Daily Archives

July 5, 2019

ଚର୍ଚ୍ଚାରେ ୮୪ବର୍ଷୀୟ ବୃଦ୍ଧଙ୍କ ବିବାହ ବିଜ୍ଞାପନ, ନିଜ ବିଷୟରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ: ଆଜିକାଲି ଲୋକେ ନିଜ ପୁଅ ବା ଝିଅମାନଙ୍କ ପାଇଁ ସଠିକ୍‌ ବରପାତ୍ର ବା କନ୍ୟାପାତ୍ର ଖୋଜିବା ପାଇଁ ମାଟ୍ରିମୋନିଆଲ ସାଇଟ୍‌ର ସହାୟତା ନେଉଥିବା ଦେଖା ଯାଇଛି । ମାଟ୍ରିମୋନିଆଲ ସାଇଟ୍‌ ଆସିବା ପରେ ଏବେ ଲୋକେ ସହଜରେ ବର-କନ୍ୟା ଖୋଜି ପାରୁଛନ୍ତି । ଏହା ସହ ଏବେ ଟିଣ୍ଡର ଭଳି ଡେଟିଂ…
ଅଧିକ ଖବର ଦେଖନ୍ତୁ...

ଟିକ୍‌-ଟକ୍‌ ଭିଡିଓ ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ଯୁବକ, କିଛି ମାସ ପରେ ଏହି ଡ଼ରରେ କଲେ ଆତ୍ମହତ୍ୟା

ଚେନ୍ନାଇ: ଟିକ୍‌ ଟକ୍‌ ଭିଡିଓ ଅପ୍‌ଲୋଡ କରିବା ପରେ ରାଗରେ ନିଜ ସାଙ୍ଗକୁ ହତ୍ୟା କରିଥିଲେ ଯୁବକ । ଫେବୃଆରୀ ୨୨ରେ ସେ ନିଜ ବନ୍ଧୁଙ୍କୁ ହତ୍ୟା କରିଥିବା ବେଳେ ମଙ୍ଗଳବାର ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଘଟଣାଟି ତିରୁତ୍ତାନି ଅଞ୍ଚଳରେ ଘଟିଥିବା ବେଳେ ଗିରଫ ହେବା ଡ଼ରରେ…
ଅଧିକ ଖବର ଦେଖନ୍ତୁ...

ପହଁରା ନ ଜାଣି ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ବିଗ୍‌ ବସ୍‌ ବିଜେତା ପ୍ରିନ୍ସ ନରୁଲାଙ୍କ ଭାଇ

ନୂଆଦିଲ୍ଲୀ : ସ୍ପିଲ୍‌ଟ୍ସଭିଲା, ରୋଡିଜ୍‌ ଏବଂ ବିଗ୍‌ ବସ୍‌-୯ ଭଳି ରିୟାଲିଟି ସୋ’ର ବିଜେତା ପ୍ରିନ୍ସ ନରୁଲାଙ୍କ ପରିବାର ଏବେ ଭାଙ୍ଗି ପଡ଼ିଥିବା ଜଣା ପଡ଼ିଛି । କାନାଡ଼ାରେ ରହୁଥିବା ପ୍ରିନ୍ସଙ୍କ ସଂପର୍କୀୟ ଭାଇ ରୂପେଶ ନରୁଲାଙ୍କ ହଠାତ୍‌ ବିୟୋଗ ପରିବାରକୁ ଶକ୍ତ ଝଟକା ଦେଇଛି । ପ୍ରିନ୍ସ ଏବଂ…
ଅଧିକ ଖବର ଦେଖନ୍ତୁ...

ଦୈନିକ ଖାଆନ୍ତୁ କେବଳ ୪ଟି ଆଲମଣ୍ଡ, ଦୂର ହେବ ଏହି ୪ଟି ଶାରୀରିକ ସମସ୍ୟା

ଆଲମଣ୍ଡ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ସକାଳୁ ଉଠି ଖାଲି ପେଟରେ ଆଲମଣ୍ଡ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ସହଜରେ ଦୂର ହୋଇ ଯାଇଥାଏ । ସବୁଠାରୁ ବଡ଼ କଥା ହେଲା ଆଲମଣ୍ଡ ଖାଇବା ଦ୍ୱାରା ମସ୍ତିଷ୍କ ସକ୍ରିୟ ଭାବେ କାମ କରିଥାଏ । ଆସନ୍ତୁ ଜାଣିବା ଏହାର ଫାଇଦା…
ଅଧିକ ଖବର ଦେଖନ୍ତୁ...

ହରର ଫିଲ୍ମ ‘ଆନାବେଲ କମ୍ସ ହୋମ୍‌’ ଦେଖୁଥିବା ବେଳେ ଚାଲିଗଲା ଜୀବନ

ନୂଆଦିଲ୍ଲୀ:  ଥାଇଲାଣ୍ଡକୁ ଛୁଟି କଟାଇବାକୁ ଯାଇଥିବା ବେଳେ ଜଣେ ୭୭ବର୍ଷୀୟ ବ୍ରିଟିଶ ବୃଦ୍ଧ ବର୍‌ନାର୍ଡ ଚାନିଂଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ବୁଲିବାକୁ ଯାଇଥିବା ବର୍‌ନାର୍ଡ କିଛି ଦିନ ତଳେ ରିଲିଜ୍‌ ହୋଇଥିବା ହରର ଫିଲ୍ମ 'ଆନାବେଲ କମ୍ସ ହୋମ୍‌'କୁ ଦେଖିବା ପାଇଁ ଚିନ୍ତା କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ବିଦାୟୀ ମ୍ୟାଚ୍‌ରେ ବାଂଲାଦେଶକୁ ୯୪ ରନ୍‌ରେ ପରାସ୍ତ କଲା ପାକିସ୍ତାନ, ସାହିନ୍‌ଙ୍କୁ ୬ ଓ୍ଵିକେଟ୍‌

ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ ୨୦୧୯ରେ ନିଜର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପ୍ରଶଂସନୀୟ ପ୍ରଦର୍ଶନ କରି ପାକିସ୍ତାନ ୯୪ ରନ୍‌ରେ ଶୁକ୍ରବାର ବାଂଲାଦେଶକୁ ପରାସ୍ତ କରିବା ସହିତ ବିଦାୟ ନେଇଛି। ପାକିସ୍ତାନ ନିଜର ଶେଷ ମ୍ୟାଚ୍‌କୁ ସ୍ମରଣୀୟ କରିପାରିଛି। ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଧୋତି ପିନ୍ଧିଥିଲେ ବୋଲି ଟ୍ରେନରେ ଚଢ଼ାଇଦେଲେନି ରେଲୱେ ପୁଲିସ

ଇଟାବା: ଉତ୍ତରପ୍ରଦେଶର ଇଟାବା ଦେଇ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସରେ ଆଜି ଜଣେ ବୃଦ୍ଧ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରାଯାଇଛି |ତାଙ୍କ ପାଖରେ ଟ୍ରେନ ଟିକଟ ଥିଲେ ବି ଟ୍ରେନରେ ଚଢ଼ିବାକୁ ଦିଆଯାଇନଥିଲା | ରେଳ ସୁରକ୍ଷା ବଳ ଓ ଟ୍ରେନ ଆଟେଣ୍ଡାଂଟ ତାଙ୍କୁ ଟ୍ରେନରେ ଯିବାକୁ ଦେଇନଥିଲେ | ଏହାର…
ଅଧିକ ଖବର ଦେଖନ୍ତୁ...

କଟକ ଶିଶୁ ଭବନରେ ଶେଷ ନିଶ୍ୱାସ ତ୍ୟାଗ କଲେ ଢେଙ୍କାନାଳର ଯୋଡା ଶିଶୁ କନ୍ୟା

ଭୁବନେଶ୍ୱର: ଜୀବନ ସଂଗ୍ରାମରେ ଶେଷରେ ହାରିଗଲେ ଢେଙ୍କାନାଳର ୨ ଶିଶୁ । କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଢେଙ୍କାନାଳ ଯୋଡା ଶିଶୁକନ୍ୟା । ମିଳିଥିବା ସୂଚନା ଅନୁସାରେ ଏହି ଯୋଡା ଶିଶୁ ଢେଙ୍କାନାଳର । ଜନ୍ମ ହେବା ପରେ ଉଭୟ ଶିଶୁ ପରସ୍ପର ସହ ଯୋଡି ହୋଇ ରହିଥିଲେ । ଏହା…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜ: ସଡ଼କ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀ ମୃତ, ଜଣେ ଗୁରୁତର

ବାରିପଦା: ମୟୂରଭଂଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କମାରଡ଼ିହା ରାସ୍ତାର ବେତନାଠିଆରେ ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ହେବାରୁ ୨ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ସମର୍ଥନ କରୁଥିବାରୁ ମୋତେ ଫିଲ୍ମ ମିଳୁ ନାହିଁ: ଅନୁପମ ଖେର୍‌

ମୁମ୍ବାଇ : ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି ଦିଗ୍ଗଜ ଅଭିନେତା ଅନୁପମ ଖେର୍‌ । କିନ୍ତୁ ଏବେ ତାଙ୍କୁ ଫିଲ୍ମ ମିଳୁ ନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ଶୁକ୍ରବାର ରିଲିଜ ହୋଇଥିବା ତାଙ୍କର କମ ବଜେଟର ଫିଲ୍ମ ଓ୍ଵାନ୍‌ ଡେ ଜଷ୍ଟିସ ଡେଲିଭର୍ଡକୁ ମଧ୍ୟ ଦର୍ଶକଙ୍କ…
ଅଧିକ ଖବର ଦେଖନ୍ତୁ...