Daily Archives

July 2, 2019

ଟଙ୍କା ପାଇଁ କାର ଧୋଇଥିଲେ, ପିଜ୍ଜାହଟରେ ଡେଲିଭରି ବଏ ଭାବେ କାମ କରିଥିଲେ, ଏବେ ଜମ୍ମୁ-କଶ୍ମୀର ପୁଲିସରେ…

ଜମ୍ମୁ: ଜମ୍ମୁ-କଶ୍ମୀର ପୁଲିସରେ ସବ୍‌ଇନ୍ସପେକ୍ଟର ଭାବେ ନିୟୋଜିତ ହୋଇଥିବା ମୋଇନ୍‌ ଖାନ୍‌ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ବହୁ ସଂଘର୍ଷ କରିଛନ୍ତି। ଆସନ୍ତୁ ଜାଣିବା କିପରି ମୋଇନ ପିଜ୍ଜା ଡେଲିଭରି ବଏରୁ ଜମ୍ମୁ-କଶ୍ମୀର ପୁଲିସରେ ନିୟୋଜିତ ହୋଇ ପାରିଲେ। ମୋଇନ୍‌ ଖାନ୍‌ କହନ୍ତି,…
ଅଧିକ ଖବର ଦେଖନ୍ତୁ...

ନଗର ନିଗମ ବୈଠକ ମଝିରେ କଳା ଜରିରେ ଆଣିଥିବା ଅଳିଆ ଫିଙ୍ଗିଲେ ବିଜେପି କର୍ପୋରେଟ୍‌ର

ରାୟପୁର: ଛତିଶଗଡ଼ର ରାୟପୁରରେ ଆଜି ନଗର ନିଗମ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ  ଜୋରଦାର ହଙ୍ଗମା ହୋଇଥିବା ଦେଖିବାକୁ ମିଳିଛି। ନଗର ନିଗମ ବୈଠକରେ ବିଜେପି କର୍ପୋରେଟ୍‌ର ମନୋଜ ପ୍ରଜାପତି ସଭାପତିଙ୍କ ସାମ୍ନାରେ ଅଳିଆ ଫିଙ୍ଗି ଥିଲେ। କୁହାଯାଉଛି କି, ସହରରେ ସଫେଇ ନହେବା କାରଣରୁ ବିଜେପି…
ଅଧିକ ଖବର ଦେଖନ୍ତୁ...

ଏହି ଡେଲିଭରି ବଏ ନିଜ ୫ମାସର ସଞ୍ଚୟରୁ କିିଣିଲେ ସ୍ୱପ୍ନର ବାଇକ୍‌, ଲୋକେ ପଚାରିଲେ ଏଭଳି ପ୍ରଶ୍ନ

କରନାଲ: ଅନ୍‌ଲାଇନ୍‌ ଫୁଡ ଡେଲିଭରି ବ୍ୟବସାୟର ଚାହିଦା ଦିନକୁ ଦିନ ବଢ଼ିବାକୁ ଲାଗିଛି। ତେବେ ନିକଟରେ କରନାଲର ଜଣେ ଡେଲିଭରି ବଏ ୫ମାସର ସଞ୍ଚୟ ଟଙ୍କାରେ ନିଜ ସ୍ୱପ୍ନର ବାଇକ୍‌ କିଣିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବାଇକ୍‌ କିଣିବା ପରେ ଲୋକମାନେ ଉକ୍ତ ଡେଲିଭରି ବଏଙ୍କୁ କିଭଳି ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

କପିଲ ଶର୍ମା ସୋ’ରେ ମଲ୍ଲିକା ନିଜ ହଟନେସ୍‌କୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଅନେକ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିବା ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ସେରାଓ୍ଵତ ଖୁବ୍‌ ଶୀଘ୍ର ଏକତା କପୁରଙ୍କ େଓ୍ଵବ୍‌ ସିରିଜ ‘ବୁ, ସବକି ଫଟେଗି’ରେ ଫରଦାକୁ ଫେରିବେ। ଏହି ହରର କମେଡି େଓ୍ଵବ ସିରିଜରେ ପ୍ରମୋସନ ପାଇଁ ରବିବାର ମଲ୍ଲିକା ‘ଦ କପିଲ ଶର୍ମା ସୋ’ରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ବାଂଲାଦେଶକୁ ୨୮ ରନ୍‌ରେ ହରାଇ ସେମିଫାଇନାଲରେ ଭାରତ, ବୁମରାଙ୍କୁ ୪ ଓ୍ଵିକେଟ୍‌

ବର୍ମିଂହାମ୍‌: ଆଇସିସି ବିଶ୍ୱକପ୍‌ର ୪୦ତମ ମ୍ୟାଚ୍‌ରେ ମଙ୍ଗଳବାର ବାଂଲାଦେଶକୁ ଭାରତ ୨୮ ରନ୍‌ରେ ପରାସ୍ତ କରି ସେମିଫାଇନାଲ ପାଇଁ ସ୍ଥାନ ସୁରକ୍ଷିତ କରିପାରିଛି। ଭାରତକୁ ଏହି ସ୍ଥାନ ରଖିବା ପାଇଁ ଅତିକମରେ ଗୋଟିଏ ପଏଣ୍ଟ ଆବଶ୍ୟକ ଥିବା ବେଳେ ଏହା ସହଜରେ ହାସଲ କରିପାରିଛି। ବର୍ମିଂହାମ୍‌ର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ: ପ୍ରଫୁଲ୍ଲ ମିଶ୍ର, ଗୀତାଞ୍ଜଳି ସାମନ୍ତରାୟଙ୍କୁ ଓସ୍‌ଜା ସମ୍ବର୍ଧନା

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ରାଜ୍ୟର ଦୁଇ ବିଗତ ଦିନର ଫୁଟବଲ୍‌ ତାରକା ପ୍ରଫୁଲ୍ଲ ମିଶ୍ର ଏବଂ ଗୀତାଞ୍ଜଳି ସାମନ୍ତରାୟଙ୍କୁ ମଙ୍ଗଳବାର ସମ୍ବର୍ଧିତ କରିଛି। ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ଅବସରରେ ଉଭୟଙ୍କୁ ବିଶ୍ୱର ଏକ ନମ୍ବର ପାରା ବ୍ୟାଡମିଣ୍ଟନ୍‌ ତାରକା…
ଅଧିକ ଖବର ଦେଖନ୍ତୁ...

ମଦ ନିଶାରେ ଟଳମଳ ହେଉଥିବା ପୁଲିସକର୍ମୀ ଚଢ଼ାଇ ଦେଲେ ଗାଡ଼ି, ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ହେଲା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପିଲିଭିଟରେ ପୁଲିସକର୍ମୀଙ୍କ ଅବହେଳାରେ ଏକ ଘଟଣା ସାମ୍ନାକୁ ଆସିଛି। ପୁଲିସ ଗାଡ଼ି ଚଢ଼ି ଯିବା ହେତୁ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଥିବା ସୂଚନା ମିଳିଛି। ଏଭଳି ଏକ ଘଟଣା  ଚନ୍ଦୋଇ ଗ୍ରାମରେ ଘଟିଛି। ଏଠାରେ ମଦ ନିଶାରେ ଟଳମଳ ପୁଲିସକର୍ମୀ…
ଅଧିକ ଖବର ଦେଖନ୍ତୁ...

୭ଲକ୍ଷ ଟଙ୍କାର ବିଲ୍‌ କରିବା ପରେ ହସ୍‌ପିଟାଲ୍‌ ମୃତ ଘୋଷଣା କରିିଥିଲା, ଶବ ସଂସ୍କାର ବେଳକୁ ଜିଇଁ ଉଠିଲେ ବ୍ୟକ୍ତି

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୃତଦେହକୁ ପୋତା ଯିବା ପାଇଁ କବର ଖୋଳା ଯାଉଥିବା ବେଳେ ହଠାତ୍‌ ବ୍ୟକ୍ତି ଜଣକ ଜିଇଁ ଉଠିଥିଲା। ଏବେ ଉକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ପୁଣିଥରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ…
ଅଧିକ ଖବର ଦେଖନ୍ତୁ...

ନିଜକୁ ‘୧୦୦୦ ଭଉଣୀଙ୍କ ଭାଇ’ କହୁଥିବା କେନ୍ଦୁ ବାବା ୧୧ବର୍ଷ ବାଳିକାକୁ କଲା ଦୁଷ୍କର୍ମ

ବେତୁଲ: ମଧ୍ୟପ୍ରଦେଶର ବେତୁଲ ସହରରେ ‘୧୦୦୦ ଭଉଣୀଙ୍କ ଭାଇ’ ଜଣେ ୧୧ ବର୍ଷର ବାଳିକା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ପୁଲିସ ଉକ୍ତ ଦୁଷ୍କର୍ମକାରୀକୁ ଗିରଫ କରି ନେଇଛି। ଗିରଫ ଦୁଷ୍କର୍ମକାରୀ ନାମ ରାଜେନ୍ଦ୍ର ସିଂହ ଓରଫ କେନ୍ଦୁ ବାବା ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...