Daily Archives

July 9, 2019

୧୭ରୁ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ପ୍ରତିଯୋଗିତା: ପାକିସ୍ତାନୀ ଟିମ୍‌ ଯୋଗଦେବା ନେଇ ଆଶଙ୍କା

କଟକ: ଆସନ୍ତା ୧୭ ତାରିଖରୁ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହେବ। ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପାକିସ୍ତାନ ଟିମ୍‌ ଅଂଶଗ୍ରହଣ ନେଇ ଆଶଙ୍କା ଉପୁଜିଛି। ଭିସା ସଂପର୍କିତ ସମସ୍ୟା ଥିବାରୁ ପାକିସ୍ତାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସ୍ପଷ୍ଟ ହୋଇପାରି…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାରେ ଅନାହାର ମୃତ୍ୟୁ ଅଭିଯୋଗ

ନୂଆପଡା: ଜିଲ୍ଲାର ବୋଡେନ ବ୍ଲକରେ ଅନାହାର ମୃତ୍ୟୁ ଅଭିଯୋଗ ହୋଇଛି। ଜଣେ ଯୁବକ ଚାରିଦିନ ହେବ ଖାଇବାକୁ ନପାଇ ମୃତ୍ୟୁର ଶିକାର ହୋଇଥିବା ଘଟଣା ବୋଡେନ ବ୍ଲକ ସର୍ଗିମୁଣ୍ଡା ଗାଁରେ ଦେଖିବାକୁ ମିଲିଛି। କର୍ଲାକୋଟ ପଞ୍ଚାୟତର ସର୍ଗିମୁଣ୍ଡା ଗାଁରେ ନିଃସହାୟ ଦୁଇ ଭାଇ, ଭଉଣୀ ଦେବନ୍ତୀ ବେହେରା…
ଅଧିକ ଖବର ଦେଖନ୍ତୁ...

ଅମୃତଭଣ୍ଡା ପତ୍ର ସେବନ ଦ୍ୱାରା ଶରୀରକୁ କି କି ଫାଇଦା ମିଳିଥାଏ ଜାଣନ୍ତୁ

ପ୍ରାକୃତିକ ଓ ଆୟୁର୍ବେଦିକ ଉପାୟରେ ରୋଗ ଭଲ କରିବା ଓ ନିଜକୁ ସୁସ୍ଥ ରଖିବା କଥା ଆସିଲେ ଲିମ୍ବ, ତୁଳସୀ, ଘିକୁମାରୀ ଓ ପୋଦିନା ପତ୍ର ପ୍ରଥମେ ସାମ୍ନାକୁ ଆସିଥାଏ। ଏହି ତାଲିକାରେ ଏବେ ଆଉ ଏକ ପତ୍ର ଯୋଡ଼ି ହୋଇଯାଇଛି। ଏହି ପତ୍ରର ନାମ ହେଉଛି ଅମୃତଭଣ୍ଡା ପତ୍ର। ତେବେ ଆସନ୍ତୁ ଅମୃତଭଣ୍ଡା ପତ୍ରର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ: ଆସନ୍ତାକାଲି ଖେଳାଯିବ ବର୍ଷାବାଧିତ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲର ଅବଶିଷ୍ଟାଂଶ

ମଂଚେଷ୍ଟର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମଙ୍ଗଳବାର ଚାଲିଥିବା ପ୍ରଥମ ସେମିଫାଇନାଲରେ ବର୍ଷା ବାଧକ ସାଜିବା ପରେ ଅବଶିଂଷ୍ଟ ମ୍ୟାଚ ବୁଧବାର ଖେଳାଯିବ ବୋଲି ଜଣାପଡ଼ିଛି। ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌ ବୁଧବାର ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ୪୬.୨ ଓଭରରୁ ଆରମ୍ଭ କରିବ। CWC'19…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଓଲଟିଲା ବିଦେଶୀ ମଦ ପେଟିରେ ଭର୍ତ୍ତି ଟ୍ରକ୍‌, ଲୋକେ ବୋହିନେଲେ ମନଇଚ୍ଛା

ହରଦୋଇ: ଉତ୍ତରପ୍ରଦେଶର ହରଦୋଇର ସୁରସା ଥାନା ଅଧୀନସ୍ଥ ଲକ୍ଷ୍ମୌ-ହରଦୋଇ ମାର୍ଗରେ ମଙ୍ଗଳବାର ବିଦେଶୀ ମଦରେ ଭର୍ତ୍ତି ଥିବା ଏକ ଟ୍ରକ୍‌ ଗୋଟିଏ ଗାଈକୁ ବଞ୍ଚାଇବାକୁ ଯାଇ ଖାଲରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ ଚାଳକ ଓ ହେଲପର ଗୁରୁତର ହୋଇ ପଡ଼ିଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର…
ଅଧିକ ଖବର ଦେଖନ୍ତୁ...

ପୁରୀ-କୋଣାର୍କ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା: ଯୁବକଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର, ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କଟକ…

ପୁରୀ: ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡରେ ମଙ୍ଗଳବାର ରାତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକରେ ଯାଉଥିବା ଯୁବକ-ଯୁବତୀଙ୍କୁ ଏକ ସ୍କର୍ପିଓ ଧକ୍କା ଦେଇଛି ବୋଲି କୁହାଯାଉଛି। ଦୁର୍ଘଟଣା ଘଟାଇ ସ୍କର୍ପିଓ ଫେରାର ହୋଇଯାଇଛି। ଏହି ଘଟଣାରେ ପରେ ଏକ ମୁଣ୍ଡ ବିହୀନ ଶବ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଟିକ୍‌ଟକ୍‌ ଷ୍ଟାର ମାରିଲେ ଧର୍ମେନ୍ଦ୍ରଙ୍କ ସିନେମାରେ ଏଣ୍ଟ୍ରି

ନୂଆଦିଲ୍ଳୀ: ସୋସିଆଲ ମିଡିଆର ଏମିତି ଅନେକ ଆପ୍‌ ରହିଛି ଯାହାକି ପ୍ରତିଭାପୂର୍ଣ୍ଣ ଥିବା ଲୋକଙ୍କୁ ଏକ ପ୍ଲାଟଫର୍ମ ଦେଉଛି। ଏହି କ୍ରମରେ ଟିକ୍‌ଟକ୍‌ ଭିଡିଓର ଷ୍ଟାର ଅଭିନେତ୍ରୀ ଏକତା ଜୈନ୍‌ଙ୍କୁ ବି ଏହି ଆପ୍‌ର ଫାଇଦା ମିଳିଛି। ଏକତା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ…
ଅଧିକ ଖବର ଦେଖନ୍ତୁ...

ତିନି ହଜାର ଫୁଟ ଉଚ୍ଚ ଦୁଇଟି ପାହାଡ ମଝିରେ ଛିଡା ହୋଇ ପ୍ରେମିକାକୁ ବିବାହ ପ୍ରସ୍ତାବ ଦେଲେ ପ୍ରେମିକ

ନୂଆଦିଲ୍ଲୀ: ଆଜିକାଲି ପ୍ରେମିକ ପ୍ରେମିକାକୁ ପ୍ରେମ ନିବେଦନ ହେଉ ଅଥବା ବିବାହ ପ୍ରସ୍ତାବ ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ଏଯାବତ ପ୍ରେମିକ/ ପ୍ରେମିକା ଆକାଶରେ, ପାଣିରେ ତ କେତେବେଳେ ପାହାଡରେ ଓ ଅନ୍ୟାନ୍ୟ ସ୍ଥାନରେ ବିବାହ ପ୍ରସ୍ତାବ ଦେଉଥିବା ଦେଖିବାକୁ  ମିଳିଛି। ଏହି…
ଅଧିକ ଖବର ଦେଖନ୍ତୁ...

ନଦୀରେ ବୁଡି ଯାଉଥିଲେ ମା’ ଓ ଶିଶୁ, ୧୧ବର୍ଷର ବାଳକ ବାହାଦୁରୀ ଦେଖାଇ ବଞ୍ଚାଇଲା ଜୀବନ

ସୋନିତପୁର: ନିକଟରେ ଜନୈକ ୧୧ବର୍ଷୀୟ ନାବାଳକର ବହାଦୁରୀର ଏକ ମିଶାଲ ଦେଖିବା ପାଇଁ ମିଳିଛି। ସଂପ୍‌କ୍ତ ନାବାଳକର ନାମ ଉତ୍ତମ ତାତି । ଉତ୍ତମ ନିକଟରେ ନଦୀରେ ବୁଡି ଯାଉଥିବା ଜଣେ ମହିଳା ଓ ତାଙ୍କ ଶିଶୁକୁ ବଞ୍ଚାଇବାର ସଫଳ ହୋଇଛନ୍ତି। ଏହି ଘଟଣା ପରେ ଉତ୍ତମ ପାଖକୁ ପ୍ରଶଂସାର ସୁଅ ଛୁଟିବାକୁ…
ଅଧିକ ଖବର ଦେଖନ୍ତୁ...

‘ଭାରତ’: ସଲମାନ୍‌ ଓ କଟ୍ରିନାଙ୍କ ବିବାହ ଭିଡିଓ ଭାଇରାଲ

ମୁମ୍ବାଇ: ସଲମାନ୍‌ ଖାନ୍‌ଙ୍କ ଫ୍ୟାନମାନଙ୍କୁ ଦୁଇଟି ମୁହୂର୍ତ୍ତର ଅପେକ୍ଷା ରହିଛି। ଗୋଟିଏ ସଲମାନଙ୍କ ସିନେମା ଓ ଦ୍ୱିତୀୟଟି ତାଙ୍କ ବିବାହ କେବେ ହେବ? ସମ୍ପ୍ରତି ସିନେମା ଜରିଆରେ ତ ସଲମାନ୍‌ ତାଙ୍କ ଫ୍ୟାନ୍ସଙ୍କୁ ଟ୍ରିଟ୍‌ ଦେଇ ସାରିଲେଣି କିନ୍ତୁ ବିବାହ ପାଇଁ ବହୁତ ଅପେକ୍ଷା କରାଉଛନ୍ତି।…
ଅଧିକ ଖବର ଦେଖନ୍ତୁ...