Daily Archives

July 4, 2019

ପ୍ରେମିକଙ୍କ ହଠାତ ମୃତ୍ୟୁ ହେବା ପରେ ଭାବବିହ୍ଵଳ କଲା ଭଳି ପୋଷ୍ଟ ଲେଖିଲେ ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କରିଥିବା ଏକ ଭାବବିହ୍ଵଳ ପୋଷ୍ଟ ପାଇଁ  ଏବେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଇଟାଲିଆନ ପ୍ରେମିକଙ୍କ ହଠାତ ନିଧନ ହୋଇଯିବା ପରେ ସେ ଭାଙ୍ଗିଯିବା ସହ ତାଙ୍କୁ ମନେ ପକାଇ ଇନ୍‌ଷ୍ଟାରେ ପୋଷ୍ଟ…
ଅଧିକ ଖବର ଦେଖନ୍ତୁ...

‘ଜଜମେଣ୍ଟାଲ ହୈ କ୍ୟା’ର ଟ୍ରେଲର ଦେଖି କଙ୍ଗନାଙ୍କୁ ପ୍ରଶଂସା କରିବା ପରେ ତାପ୍‌ସୀଙ୍କୁ କଙ୍ଗନାଙ୍କ ଶସ୍ତା କପି ବୋଲି…

ମୁମ୍ବାଇ: ଧିରେ ଧିରେ ରଙ୍ଗୋଲି ଚନ୍ଦେଲ ନିଜର ସୀମା ଭୁଲିବାରେ ଲାଗିଛନ୍ତି । ପୂର୍ବରୁ ସେ ଟୁଇଟ୍‌ କରି ଅନେକ ବଲିଉଡ୍‌ କଳାକାରଙ୍କୁ ଟାର୍ଗେଟ କରି ସାରିଥିବା ବେଳେ ଏବେ ସେ ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନାଙ୍କ ଫିଲ୍ମ ‘ଜଜମେଣ୍ଟାଲ ହୈ କ୍ୟା’ର ଟ୍ରେଲର ଦେଖି…
ଅଧିକ ଖବର ଦେଖନ୍ତୁ...

ଆମର ଏହି ୫ଟି ଭୁଲ ଶରୀରରୁ ଉର୍ଜାକୁ କରିଥାଏ କମ

ମହିଳା ହୁଅନ୍ତୁ ଅବା ପୁରୁଷ, ସମସ୍ତଙ୍କୁ ଘର କାମ ଠାରୁ ଆରମ୍ଭ କରି ଅଫିସ କାମ ପର୍ଯ୍ୟନ୍ତ ସବୁ କାମ କରିବାକୁ ପଡ଼ିଥାଏ । ଯାହା ପାଇଁ ଶରୀର ଅଧିକ ଶକ୍ତି ବା ଉର୍ଜା ଦରକାର କରିଥାଏ । କିନ୍ତୁ ଦୈନଦିନ ଜୀବନରେ ଲୋକମାନେ କରୁଥିବା ଏହି ସବୁ ଭୁଲ ପାଇଁ ସେମାନଙ୍କ ଶରୀରରୁ ଶକ୍ତି କମିବାକୁ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍ ଏତଲା ଲେଖି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ଥାନା ଭିତରେ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ

ନୂଆଦିଲ୍ଲୀ : ଦିଲ୍ଲୀର ନିହାଲ ବିହାର ଥାନା ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ପ୍ରୟାସ କରିଥିବା ଜଣା ପଡ଼ିଛି । ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ନ ନେବାରୁ ପୀଡ଼ିତ ନିଜ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ । ଜୁଲାଇ ୩ରେ ଏଭଳି ଘଟଣା ଘଟିଥିବା ବେଳେ ଏହି ଘଟଣା ପରେ ପୀଡ଼ିତଙ୍କ ଛାତି ଏବଂ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ଅର୍ଜୁନଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ ମଲ୍ଲାଇକା

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରା ନ୍ୟୁୟର୍କରେ ସାଙ୍ଗରେ ସମୟ ବିତାଉଥିବାର ନଜର ଆସିଥିଲେ । ଦୁହେଁ ନିଜର ପ୍ରେମ ସଂପର୍କକୁ ନେଇ ଲୋକମାନଙ୍କ ମନରେ ଥିବା ସବୁ ପ୍ରକାରର ଦ୍ୱନ୍ଦ୍ବକୁ ଦୂର କରିବା ସହ ଅଧିକାରୀକ ଭାବେ ପ୍ରେମ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଆଫଗାନିସ୍ତାନକୁ ୨୩ ରନ୍‌ରେ ପରାସ୍ତ କଲା େଓ୍ଵଷ୍ଟଇଣ୍ଡିଜ

ଲିଡସ୍‌: ଆଇସିସି ବିଶ୍ୱକପ୍‌ର ୪୨ତମ ମ୍ୟାଚ୍‌ରେ ଗୁରୁବାର ଆଫଗାନିସ୍ତାନକୁ ୨୩ ରନ୍‌ରେ ପରାସ୍ତ କଲା େଓ୍ଵଷ୍ଟଇଣ୍ଡିଜ । ପ୍ରଥମ ଇନିସରେ ଆଫଗାନିସ୍ତାନକୁ େଓ୍ଵଷ୍ଟଇଣ୍ଡିଜ୍‌ ୩୧୨ ରନ୍‌ ଟାର୍ଗେଟ ଦେଇଥିଲା। ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ନର୍ଦ୍ଧାରିତ ଓଭରରେ ସମସ୍ତ ଓ୍ଵିକେଟ ୨୮୮ ରନ୍‌…
ଅଧିକ ଖବର ଦେଖନ୍ତୁ...

ଏ ପର୍ଯ୍ୟନ୍ତ ରିଲିଜ୍‌ ହୋଇପାରି ନାହିଁ ଶାହିଦ କପୁରଙ୍କ ଏହି ୫ଟି ଫିଲ୍ମ

ଫିଲ୍ମ ‘କବୀର ସିଂହ’ ରିଲିଜ୍‌ ହେବା ପରଠାରୁ ଶାହିଦ କପୁରଙ୍କ ଚାହିଦା ବଢ଼ିଥିବା ଜଣା ପଡ଼ିଛି । ଫିଲ୍ମ କମ ଦିନରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଥିବା ବେଳେ ୨୦୦କୋଟି ଆଡ଼କୁ ବଢ଼ୁଥିବା ଦେଖା ଯାଇଛି । ଫିଲ୍ମ ରିଲିଜ୍‌ ପରେ ଶାହିଦ ଏବେ କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ଦୁଇ ଗୁଣ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଛାଡ଼ପତ୍ର ଦେବାକୁ ମନା କରିବାରୁ ଜିଅନ୍ତା ଜାଳିଦେଲା ସ୍ୱାମୀ

ଭାଗଲପୁର : ବିହାରର ଭାଗଲପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀ ଛାଡ଼ପତ୍ର ଦେବାକୁ ମନା କରିବାରୁ ସ୍ୱାମୀ ରାଗରେ ନିଜ ସ୍ତ୍ରୀକୁ ଜିଅନ୍ତା ଜାଳିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ପରେ ମହିଳାଜଣଙ୍କ ୮୦ପ୍ରତିଶତ ଜଳି…
ଅଧିକ ଖବର ଦେଖନ୍ତୁ...

ଡମ୍ପର ଚକାତଳେ ଚାପିହୋଇ ବାଇକ୍‌ ଆରୋହୀ ମୃତ, ଡମ୍ପର ଜାଳି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ୱର/ବାହାର୍ଦ୍ଦା: ବଲେଶ୍ୱର ସିଂଲା ଥାନା ଅଧୀନ ସାର୍ଥା ଗ୍ରାମରେ ଏକ ଡମ୍ପର ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଏହି ଗ୍ରାମର ଜୟଦେବ ମଣ୍ଡଳ(୨୫)। ଆଜି ଦ୍ଵି-ପ୍ରହର ପ୍ରାୟ ଅଢେଇଟା ବେଳେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଡମ୍ପରର…
ଅଧିକ ଖବର ଦେଖନ୍ତୁ...

ବିଜୁଳି, ପାଣି ଏବଂ ଯାତାୟାତର ସୁବିଧା ନଥିବାରୁ ୨୦ବର୍ଷ ମଧ୍ୟରେ ଗାଁରେ ହୋଇଥିଲା ମାତ୍ର ୨ଟି ବିବାହ, ନିଜ ଚେଷ୍ଟା…

ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, "ଆପଣ ଦୁନିଆରେ ଯାହା ବି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି, ସେ ପରିବର୍ତ୍ତନର ବାହକ ନିଜେ ବନନ୍ତୁ" । ଯାହାକୁ ଅନୁସରଣ କରି ଏବେ ଗୋଟେ ଗାଁକୁ ବିକାଶ ପଥରେ ନେବାରେ ସଫଳ ହୋଇଛନ୍ତି ୨୪ବର୍ଷୀୟ ଡ଼ାକ୍ତର ଅଶ୍ୱିନୀ ପରାଶର । ରାଜସ୍ଥାନର ଜୟପୁରରେ ଥିବା…
ଅଧିକ ଖବର ଦେଖନ୍ତୁ...