Daily Archives

July 8, 2019

ଦରକାର ଠାରୁ ଅଧିକ ପାଣି ପିଅନ୍ତୁ ନାହିଁ, ଉପୁଜିପାରେ କିଡ୍‌ନୀ ସମସ୍ୟା

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦିନକୁ ୮-୧୦ଗ୍ଲାସ ପାଣି ନିହାତି ପିଇବା ଆବଶ୍ୟକ । କିନ୍ତୁ ବେଳେ ବେଳେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ଅନେକ ଶରୀରିକ ସମସ୍ୟା ଦେଖା ଯାଇଥାଏ । ଦିନକୁ ଦରକାର ଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀକୁ ଦରକାର ଠାରୁ ଅଧିକ କାମ…
ଅଧିକ ଖବର ଦେଖନ୍ତୁ...

ଝିଅ ଭଳି ଚାଲିଚଳନ ଥିବାରୁ ପରିହାସ କରୁଥିଲେ ଲୋକେ, ଫେସ୍‌ବୁକ୍‌ରେ ସୁଇସାଇଡ୍‌ ନୋଟ ଲେଖି ଆତ୍ମହତ୍ୟା କଲେ ଯୁବକ

ଚେନ୍ନାଇ : ଜୁଲାଇ ୨ରେ ଦୁଇଟି ଫେସ୍‌ବୁକ ପୋଷ୍ଟ କରି ଆତ୍ମହତ୍ୟା କରିଥିଲେ ମୁମ୍ବାଇ ବାସିନ୍ଦା ଅବିଂଶୁ ପଟେଲ ଓରଫ ଅବି । ଗୋଟେ ଇଂରାଜୀ ଭାଷାରେ ଲେଖି ପୋଷ୍ଟ କରିଥିବା ବେଳେ ଅନ୍ୟ ପୋଷ୍ଟଟି ହିନ୍ଦୀ ଭାଷାରେ ଲେଖିଥିଲେ ଅବି । ଚେନ୍ନାଇରେ ସେ ଚାକିରି କରୁଥିବା ବେଳେ ଜୁଲାଇ ୩ରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ମୀରାଙ୍କ ଏହି ଫଟୋ ନିଜ ଫୋନରେ ସେଭ୍‌ କରିଥିଲେ ଶାହିଦ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତ ରବିବାର ନିଜ ଚତୁର୍ଥ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ଖାସ ଦିନକୁ ଆହୁରି ଖାସ୍‌ କରିବା ପାଇଁ ପ୍ରଥମେ ରୋମାନଟିକ୍‌ ଫଟୋ ସେୟାର କରି ଶାହିଦଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୀରା । ଏହା ପରେ ପରେ ଶାହିଦ ମୀରାଙ୍କ ପୁରୁଣା…
ଅଧିକ ଖବର ଦେଖନ୍ତୁ...

ଦିନ ସାରା ବସି ପବ୍‌ଜୀ ଖେଳୁଥିବାରୁ ରାଗରେ ଫୋନ ଭାଙ୍ଗିଦେଲେ ମା’, ଆତ୍ମହତ୍ୟା କଲା ପୁଅ

ଚଣ୍ଡିଗଡ଼ : ମୋବାଇଲ ଗେମ୍‌ ପବ୍‌ଜୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ ଅନେକ ତର୍କ ହୋଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଦିନକୁ ଦିନ ଏହି ଗେମ୍‌ ପାଇଁ ପିଲାମାନଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ହାରିଯିବା ଡ଼ରରେ…
ଅଧିକ ଖବର ଦେଖନ୍ତୁ...

ଅଫିସରଙ୍କୁ ନବୀନଙ୍କ ପରାମର୍ଶ, ଜନକଲ୍ୟାଣକୁ ଗୁରୁତ୍ୱ ଦିଅ

ଭୁବନେଶ୍ୱର : ଫାଇଭ-ଟି ମାଧ୍ୟମରେ ଲୋକଙ୍କ କଲ୍ୟାଣରେ ବିଶ୍ୱାସ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଏସପି ଓ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ସମସ୍ତ ବିଭାଗର ସଚିବ,ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବ, ପୁଲିସ ଡିଜି ଓ ମୁଖ୍ୟ ସଚିବଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ସାଇନ୍‌ କରିବା ଶୁଣି ତାପ୍‌ସୀଙ୍କୁ ଅଭିନୟ ଆସେ ନାହିଁ ବୋଲି କହିଲେ ବ୍ୟବହାରକାରୀ, ଜବାବ ମିଳିଲା; ଏବେ ଆଉ କିଛି…

ମୁମ୍ବାଇ : ସାଉଥ ଇଣ୍ଡଷ୍ଟ୍ରୀରୁ ଆସି ବଲିଉଡ୍‌ରେ ଏବେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ଲାଗି ପଡ଼ିଛନ୍ତି ଅଭିନେତ୍ରୀ ତାପ୍‌ସୀ ପନ୍ନୁ । ପିଙ୍କ, ମନମର୍ଜିୟାଁ ଏବଂ ବଦଲା ଭଳି ଭିନ୍ନ କାହଣୀର ଫିଲ୍ମ କରି ସେ ଏବେ ବଲିଉଡ୍‌ର ଅନେକ ଆଗ ଧାଡ଼ିର କଳାକାରଙ୍କୁ ଟକ୍କର ଦେବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ : ୧୪ ବିଧାୟକଙ୍କୁ ମୁମ୍ବାଇରୁ ଗୋଆ ପଠାଇଲା କଂଗ୍ରେସ

ବାଙ୍ଗାଲୋର : କର୍ଣ୍ଣାଟକରେ ରାଜନୈତିକ ସଂକଟ ଦିନକୁ ଦିନ ଅଧିକ ଗଭୀର ହେଉଛି । କଂଗ୍ରେସରେ ଅସନ୍ତ୍‌ୁଷ୍ଟଙ୍କ ସଂଖ୍ୟା ବଢିଚାଲିଛି । କଂଗ୍ରେସ ବିଧାୟକ ରୋସନ ବୈଗ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବାକୁ ଧମକ ଦେଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ-ଜେଡିଏସ ପକ୍ଷରୁ ୧୪ ଜଣ ବିଧାୟକଙ୍କୁ…
ଅଧିକ ଖବର ଦେଖନ୍ତୁ...

‘କେବେ କେବେ ଘର ଖାଦ୍ୟ ମଧ୍ୟ ଖାଇବା ଦରକାର’, ଜାଣନ୍ତୁ କ’ଣ ପାଇଁ ଏଭଳି ଟୁଇଟ୍‌ କଲା ଜୋମାଟୋ

ନୂଆଦିଲ୍ଲୀ: ଫୁଡ୍‌ ଡେଲିଭରୀ କମ୍ପାନି ଜୋମାଟୋ ଅନେକ ସମୟରେ ବିବାଦରେ ରହିଥାଏ । ଖାଦ୍ୟର ମାନ ଠିକ ନଥିବା ହେଉ ବା ଭୁଲ ଖାଦ୍ୟ ଡେଲିଭର କରିବା ହେଉ, ଏଭଳି ଅନେକ କାରଣ ପାଇଁ ଜୋମାଟୋ ବିବାଦରେ ରହିଥିବା ବେଳେ ଏବେ ନିଜ ଟୁଇଟ୍‌ ପାଇଁ ଚର୍ଚ୍ଚାରେ ରହିଛି । ଜୁଲାଇ ୩ରେ ଜୋମାଟୋ କରିଥିବା…
ଅଧିକ ଖବର ଦେଖନ୍ତୁ...

ତୈଳ ଦର ବୃଦ୍ଧିକୁ ନେଇ କଣ୍ଠଶିଳ୍ପୀ ହାର୍ଡ କୌରଙ୍କ ବୟାନ; ଯେଉଁମାନେ କଂଗ୍ରେସ ସରକାର ସମୟରେ ଦର ବୃଦ୍ଧିକୁ ବିରୋଧ…

ମୁମ୍ବାଇ : ବଲିଉଡ୍‌ କଣ୍ଠଶିଳ୍ପୀ ଏବଂ ରାପର ହାର୍ଡ କୌର ଏବେ ପୁଣି ଥରେ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆର୍‌ଏସ୍‌ଏସ୍‌ର ମୁଖ୍ୟ ମୋହନ ଭାଗବତଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ ହାର୍ଡ କୌର । ଯାହା ପରେ ତାଙ୍କୁ ନେଇ ବିବାଦ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ୨କେଜି ସୁନା ଓ ୨୫ଲକ୍ଷ ଟଙ୍କା ଚୋରି କରି ନେଇଗଲେ ଏସ୍‌ବିଆଇ କ୍ୟାସିୟର

ହାଇଦ୍ରାବାଦ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର କର୍ମଚାରୀ ବ୍ୟାଙ୍କରୁ ୨କେଜି ସୁନା ଓ ୨୫ଲକ୍ଷ ଟଙ୍କା ଚୋରି କରିବାର ଏକ ମାମଲା ସାମ୍ନାକୁ ଆସିଛି । ବ୍ୟାଙ୍କର କ୍ୟାସିୟର ଏଭଳି ଅପରାଧ କରିଥିବା ବେଳେ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଚୋରି ହୋଇଥିବା ଜିନିଷ ସବୁ ଜବତ କରି ନେଇଛି । ଘଟଣାଟି…
ଅଧିକ ଖବର ଦେଖନ୍ତୁ...