Daily Archives

July 6, 2019

ସିବିଆଇ ପାଇଁ ଅଲୋଡ଼ା ହେଲେ ଆଇପିଏସ୍‌ ଅଧିକାରୀ: ଅତିରିକ୍ତ ନିର୍ଦ୍ଦେଶକ ପଦରୁ ବିଦା ହେଲେ ଏମ୍‌. ନାଗେଶ୍ୱର ରାଓ

ନୂଆଦିଲ୍ଲୀ: ଛଅ ମାସ ତଳେ ମୋଦୀ ସରକାରର ପ୍ରିୟ ଅଫିସର ଥିଲେ। ହେଲେ ଛଅ ମାସ ପରେ ଅଲୋଡା ହୋଇପଡିଲେ ଆଇପିଏସ ନାଗେଶ୍ୱର ରାଓ। ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ପଦରୁ ହଟାଇ ନାଗେଶ୍ୱର ରାଓଙ୍କୁ ଅଗ୍ନିଶମ, ସିଭିଲ୍‌ ଡିଫେନ୍‌ସ ଓ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ସିବିଆଇର ଟପ…
ଅଧିକ ଖବର ଦେଖନ୍ତୁ...

ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତ କରନ୍ତୁ ନାହିଁ ଏ ସବୁ ଭୁଲ

ଅଧିକ ଖାଇବା ଦ୍ୱାରା ଲୋକମାନେ ମୋଟାପଣର ଶିକାର ହୋଇଥାନ୍ତି ବୋଲି ଭାବିଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ । ମୋଟାପଣର କାରଣ ହେଉଛି ମେଟାବଲିଜିମ ଦୁର୍ବଳ ହେବା । ମେଟାବଲିଜିମ ଦୁର୍ବଳ ହେଲେ ଖାଦ୍ୟ ଫ୍ୟାଟ୍‌ ଆକାରରେ ଶରୀରରେ ଜମା ହେବାକୁ ଲାଗିଥାଏ । ଏହା ସହ ହରମୋନ ଅସନ୍ତୁଳନ ହେଲେ…
ଅଧିକ ଖବର ଦେଖନ୍ତୁ...

୧୦ଦିନ ଧରି ଅଖିଆ ଅପିଆ ପଡ଼ି ରହିଥିବା ଯୁବକଙ୍କୁ ନୂଆ ଜୀବନ ଦେଲେ ଟ୍ରାଫିକ୍‌ ପୁଲିସ

ମୁମ୍ବାଇ : ଦୁନିଆରେ ପ୍ରତିଦିନ ଏଭଳି ଅନେକ ଘଟଣା ଘଟୁଛି । ପ୍ରତିଦିନ ଖବର କାଗଜରେ ଦୁଷ୍କର୍ମ ଭଳି ଅମାନବୀୟ କାଣ୍ଡର ବିଭିନ୍ନ ଖବର ପଢ଼ିବାକୁ ମିଳିଥାଏ । ଏହାକୁ ପଢ଼ି ସମାଜରେ ଲୋକମାନଙ୍କ ମଧ୍ୟରେ ଆଉ ମାନବିକତା ନାହିଁ ବୋଲି ମନ ହୋଇଥାଏ । କିନ୍ତୁ ଏତେ ସବୁ ମଧ୍ୟରେ ମୁମ୍ବାଇରେ ଏକ ଏଭଳି…
ଅଧିକ ଖବର ଦେଖନ୍ତୁ...

ତାପ୍‌ସୀଙ୍କ ପରେ ଦୀପିକାଙ୍କୁ ଟାର୍ଗେଟ କଲେ ରଙ୍ଗୋଲି, କହିଲେ; ଅବସାଦଗ୍ରସ୍ତ ବୋଲି କହି କେବଳ ପବ୍ଲିସିଟି କରୁଛନ୍ତି

ମୁମ୍ବାଇ : ଏଇ କିଛି ଦିନ ହେଲାଣି ଅଭିନେତ୍ରୀ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ବଲିଉଡ୍‌ କଳାକାରମାନଙ୍କୁ ଟାର୍ଗେଟ କରୁଥିବା ଦେଖା ଯାଇଛି। କିଛି ଦିନ ତଳେ ସେ ତାପ୍‌ସୀଙ୍କୁ କଙ୍ଗନାଙ୍କ ଶସ୍ତା କପି ବୋଲି କହିଥିବା ବେଳେ ଏବେ ସେ ବଲିଉଡ୍‌ର ମସ୍ତାନୀ ଦୀପିକାଙ୍କୁ ଟାର୍ଗେଟ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ହରାଇ ଅଙ୍କ ତାଲିକାର ଶୀର୍ଷରେ ପହଂଚିଲା ଭାରତ, ରୋହିତ-ରାହୁଲ ଯୋଡ଼ିଲେ…

ଲିଡସ୍‌: ଆଇସିସି ବିଶ୍ୱକପ୍‌ ୨୦୧୯ରେ ନିଜର ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତ ଏକତରଫା ବିଜୟ ହାସଲ କରିଛି। ଓପନର ରୋହିତ ଶର୍ମା (୧୦୩ ରନ୍‌, ୯୪ ବଲ, ୧୪ ଚୌକା, ୨ ଛକା) ଓ ଲୋକେଶ ରାହୁଲ (୧୧୧ ରନ୍‌, ୧୧୮ ବଲ୍‌, ୧୧ ଚୌକା, ୧ଛକା)ଙ୍କ ଶତକ ବଳରେ ଭାରତ ୭ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ…
ଅଧିକ ଖବର ଦେଖନ୍ତୁ...

ସାମ୍ନାକୁ ଆସିଲା ଫିଲ୍ମ ‘୮୩’ର ପ୍ରଥମ ପୋଷ୍ଟର, ରଣବୀରଙ୍କ ରୂପ ଦେଖି ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର ସିଂହ ନିଜ ଜନ୍ମଦିନ ଅବସରରେ ଆଗାମୀ ଫିଲ୍ମ '୮୩'ରେ ଥିବା ନିଜ ଲୁକ୍‌କୁ ସେୟାର କରିଛନ୍ତି । ଏହି ଫିଲ୍ମରେ ସେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ପ୍ରଥମ ପୋଷ୍ଟରରେ ରଣବୀରଙ୍କୁ କପିଲ ଦେବଙ୍କ ଅବତାରରେ ଦେଖି ତାଙ୍କ…
ଅଧିକ ଖବର ଦେଖନ୍ତୁ...

କୁକୁର ସହ ଅପ୍ରାକୃତିକ ଯୌନକ୍ରିୟା କରି ଗିରଫ ହେଲେ ୩ ଅଭିଯୁକ୍ତ

ଲକ୍ଷ୍ନୌ : ଆଜିକାଲି ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବାରୁ ସରକାର ଚିନ୍ତାରେ । କଡ଼ା ଆଇନ ପ୍ରୟଣନ ସତ୍ତ୍ୱେ ମଧ୍ୟ ଅଭିଯୁକ୍ତମାନେ ଅପରାଧ କରିବାକୁ ଡ଼ରୁ ନାହାନ୍ତି । ମହିଳା ଏବଂ ଶିଶୁମାନେ ଏଭଳି ଦାନବଙ୍କ ଶିକାର ହେଉଥିବା ବେଳେ ଏବେ ନିରୀହ କୁକର ଦୁଷ୍କର୍ମର ଶିକାର ହେବା ଘଟଣା ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ରେହିତଙ୍କ ପରେ ରାହୁଲଙ୍କ ଶତକ

ଲିଡସ୍‌: ଆଇସିସି ବିଶ୍ୱକପ୍‌ ୨୦୧୯ରେ ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ପରେ ସାଥୀ ଖେଳାଳି ଲୋକେଶ ରାହୁଲ ଶନିବାର ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଛନ୍ତି। ଲୋକେଶ ବିଶ୍ୱକପରେ ପ୍ରଥମ ଶତକ ହାସଲ କରିଥିବା ବେଳେ କ୍ୟାରିୟରରେ ୨ୟ ଶତକ ହାସଲ କରିଛନ୍ତି। ଶତକ ହାସଲ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ହୋଟେଲ ମାଲିକଙ୍କୁ ନେଇ ଇଶାଙ୍କ ଆରୋପ, କହିଲେ; ସେ ଆଖିରେ ମୋ ସହ ଦୁଷ୍କର୍ମ କରୁଥିଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା ଏକ ହୋଟେଲ ମାଲିକଙ୍କ ଉପରେ ନିଜ ସହ ଅନୁଚିତ ବ୍ୟବହାର କରିଥିବା ନେଇ ଆରୋପ ଲଗାଇଛନ୍ତି । ଫିଲ୍ମ ରିଳିଜ୍‌ ହେବା ପରେ ନିଜ ବନ୍ଧୁଙ୍କ ସହ ଦିନଟିକୁ ବିତାଇବା ପାଇଁ ହୋଟେଲ ପହଞ୍ଚିଥିଲେ ଇଶା । ସେଠାରେ ହୋଟେଲର ମାଲିକ ରୋହିତ ବିଗ୍‌ ତାଙ୍କୁ ଖରାପ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ପରେ ଠକାମୀର ଶିକାର ହେଲେ ଟିଏମ୍‌ସି ସାଂସଦ ନୁସରତ ଜହାଁଙ୍କ ସ୍ୱାମୀ ନିଖିଲ, ଏବେ କରୁଛନ୍ତି ପଶ୍ଚାତାପ

କୋଲକତା : ତୃଣମୁଳ କଂଗ୍ରେସ ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସ୍‌ରତ ଜହାଁଙ୍କ ସ୍ୱାମୀ ନିଖିଲ ଜୈନ୍‌ ବଡ଼ ଠକାମୀର ଶିକାର ହୋଇଥିବା ଜଣାପଡ଼ିଛି । ଭିଆଇପି ନମ୍ବର ଦେବାକୁ କହି ଅଭିଯୁକ୍ତମାନେ ତାଙ୍କ ଠାରୁ ୪୫ହଜାର ଟଙ୍କା ଠକି ନେଇଛନ୍ତି । ଅଭିଯୁକ୍ତମାନେ ନିଖିଲଙ୍କୁ ତାଙ୍କ ପସନ୍ଦର ନମ୍ବର…
ଅଧିକ ଖବର ଦେଖନ୍ତୁ...