Daily Archives

July 3, 2019

ବିଶ୍ୱକପ୍‌: ଇଂଲଣ୍ଡ ବିପକ୍ଷରେ ଭାରତର ପରାଜୟ ନେଇ ଦୁଃଖୀ ଥିଲେ ପାକିସ୍ତାନୀ କୋଚ୍‌ ଆର୍ଥର

ଲଣ୍ଡନ: ପାକିସ୍ତାନର ମୁଖ୍ୟ କୋଚ୍‌ ମିକି ଆର୍ଥର କହିଛନ୍ତି, ସେ ଇଂଲଣ୍ଡ ବିପକ୍ଷରେ ଭାରତର ପରାଜୟକୁ ନେଇ ବହୁତ ଦୁଃଖୀ ଥିଲେ। ଇଂଲଣ୍ଡ ଜୁନ ୩୦ରେ ଭାରତକୁ ୩୧ ରନରେ ପରାସ୍ତ କରି ସେମିଫାଇନାଲରେ ପହଂଚିବା ଆଶାକୁ ଉଦ୍‌ଜୀବିତ କରିଥିଲା। ଆର୍ଥର ମଙ୍ଗଳବାର କହିଛନ୍ତି, ଭାରତ କେମିତି ଖେଳିବ,…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ୧ କ୍ୱିଣ୍ଟାଲ ୩୦ କିଲୋ ଗଂଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳରୁ ବାହାରକୁ ଗଂଜେଇ ଚାଲାଣ ଉଦ୍ୟମ ବେଳେ ପୁଲିସ ଚଢାଉ କରି ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୋଛାପଡା ଥାନା ମୁଣ୍ଡାସାହିରୁ ବାହାରକୁ ଗଂଜେଇ ଚାଲାଣ ନିମନ୍ତେ ଯୋଜନା ଚାଲିଥିବା ନେଇ କୌଣସି ସୁତ୍ରରୁ ପୁଲିସକୁ ଖବର ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

ଏସିଡିଟିର ସମସ୍ୟାକୁ ମୂଳପୋଛ କରିବାରେ ସାହାଯ୍ୟ କରିଥାଏ ଏହି ସବୁ ଜିନିଷ

ଠିକ ସମୟରେ ନ ଖାଇବା ବା ଭୁଲ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଆରମ୍ଭ ହୋଇଥାଏ । ଖାସ୍‌ କରି ବାହାର ଜିନିଷ ଅଧିକ ଖାଇବା ଦ୍ୱାରା ଏସିଡିଟି ଭଳି ସମସ୍ୟା ଆରମ୍ଭ ହୋଇଥାଏ । ଯାହାର ସମାଧାନ ପାଇଁ ଲୋକେ ବିଭିନ୍ନ ପ୍ରକାରର ଔଷଧ ଖାଇବା ଆରମ୍ଭ କରିଥାନ୍ତି । ତେବେ ଘରୋଇ ଉପାୟରେ ମଧ୍ୟ ଆପଣ…
ଅଧିକ ଖବର ଦେଖନ୍ତୁ...

ଏହି ରେସ୍ତୋରାଁରେ ପ୍ରେମିକାଙ୍କ ପାଇଁ ରହିଛି ଭିନ୍ନ ବିକଳ୍ପ, ବାଛିବା ପରେ ମିଳିବ ସ୍ୱତନ୍ତ୍ର ରିହାତି ଏବଂ ମାଗଣା…

ନୂଆଦିଲ୍ଲୀ: ଅନେକ ସମୟରେ ପ୍ରେମିକାଙ୍କ ଅଧିକ ଖାଦ୍ୟ ଖାଇବାକୁ ନେଇ ସେମାନଙ୍କ ପ୍ରେମିକମାନେ ଚିନ୍ତିତ ରହିଥାନ୍ତି । କିଛି ଯୁବକ ନିଜର ବଜେଟକୁ ନେଇ ଚିନ୍ତା କରୁଥିବା ବେଳେ ସେମାନଙ୍କ ପ୍ରେମିକାଙ୍କ ଖାଇବା ବେଳେ ବେଳେ ବଜେଟ ବାହାରକୁ ଚାଲି ଯାଇଥାଏ । ଏବେ ଏ ସବୁ ସମସ୍ୟାକୁ ଆଖି ଆଗରେ ରଖି…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ଭକ୍ତ-ଭକ୍ତିରେ ପରିପୂର୍ଣ୍ଣ ହେବ ଶ୍ରୀକ୍ଷେତ୍ର, ମନ୍ଦିରରୁ ଆସିବେ ବଡ଼ ଠାକୁର

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ସନ୍ଧ୍ୟା ହେବା ମାତ୍ରେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଆଲୋକମାଳାରେ ଝଲସି ଉଠୁଛି। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ରାତି ପାହିଲା ବେଳକୁ ବଡ଼ଦାଣ୍ଡ ଭକ୍ତି ଓ ଭକ୍ତିରେ ପରିପୂର୍ଣ୍ଣ ହୋଇଯାଇଥିବ। କାରଣ ଜଗତର ବଡ଼ ଠାକୁର…
ଅଧିକ ଖବର ଦେଖନ୍ତୁ...

ଫିଟ୍‌ନେସ ପାଇଁ ସଲମାନ ଖାନ୍‌ଙ୍କ ଭିନ୍ନ ପ୍ରୟାସ : ୨୦୨୦ ମଧ୍ୟରେ ସାରା ଦେଶରେ ଖୋଲିବେ ୩୦୦ଜିମ୍‌

ମୁମ୍ବାଇ: ଅନେକ ସମୟରେ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ନିଜ ଓ୍ଵାର୍କଆଉଟର ଭିଡିଓ ଏବଂ ଫଟୋ ସେୟାର କରିଥାନ୍ତି । ଯାହା ପରେ ଭାଇରାଲ ହେବା ସହ ଲୋକଙ୍କୁ ଫିଟ୍‌ ରହିବା ପାଇଁ ଅନୁପ୍ରାଣିତ କରିଥାଏ । ଏବେ ଫଟୋ ଜରିଆରେ ଅନୁପ୍ରାଣିତ କରିବା ସହ ଦେଶରେ ପ୍ରାୟ ୩୦୦ଟି ଜିମ୍‌ ଖୋଲି ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ରେ ଆୟୁଷ୍ମାନଙ୍କ ସହ ନଜର ଆସିବେ ଏହି ଧାରାବାହିକ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ଜିରୋ ପରେ ନିର୍ମାତା ନିର୍ଦ୍ଦେଶକ ଆନନ୍ଦ ରାଏ ଏବେ ଆଉ ଏକ ଫିଲ୍ମ ନିର୍ମାଣର ଘୋଷଣା କରିଛନ୍ତି । ଫିଲ୍ମର ଟାଇଟେଲ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ରହିଥିବା ବେଳେ ଏହାର ନିର୍ଦ୍ଦେଶନା ଫିଲ୍ମ ଶୁଭ ମଙ୍ଗଲ ସାବଧାନ ଲେଖକ ହିତେଶ କୈବଲ୍ୟ ଦେବେ ବୋଲି ଜଣା ପଡ଼ିଛି । ଫିଲ୍ମରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ୧୧୯ ରନ୍‌ରେ ହରାଇଲା ଇଂଲଣ୍ଡ, ମାର୍କ ଉଡଙ୍କୁ ୩ ଓ୍ଵିକେଟ

ଚେଷ୍ଟର ଲି ଷ୍ଟ୍ରିଟ: ଆଇସିସି ବିଶ୍ୱକପ୍‌ ୨୦୧୯ର ୪୧ତମ ମ୍ୟାଚ୍‌ରେ ବୁଧବାର ଆୟୋଜକ ଇଂଲଣ୍ଡ ୧୧୯ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ୩୦୬ ରନ୍‌ ବିଜୟ ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିଥିଲା ଏବଂ ଟିମ୍‌ ୪୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୮୫ ରନ୍‌ କରିଛି।…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ଯୌନ ଅସଦାଚରଣକୁ ଏଡ଼ାଇବା ପାଇଁ ଲାଗୁ ହେଲା ଅଜବ ନିୟମ, ଅଲଗା ଅଲଗା ଦିନରେ ଆସିବେ ଛାତ୍ର-ଛାତ୍ରୀ

କୋଲକାତା : ସ୍କୁଲରେ ହେଉଥିବା ଅସଦାଚରଣକୁ କମ କରିବା ପାଇଁ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଥିବା ସରକାରୀ ସ୍କୁଲରେ ଏକ ଅଜବ ନିୟମ ଲାଗୁ କରାଯାଇଛି । ଅଲଗା ଅଲଗା ଦିନ ଆସି ସ୍କୁଲରେ ଛାତ୍ର-ଛାତ୍ରୀ ପାଠ ପଢ଼ିବେ ବୋଲି ନିୟମ ଲାଗୁ କରାଯାଇଥିବା ବେଳେ ଏହାକୁ ନେଇ ଲୋକେ ସମାଲୋଚନା କରିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

୨୦୦କୋଟିର ଟ୍ୟାକ୍ସ ଚୋରି ସନ୍ଦେହରେ ଅଟୋ ଚାଳକଙ୍କ ଘରେ ଛାପା ମାରିଲେ ଆୟକର ବିଭାଗ ଅଧିକାରୀ, ତା’ ପରେ…

ଭରୁଚ(ଗୁଜୁରାଟ): ଗୁଜୁରାଟର ଭରୁଚରେ ଜଣେ ଆଟୋ ଚାଳକଙ୍କ ଘରେ ଆୟକର ବିଭାଗ ଅଧିକାରୀ ଛାପା ମାରିଥିବା ଜଣା ପଡ଼ିଛି । ୨୦୦କୋଟିର ଟ୍ୟାକ୍ସ ଚୋରି ଅଭିଯୋଗରେ ଅଧିକାରୀମାନେ ଚାଳକ ସୁରେଶ ଗୋହିଲଙ୍କ ଘରେ ଛାପା ମାରିଥିଲେ ମଧ୍ୟ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି । ଏଭଳି ଅଭିଯୋଗ ଶୁଣି…
ଅଧିକ ଖବର ଦେଖନ୍ତୁ...