Daily Archives

July 10, 2019

ଚିଠା ଜାତୀୟ ଶିକ୍ଷା ନୀତି ୨୦୧୯ ପରାମର୍ଶଦାତା ବୈଠକ: ଓଡ଼ିଶା ପରିପ୍ରେକ୍ଷୀରେ ସର୍ବୋତ୍ତମ ଓ ସୁଚିନ୍ତିତ ପ୍ରସ୍ତାବ…

ଭୁବନେଶ୍ୱର: କେନ୍ଦ୍ର ସରକାର ‘ଜାତୀୟ ଶିକ୍ଷାନୀତି ୨୦୧୯ ପ୍ରଣୟନ’ କରୁଥିବା ଦୃଷ୍ଟିରୁ ଓଡ଼ିଶା ପରିପ୍ରେକ୍ଷୀରେ ଯାହା ସର୍ବୋତ୍ତମ ହେବ, ସେପରି ପ୍ରସ୍ତାବ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ଚିଠା ଜାତୀୟ ଶିକ୍ଷା ନୀତି ୨୦୧୯କୁ ତର୍ଜମା କରି…
ଅଧିକ ଖବର ଦେଖନ୍ତୁ...

ସବୁ ବର୍ଗର ଲୋକଙ୍କ କଲ୍ୟାଣ ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଜୟଦେବ ଭବନ ଠାରେ ଭୁବନେଶ୍ୱରରେ ନବନିର୍ମିତ ହଜ୍‌ ହାଉସ୍‌ର ଉଦ୍‌ଘାଟନ କରିବା ସହିତ ହଜ୍‌ ଯାତ୍ରାରେ ଯାଉଥିବା ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ୬୫୩ ଜଣ ଯାତ୍ରୀ ହଜ୍‌ କରିବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ୩୮୬ ଜଣ…
ଅଧିକ ଖବର ଦେଖନ୍ତୁ...

ଗହଣା ଦୋକାନରୁ ଲୁଟ : ଜଣେ ଗିରଫ, ୩ ଫେରାର୍‌

କଟକ : ବୁଧବାର କଟକର ସେକ୍ଟର-୬ରେ ଥିବା ଏକ ଗହଣା ଦୋକାନରୁ ଲୁଟ୍‌ ହୋଇଥିବା ଜଣାପଡିଛି। ଲୁଟ୍‌ କରିବାକୁ ଆସିଥିବା ଲୁଟେରାମାନଙ୍କ ମଧ୍ୟରୁ ଜଣେ ଲୁଟେରାକୁ ଧରି ପୁଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣ ଲୁଟେରା ଘଟଣାସ୍ଥଳରୁ ଫେରାର୍‌…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗରୁ ବଞ୍ଚିବାକୁ ଚାହୁଁଥିଲେ ଏବେ ହିଁ ରୋଷେଇ ଘରୁ ବାହାରେ ଫିଙ୍ଗି ଦିଅନ୍ତୁ ଏ ସବୁ ଜିନିଷ

କର୍କଟ ରୋଗ ଏକ ଏଭଳି ରୋଗ, ଯେଉଁ ରୋଗରେ ପୀଡ଼ିତ ହୋଇ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ତେବେ ଏହି ରୋଗର କାରଣ ଅନେକ ରହିଥିବା ବେଳେ ରୋଷେଇ ଘରେ ବ୍ୟବହାର କରାଯାଉଥିବା କିଛି ଜିନିଷ ମଧ୍ୟ ଏହି ରୋଗର କାରଣ ପାଲଟିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ..... ୧. କୌଣସି ତେଲ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଏହି ଫିଲ୍ମରେ ସାଥୀରେ ନଜର ଆସିବେ ରିତିକ୍‌-ଦୀପିକା

ମୁମ୍ବାଇ : ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନ ଏବେ ନିଜର ଫିଲ୍ମ ସୁପର-୩୦କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମଟି ଜୁଲାଇ ୧୨ରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଏବେ ଆଉ ଏକ ଖବର ପାଇଁ ଚର୍ଚ୍ଚାରେ ରିତିକ୍‌ । ପ୍ରଥମ ଥର ପାଇଁ ତାଙ୍କର ଯୋଡ଼ି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ବନିବାକୁ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ ବନ୍ଧୁଙ୍କଠାରୁ ଉପହାର ନେବା ଭାରୀ ପଡ଼ିଲା, ଠକି ନେଲେ ୬ଲକ୍ଷ ଟଙ୍କା

ପୁଣେ : ଫେସ୍‌ବୁକ୍‌ ବନ୍ଧୁଙ୍କ ଉପହାର ଆଶାରେ ଜଣେ ମହିଳା ଠକାମିର ଶିକାର ହୋଇଥିବା ଜଣା ପଡ଼ିଛି । ପେଶାରେ ଶିକ୍ଷୟତ୍ରୀ ଥିବା ମୋହିନୀ ଆନନ୍ଦ ଯାଦବଙ୍କୁ ତାଙ୍କର ଫେସ୍‌ବୁକ୍‌ ବନ୍ଧୁ ଉପହାର ଦେବା ପାଇଁ କହି ୬ଲକ୍ଷ ଟଙ୍କା ଠକି ନେଇଥିବା ଜଣା ପଡ଼ିଛି । ଏ ନେଇ ମୋହିନୀ ଏବେ ପୁଲିସରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

‘କବୀର ସିଂହ’ ପାଇଁ ବଢ଼ିଲା ଶାହିଦଙ୍କ ଡିମାଣ୍ଡ, ଗୋଟେ ଫିଲ୍ମ ପାଇଁ ଏବେ ମାଗୁଛନ୍ତି ଏତେ କୋଟି ଟଙ୍କା

ମୁମ୍ବାଇ : ରିଲିଜ୍‌ ପରଠାରୁ ଚର୍ଚ୍ଚାରେ ରହିଛି ଫିଲ୍ମ ‘କବୀର ସିଂହ’ । ରିଲିଜ୍‌ ହେବାର ଦ୍ୱିତୀୟ ସପ୍ତାହରେ ଫିଲ୍ମଟି ଅନେକ ବଡ଼ ବଡ଼ କଳାକାରମାନଙ୍କ ଫିଲ୍ମର ରେକର୍ଡ ଭାଙ୍ଗିଥିବା ବେଳେ ଏବେ ବି ବକ୍ସ ଅଫିସରେ ନିଜର କମାଲ ଜାରି ରଖିଛି ଫିଲ୍ମ । କବୀର ସିଂହ ଶାହିଦ୍‌ଙ୍କ ଜୀବନର ସବୁଠାରୁ ବଡ଼…
ଅଧିକ ଖବର ଦେଖନ୍ତୁ...

ଏହି ଜେଲରେ ଖାଇବା ତିଆରି କରି ସ୍ୱିଗ୍ଗୀ ଜରିଆରେ ବିକ୍ରି କରୁଛନ୍ତି କଏଦି, ୮ବର୍ଷ ହେଲାଣି ଚାଲି ଆସୁଛି କ୍ୟାଣ୍ଟିନ

ନୂଆଦିଲ୍ଲୀ : କେରଳର ତ୍ରିଶୁରରେ ଥିବା ବିୟୁର ସେଣ୍ଟ୍ରାଲ ଜେଲରେ ୮ବର୍ଷ ହେଲାଣି ଏକ କ୍ୟାଣ୍ଟିନ ଚାଲି ଆସୁଛି । ଯେଉଁଠି ବନ୍ଦୀ ଥିବା କଏଦି ରୋଷେଇ କରୁଥିବା ବେଳେ ସ୍ୱିଗ୍ଗୀ ଜରିଆରେ ତାହାକୁ ଅନ୍‌ଲାଇନ ବିକ୍ରି କରାଯାଉଥିବା ଜଣା ପଡ଼ିଛି । କ୍ୟାଣ୍ଟିନର ନାଁ ଫ୍ରିଡମ ଫୁଡ୍‌ ଫ୍ୟାକ୍ଟ୍ରୀ ରଖା…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ ସେମିଫାଇନାଲରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ- ହାରିବା-ଜିତିବା ଜୀବନର…

ନୂଆଦିଲ୍ଲୀ: ମଂଚେଷ୍ଟରସ୍ଥିତ ଓଲଡ୍‌ ଟ୍ରାଫେଡ ପଡ଼ିଆରେ ବୁଧବାନ ନ୍ୟୁଜିଲାଣ୍ଡ ୧୮ ରନ୍‌ରେ ଭାରତକୁ ସେମିଫାଇନାଲ ମ୍ୟାଚ୍‌ରେ ପରାସ୍ତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ହାରିବା ପରେ ମୋଦୀ କହିଛନ୍ତି, ଭାରତୀୟ ଟିମ୍‌…
ଅଧିକ ଖବର ଦେଖନ୍ତୁ...

‘ବାହୁବଲୀ’ ପାଇଁ ୫,୦୦୦ବିବାହ ପ୍ରସ୍ତାବକୁ ନାଁ କହିଥିଲେ ପ୍ରଭାସ, ୨୫କୋଟିରେ ସାଇନ୍‌ କରିଥିଲେ ଫିଲ୍ମ

ମୁମ୍ବାଇ : ‘ବାହୁବଲୀ’ ଫିଲ୍ମର ପ୍ରଥମ ଭାଗ ରିଲିଜ୍‌ ହେବା ପରେ ଦର୍ଶକଙ୍କ ମଧ୍ୟରେ ଯେଉଁଭଳି ଉତ୍ସାହ ଦେଖିବାକୁ ମିଳିଥିଲା, ତାହା ବୋଧ ହୁଏ ଆଉ ଅନ୍ୟ କୌଣସି ଫିଲ୍ମକୁ ମିଳିଥିବ । ପ୍ରଥମ ଭାଗ ରିଲିଜ୍‌ ହେବାର ବର୍ଷକ ପରେ ଦ୍ୱିତୀୟ ଭାଗ ରିଲିଜ୍‌ ହୋଇଥିଲା । କିନ୍ତୁ ଏହି ବର୍ଷକ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...