Daily Archives

July 2, 2019

ବାର୍‌ ଡ୍ୟାନ୍‌ସରଙ୍କ ସହିତ ପୁଲିସ ବାବୁଙ୍କ ଅଶ୍ଳୀଳ ନୃତ୍ୟ ଭିଡିଓ ଭାଇରାଲ୍‌

ଧନବାଦ: ଝାଡ଼ରଖଣ୍ଡର ଧନବାଦ ଜିଲ୍ଲାରେ ମହୁଦା ଥାନାର ଥାନା ଅଧିକାରୀଙ୍କ ବାର ଡ୍ୟାନସରଙ୍କ ସହିତ ଅଶ୍ଳୀଳ ନୃତ୍ୟ କରୁଥିବା ସମୟର  ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ପ୍ରଶାସନ ଉପରେ ଚଡ଼କ ପଡ଼ି ଯାଇଛି। ଏହି ମାମଲାର ଯାଞ୍ଚ କରି ଧାନବାଦ ଏସ୍‌ଏସ୍‌ପି ଥାନା ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

୩୫୦୦ ଫୁଟ ଉଚ୍ଚରେ ବିମାନ ଉଡୁଥିବା ସମୟରେ ଖସି ପଡ଼ିଲେ ବ୍ୟକ୍ତି, ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ରବିବାର ଲଣ୍ଡନ ଆକାଶରେ ଉଡୁଥିବା କେନିଆ ଏୟାରେଓ୍ଵଜ ବିମାନରୁ ଖସି ପଡ଼ିବା ହେତୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଆକାଶରୁ ମୃତଦେହ ହଠାତ୍‌ ଜଣେ ବ୍ୟକ୍ତିଙ୍କ ବଗିଚାରେ ଆସି ପଡ଼ିଥିଲା। ଯାହାକୁ ଦେଖି ସେହି ବଗିଚାରେ ବସିଥିବା ଘର ମାଲିକ ତଟସ୍ଥ ହୋଇ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ମହାପ୍ରୟାଣ ଗାଡି ନ ମିଳିବାରୁ ଭାରରେ ବୁଲା ହେଲେ ମୃତଦେହ

ଫୁଲବାଣୀ: ମହାପ୍ରୟାଣ ଗାଡି ମିଳିଲା ନାହିଁ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଭାରରେ ବୁହା ହେଲା। ଏହି ଘଟଣାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଗଲା। ଏହାକୁ ନେଇ ଜିଲ୍ଲାପାଳ ଆଉ ଯେଭଳି ଏହାର ପୁନରାବୃତ୍ତି ନ ହେବ ସେଥି ନିମନ୍ତେ ଦୃଷ୍ଟି ଦେବାକୁ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଜୁଲାଇରେ ଦେଶରେ ଆଠଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ୍‌, ଜାଣନ୍ତୁ କେଉଁ ସବୁ ଦିନ

ନୂଆଦିଲ୍ଲୀ: ଜୁଲାଇ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ତାହାର ସୂଚନା ରଖିବା ନିହାତି ଆବଶ୍ୟକ। କାରଣ ବ୍ୟାଙ୍କ ବନ୍ଦ ହେବା କାରଣରୁ ଆପଣମାନଙ୍କର ଜରୁରୀକାମ ସବୁ ଅଟକି ଯାଇପାରେ ଏବଂ ଏଥିପାଇଁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ବ୍ୟାଙ୍କ୍‌ କେଉଁକେଉଁ ଦିନ ଛୁଟି ରହିବ,…
ଅଧିକ ଖବର ଦେଖନ୍ତୁ...

ପ୍ରତ୍ୟାର୍ପଣ ନିର୍ଦ୍ଦେଶ ବିରୋଧରେ ଅପିଲ କରିବାକୁ ବିଜୟ ମାଲ୍ୟାକୁ ଅନୁମତି ଦେଲେ ବ୍ରିଟେନର ରୟାଲ କୋର୍ଟ ଅଫ ଜଷ୍ଟିସ

ଲଣ୍ଡନ : ବ୍ରିଟେନର ରୟାଲ କୋର୍ଟ ଅଫ ଜଷ୍ଟିସରେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ପାଇଁ ଏକ ଆଶା ସୃଷ୍ଟି ହୋଇଛି । ନିଜର ପ୍ରତ୍ୟାର୍ପଣ ନିର୍ଦ୍ଦେଶ ବିରୋଧରେ ଅପିଲ କରିବାକୁ ହାଇକୋର୍ଟ ଆଜି ବିଜୟ ମାଲ୍ୟାକୁ ଅନୁମତି ଦେଇଛନ୍ତି । ରୟାଲ କୋର୍ଟ ଅଫ ଜଷ୍ଟିସର ଏକ ଦୁଇ ଜଣିଆ ବେଞ୍ଚ ମାଲ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ଅଫିସରେ କାହାରି ସହିତ ତର୍କ ହେବାର ସମ୍ଭାବନା। ଓକିଲଙ୍କ ଲାଗି ଦିନଟି ଭଲ ରହିବ। ବାହାର କାମରେ ଗଲାବେଳ ସାବଧାନତାର ସହ ବାହନ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ। ବୃଷ: ଭାବିଥିବା ଯୋଜନା ବଢ଼ିଆ ପ୍ରମାଣିତ ହେବ।…
ଅଧିକ ଖବର ଦେଖନ୍ତୁ...

ପୁରୀ: ଗଜପତି ମହାରାଜ ଉନ୍ମୋଚନ କଲେ ଶ୍ରୀଜଗନ୍ନାଥ ୱେବ୍‌ସାଇଟ୍‌

ପୁରୀ: ଦିନକ ପରେ ପୁରୀରେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ମଙ୍ଗଳବାର ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରେ ଶ୍ରୀଜଗନ୍ନାଥଙ୍କ ୱେବ୍‌ସାଇଟ୍‌ ଉନ୍ମୋଚନ କରିଛନ୍ତି। ଗଜପତିଙ୍କ ଦ୍ୱାରା ଆଜି ଉନ୍ମୋଚିତ ହୋଇଥିବା ୱେବ୍‌ସାଇଟ୍‌ର ନାମ…
ଅଧିକ ଖବର ଦେଖନ୍ତୁ...

କାଳିଆ ଯୋଜନା, ପିଏମ କିଷାନ ଯୋଜନା ବିରୋଧରେ ମାମଲା, ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ଭୁବନେଶ୍ବର : ନିର୍ବାଚନର ୬ ମାସ ଭିତରେ ଘୋଷଣା ହୋଇଥିବା କେତେକ ସିଧାସଳଖ ନଗଦ ଅର୍ଥ ପ୍ରେରଣ ଯୋଜନାକୁ ଅସିଦ୍ଧ ଘୋଷଣା କରିବାକୁ ତେଲେଙ୍ଗାନାର ଜନସେନା ପାର୍ଟି ଅଧ୍ୟକ୍ଷ ଡଃ ପେଣ୍ଟାପତି ପୁଲାରାଓ କରିଥିବା ଆବେଦନକୁ ବିଚାର ଲାଗି ସୁପ୍ରିମ୍ କୋର୍ଟ ଗ୍ରହଣ କରିଛନ୍ତି । ଏ ମାମଲାରେ  ସୁପ୍ରିମ…
ଅଧିକ ଖବର ଦେଖନ୍ତୁ...

ଛଅରୁ ଛେଚିବ: ରାଜ୍ୟର ଅଧିକାଂଶ ସ୍ଥାନ ହେବ ଜଳମୟ, ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଥିବା ୱେଲମାର୍କ ଲୋ ପ୍ରେସର, ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି। ବର୍ତ୍ତମାନ ଏହା ଝାଡଖଣ୍ଡର ଦକ୍ଷିଣ-ପୂର୍ବ ଏବଂ ଓଡିଶା, ପଶ୍ଚିମବଙ୍ଗ ସଂଲଗ୍ନ ଅଂଚଳରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ବର୍ଷାର ପରିମାଣ କମିଛି। ପାଣିପାଗ ବିଭାଗର…
ଅଧିକ ଖବର ଦେଖନ୍ତୁ...

ଭାରତର ଜବରଦସ୍ତ ବ୍ୟାଟିଂରେ ଝୁମି ଉଠିଲେ ବୃଦ୍ଧା ପ୍ରଶଂସକ, ଏମିତି କଲେ ଭାରତୀୟ ଦଳକୁ ସମର୍ଥନ

ବର୍ମିହାମ : ବର୍ମିହାମର ଏଜବାଷ୍ଟନଠାରେ ଚାଲିଥିବା ଭାରତ-ବାଂଲାଦେଶ ମ୍ୟାଚରେ ଭାରତ ନିଜର ସ୍ଥିତିକୁ ସୁଦୃଢ କରିଛି । ଏଥିରେ ଭାରତୀୟ ଦଳର ପ୍ରଦର୍ଶନ ଦେଖି ଦର୍ଶକ ଝୁମି ଉଠିଛନ୍ତି। କ୍ରିକେଟ ପ୍ରଶଂସକ ନିଜ ଷ୍ଟାର ଖେଳାଳିଙ୍କୁ ପଡିଆରେ ଚୌକା-ଛକା ମାରୁଥିବା ଦେଖିବା ପରେ ଖୁସିରେ ଝୁମି…
ଅଧିକ ଖବର ଦେଖନ୍ତୁ...