Daily Archives

July 7, 2019

ଜୟପୁରରୁ ନିଖୋଜ ଯୁବକ ଭୁବନେଶ୍ୱର ହୋଟେଲରୁ ଠାବ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଜୟପୁରରୁ ନିଖୋଜ ଯୁବକ ଭୁବନେଶ୍ୱରସ୍ଥିତ ଏକ ହୋଟେଲରୁ ଠାବ କରାଯାଇଛି। ସ୍ଥାନୀୟ ୟୁନିଟ-୨ସ୍ଥିତ ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ପଛପଟରେ ବିଶ୍ୱାଳ ହୋଟେଲରୁ ନବରଂଗପୁର ଜିଲ୍ଲାର ଝରିଗାଁ ବ୍ଲକର କୁନିନାଲ ଗ୍ରାମର ରାଜୁ ସାନ୍ତା ଜୟପୁରରୁ ନିଖୋଜ ହୋଇଥିଲେ। ସେ…
ଅଧିକ ଖବର ଦେଖନ୍ତୁ...

ଆଜିକାଲି ସରକାରଙ୍କ ଭୁଲ କ’ଣ ତାହା ଜଣାଇଲେ ଲୋକଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଛି : ଶବାନା ଆଜମୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀ ବିଜେପି ସରକାରକୁ ସମାଲୋଚନା କରିଛନ୍ତି । ତାଙ୍କ ଅନୁଯାୟୀ, ଦେଶର ଭଲ ଭବିଷ୍ୟତ ପାଇଁ ଆମର ଭୁଲ କ’ଣ, ତାହା ଆମକୁ ପ୍ରଥମେ ସ୍ୱୀକାର କରିବା ଦରକାର । କିନ୍ତୁ ଆମେ ସରକାରଙ୍କ ଭୁଲ ସାମ୍ନାକୁ ଆଣିବାକୁ ଚାହିଁଲେ, ଆମକୁ ଦେଶଦ୍ରୋହୀ ବୋଲି କହି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଯୁବକଙ୍କ ଉପରେ ଚଢିଗଲା ଟ୍ରକ, ଜଣେ ମୃତ, ୨ ଆହତ

ଭଦ୍ରକ: ବନ୍ତ ଥାନା ଅନ୍ତର୍ଗତ ବନ୍ତ ବଜାର ନିକଟସ୍ଥ କେନାଲ ଛକରେ ରବିବାର ଟ୍ରକ ଚଢ଼ି ଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତ ଯୁବକ ବସନ୍ତ ଜେନାଙ୍କର ଘର ଅଫଙ୍ଗା ପଂଚାୟତର ଅରଝଟିଆ ଗ୍ରାମ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଆହତ ଅନ୍ୟ ୨ ଜଣଙ୍କୁ ହସ୍‌ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କଲେ ଯୁବକ, ମାଡ଼ ମାରି ଦୁଇ ଆଙ୍ଗୁଠି ଭାଙ୍ଗିଦେଲା ପୁଲିସ

ମଣିପୁରୀ: ଉତ୍ତରପ୍ରଦେଶରେ ଥିବା ବିଛଓ୍ଵନ ପୁଲିସ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ସ୍ତ୍ରୀ ସହ ଘଟିଥିବା ଅପରାଧର ଅଭିଯୋଗ ପୁଲିସ ଆଗରେ କରିଥିଲେ ସ୍ୱାମୀ । ଅଭିଯୋଗ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୁଲିସକର୍ମୀମାନେ ଅଭିଯୋଗକାରୀଙ୍କ ସହ ଥାର୍ଡ ଡିଗ୍ରୀ…
ଅଧିକ ଖବର ଦେଖନ୍ତୁ...

ନାନା ପାଟେକରଙ୍କୁ ମିଳିଥିବା କ୍ଲିନ୍‌ ଚିଟ୍‌ ବିରୋଧରେ ପିଟିସନ ଦାୟର କରିବେ ତନୁଶ୍ରୀ

ମୁମ୍ବାଇ: କିଛି ଦିନ ତଳେ ତନୁଶ୍ରୀ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ବେଳେ ପ୍ରମାଣ ଅଭାବରୁ ଓଶିଓ୍ଵାରା ପୁଲିସ ନାନାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲା । ଯାହାକୁ ଏବେ ବିରୋଧ କରି ପିଟିସନ ଦାୟର କରିବେ ତନୁଶ୍ରୀ । ତନୁଶ୍ରୀଙ୍କ ଓକିଲ ନୀତିନ ସନପୁତେ ରବିବାର…
ଅଧିକ ଖବର ଦେଖନ୍ତୁ...

ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ ଲିମିଟେଡ୍‌ କମ୍ପାନି ଦ୍ୱାରା ପୁଣି ଥରେ ୩,୮୦୦କୋଟି ଠକେଇର ଶିକାର ହେଲା ପିଏନ୍‌ବି

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ନିରବ ମୋଦୀ ଏବଂ ମେହୁଲ ଚୋକ୍ସି ଗତବର୍ଷ ପିଏନ୍‌ବିରୁ ଟଙ୍କା ଋଣ ନେବା ପରେ ଫେରାଇବାରେ ଅସମର୍ଥ ହୋଇଥିଲେ । ଟଙ୍କା ଦେବାକୁ ପଡ଼ିବ ବୋଲି ଦୁହେଁ ଭାରତ ଛାଡ଼ି ବିଦେଶ ଚାଲି ଯାଇଥିଲେ । ଯାହା ଦ୍ୱାରା ପିଏନ୍‌ବିକୁ ୧୧,୪୦୦କୋଟିର କ୍ଷତି ସହିବାକୁ ପଡ଼ିଥିଲା । ଏବେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। କୌଣସି ମିତ୍ରଙ୍କ ସହିତ ଲାଗି ରହିଥିବା ତିକ୍ତତା ଶେଷ ହେବ। ଜମି ଦଲାଲଙ୍କ ସହିତ ନୂଆ ସଉଦା ଚୂଡ଼ାନ୍ତ ହେବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଧଳା। ଆରାଧନା:…
ଅଧିକ ଖବର ଦେଖନ୍ତୁ...

ବିର୍ସାମୁଣ୍ଡା ଜାତୀୟ ଟାଇକୋଣ୍ଡୋ ଚାମ୍ପିଅନସିପ୍‌: କନ୍ଧମାଳର ୩ ଖେଳାଳୀଙ୍କୁ ମିଳିଲା ବ୍ରୋଞ୍ଜ ପଦକ, ଜଣଙ୍କୁ ସିଲଭର

ଫୁଲବାଣୀ: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିଠାରେ ଗତ ୪ରୁ ଅନୁଷ୍ଠିତ ଜାତୀୟ ଟାଇକୋଣ୍ଡୋ ଚାମ୍ପିଅନସିପରେ କନ୍ଧମାଳର ଖେଳାଳୀଙ୍କୁ ସଫଳତା ମିଳିଛି। ଏହି ଚାମ୍ପିିଅନସିପରେ ଖେଳିବାକୁ ଯାଇଥିବା ୧୧ ଜଣ ଖେଳାଳୀଙ୍କ ମଧ୍ୟରୁ ଉନ୍ନନମାନର ଖେଳ ପ୍ରଦର୍ଶନ କରି ୪ ଜଣ ଖେଳାଳୀ ପଦକ ହାସଲ କରିଛି। ସେଥି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଲେ ମିଲନ୍ଦ ଦେଓରା

ମୁମ୍ବାଇ: ମିଲନ୍ଦ ଦେଓରା ମୁମ୍ବାଇର କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗତ ଲୋକସଭା ନିର୍ବାଚନରେ ଦଳ ଦୟନୀୟ ଭାବେ ହାରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେବା ପରେ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହିଛନ୍ତି। ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଚୋରି କିମ୍ବା ହଜି ଯାଇଥିବା ଫୋନ୍‌କୁ ସହଜରେ ପାଇବା ପାଇଁ ସରକାର ଖୁବ୍‌ ଶୀଘ୍ର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି

ନୂଆଦିଲ୍ଲୀ: ଆପଣଙ୍କ ଫୋନ୍‌ ଚୋରି ହୋଇଗଲେ କିମ୍ବା ହଜି ଯାଇଥିଲେ ସହଜରେ ତାହା ମିଳି ନଥାଏ। ଏନେଇ ପୁଲିସରେ ଅଭିଯୋଗ ଦେଇଥିଲେ ବି କୌଣସି ସୁଫଳ ମିଳି ନଥାଏ। ଏଣିିକି ସରକାରଙ୍କ ନୂଆ ପଦକ୍ଷେପ ହେତୁ ଆପଣଙ୍କ ଫୋନ୍‌ ଚୋରି ହୋଇଗଲେ କିମ୍ବା ହଜି ଗଲେ ସହଜରେ ତାହାକୁ ପାଇ ପାରିବେ ବୋଲି…
ଅଧିକ ଖବର ଦେଖନ୍ତୁ...