମ୍‌ ବ୍ୟବହାରକାରୀଙ୍କୁ ଦେବାକୁ ପଡ଼ିବନି ଅତିରିକ୍ତ ଦେୟ

ନୂଆଦିଲ୍ଲୀ: ପେଟିଏମ୍‌ ପେମେଣ୍ଟ୍‌ ବ୍ୟାଙ୍କ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଇ-ୱାଲେଟ୍‌ କମ୍ପାନି ପେଟିଏମ୍‌ ପକ୍ଷରୁ ଜାରି କରା ଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏଣିକି ଡିଜିଟାଲ୍‌ ଟ୍ରାଞ୍ଜାକସନ୍‌ ଉପରେ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବନି। ତେବେ ଏହା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଦେଲା ଭାରତୀୟ ବନ୍ଦୀମାନଙ୍କର ତାଲିକା, ଜାଣନ୍ତୁ ପାକିସ୍ତାନ ଜେଲରେ କେତେ ଭାରତୀୟ ଅଛନ୍ତି

ଇସଲାମାବାଦ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟମାନଙ୍କର ତାଲିକା ପାକିସ୍ତାନ ପ୍ରକାଶ କରିଛି | ଭାରତୀୟ ହାଇକମିଶନଙ୍କୁ ଏହି ରିପୋର୍ଟ ଦିଆଯାଇଥିବାବେଳେ ଦର୍ଶାଯାଇଛି ଯେ ୨୬୧ ଜଣ ବନ୍ଦୀ ଭାବେ ପାକିସ୍ତାନ ଜେଲରେ ଅଛନ୍ତି | ୨୬୧ ଜଣଙ୍କ ମଧ୍ୟରୁ ୫୨ ଜଣ ସାଧାରଣ ନାଗରିକ ହୋଇଥିବାବେଳେ ୨୦୯…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ରେଳବାଇର ସମୟ ସୂଚୀ ବଦଳିଲା, ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ପରିବର୍ତ୍ତିତ ସୂଚୀ

ନୂଆଦିଲ୍ଲୀ: ମୌସୁମୀ ହେତୁ ଭାରତୀୟ ରେଳର କେନ୍ଦ୍ରୀୟ ରେଳବାଇ ସୋମବାରଠାରୁ ନୂଆ ସମୟ ସୂଚୀ ଜାରି କରଛି। ଆଜିଠାରୁ ଏହି ସୂଚୀ କାର୍ଯ୍ୟକାରୀ ହେଉ ନ ଥିଲେ ବି ଆଜିର ଟ୍ରେନ୍‌ ଚଳାଚଳ ଉପରେ ଏହି ସୂଚୀ ପ୍ରଭାବ ପକାଇବ। 12167 #LTT-#Manduadih #Express sch dep 0035 hrs on 2.7.2019…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଜ ଆଗରେ ୩୩୯ରନର ବିଶାଳ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

ଚେଷ୍ଟର ଲି-ଷ୍ଟ୍ରିଟ : ଇଂଲାଣ୍ଡର ଚେଷ୍ଟର ଲି-ଷ୍ଟ୍ରିଟଠାରେ ଥିବା ରିଭରସାଇଡ ଷ୍ଟାଡିୟମଠାରେ ଚାଲିଥିବା େଓ୍ଵଷ୍ଟଇଣ୍ଡିଜ ଶ୍ରୀଲଙ୍କା ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୩୩୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହା ପୂର୍ବରୁ େଓ୍ଵଷ୍ଟଇଣ୍ଡିଜ ଦଳ ଟସ ଜିଣି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ଧାମରା ଥାନା ଉବୁଟୁବୁ, ହତାରେ ଆଣ୍ଠୁଏ ବର୍ଷା ପାଣି

ଚାନ୍ଦବାଲି: ମୌସୁମୀ ଆଗମନରେ ଚାନ୍ଦବାଲିରେ ଗତକାଲି ରାତିଠାରୁ ବର୍ଷା ଆରମ୍ଭ ହୋଇଛି । ପ୍ରବଳ ବର୍ଷା ହେବାରୁ ସମୁଦ୍ରକୂଳ ଧାମରା ବନ୍ଦର ପରିସର ଜଳମୟ ହୋଇଯାଇଥିଲା । ଫଳରେ ବନ୍ଦର ପରିସରରେ ଥିବା ଧାମରା ଥାନା ମଧ୍ୟରେ ଆଣ୍ଠୁଏ ଆଣ୍ଠୁଏ ବର୍ଷା ପାଣି ଜମି ରହିଛି। ତେବେ ବର୍ଷାଜଳ ନିଷ୍କାସନ…
ଅଧିକ ଖବର ଦେଖନ୍ତୁ...

ଅଶୋଭନୀୟ ବସ୍ତ୍ର ପିନ୍ଧିବା ଉପରେ ଜାରି ହେଲା ନିର୍ଦ୍ଦେଶନାମା, ପୋଷାକ ପିନ୍ଧିବା ନେଇ ଇମାମବାଡାରେ କଟକଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଇମାମବାଡାରେ କଟକଣା ଜାରି କରାଯାଇଛି | ଶୃଙ୍ଖଳିତ ପୋଷାକ ନ ପିନ୍ଧିଲେ ପ୍ରବେଶ କରିହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି | ଜିଲ୍ଲା ପ୍ରଶାସନ ପକ୍ଷରୁ ମୁସଲିମ ଧର୍ମଗୁରୁଙ୍କ ଉପଦେଶ ମୁତାବକ କେବଳ ଶୃଙ୍ଖଳିତ ପୋଷାକ ପିନ୍ଧି  ସେଠାକୁ ପ୍ରବେଶ କରିହେବ…
ଅଧିକ ଖବର ଦେଖନ୍ତୁ...

ଇସ୍ତଫା ଦେଲେ ଆଉ ଜଣେ କଂଗ୍ରେସ ବିଧାୟକ, ଭାଙ୍ଗିପାରେ କର୍ଣ୍ଣାଟକ ମେଣ୍ଟ ସରକାର

ବେଙ୍ଗାଲୁର: କର୍ଣ୍ଣାଟକରେ ଆଉ ଜଣେ ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟର ଜେଡିଏସ୍‌-କଂଗ୍ରେସ ମେଣ୍ଟ୍‌ ସରକାରର ସ୍ଥିତି ଅସମ୍ଭାଳ। କିଛି ଘଣ୍ଟା ତଳେ କଂଗ୍ରେସ ବିଧାୟକ ଆନନ୍ଦ ସିଂହ ଇସ୍ତଫା ଦେଇଥିବା ବେଳେ ଏବେ ବିଧାୟକ ରମେଶ ଜାର୍‌କିହୋଲି ମଧ୍ୟ ଇସ୍ତଫା ଦେଇଛନ୍ତି। ଗତ ୨୬ ଘଣ୍ଟା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଭବିଷ୍ୟତରେ ବାଲାକୋଟ ପରି ଆକ୍ରମଣ ଏଡେଇବାକୁ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଡ୍ରୋନ ମୁତୟନ କରିବ

ନୂଆଦିଲ୍ଲୀ : ଗତ ଫେବ୍ରୁଆରୀ ମାସରେ ଭାରତ ପାକିସ୍ତାନର ବାଲାକୋଟରେ କରିଥିବା ବିମାନ ଆକ୍ରମଣ ପରେ ପାକିସ୍ତାନୀ ସେନାର ନିଦ ହଜିଯାଇଛି । ଭବିଷ୍ୟତରେ ଯେପରି ଭାରତ ଏପରି ଆକ୍ରମଣ କରିବାକୁ ସକ୍ଷମ ନ ହୁଏ ସେଥିପାଇଁ ନିଜର ରଣନୀତି ବଦଳାଉଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି ।…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ରଣ ନୀତି: କେଦାର ଯାଦବଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ…

ନୂଆଦିଲ୍ଲୀ: ଗତକାଲି ବର୍ମିଙ୍ଗହାମ୍‌ଠାରେ ଇଂଲଣ୍ଡ ବିରୋଧରେ ଆଇସିସି ବିଶ୍ୱକପ୍‌ର ୩୮ ତମ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଟିମ୍‌  ପରାଜିତ ହେବା କ୍ରିକେଟର୍‌ କେଦାର ଯାଦବଙ୍କୁ ମହଙ୍ଗା ପଡ଼ିପାରେ। ଇଂଲଣ୍ଡ୍‌ ବିରୋଧରେ ଖେଳା ଯାଉଥିବା ମ୍ୟାଚ୍‌ରେ ତାଙ୍କ ବ୍ୟାଟିଂରେ ଦଳକୁ  ଜିତାଇବା ସକାଶେ…
ଅଧିକ ଖବର ଦେଖନ୍ତୁ...