Daily Archives

July 7, 2019

କୋରାପୁଟ: ଲଣ୍ଡା ପାହାଡ଼ରେ ୨୦ ହଜାର ଚାରାରୋପଣ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକକୁ ସବୁଜ ସୁନ୍ଦର ବ୍ଲକ ଗଢି ତୋଳିବା ଉଦ୍ଦେଶ୍ୟ ନେଇଁ ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ମାସର ପ୍ରଥମ ସପ୍ତାହରେ ବନବିଭାଗ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଚଳିତ ବର୍ଷ ଚମ୍ପି ଗ୍ରାମପଞ୍ଚାୟତ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳରେ କଳାକୁକୁର ଆତଙ୍କ: ଦିନକରେ ୪୦ ଘାଇଲା, ତିନିମାସରେ ଆହତ ହେଲେଣି ୨୩୨୯

ଅନୁଗୁଳ: ଅନୁଗୁଳ ସହରରେ କଳା କୁକୁର ଆତଙ୍କ ଏବେ ସହରବାସୀଙ୍କ ଲାଗି ଚିନ୍ତାର କାରଣ ହୋଇଛି। ଅନୁଗୁଳ ସହରରେ ଶନିବାର ସକାଳେ ପ୍ରାୟ ୨୪ ଜଣ ଲୋକ କୁକୁର କାମୁଡାରେ ଆହତ ହୋଇଛନ୍ତି। ଆହତମାନଙ୍କ କହିବାନୁସାରେ କାମୁଡୁଥିବା କୁକୁରଟି କଳା ରଂଗର। ତେବେ ଏହା ଗୋଟିଏ ନା କଳା ରଂଗର ଭିନ୍ନ ଭିନ୍ନ…
ଅଧିକ ଖବର ଦେଖନ୍ତୁ...

ମିଠା ଜାତୀୟ ଖାଦ୍ୟ ଖାଇବା ବନ୍ଦ କଲେ ଶରୀରରେ ଆସିବ ଏହି ୪ଟି ବଡ଼ ପରିବର୍ତ୍ତନ

ମିଠା ଖାଇବା ବା ମିଠା ଜାତୀୟ ଖାଦ୍ୟ ଖାଇବା ସମସ୍ତଙ୍କୁ ପସନ୍ଦ । ଭାରତରେ ୧୦୦ରୁ ୮୦ପ୍ରତିଶତ ଲୋକ ମିଠା ଖାଇବାକୁ ଭଲ ପାଇଥାନ୍ତି । କିଛି ଲୋକ ମିଠା ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଆଇସକ୍ରିମ୍‌ ବା ମିଲ୍‌କସେକ୍‌ ଖାଇବାକୁ ପସନ୍ଦ କରନ୍ତି । ଯଦି ଆପଣ ମିଠା ବା ମିଠା ଜାତୀୟ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ବ୍ରେନ୍‌ ଡେଡ୍‌ ହୋଇଗଲେ ସ୍ୱାମୀ, ୪ଟି ଅଙ୍ଗଦାନ କରିବାର ଅନୁମତି ଦେଇ ଅନ୍ୟର ଜୀବନ ବଞ୍ଚାଇଲେ ପତ୍ନୀ

ଥାନେ: ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ଥାନେର ଜଣେ ଯୁବକଙ୍କ ବ୍ରେନ ଡେଡ୍‌ ହୋଇ ଯାଇଥିଲା । କିନ୍ତୁ ସ୍ୱାମୀ ମରିଯିବାର ଦୁଃଖକୁ ଚାପି ପତ୍ନୀ ଯେଉଁ କାମ କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ସମୟରେ ମୃତ୍ୟୁ ହେବା ପରେ ମଧ୍ୟ ପରିବାର ଲୋକେ ଅଙ୍ଗଦାନ କରିବାକୁ ଅନୁମତି…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିକୁ ନେଇ ଟୁଇଟ୍‌ କଲେ ଅକ୍ଷୟ କୁମାର, ଲୋକେ କହିଲେ; ମୁମ୍ବାଇ ନୁହେଁ, କାନାଡାରେ ଯାଇ ଉପଦେଶ ଦିଅ

ମୁମ୍ବାଇ : ଫିଲ୍ମରୁ ସମୟ ବାହାର କରି ଏବେ ଅକ୍ଷୟ କୁମାର ନିଜ ପରିବାର ସହ ଲଣ୍ଡନରେ ସମୟ ବିତାଉଛନ୍ତି । ଛୁଟି କଟାଇବା ସହ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ଅଛନ୍ତି ଅକ୍ଷୟ । କିଛି ଦିନ ତଳେ ବିଏମ୍‌ସି ଟୁଇଟ୍‌ରରେ ଆକାଉଣ୍ଟ ଖୋଲିଥିବା ବେଳେ ଏ ନେଇ ଶନିବାର ଟୁଇଟ୍‌ କରି ଜଣାଇଥିଲେ ଅକ୍ଷୟ ।…
ଅଧିକ ଖବର ଦେଖନ୍ତୁ...

ସିରିଞ୍ଜରେ ନିଜ ଶରୀରରୁ ରକ୍ତ ବାହାର କରି ଗଣଦୁଷ୍କର୍ମର କାହାଣୀ ରଚିଥିଲେ ମହିଳା, ଏଭଳି ସାମ୍ନାକୁ ଆସିଲା ପୂରା ଘଟଣା

ଅମରୋହା : ଉତ୍ତରପ୍ରଦେଶର ଅମରୋହାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଡ଼ାକ୍ତରଖାନାର ସଞ୍ଚାଳିକା ନିଜ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ପୁଲିସରେ ମିଥ୍ୟା ଅଭିଯୋଗ କରିବା ସହ ୪ଜଣଙ୍କୁ ଗିରଫ କରାଇଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କିନ୍ତୁ ମେଡିକାଲ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ରାଇଫେଲ ସୁଟର ଲାଇସେନ୍ସ ପାଇବାର ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ବନିଲେ ଡେଜି ଶାହା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଡେଜି ଶାହାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର । ଅଭିନେତ୍ରୀ ସହ ତାଙ୍କୁ ଏବେ ରାଇଫଲ ସୁଟର ଭାବରେ ମଧ୍ୟ ଲୋକେ ଜାଣିବେ । ଏବେ ଡେଜି ରାଇଫେଲ ସୁଟର ଲାଇଲେନ୍ସ ପାଇବାର ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ବନି ଯାଇଛନ୍ତି । ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍‌…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ ଜିଲ୍ଲା କଂଜ୍ୟୁମର ଫୋରମ: ୧୪ ମାସ ହେଲା ସଭାପତି ପଦ ଖାଲି, ନ୍ୟାୟ ପାଉ ନାହାନ୍ତି ଉପଭୋକ୍ତା

ଫୁଲବାଣୀ: କନ୍ଧମାଳ ଜିଲ୍ଲା କଂଜ୍ୟୁମର ଫୋରମର ସଭାପତି ପଦ ୧୪ ମାସ ହେଲା ଖାଲି ପଡି ଥିଲେ ବି ନୂତନ ନିଯୁକ୍ତି ଦିଆଯାଉନି। ଯାହା ଫଳରେ ଗଦାଗଦା ମାମଲା ଫଇସଲା ନ ହୋଇ ପଡି ରହିଛି। ଆଉ ନୂତନ ମାମଲା ବି ରୁଜୁ ହୋଇ ପାରି ନାହିଁ। ସଭାପତି କେହି ନଥିବାରୁ ଉପଭୋକ୍ତ ନ୍ୟାୟ ପାଇବାରୁ ବଞ୍ଚିତ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ସିଦ୍ଧରମିୟା ହେବେ ନୂତନ ମୁଖ୍ୟମନ୍ତ୍ରୀ!, ଜେଡିଏସ ବିଧାୟକ କହିଲେ- ଆମକୁ ଅସୁବିଧା ନାହିଁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ୧୩ ମାସର ପୁରୁଣା କଂଗ୍ରେସ-ଜନତା ଦଳ (ଏସ୍‌)ର ମେଣ୍ଟ ସରକାରକୁ ବଂଚାଇବା ପାଇଁ ଉଦ୍ୟମ ଚାଲିଛି। ପାର୍ଟିର ଜଣେ ପଦାଧିକାରୀ ରବିବାର କହିଛନ୍ତି, ଇସ୍ତଫା ଦେଇଥିବା କଂଗ୍ରେସ ଓ ଜେଡିଏସ ବିଧାୟକଙ୍କ ଇସ୍ତଫା ଫେରାଇ ନେବାକୁ ଉଦ୍ୟମ କରାଯାଉଛି। କଂଗ୍ରେସ ସରକାର…
ଅଧିକ ଖବର ଦେଖନ୍ତୁ...

ପ୍ରାତଃ ଭୋଜନ ପାଇଁ ହୋଟେଲରେ ପହଞ୍ଚିଲେ ବ୍ୟବସାୟୀ, ଖାଦ୍ୟ ନ ଦେଇ ମୁହଁରେ ଗରମ ତେଲେ ଢ଼ାଳିଦେଲା ରୋଷେୟା

ହାଇଦ୍ରାବାଦ୍‌ : ଆଜି କାଲି ବିଭିନ୍ନ ରେସ୍ତୋରାଁ ବା ହୋଟେଲରେ ଖାଦ୍ୟ ଖାଇବା ପାଇଁ ଲୋକମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି । ବଡ଼ ବଡ଼ ହୋଟେଲରେ ଯଦି କେହି ଭୋକିଲା ପହଞ୍ଚିଥିବ, ତେବେ ତାହାର ଭୋକ ମରିଯିବା ପରେ ଯାଇ ତାକୁ ଖାଦ୍ୟ ମିଳିଥାଏ । ତେବେ ଏଭଳି  ଘଟଣା କିଛି ନୂଆ…
ଅଧିକ ଖବର ଦେଖନ୍ତୁ...